Posted inଫୁରସତ

ବଡ଼ ଆଁ କରି ଆସୁଛି ସାପ, ବିଲେଇ ଦେଖି…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ଯାହା ହସର ଖୋରାକ ଯୋଗାଉ ଥିବା ବେଳେ ଅନେକ ସମୟରେ ଭାବପ୍ରବଣ କରିଦିଏ। ବର୍ତ୍ତମାନ ଟୁଇଟରରେ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଏକ ସାପ ବଡ଼ ଆଁକରି ବିଲେଇକୁ କାମୁଡ଼ିବାକୁ ଅସୁଥିବା ବେଳେ ବିଲେଇ ଚତୁରତାର ସହ ସାପକୁ ଗୋଡ଼ରେ ମାରୁଛି। ପୁଣି ପୂର୍ବପରି ସେ ସେହିପରି କରୁଛି। ଭିଡିଓକୁ ଭାରତୀୟ ବନସେବା ଅଧୀକାରୀ ଶୁସାନ୍ତ ନନ୍ଦ ତାଙ୍କ ରିଟୁଇଟର କରିଛନ୍ତି। ଭିଡିଓ ଭାଇରାଲ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିନା ଡାବିଙ୍କ ସହ ନିର୍ବନ୍ଧ ପରେ ରାତାରାତି ଷ୍ଟାର ପାଲଟିଲେ ଆଇଏଏସ୍‌ ପ୍ରଦୀପ

ନୂଆଦିଲ୍ଲୀ,୩୦।୩: ୨୦୧୫ରେ ୟୁପିଏସସି ପରୀକ୍ଷାରେ ଟପ୍ପର ହୋଇଥିବା ଟିନା ଡାବି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ସେ ଏବେ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି। ୨୦୧୩...

ଶିଡ଼ିରୁ ଏପରି ଓହ୍ଲାଉଛି କୁନି ପିଲା, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ନିମୋନିଆ ବିରୋଧରେ ସଂଗ୍ରାମ

ନିମୋନିଆ ମୁକାବିଲା ପାଇଁ ସଚେତନତା ସୃଷ୍ଟି ଲାଗି ବିଶ୍ୱ ନିମୋନିଆ ଦିବସ ପ୍ରତିବର୍ଷ ୧୨ ନଭେମ୍ବରରେ ପାଳିତ ହୋଇଥାଏ। ଶିଶୁମାନଙ୍କର ସୁରକ୍ଷାକୁ ପ୍ରତିପାଦିତ କରୁଥିବା ୧୦୦...

ଲୋକନୃତ୍ୟ: ଭାରତଲୀଳା

ଲୋକକଳା ହେଉଛି ଲୋକଙ୍କ ଜୀବନର ନିଚ୍ଛକ ପ୍ରତିଛବି। ଗୋଷ୍ଠୀଗତ ଜୀବନରେ ଖୁବ୍‌ ପ୍ରଭାବ ପକାଇଥାଏ। ସମୟକ୍ରମେ କେତେକ ପାରମ୍ପରିକ ଲୋକକଳାରେ କିଛି ପରିବର୍ତ୍ତନ ହୋଇଥିବାର ଦେଖିବାକୁ...

ବାତ୍ୟା ‘ଫନୀ’ ମୁକାବିଲା ପାଇଁ ଜାଣନ୍ତୁ କେମିତି ରହିବେ ସଜାଗ

ସାମୁଦ୍ରିକ ଝଡ଼ ‘ଫନୀ’ ୩ ତାରିଖରେ ଓଡ଼ିଶା ଉପକୂଳ ଛୁଇଁପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଏହି ସମୟରେ ଘଣ୍ଟା ପ୍ରତି ୧୭୫ରୁ ୧୮୦...

ଏକଦା ଚାଇନାର ଉହାନ୍‌ରୁ ଆରମ୍ଭ ହୋଇଥିଲା କରୋନା ସଂକ୍ରମଣ: ଏବେ ଭୟକୁ ଫୁ’ କରି ପୁଲ୍‌ ପାର୍ଟିର ମଜା ନେଉଛନ୍ତି ଲୋକେ

ବେଜିଂ: ମହାମାରୀ କରୋନା ଭୂତାଣୁ ସଂକ୍ରମଣ ଏବେ ସାରା ବିଶ୍ୱର ନିଦ ହଜାଇସାରିଲାଣି। ପ୍ରତ୍ୟେହ ଲକ୍ଷାଧିକ ଲୋକ ଏଥିରେ ସଂକ୍ରମିତ ହେଉଥିବା ବେଳେ ହଜାର ହଜାର...

ୟୁଟ୍ୟୁବରେ ୨ କୋଟି ସବ୍‌ସ୍କ୍ରାଇବର୍‌ ହେବାରୁ ଏମିତି ପଦକ୍ଷେପ ନେଲେ ଯୁବକ, ଜାଣି ହେବେ ଆଶ୍ଚର୍ଯ୍ୟ

ଆଜିକାଲି ଚାରିଆଡେ ୟୁଟ୍ୟୁବ୍‌ର କ୍ରେଜ୍‌। ଭିଡିଓ କରି ୟୁଟ୍ୟୁବ୍‌ରେ ଛାଡିବା ଯେମିତି ଏକ ନିଶା ପାଲଟିଗଲାଣି। ସାଧାରଣତଃ ଆମେ ୟୁଟ୍ୟୁବରେ ସବ୍‌ସ୍କ୍ରାଇବର ସଂଖ୍ୟା ବଢିଲେ ଆମେ...

ଭାରତର ସବୁଠାରୁ ଭୟଙ୍କର କିଲ୍ଲା

ଭାରତର ବିଭିନ୍ନ ସ୍ଥାନରେ କେତେ ଗୁଡିଏ କିଲ୍ଲା ରହିଛି। ଯାହାକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ଭିଡ ଜମିଥାଏ। ହେଲେ ମହାରାଷ୍ଟ୍ରର ମାଥୋରାନ ଓ ପନଭେଲ ମଧ୍ୟରେ...

Advertisement
Archives

Model This Week