Home Left

ଆଜି ଭଦ୍ରକ ସହର ବନ୍ଦ

ଭଦ୍ରକ ଅଫିସ,୫।୧୨:ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଓ ଜିଲାରେ ମେଡିକାଲ କଲେଜ ଦାବିରେ କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ସୋମବାର ଭଦ୍ରକ ସହର ସକାଳ ୬ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ୮ ଘଣ୍ଟା ବନ୍ଦ ରହିବ। ଦୀର୍ଘଦିନ ଧରି…

ଉଦୟପୁରରେ ପ୍ରଥମ ଜି୨୦ ଶେର୍ପା ବୈଠକ

ନୂଆଦିଲ୍ଲୀ,୫।୧୨ : ଭାରତ ଅଧ୍ୟକ୍ଷତାରେ ଜି୨୦ ଶେର୍ପା ବୈଠକ ରବିବାର ରାଜସ୍ଥାନର ଉଦୟପୁରରେ ଆରମ୍ଭ ହୋଇଛି। ଆସନ୍ତା ବର୍ଷ ସେପ୍ଟେମ୍ବରରେ ନୂଆଦିଲ୍ଲୀରେ ହେବାକୁ ଥିବା ଜି୨୦ ନେତାମାନଙ୍କ ସମିଟ୍‌ ଲାଗି ଏହି ବୈଠକରେ କାର୍ଯ୍ୟସୂଚୀ ସ୍ଥିର ହେବ। ଏହି ୪ ଦିନିଆ…

କର୍ମଚାରୀ ଆନ୍ଦୋଳନରୁ ନ ଓହରିଲେ ସେନା ନିୟୋଜିତ କରିପାରେ ବ୍ରିଟେନ

ଲଣ୍ଡନ,୫।୧୨ : ବ୍ରିଟେନରେ କର୍ମଚାରୀମାନେ ଅନ୍ଦୋଳନରେ ସାମିଲ ହୋଇଥିବାବେଳେ ସେମାନଙ୍କୁ ବେତନ ବୃଦ୍ଧି ଏବଂ ସର୍ତ୍ତାବଳୀକୁ ନେଇ ଇଂଲଣ୍ଡ ଏବଂ ଓ୍ବେଲ୍ସର ହଜାର ହଜାର ନର୍ସ ଓ ଆମ୍ବୁଲାନ୍ସ କର୍ମଚାରୀ କାର୍ଯ୍ୟବନ୍ଦ କରିବାକୁ ଯୋଜନା କରିଛନ୍ତି। ଧର୍ମଘଟ ବନ୍ଦ କରିବାକୁ କର୍ମଚାରୀମାନଙ୍କୁ…

ବିବାହ ବନ୍ଧନରେ ବାନ୍ଧିହେଲେ ହଂସିକା

ମୁମ୍ବାଇ: ସାଉଥ ଇଣ୍ଡଷ୍ଟ୍ରିରୁ ବଲିଉଡ ପର୍ଯ୍ୟନ୍ତ ନିଜ ଅଭିନୟର ଯାଦୁ ଦେଖାଇଥିବା ହଂସିକା ମୋଟୱାନି କିଛି ଦିନ ହେବ ତାଙ୍କ ବିବାହକୁ ନେଇ ରହୁଛନ୍ତି ଚର୍ଚ୍ଚାରେ । ଶେଷରେ ରବିବାର ହଂସିକା ତାଙ୍କ ପୁରୁଷ ବନ୍ଧୁ ତଥା ବ୍ୟବସାୟୀ ସୋହେଲ କଥୁରିୟାଙ୍କୁ…

ବିପର୍ଯ୍ୟୟରେ ଯାଇଛି ୨୬୮ ବିଲିୟନ୍‌ ଡଲାର

ବର୍ନ,୫।୧୨: ବିଶ୍ୱରେ ମନୁଷ୍ୟକୃତ ଏବଂ ପ୍ରାକୃତିକ ବିପର୍ଯ୍ୟୟ ମାତ୍ରା କ୍ରମାଗତ ବଢ଼ିବାରେ ଲାଗିଛି। ଏହା ଫଳରେ ବହୁ ଧନ ଜୀବନ ନଷ୍ଟ ହେବା ସହିତ ବୈଶ୍ୱିକ ଅର୍ଥନୀତି ମଧ୍ୟ ପ୍ରଭାବିତ ହୋଇଛି। ସୁଇଜରଲାଣ୍ଡର ରିଇନ୍‌ସ୍ୟୁରାନ୍ସ ଜାଏଣ୍ଟ ‘ସୁଇସ୍‌ ରେ’ ପକ୍ଷରୁ ପ୍ରକାଶିତ…

ମହିଳାଙ୍କୁ ଗଣବଳାତ୍କାର, ସିଗାରେଟ ଚେଙ୍କ

ମୁମ୍ବାଇ,୫।୧୨ : ମୁମ୍ବାଇରେ ଜଣେ ୪୨ ବର୍ଷୀୟ ମହିଳାଙ୍କୁ ୩ ଜଣ ଦୁର୍ବୃତ୍ତ ତାଙ୍କ ଘରେ ପଶି ଗଣବଳାତ୍କାର କରିଛନ୍ତି। ସେମାନେ ପୀଡ଼ିତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ସହ ଯୌନାଙ୍ଗରେ ସିଗାରେଟ ଚେଙ୍କ ଦେଇଥିବା ଅଭିଯୋଗ ହୋଇଛି। ବୁଧବାର ବିଳମ୍ବିତ…

ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ଶ୍ରଦ୍ଧାଳୁ

ପୁରୀ ଅଫିସ, ୫ା୧୨:ବିଶ୍ୱ ମାନଚିତ୍ରରେ ପୁରୀ ଏକ ପ୍ରସିଦ୍ଧ ପର୍ଯ୍ୟଟନ ଓ ଆଧ୍ୟାତ୍ମିକ ସହର ଭାବେ ପରିଚିତ। ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୀକୁ ବିଶ୍ୱସ୍ତରୀୟ କରିବା ପାଇଁ ପ୍ରକ୍ରିୟା ଜାରି ରହିଛି। ଏଠାକୁ ଦେଶ ବିଦେଶରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଓ…

ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ସେବା ବିପର୍ଯ୍ୟସ୍ତ

ବାଙ୍କୀ,୫ା୧୨(ସ୍ବ.ପ୍ର.):ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟ ଓ ଏହା ଅଧୀନରେ ରହିଥିବା ସମସ୍ତ ପ୍ରାଥମିକ ଏବଂ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଚାଳନାଗତ ତ୍ରୁଟି ରହିଛି। ଫଳରେ ଏସବୁ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇଛି। ତେଣୁ ତୁରନ୍ତ ସମସ୍ୟାର ସମାଧାନ ପାଇଁ ଦାବି ହୋଇଛି। ଏନେଇ…

କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନ୍‌ସୁଗାର ଜବତ

ଭୁବନେଶ୍ୱର,(ବ୍ୟୁରୋ)/ ବାଙ୍କୀ,୫ା୧୨ (ସ୍ବ.ପ୍ର.) :କଟକ ଜିଲା ବାଙ୍କୀ ଥାନା ଅନ୍ତର୍ଗତ ଅଂଶୁପା ହ୍ରଦ ନିକଟରେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ଚଢ଼ାଉ କରି ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନ୍‌ସୁଗାର ଜବତ କରିଛି। ଘଟଣାସ୍ଥଳରୁ ୨ ଅଭିଯୁକ୍ତଙ୍କୁ ଗିରଫ କରାଯିବା…

ମେଟ୍ରୋ ଟ୍ରେନ୍‌ରେ ଆସି ଘର ଭିତରେ ଓହ୍ଲାଉଛି ଏକ କୁନି ପିଲା, ଭିଡିଓ ଦେଖିଲେ…

ବିଜ୍ଞାନର ବିକାଶ ଦେଖି ମନେ ହୁଏ ଆଗାମୀ ଦିନରେ ମାନବ ପାଇଁ ଅତ୍ୟନ୍ତ ସ୍ବତନ୍ତ୍ର ହେବ। ମଣିଷ ନିଜ ପାଇଁ ବିଜ୍ଞାନର ସାହାଯ୍ୟରେ ଏପରି ଉଦ୍ଭାବନ କରିଛି ଯାହା ଏକ ଚମତ୍କାରଠାରୁ କମ୍‌ ନୁହେଁ। ଏହି ଚମତ୍କାରଗୁଡିକୁ ଦେଖିଲେ, ଗୋଟିଏ କଥା…

ଧବଳେଶ୍ୱରଙ୍କ ଦର୍ଶନ ପାଇଁ ହେବ ଅସ୍ଥାୟୀ ରାସ୍ତା

ଖୁଣ୍ଟୁଣୀ, ୫ା୧୨(ଡି.ଏନ.ଏ.):କଟକ ଜିଲା ଆଠଗଡ଼ର ପ୍ରସିଦ୍ଧ ଧବଳେଶ୍ୱରଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ବାରଣ କରାଯାଇଛି। ଧବଳେଶ୍ୱର ପୀଠକୁ ସଂଯୋଗ ହୋଇଥିବା ଝୁଲାପୋଲକୁ ବନ୍ଦ କରାଯାଇଥିବାରୁ ଭକ୍ତମାନେ ଦର୍ଶନରୁ ବଞ୍ଚିତ ହୋଇଛନ୍ତି। ଏହାକୁ ନେଇ ଅସନ୍ତୋଷ ଜୋର୍‌ ଧରିଛି। ତେବେ ଭକ୍ତମାନେ କିଭଳି…

ଆଇଆଇସି ଗିରଫ: ମାମଲାରୁ ନାଁ କାଟିବାକୁ ନେଉଥିଲେ ୨୫ହଜାର ଟଙ୍କା

ବଲାଙ୍ଗୀର ଅଫିସ, ୫ା୧୨:ଏକ ମାମଲାରୁ ନଁା କାଟିଦେବାକୁ ଲାଞ୍ଚ ନେବାବେଳେ ରବିବାର ଭିଜିଲାନ୍ସ ଜାଲରେ ପଡିଛନ୍ତି ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଆଇଆଇସି ଆଲୋକ କୁମାର ବେହେରା। ଅଫିସ୍‌ ଚାମ୍ବରରେ ଅଜିତ ଘଡେଇ ନାମକ ବ୍ୟକ୍ତିଙ୍କଠାରୁ ସେ ଉକ୍ତ ଟଙ୍କା ନେଉଥିବାବେଳେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri