ମୋ ଭାବମୂର୍ତ୍ତି ନଷ୍ଟ କରିବା ପାଇଁ ଭାଜପା କରୁଛି କୋଟି କୋଟି ଟଙ୍କା ଖର୍ଚ୍ଚ: ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ,୪।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରାର ଏକ ଭିଡିଓ ପୋଷ୍ଟ କରିଛି। ରାହୁଲ ଗାନ୍ଧୀ ଭିଡିଓରେ କହିଛନ୍ତି, ଯେତେବେଳେ ମୁଁ ରାଜନୀତିରେ ପ୍ରବେଶ କଲି, ୨୦୦୮-୦୯ ପର୍ଯ୍ୟନ୍ତ, ଦେଶର ସମସ୍ତ ଗଣମାଧ୍ୟମ ମୋତେ ୨୪ ଘଣ୍ଟା ‘ବାଃ-ବାଃ’…
ବଢ଼ୁଛି ଅସାମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ: ବଟି ନ ଦେବାରୁ ବ୍ୟବସାୟୀଙ୍କୁ ଆକ୍ରମଣ
ବ୍ରହ୍ମପୁର ଅଫିସ,୪ା୧୨: ବ୍ରହ୍ମପୁର ସହରରେ ଅସାମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ଗତ ୨ତାରିଖ ରାତିରେ ଗୋଷାଣିନୂଆଗାଁ ଥାନା ଅଧୀନ ବଡସାହିରେ ଏକ ଭେରାଇଟି ଷ୍ଟୋର ମାଲିକ ରାମ ଶାହାଙ୍କୁ କେତେଜଣ ଅସାମାଜିକ ବ୍ୟକ୍ତି ଦୋକାନ ବନ୍ଦ କରିବାକୁ ଧମକ ଦେଇଥିଲେ।…
ବଡ଼ ଉପଲବ୍ଧି ହାସଲ କଲେ ରୋହିତ ଶର୍ମା
ଢାକା,୪।୧୨: ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ବାଂଲାଦେଶ ଭାରତକୁ ୧ ଉଇକେଟ୍ରେ ପରାସ୍ତ କରିଛି। ଏହି ମ୍ୟାଚରେ ଟିମ ଇଣ୍ଡିଆର ବ୍ୟାଟିଂ ଖରାପ ଥିଲା। ପୁରା ଦଳ ୧୮୬ ରନ୍ରେ ଅଲଆଉଟ୍ ହୋଇଯାଇଥିଲା। କେଏଲ ରାହୁଲ ୭୩…
ଚଳନ୍ତା ଗାଡ଼ିରୁ ଖସିପଡ଼ି ଚାଲିଗଲା ଡ୍ରାଇଭରଙ୍କ ଜୀବନ
ବ୍ରଜରାଜନଗର,୪ା୧୨(ଡି.ଏନ.ଏ.): ଝାରସୁଗୁଡ଼ା ଜିଲା ବ୍ରଜରଜନଗର ଥାନା ଅଧୀନ ଲାଜକୁରା ଖୋଲାମୁଁହ ଖଣିରେ କାର୍ଯ୍ୟ କରୁଥିବା ଜଣେ ଡମ୍ପର ଡ୍ରାଇଭରଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସେ ହେଲେ ଦେବଗଡ଼ ଜିଲାର ବିଜୟ ପ୍ରଧାନ(୪୫)। ବିଜୟ ଖଣିରେ ଓଡି୨୩ସି-୩୪୧୦ନମ୍ବର ଡମ୍ପର ଚଳାଉଥିଲେ। ଶୁକ୍ରବାର ରାତି…
ହିଜାବ ନ ପିନ୍ଧିବାରୁ ଆଥ୍ଲେଟ୍ଙ୍କ ଘର ଭାଙ୍ଗିଦେଲେ ସରକାର
ତେହରାନ,୪ା୧୨: ଇରାନୀୟ ରକ୍ କ୍ଲାଇମର ଏଲ୍ନାଜ୍ ରେକାବିଙ୍କ ପୈତୃକ ଘରକୁ ସରକାର ଭାଙ୍ଗିଦେଇଛନ୍ତି। ତାଙ୍କ ଦୋଷ ହେଲା ଗତ ଅକ୍ଟୋବରରେ ଦକ୍ଷିଣ କୋରିଆରେ ଆୟୋଜିତ ଏକ ଇଭେଣ୍ଟରେ ସେ ବିନା ହିଜାବରେ ଭାଗନେଇଥିଲେ। ଉଚ୍ଛେଦକାରୀମାନେ ବୁଲ୍ଡୋଜର ଲଗାଇ ୩୯ ବର୍ଗ ମିଟର…
ସିକନ୍ଦରାବାଦରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ
କୋକସରା,୪।୧୨(ଡି.ଏନ୍.ଏ.): ସିକନ୍ଦରାବାଦରେ ପୁଣି ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ସେ ହେଲେ କଳାହାଣ୍ଡି ଜିଲା କୋକସରା ଥାନା ଅଧୀନ ଗମ୍ଭାରୀଗୁଡ଼ା ପଞ୍ଚାୟତ ସର୍ଲିଗୁଡ଼ା ଗ୍ରାମର ତେଜରାଜ ନାଏକ(୨୭)। ଅନ୍ୟପକ୍ଷେ ଦୁଇମାସ ମଧ୍ୟରେ କୋକସରା ବ୍ଲକର ବିଭିନ୍ନ…
‘ସୀମା ପାର ହୋଇଗଲା ଓଭର ଆକ୍ଟିଙ୍ଗ’, ରଣବୀରଙ୍କ ସର୍କସ ଦେଖି ରାଗିଲେ ଦର୍ଶକେ
ମୁମ୍ବାଇ: ବଲିଉଡ ନିର୍ଦ୍ଦେଶକ ରୋହିତ ସେଟ୍ଟିଙ୍କ ଫିଲ୍ମ ‘ସର୍କସ’ର ଟ୍ରେଲର ରିଲିଜ୍ ହୋଇସାରିଛି । ଏହି ମୁଭିରେ ରଣବୀର ସିଂ, ବରୁଣ ଶର୍ମା, ପୂଜା ହେଗଡେ, ଜନି ଲିଭର, ଜ୍ୟାକଲିନ ଫର୍ନାଡିଜଙ୍କ ସହିତ ଆହୁରି ଅନେକେ କଳାକାର ରହିଛନ୍ତି । ମୁଭି…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୬ ଜୀବନ
ଭୋପାଳ,୪।୧୨: ମଧ୍ୟ ପ୍ରଦେଶର ରତ୍ଲାମ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ବସିଥିବା ଲୋକଙ୍କ ଉପରେ ଏକ ଟ୍ରକ ମାଡିଯିବାରୁ ୬ ଜଣଙ୍କ ମୃତ୍ୟୁ ଘଟିଛି। ଟ୍ରକ୍ ଟାୟାର ଫାଟିଯିବା କାରଣରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।…
ସାମାଜିକ ବାର୍ତ୍ତା ଦେବେ ଅକ୍ଷୟ
ଅକ୍ଷୟ କୁମାର ବଲିଉଡର ବ୍ୟସ୍ତବହୁଳ ଅଭିନେତାମାନଙ୍କ ମଧ୍ୟରୁ ଅନ୍ୟତମ। ୨୦୨୨ରେ, ତାଙ୍କର ପାଞ୍ଚଟି ଫିଲ୍ମ ଏପର୍ଯ୍ୟନ୍ତ ମୁକ୍ତିଲାଭ କରିଛି। ଏହି ବର୍ଷ ତାଙ୍କ ପାଇଁ ଭଲ ନ ଥିଲା। ତାଙ୍କର କୌଣସି ଫିଲ୍ମ ବକ୍ସ ଅଫିସରେ ସଫଳ ହୋଇନାହିଁ। ଏହାକୁ ନେଇ…
ବାପାଙ୍କ ଆଖି ଆଗରେ ପୁଅକୁ ଟାଣିନେଲା କୁମ୍ଭୀର
ମାଲେସିଆ,୪।୧୨: ମାଲେସିଆର ତାୱା ଡିଭିଜନ ଲାହାଦ ଡାଟୁରେ ଏକ ଅଭାବନୀୟ ଘଟଣା ଘଟିଛି। ଆଖି ପିଛୁଳାକେ ବାପାଙ୍କ ଆଖି ଆଗରେ ପୁଅକୁ କୁମ୍ଭୀର ଟାଣି ନେଇଥିବା ଜଣାପଡିଛି। ଶିଶୁ ପୁତ୍ରର ବୟସ ୧ବର୍ଷ ହେବ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷେ କୁମ୍ଭୀର…
ମା’ଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ: ସୋମବାର ଦେବେ ଭୋଟ
ଅହମ୍ମଦାବାଦ,୪।୧୨: ଆସନ୍ତାକାଲି ଗୁଜରାଟରେ ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ମତଦାନ ସାବ୍ୟସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭୋଟଦାନର ଗୋଟି, ଦିନ ପୂର୍ବରୁ ସେ ଗୁଜରାଟରେ ପହଞ୍ଚିଛନ୍ତି। ପ୍ରଥମେ ନରେନ୍ଦ୍ର ମୋଦି ତାଙ୍କ ମା’…
ଜାପାନରେ କମି ଚାଲିଛି ଶିଶୁ ଜନ୍ମହାର, ଚିନ୍ତାରେ ସରକାର
ଟୋକିଓ,୪ ।୧୨: ଜାପାନରେ ଚଳିତ ବର୍ଷ ଶିଶୁ ଜନ୍ମହାର ଏତେ ପରିମାଣରେ କମ୍ ହୋଇଛି ଯେ ଏବେ ଏହା ରେକର୍ଡ କରିଛି । ଏଥିରୁ ଅନୁମାନ କରାଯାଉଛି କି ଜାପାନର ଜନସଂଖ୍ୟା ଅନୁମାନ ପୂର୍ବରୁ କମ୍ ହୋଇ ୧୦ କୋଟିରୁ ତଳକୁ…
Archives


