ମହିଳା ଜଜଙ୍କୁ ଧମକାଇବା ମାମଲାରେ ଯେ କୌଣସି ସମୟରେ ଗିରଫ ହୋଇପାରନ୍ତି ଇମ୍ରାନ ଖାଁ

ଇସଲାମାବାଦ,୧୩ ।୩: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇର ଅଧ୍ୟକ୍ଷ ଇମ୍ରାନ ଖାଁଙ୍କ ଅଡୁଆ ବଢିବାରେ ଲାଗିଛି । ତାଙ୍କ ବିରୋଧରେ ମହିଳା ଜଜଙ୍କୁ ଧମକାଇବା ମାମଲାରେ ଇସଲାମାବାଦର ଏକ କୋର୍ଟ ଜାମିନ ବିହିନ ଗିରଫ ୱାରେଣ୍ଟ ଜାରି କରିଛନ୍ତି । ୱାରଣ୍ଟ ଜାରି ହେବା ପରେ ପୋଲିସ ଇମ୍ରାନଙ୍କୁ ଗିରଫ କରିବାକୁ ବାହାରି ପଡିଛି, ତାଙ୍କୁ ଯେ କୌଣସି ସମୟରେ ଗିରଫ କରାଯାଇପାରେ ।
ସୋମବାର ଇମ୍ରାନ ଖାଁ ତାଙ୍କ ଏକ ବୁଲେଟ ପ୍ରୁଫ ଗାଡିରେ ଘରୁ ବାହାରି ଯାଇଥିବା ଦେଖାଯାଇଛି । କୁହାଯାଉଛି କି ସେ ହାଇକୋର୍ଟରୁ ଆଶ୍ୱସ୍ତି ପାଇବାକୁ ଘରୁ ବାହାରି ଯାଇଛନ୍ତି । ତାଙ୍କ ସହ ଆଉ କିଛି ଗାଡି ମଧ୍ୟ ଯାଇଛି । ଏପଟେ ଇସଲାମାବାଦର ଅତିରିକ୍ତ ସେସନ କୋର୍ଟର ଜଜ ପୋଲିସକୁ ଇମ୍ରାନଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଇସଲାମାବାଦର ଅତିରିକ୍ତ ସେସନ କୋର୍ଟ କହିଛନ୍ତି, ଇମ୍ରାନ ଖାଁଙ୍କୁ ୧୮ ମାର୍ଚ୍ଚ ମଧ୍ୟରେ କୋର୍ଟରେ ହାଜର କରାଯାଉ ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ପାକିସ୍ତାନକୁ କବ୍‌ଜା କରିବାକୁ ଘୋଷଣା କଲା ଆତଙ୍କବାଦୀ ସଂଗଠନ ଟିଟିପି

ଇସଲାମାବାଦ୍‌,୩୧।୧: ଆତଙ୍କବାଦୀ ସଂଗଠନ ତେହେରିକ-ଇ-ତାଲିବାନ (ଟିଟିପି) ନିକଟରେ ଏକ ଅଡିଓ ରିଲିଜ କରିଛି। ଏହି ଅଡିଓ ବାର୍ତ୍ତାରେ ତେହେରିକ-ଇ-ତାଲିବାନର ଜଣେ ପ୍ରମୁଖ ନେତା ଶେଖ ଅବଦୁଲ୍ଲା...

ଭୁଟାନ ରାଜକୁମାର ହେଲେ ଦେଶର ପ୍ରଥମ ଡିଜିଟାଲ ନାଗରିକ…

ଥିମ୍ପୁ,୨୨।୨ : ଭୁଟାନର ନ୍ୟାଶନାଲ ଡିଜିଟାଲ ପରିଚୟ (ଏନଡିଆଇ) ମୋବାଇଲ ୱାଲେଟ ସହ ଜଡିତ ହୋଇ ଭୁଟାନର ରାଜକୁମାର ଜିଗମେ ନାମଗେଲ ୱାଙ୍ଗଚୁକ ଦେଶର ପ୍ରଥମ...

କରୋନା ସଂକ୍ରମଣକୁ ନେଇ ତଥ୍ୟ ଲୁଚାଉଛି ପାକିସ୍ତାନ !

ଇସ୍‌ଲାମାବାଦ,୧୮।୪: କରୋନା ଭାଇରସ ଏବେ ସାରା ବିଶ୍ୱର ମେରୁଦଣ୍ଡକୁ ଏକ ପ୍ରକାର ଦୋହଲାଇ ଦେଇଥିବା ବେଳେ ପାକିସ୍ତାନ ବି ଏଥିରୁ ବାଦ୍‌ ପଡିନାହିଁ। ପାକିସ୍ତାନରେ କରୋନା...

କରୋନାକୁ ଡରି ଭୋକରେ ମରିବାକୁ ଚାହୁଁ ନାହାଁନ୍ତି ଇଟାଲିର ଜନସାଧାରଣ: ମରିବୁ ପଛେ ବାହାରକୁ ଯାଇ କରିବୁ କାମ !

ମିଲାନ,୧୬।୪: କରୋନା ସଂକ୍ରମଣ ଯୋଗୁ ଇଟାଲିର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି। ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଲକ୍‌ ଡାଉନ୍‌ ଜାରି ହୋଇଛି। ତେବେ...

ରାମ ଚନ୍ଦ୍ର ପୌଡେଲ ନେପାଳର ନୂଆ ରାଷ୍ଟ୍ରପତି

କାଠମାଣ୍ଡୁ,୯।୩: ରାମ ଚନ୍ଦ୍ର ପୌଡେଲ ନେପାଳର ନୂଆ ରାଷ୍ଟ୍ରପତି ଭାବେ ଚୟନ ହୋଇଛନ୍ତି। ନିର୍ବାଚନରେ ପୌଡେଲ ସୁଭାଷ ଚନ୍ଦ୍ର ନେମଓ୍ବାଙ୍ଗଙ୍କୁ ପରାସ୍ତ କରିଛନ୍ତି। ପୌଡେଲ ନିର୍ବାଚନରେ...

କାବୁଲରେ ତାଲିବାନ, ଶାନ୍ତିପୂର୍ଣ୍ଣ ଭାବେ ହେବ କ୍ଷମତା ହସ୍ତାନ୍ତର କହିଲେ ମନ୍ତ୍ରୀ…

କାବୁଲ,୧୫।୮: ଆଫଗାନିସ୍ତାନର କାବୁଲରେ ତାଲିବାନ ସଦସ୍ୟ ପ୍ରବେଶ କରିଛନ୍ତି। ସହରର ଆକାଶରେ ସୈନ୍ୟ ବାହିନୀ ହେଲିକପ୍ଟର ଉଡ଼ିବୁଲି ସ୍ଥିତି ଅନୁଧ୍ୟାନ କରୁଛି। ଏପରିସ୍ଥଳେ ଗୃହମନ୍ତ୍ରୀ ଅବଦୁଲ୍‌...

ଇ-ଗ୍ଲୋବ୍‌ : କୃତ୍ରିମ ହାତକୁ ଦେବ ବାସ୍ତବ ଅନୁଭବ

ନ୍ୟୁୟର୍କ: ଆମେରିକାର ପୁରଡ୍ୟୁ କଲେଜ ଅଫ ଇଞ୍ଜିନିୟରିଂର ଗବେଷକମାନେ ଏକ ଇଲେକ୍ଟ୍ରୋନିକ ଗ୍ଲୋବ୍‌(ଇ-ଗ୍ଲୋବ୍‌) ବିକାଶ କରିଛନ୍ତି, ଯାହା ପ୍ରୋସ୍ଥେଟିକ୍‌ ହ୍ୟାଣ୍ଡ୍‌ ବା ରୋବୋ ବାୟୋନିକ୍‌ ହ୍ୟାଣ୍ଡ୍‌କୁ...

ପ୍ରଦର୍ଶନକାରୀଙ୍କ ଉପରେ ଗୁଳି ଚଳାଇଲେ ତାଲିବାନ

କାବୁଲ,୧୮।୮: ଆଫଗାନିସ୍ତାନ ରେ ହିଂସାର ପରିସ୍ଥିତି ସୃଷ୍ଟି ହୋଇଛି। ଦେଶକୁ ତାଲିବାନ ନିଜ ହାତକୁ ନେବା ପରେ ବର୍ବର କାଣ୍ଡ ଘଟାଉଛନ୍ତି। ବୁଧବାର ସରକାରୀ ଅଫିସରେ...

Advertisement
Archives

Model This Week