ସମ୍ବଳ ଅଭାବକୁ ଆଳ
ଢେଙ୍କାନାଳ ଅଫିସ, ୩।୧୨: ‘ଆମର ଯାହା ସମ୍ବଳ ଅଛି, ଆମେ ସେତିକି କରିପାରିବୁ। ଧିରେ ଧିରେ ସବୁ ଅଞ୍ଚଳରେ ତେଲ ପଡ଼ିବ, ଧୂଆଁ ଛଡ଼ାଯିବ। ତରବରିଆ ହେଲେ କିଛି କାମ ହୋଇପାରିବ ନାହିଁ’। ମଶା ଦୌରାତ୍ମ୍ୟରେ କଲବଲ ହେଉଥିବା ଢେଙ୍କାନାଳ ସହରବାସୀଙ୍କ…
ବରିଷ୍ଠ ସାମ୍ବାଦିକ ବୈଷ୍ଣବ ଜେନାଙ୍କ ପରଲୋକ
ଭୁବନେଶ୍ୱର ବ୍ୟୁରୋ,୩।୧୨: ବରିଷ୍ଠ ଖବରଦାତା ତଥା ଗାନ୍ଧୀବାଦୀ ବୈଷ୍ଣବ ଜେନାଙ୍କ ପରଲୋକ ଘଟିଛି। ଶନିବାର ଭୋରରୁ ହୃଦ୍ଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ୍ୟୁବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା। ତାଙ୍କ ଘର ଯାଜପୁର ଜିଲା ବରି ବ୍ଳକ ମନ୍ଦାରୀ ପଞ୍ଚାୟତ…
ଟିଏମ୍ସି ନେତାଙ୍କ ଘରେ ବିସ୍ଫୋରଣ: ୩ ମୃତ
କୋଲାକାତା,୩।୧୨: ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁରରେ ବଡ ଧରଣର ବିସ୍ଫୋରଣ ହୋଇଛି। ଏହି ଦୁର୍ଘଟଣାରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଦୁଇ ଜଣ ଟିଏମ୍ସିି କର୍ମୀ ଥିବା କୁହାଯାଉଛି। ପୂର୍ବ ମେଦିନୀପୁରର ଅର୍ଜୁନନଗର…
ଅମିତାଭ ବଚ୍ଚନ ନେକ୍ସସ୍ ମଲ୍ର ବ୍ରାଣ୍ଡ୍ ଆମ୍ବାସାଡର
ଭୁବନେଶ୍ୱର,୩ା୧୨: ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ତଥା ବ୍ଲାକ୍ଷ୍ଟୋନ୍ ଗ୍ରୁପ୍ର ସହଯୋଗୀ କମ୍ପାନୀ ବ୍ଲାକ୍ଷ୍ଟୋନ୍ ରିୟଲ ଇଷ୍ଟେଟ ଦ୍ୱାରା ପରିଚାଳିତ ଏବଂ ମାଲିକାନାଧୀନ ‘ନେକ୍ସସ୍ ମଲ୍’ ନିକଟରେ ବଲିଉଡ୍ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କୁ ତା’ର ‘ସୁଖର ଆମ୍ବାସାଡର’ ଭାବେ ନିଯୁକ୍ତ କରିଛି।…
‘ହ୍ବାଟ୍ସଆପ୍ ଜରିଆରେ ଜିଓମାର୍ଟରୁ କାରବାର’
ମୁମ୍ବାଇ,୩ା୧୨: ରିଲାଏନ୍ସ ରିଟେଲର ପ୍ରମୁଖ ସଂସ୍ଥା ‘ଜିଓମାର୍ଟ’ ବର୍ତ୍ତମାନ ହ୍ବାଟ୍ସଆପ୍ ଜରିଆରେ କାରବାର କରିବାକୁ ଯାଉଛି। ଏପରିକି ଜିଓମାର୍ଟର ସମସ୍ତ ସେବାର ଅର୍ଡରକୁ ଗ୍ରହଣ କରିବା ସହ କାର୍ଯ୍ୟକାରୀ କରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏହି ସେବା ପାଇଁ ଉଭୟ…
ବିଓବିର ମିଡ୍ କର୍ପୋରେଟ୍ ଶାଖା ଉଦ୍ଘାଟିତ
ଭୁବନେଶ୍ୱର,୩ା୧୨: ବ୍ୟାଙ୍କ ଅଫ୍ ବରୋଦା (ବିଓବି)ର ମିଡ୍ କର୍ପୋରେଟ୍ ଶାଖା ଉଦ୍ଘାଟିତ ହୋଇଯାଇଛି। ଏପରିକି ଭୁବନେଶ୍ୱରର ଗଙ୍ଗନଗରଠାରେ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଦେବଦତ୍ତ ଚାନ୍ଦଙ୍କ ଦ୍ୱାରା ଉକ୍ତ ଶାଖାର ଉଦ୍ଘାଟନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଚାନ୍ଦ କହିଛନ୍ତି, ମଧ୍ୟମ ଆକାରର କମ୍ପାନୀଗୁଡ଼ିକ…
ପଦ୍ମପୁର ଉପନିର୍ବାଚନ: ଆଜି ପ୍ରଚାର ଶେଷ
ପଦ୍ମପୁର,୩।୧୨(ଡି.ଏନ.ଏ.): ଆସନ୍ତା ୫ ତାରିଖରେ ପଦ୍ମପୁର ଉପନିର୍ବାଚନ। ଏହାକୁ ନେଇ ରାଜନୀତି ସରଗରମ ରହିଛି। ତେବେ ନିର୍ବାଚନ ପାଇଁ ଶନିବାର ଶେଷ ପ୍ରଚାର ଥିବା ବେଳେ ରାଜନେତା ନିଜ ନିଜ ପ୍ରାର୍ଥୀଙ୍କ ସହ ପ୍ରଚାରକୁ ଜୋରଦାର କରିଛନ୍ତି। ଶନିବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…
ରୁନାୟା ପକ୍ଷରୁ ନୂତନ ଉତ୍ପାଦ ଉନ୍ମୋଚିତ
ଭୁବନେଶ୍ୱର,୩ା୧୨: ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ରୁନାୟାର ନୂତନ ଉତ୍ପାଦ ‘ରୁବିକ୍ୟୁ ଓ ରୁକାଲ ଗ୍ରୀନ୍’ର ଉନ୍ମୋଚିତ କରାଯାଇଛି। ବିଶେଷକରି ନୂତନ ଖଣି କ୍ଷେତ୍ର ପାଇଁ ଭାରତର ପ୍ରଥମ ସ୍ଥିରତା ସମାଧାନ କରୁଥିବା କମ୍ପାନୀ ରୁନାୟା ଗ୍ରୀନ୍ ବ୍ରାଣ୍ଡ୍ ନାମରେ ଏକ…
ଖିମ୍ଜୀ ଜୁଏଲର୍ସର ଚନ୍ଦ୍ରଶେଖରପୁର ଷ୍ଟୋରର ୮ମ ବାର୍ଷିକୀ ଉତ୍ସବ
ଭୁବନେଶ୍ୱର,୩ା୧୨: ଖିମ୍ଜୀ ଜୁଏଲର୍ସର ଚନ୍ଦ୍ରଶେଖରପୁର ଷ୍ଟୋରର ୮ମ ବାର୍ଷିକ ଉତ୍ସବ ମଙ୍ଗଳବାର ମହା ଆଡମ୍ବର ସହକାରେ ପାଳନ କରାଯିବ। ଏପରିକି ଉକ୍ତ ଷ୍ଟୋରର ୮ମ ପୂର୍ତ୍ତି ଉତ୍ସବ ଅବସରରେ ମୂଲ୍ୟବାନ୍ ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ଅଫର ଘୋଷଣା କରାଯାଇଛି। ବିଶେଷକରି ଗ୍ରାହକମାନଙ୍କ…
ଯାତ୍ରୀ ବିଶ୍ରାମାଗାର ପୁନଃ ନିର୍ମାଣ ଦାବି
କୁଜଙ୍ଗ,୩ା୧୨(ଡି.ଏନ୍.ଏ.): କୁଜଙ୍ଗ ବଜାରସ୍ଥିତ କଟକ-ପାରାଦୀପ ରାଜ୍ୟ ରାଜପଥ କଡ଼ରେ ଥିବା ଏକ ସ୍ଥାୟୀ ଯାତ୍ରୀ ବିଶ୍ରାମାଗାରକୁ ବ୍ଲକ ପ୍ରଶାସନ ପକ୍ଷରୁ ଭାଙ୍ଗି ଦିଆଯାଇ ଦୋକାନ ଘର ନିର୍ମାଣ କାମ ଆରମ୍ଭ ହୋଇଛି। ଏହାକୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି। ଏନେଇ ଶୁକ୍ରବାର…
କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ପରେ ବି ରାସ୍ତା ଅବସ୍ଥା ସୁଧୁରୁନି
ପଟ୍ଟାମୁଣ୍ଡାଇ,୩ା୧୨(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୂର୍ତ୍ତ ବିଭାଗ ଅଧୀନରେ ଥିବା ଅଳଭା-ଗଣ୍ଡାକିଆ ସାଢେ ୧୦ କିମି ରାସ୍ତା ବିଭାଗୀୟ କର୍ତ୍ତୃପକ୍ଷ ଓ ଠିକାଦାରଙ୍କ ପାଇଁ ରୋଜଗାରର ପଥ ସାଜିଛି। ଏହି ରାସ୍ତା ଜଳସମ୍ପଦ ବିଭାଗ ଅଧୀନରେ ଥିବାବେଳେ ଗୋବରୀ ସମ୍ପ୍ରସାରିତ କେନାଲ…
୨୭ ଦିନ ପରେ ବି କାରଣ ଅସ୍ପଷ୍ଟ
ପାରାଦୀପ,୩ା୧୨(ସ୍ବ.ପ୍ର.): ପାରାଦୀପ ନୂଆବଜାରସ୍ଥିତ ସଞ୍ଜୟ ଗାନ୍ଧୀ ବିଦ୍ୟାଳୟରୁ ଗତ ୫ ରେ ପିଲାଙ୍କ ପାଇଁ ସରକାର ଯୋଗାଇଥିବା ଉପାଦେୟ ବହି (ଉଜ୍ଜ୍ବଳ ଉତ୍ଥାନ) ରଦ୍ଦି କାଗଜରେ ବିକ୍ରି ହୋଇଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏହାକୁ ବିକ୍ରି କରିଥିତ୍ବା ଅଭିଯୁକ୍ତଙ୍କ…
Archives


