ରାସ୍ତା ନିର୍ମାଣରେ ବିଳମ୍ବ, ବଢୁଛି ଜନଅସନ୍ତୋଷ
ଗଞ୍ଜାମ,୩।୧୨(ଡି.ଏନ୍.ଏ.): ଗଞ୍ଜାମ ବ୍ଲକ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଦିଗହରା। ଏହି ବ୍ଲକ ଅନ୍ତର୍ଗତ କୁଶପଲିଠାରୁ ସନ୍ତୋଷପୁର ଭୟା ମଲାଡ଼ ଓ ବରୋଦା ଦେଇ ହେଉଥିବା ରାସ୍ତା ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ ଘଟିଥିବା ଅଭିଯୋଗ ହୋଇଛି। ଏନେଇ ଦିନକୁ…
ଦୁନିଆର ସବୁଠୁ ବଡ଼ ହୋଟେଲ, ଏହା ଉପରେ ରହିଛି ୪ ହେଲିପ୍ୟାଡ୍
ସମଗ୍ର ବିଶ୍ୱରେ ଏକାଧିକ ହୋଟେଲ ଅଛି। କେତେକ ବହୁତ ବଡ଼ ଏବଂ ଆଉ କେତେକ ବିଳାସପୂର୍ଣ୍ଣ। ପ୍ରତ୍ୟେକ ହୋଟେଲର ନିଜସ୍ବ ବିଶେଷତା ବି ରହିଛି। ଆପଣଙ୍କ ସମ୍ବଳ ଦେଖି ଏପରି ବିଳାସପୂର୍ଣ୍ଣ ହୋଟେଲରେ ରହି ମଜା ନେଇପାରିବେ। ଏହି ହୋଟେଲରେ ବହୁ…
ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କଲେ ଦିବ୍ୟାଙ୍ଗ ଛାତ୍ରୀଛାତ୍ର
ପାଟଣା,୩।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶନିବାର ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭିନ୍ନକ୍ଷମ ଛାତ୍ରୀଛାତ୍ରଙ୍କୁ ନେଇ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରାଯାଇଥିଲା। ଏଥିରେ ଦିବ୍ୟାଙ୍ଗଙ୍କ ଅଧିକାର…
ବର୍ଷକରେ ନିର୍ମାଣ ହେବ ୧୪ ଶହ ମନ୍ଦିର
ଅମରାବତୀ,୩।୧୨: ଆନ୍ଧ୍ରପ୍ରଦେଶରେ ୧,୪୦୦ ନୂଆ ମନ୍ଦିର ନିର୍ମାଣ ହେବ। ଗ୍ରାମାଞ୍ଚଳରେ ମୁଖ୍ୟତଃ ଏହି ମନ୍ଦିର ନିର୍ମାଣ କରିବା ନେଇ ପ୍ରସ୍ତାବ ରହିଛି। ଏନେଇ ତିରୁମାଲା ତିରୁପତି ଦେବସ୍ଥାନମ୍(ଟିଟିଡି) ଆର୍ଥତ୍କ ସହାୟତା ଯୋଗାଇଦେବ। ରାଜ୍ୟ ସରକାର ଧର୍ମୀୟ ସ୍ବେଚ୍ଛାସେବୀ ଅନୁଷ୍ଠାନ, ଆର୍ଏସ୍ଏସ୍ର ସ୍ବୀକୃତିପ୍ରାପ୍ତ…
କରନ ଜୋହରଙ୍କ ବାୟୋପିକ୍ରେ ମୁଖ୍ୟ ଚରିତ୍ରରେ ଅଭିନୟ କରିବେ ଏହି ଅଭିନେତା
ମୁମ୍ବାଇ: ବଲିଉଡ୍ର ଶେଷ୍ଠ ନିର୍ଦ୍ଦେଶକମାନଙ୍କ ମଧ୍ୟରେ କରନ ଜୋହର ହେଉଛନ୍ତି ଅନ୍ୟତମ। କାରଣ ମାତ୍ର ୨୬ବର୍ଷ ବୟସରେ ସେ ଅଲ୍ ଟାଇମ୍ ବ୍ଲକ୍ବଷ୍ଟର ଫିଲ୍ମ ‘କୁଛ କୁଛ ହୋତା ହେ’ର ନିର୍ଦ୍ଦେଶନା ଦେଇଥିଲେ। ଏଥିସହ କରନଙ୍କୁ ବଲିଉଡ୍ର ଷ୍ଟାରକିଡ୍ସଙ୍କ ଗଡ୍ଫାଦର ବୋଲି…
‘ନ୍ୟୁୟର୍କ ଫିଲ୍ମ କ୍ରିଟିକ୍ସ ସର୍କଲ ଆଓ୍ବାର୍ଡ’: ରାଜାମୌଲି ଶ୍ରେଷ୍ଠ ନିର୍ଦ୍ଦେଶକ
ନୂଆଦିଲ୍ଲୀ,୩।୧୨: ସୁପରହିଟ ଫିଲ୍ମ ଆରଆରଆର ପାଇଁ ନିର୍ଦ୍ଦେଶକ ଏସ୍ଏସ୍ ରାଜାମୌଲିଙ୍କୁ ପୁରସ୍କାର ମିଳିଛି। ଆମେରିକାରେ ନ୍ୟୁୟର୍କ ଫିଲ୍ମ କ୍ରିଟିକ୍ସ ସର୍କଲ ଆଓ୍ବାର୍ଡ(ଏନ୍ଓ୍ବାଇଏଫ୍ସିସି)ରେ ରାଜାମୌଳିଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ସମ୍ମାନରେ ସମ୍ମାନିତ କରାଯାଇଛି। ନ୍ୟୁୟର୍କ ଫିଲ୍ମ କ୍ରିଟିକ୍ସ ସର୍କଲ ହେଉଛି ଆମେରିକାର ଫିଲ୍ମ କ୍ରିଟିକ୍ସର…
ଦ୍ୱିତୀୟ ସ୍ଥାନରେ ଓଏଫ୍ସି
ଭୁବନେଶ୍ୱର,୩।୧୨(ସ୍ପୋଟର୍ସ ବ୍ୟୁରୋ): କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ଏଫ୍ସି (ଓଏଫ୍ସି) ନିଜର ବିଜୟ ଧାରା ବଜାୟ ରଖିଛି। ଶୁକ୍ରବାର ଦଳ ନର୍ଥଇଷ୍ଟ ୟୁନାଇଟେଡ୍ ଏଫ୍ସିକୁ ୨-୧ରେ ହରାଇବା ସହିତ ପଏଣ୍ଟ ଟେବଲରେ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି। କଳିଙ୍ଗ ଷ୍ଟାଡିୟମରେ ଓଏଫ୍ସି ନିଜର…
ଭୁବନେଶ୍ୱରରୁ ଆରମ୍ଭ ହେବ ହକି ବିଶ୍ୱକପ୍ ଟ୍ରଫି ଟୁର୍୩୩
ଭୁବନେଶ୍ୱର, ୩।୧୨: ଭୁବନେଶ୍ୱର ଓ ରାଉରକେଲାରେ ହେବାକୁଥିବା ଆଗାମୀ ହକି ବିଶ୍ୱକପ୍କୁ ସ୍ମରଣୀୟ କରିବା ପାଇଁ ଅନ୍ତର୍ଜାତୀୟ ହକି ଫେଡେରେଶନ, ହକି ଇଣ୍ଡିଆ ଓ ଓଡ଼ିଶା ସରକାର ବ୍ୟାପକ ପଦକ୍ଷେପ ନେଉଛନ୍ତି। ଏଥିପାଇଁ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚତ୍ଥିବାବେଳେ ପ୍ରଥମ ଥର…
ସରକାରୀ ଗୋଚର ଜମିରେ ବେଆଇନ ଗୃହ ଉଚ୍ଛେଦ
ମହାକାଳପଡ଼ା,୩।୧୨(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ବିଜୟନଗର ଗ୍ରାମ ଶାସନପଡ଼ାରେ ସରକାରୀ ଗୋଚର ଜମିରେ ବେଆଇନ ଭାବେ ନିର୍ମାଣ ହୋଇଥିବା ଗୃହକୁ ଉଚ୍ଛେଦ କରିବା ନେଇ ଗ୍ରାମବାସୀ ଉଚ୍ଚ ନ୍ୟାୟାଳୟରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିଭୂମି ଉଚ୍ଚ ନ୍ୟାୟାଳୟ ଉକ୍ତ…
ସମିତି ସଭ୍ୟାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ମାର୍ଶାଘାଇ,୩।୧୨(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଦୁମୁକା ପଞ୍ଚାୟତ ସମିତି ସଭ୍ୟା ଗୀତା ପ୍ରଧାନଙ୍କ ଝୁଲନ୍ତା ମୃତଦେହ ପୋଲିସ ଶନିବାର ଜବତ କରିଛି। ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡି ନ ଥିବା ବେଳେ ମାର୍ଶାଘାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ…
ମଲାଡରେ ଭୟଙ୍କର ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ଝରକାରୁ ଡେଇଁଲେ ଯୁବତୀ
ମୁମ୍ବାଇ,୩।୧୨: ମୁମ୍ବାଇର ମଲାଡ ଅଞ୍ଚଳରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଶନିବାର ମଲାଡ ସ୍ଥିତ ଜନକଲ୍ୟାଣ ନଗରରେ ଥିବା ଏକ ୨୧ମହଲା ବିଶିଷ୍ଟ କୋଠାରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡ ତୃତୀୟ ମହଲାରେ ଘଟିଥିବା ବେଳେ ଏହାକୁ ଆୟତ୍ତ…
କାତାର ବିଶ୍ୱକପ୍ର ବିସ୍ମୟ ଜାପାନ
୨୦୧୮ ବିଶ୍ୱକପର ଇତିହାସ ପୁନରାବୃତ୍ତି ହୋଇଥିବା ବିଶ୍ୱାସ କରି ହେଉନାହିଁ। ୨୦୧୪ର ବିଶ୍ୱ ଚାମ୍ପିୟନ ଏଥର ମଧ୍ୟ ଗ୍ରୁପ୍ ପର୍ଯ୍ୟାୟରୁ ବିଦାୟ ନେଲା। ଆମେ ଜାଣିଛୁ ଯେ ଜର୍ମାନୀ ଜାତୀୟ ଦଳ ପରିବର୍ତ୍ତନ ପଥରେ ରହିଛି। ଏକ ନୂଆ ଦଳ ଗଠନ…
Archives


