Home Left

ସ୍ତ୍ରୀଙ୍କ କଟୁରି ମାଡ଼ରେ ସ୍ବାମୀ ମୃତ

ବାଲେଶ୍ୱର ଅଫିସ,୫।୧୨:ବାଲେଶ୍ୱର ଜିଲା ଚାନ୍ଦିପୁର ଥାନା ଅଧୀନ ଚାରିଗୋଛିଆ ଗ୍ରାମରେ ଘରୋଇ କଳହକୁ ନେଇ ସ୍ତ୍ରୀଙ୍କ କଟୁରି ମାଡ଼ରେ ସ୍ବାମୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଗୋବିନ୍ଦ ମାରାଣ୍ଡି (୫୮)। ହତ୍ୟାକାରୀ ସ୍ତ୍ରୀ ଜବା(୪୫)ଙ୍କୁ ପୋଲିସ ଗିରଫ କରିଛି। ଏ ସଂକ୍ରାନ୍ତରେ…

ସରିଲା ନିବେଶ ମହାକୁମ୍ଭ

ଭୁବନେଶ୍ୱର,୫।୧୨(ବ୍ୟୁରୋ):ଚଳିତ ବର୍ଷ ନଭେମ୍ବର ୩୦ରୁ ଆରମ୍ଭ ହୋଇଥିବା ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ (ଏମ୍‌ଆଇଓସି)-୨୨ ରବିବାର ଆନୁଷ୍ଠାନିକ ଭାବେ ଶେଷ ହୋଇଛି। ଗତ ୫ ଦିନ ହେବ ପ୍ରତିଦିନ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ନିବେଶ ମହାକୁମ୍ଭକୁ ବୁଧବାର ମୁଖ୍ୟମନ୍ତ୍ରୀ…

ଆଜି ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ

ଭୁବନେଶ୍ୱର, ୫।୧୨(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ଗସ୍ତରେ ସୋମବାର ସକାଳେ ନୂଆଦିଲ୍ଲୀ ଯିବା କାଯର୍ର୍‌ୟକ୍ରମ ରହିଛି। ଭାରତର ଜି-୨୦ ଅଧ୍ୟକ୍ଷତାକୁ ନେଇ ସୋମବାର ହେବାକୁ ଥିବା ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତା ଉକ୍ତ ବୈଠକ ଅନୁଷ୍ଠିତ…

ନାଇଜେରିଆ ମସଜିଦରେ ଗୁଳିକାଣ୍ଡ,୧୨ ମୃତ

ମୈଦୁଗୁରି,୫ ।୧୨: ନାଇଜେରିଆରେ ଶନିବାର ରାତିରେ ବନ୍ଧୁକଧାରୀମାନେ ଏକ ମସଜିଦରେ ପ୍ରବେଶ କରି ସେଠାରେ ଥିବା ଇମାମଙ୍କ ସମେତ ୧୨ ଜଣଙ୍କୁ ହତ୍ୟା କରିଛନ୍ତି । ଏହାସହ କେତେଜଣଙ୍କୁ ଅପହରଣ ବି କରି ନେଇଛନ୍ତି । ଏହି ଘଟଣା ରାଷ୍ଟ୍ରପତି ମୁହମ୍ମଦୁ…

ସର୍ବଦଳୀୟ ବୈଠକରେ ଯୋଗଦେବେ ମମତା

ନୂଆଦିଲ୍ଲୀ,୪।୧୨: ୨୦୨୩ ସେପ୍ଟେମ୍ବରରେ ହେବାକୁ ଥିବା ଜି-୨୦ ସମିଟ୍‌ ଉପରେ ଆଲୋଚନା ଏବଂ ଚୂଡ଼ାନ୍ତ ରୂପରେଖ ନେଇ କେନ୍ଦ୍ର ସରକାର ସୋମବାର ସର୍ବଦଳୀୟ ବୈଠକ ଡକାଇଛନ୍ତି। ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଜୋଷୀ ୪୦ଟି ଦଳର ଅଧ୍ୟକ୍ଷଙ୍କୁ ମନ୍ତ୍ରଣ କରିଛନ୍ତି।…

ଦିବ୍ୟାଙ୍ଗଙ୍କୁ ମିଳିବ ଘରେ ରହି କାମ କରିବାର ସୁଯୋଗ

ଚେନ୍ନାଇ,୪।୧୨: ତାମିଲନାଡୁରେ ଉଭୟ ସରକାରୀ ଏବଂ ଘରୋଇ ସଂସ୍ଥାରେ ନିୟୋଜିତ ଦିବ୍ୟାଙ୍ଗ କର୍ମଚାରୀମାନଙ୍କୁ ଖୁବ୍‌ଶୀଘ୍ର ଘରେ ରହି କାମ କରିବାର ସୁଯୋଗ ମିଳିବ। ଏନେଇ ତାମିଲନାଡୁର ଦକ୍ଷତା ବିକାଶ ନିଗମ ପକ୍ଷରୁ ଦିବ୍ୟାଙ୍ଗଙ୍କୁ ସଫ୍ଟଓ୍ବେର ମାଧ୍ୟମରେ ତାଲିମ ଦେବା ଲାଗି ମାଗଣା…

ପୋଲିସ ଏନ୍‌କାଉଣ୍ଟରରେ ୪ ମାଓବାଦୀ ମୃତ: ଜବତ ହେଲା ଆମେରିକାରେ ନିର୍ମିତ ଅସ୍ତ୍ରଶସ୍ତ୍ର

ମାଲକାନଗିରି,୪ା୧୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲା ପେର୍ମା ନିକଟରେ ହୋଇଥିବା ଏନକାଉଣ୍ଟରରେ ୪ଜଣ ମାଓବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମୃତଦେହ ସହ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଛତିଶଗଡ଼ ବିଜାପୁର ଜିଲା ପେର୍ମାଠାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି…

ଭାଜପା ପୂର୍ବତନ ବିଧାୟକ ଟଙ୍କା ବାଣ୍ଟୁଥିବା ଅଭିଯୋଗ ଆଣିଲା ବିଜେଡି

ପଦ୍ମପୁର ୪।୧୨(ଡି.ଏନ୍‌.ଏ.): ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର ଶେଷ ହେବା ପରେ ଜିଲା ପ୍ରଶାସନ ପକ୍ଷରୁ ଅନ୍ୟ ଜିଲାରୁ ଆସିଥିବା ରାଜନୈତିକ ଅତିଥି, ପ୍ରଚାରକଙ୍କୁ ଶନିବାର ଅପରାହ୍ନ ୪ଟା ସୁଦ୍ଧା ପଦ୍ମପୁର ଅଞ୍ଚଳ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏନେଇ ବହୁ ରାଜନୈତିକ…

ମୁଖ୍ୟମନ୍ତ୍ରୀଙ୍କ ସହ ନାଚିଲେ ରାହୁଲ ଗାନ୍ଧୀ

ଜୟପୁର,୪।୧୨: କଂଗ୍ରେସର ଭାରତ ଯୋଡୋ ଯାତ୍ରା ରବିବାର ମଧ୍ୟପ୍ରଦେଶରୁ ରାଜସ୍ଥାନର ଝାଲାୱାରରେ ପ୍ରବେଶ କରିଛି। ଏଠାରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କୁ ଜୋରଦାର ସ୍ବାଗତ କରାଯାଇଛି। କେବଳ ଏତିକି ନୁହେଁ, ରାହୁଲ ଗୋଟିଏ ମଞ୍ଚରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ,…

ଅଶାନ୍ତ ଭାରତ-ନେପାଳ ସୀମା: ଭାରତୀୟ ଶ୍ରମିକଙ୍କ ଉପରେ ପଥରମାଡ

ଡେରାଡୁନ,୪।୧୨: ଉତ୍ତରାଖଣ୍ଡର ପିଥୋରାଗଡରେ ଥିବା ଭାରତ-ନେପାଳ ସୀମାରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଛି। ରବିବାର ସାରେ ନେପାଳ ପାର୍ଶ୍ୱରୁ ଭାରତୀୟ ଶ୍ରମିକଙ୍କ ଉପରକୁ ପଥର ମାଡ କରାଯାଇଥିଲା। ଏଥିରେ ଅନେକ ଶ୍ରମିକ ଆହତ ହୋଇଥିବା ଜଣାପଡିଛି। ଏହି ଘଟଣା ଧର୍ଚୁଲା ଅଞ୍ଚଳରେ…

ସରିଲା ଏମ୍‌ସିଡି ନିର୍ବାଚନ: ୭ରେ ଫଳାଫଳ

ନୂଆଦିଲ୍ଲୀ,୪।୧୨ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେଶନ (ଏମ୍‌ସିଡି) ନିର୍ବାଚନ ରବିବାର ଶେଷ ହୋଇଛି। ରବିବାର ସନ୍ଧ୍ୟା ୫ଟା ୩୦ ପର୍ଯ୍ୟନ୍ତ ପ୍ରାୟ ୫୦ପ୍ରତିଶତ ଭୋଟିଂ ହୋଇଥିବା ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି। ୭ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ…

ଦିଲ୍ଲୀରେ ପୁଣି ବଢୁଛି ବାୟୁ ପ୍ରଦୂଷଣ : ସାନି କଟକଣା ଜାରି

ନୂଆଦିଲ୍ଲୀ,୪।୧୨ ଦିଲ୍ଲୀରେ ବାୟୁ ପ୍ରଦୂଷଣ ପୁଣି ବୃଦ୍ଧି ପାଇଛି। ସ୍ଥିତିକୁ ନିୟନ୍ତ୍ରଣରେ ରଖିବା ଲାଗି ଦିଲ୍ଲୀ କର୍ତ୍ତୃପକ୍ଷ ସାନି କଟକଣା ଜାରି କରିଛନ୍ତି। ରାଜଧାନୀରେ ସମସ୍ତ ନିର୍ମାଣ ଓ ଉଚ୍ଛେଦ କାର୍ଯ୍ୟକୁ ବନ୍ଦ ରଖାଯାଇଛି। ଅତି ଜରୁରୀ ନ ଥିବା ନିର୍ମାଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri