ଟ୍ରୋଲ ହେଲେ ନେହା ଭାସିନ
ମୁମ୍ବାଇ: ବଲିଉଡ ସିଙ୍ଗର ନେହା ଭାସିନ ବିଗ ବସ ଓଟିଟିରେ ଭାଗ ନେବା ପରଠାରୁ ଅନଲାଇନ ଟ୍ରୋଲର ଶିକାର ହେଉଛନ୍ତି । ଟ୍ରୋଲର୍ସ ସବୁବେଳେ ତାଙ୍କୁ ସପ୍ଟ ଟାର୍ଗେଟ କରୁଥିବା ନଜର ଆସିଛି । ଅଧିକାଂଶ ସମୟରେ ସେ ତାଙ୍କର ବୋଲଡ…
ମୋଦିଙ୍କୁ ଟାର୍ଗେଟ କଲେ ମମତା, କହିଲେ ମତଦାନ ଦିନ ରୋଡ ଶୋ’ କରିବାକୁ ନାହିଁ ଅନୁମତି
ଅହମ୍ମଦାବାଦ,୫।୧୨: ସୋମବାର ଗୁଜୁରାଟର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଚାଲିଛି। ଏହି ସମୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ମତଦାନ ଦିନ ରୋଡ ଶୋ’ ଅନୁମତିପ୍ରାପ୍ତ ନୁହେଁ, କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି ଏବଂ…
୮ ଘଣ୍ଟିଆ ଭଦ୍ରକ ବନ୍ଦ
ଭଦ୍ରକ ଅଫିସ,୫ା୧୨: ଭଦ୍ରକ କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଓ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ କଂଗ୍ରେସ ପକ୍ଷରୁ ୮ ଘଣ୍ଟିଆ ଭଦ୍ରକ ସହର ବନ୍ଦ କରାଯାଇଛି। ଦୀର୍ଘଦିନ ଧରି ଏହି ଦାବି ପୂରଣ ପାଇଁ ବିଭିନ୍ନ ସଙ୍ଗଠନ ପକ୍ଷରୁ ଦାବି କରାଯାଇଥିଲେ…
ଦ୍ୱିପ୍ରହର ୧ଟା ପର୍ଯ୍ୟନ୍ତ ୩୪.୭୪% ଭୋଟିଂ: ୧୦୦ ବର୍ଷୀୟ ହୀରାବେନ ମଧ୍ୟ କଲେ ମତଦାନ
ଅହମ୍ମଦାବାଦ,୫।୧୨: ଗୁଜରାଟ ବିଧାୟନସଭା ନିର୍ବାଚନ ପାଇଁ ସୋମବାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି।୧୪ଟି ଜିଲାରେ ୯୩ ବିଧାନସଭା ଆସନରେ ସକାଳ ୮ଟାରୁ ଭୋଟିଂ ଜାରି ରହିଥିବା ବେଳେ ସକାଳୁ ମତଦାତାମାନେ ଲମ୍ବା ଲାଇନ୍ରେ ଆସି ନିଜର ମତଦାନ ସାବ୍ୟସ୍ତ କରିଥିଲେ।…
ହେମା ମାଳିନୀଙ୍କୁ ବିବାହ କରିବା ଧର୍ମେନ୍ଦ୍ରଙ୍କ ପକ୍ଷେ ଏତେ ସହଜ ନ ଥିଲା…
ବଲିଉଡ ଭେଟେରାନ ଅଭିନେତା ଧର୍ମେନ୍ଦ୍ର ୮୭ ବର୍ଷ ବୟସରେ ପାଦ ଦେବାକୁ ଯାଉଛନ୍ତି। ଡିସେମ୍ବର ୮ରେ ସେ ତାଙ୍କର ଜନ୍ମଦିନ ପାଳନ କରିବେ। ଧର୍ମେନ୍ଦ୍ର ତାଙ୍କର ଚମତ୍କାର ଅଭିନୟ କରି ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି ଏବଂ ଦେଶ ତଥା ବିଦେଶରେ ତାଙ୍କର…
ପୁଣିଥରେ ନ୍ୟାଶନାଲ କଫ୍ରେନ୍ସର ଅଧ୍ୟକ୍ଷ ହେଲେ ଫାରୁକ ଅବଦୁଲ୍ଲା
ଶୀନଗର,୫ ।୧୨: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ଫାରୁକ ଅବଦୁଲ୍ଲା ପୁଣିଥରେ ନ୍ୟାଶନଲ କଫ୍ରେନ୍ସର(ଏନସି)ର ଅଧ୍ୟକ୍ଷ ହୋଇଛନ୍ତି । ଅଧ୍ୟକ୍ଷ ପଦ ପାଇଁ ଆଉ କେହି ପ୍ରାର୍ଥିପତ୍ର ଦାଖଲ କରି ନ ଥିଲେ । କେବଳ ଫାରୁକ ଅବଦୁଲ୍ଲା…
‘ପୁଷ୍ପା’ ଗୀତରେ ଡ୍ୟାନ୍ସ କଲେ ରୁଷିଆ ଯୁବତୀ
ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାର ଭିଡିଓ ଭାଇରାଲ ହୋଇଥାଏ। ବିଶେଷକରି କିଛି ଫିଲ୍ମ ଗୀତରୁ ହୁକ୍ ଷ୍ଟେପ ସହିତ ଜଡ଼ିତ ଚ୍ୟାଲେଞ୍ଜଗୁଡ଼ିକୁ ମଧ୍ୟ ଲୋକମାନେ ପସନ୍ଦ କରନ୍ତି। ସେମାନେ ଏଥିରେ ନିଜେ ରିଲ୍ କରିଥାନ୍ତି। ଫିଲ୍ମ ‘ପୁଷ୍ପା ଦ ରାଇଜ’ରେ…
ନିର୍ବାଚନରେ ଗଡବଡର ଅଭିଯୋଗ ଆଣିଲା ସମାଜବାଦୀ ପାର୍ଟି
ଲକ୍ଷ୍ନୌ,୫ ।୧୨: ଉତ୍ତର ପ୍ରଦେଶର ରାମପୁର ସଦର, ଖତୌଲି ଓ ମେନପୁରୀ ଲୋକ ସଭା ଆସନରେ ସୋମବାର ହେଉଥିବା ନିର୍ବାଚନରେ ଗଡବଡ ହୋଇଥିବା ଅଭିଯୋଗ କରିଛି ସମାଜବାଦୀ ପାର୍ଟି । ଏପରି ଅଭିଯୋଗ ଦଳ ଭାରତୀୟ ଜନତା ପାର୍ଟି(ଭାଜପା) ଉପରେ ଆଣିଛି…
ଭେଣ୍ଟିଲେଟର ବନ୍ଦ ହୋଇଯିବାରୁ ୪ ନବଜାତ ଶିଶୁ ମୃତ: ହସ୍ପିଟାଲରେ ଉତ୍ତେଜନା
ରାୟପୁର,୫।୧୨: ଛତିଶଗଡ଼ ଅମ୍ବିକାପୁର ମେଡିକାଲ କଲେଜରୁ ଆସିଛି ଏକ ଦୁଃଖଦ ଖବର ଆସିଛି। ଭେଣ୍ଟିଲେଟର ବନ୍ଦ ହୋଇଯିବାରୁ ୪ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଅବହେଳା ଯୋଗୁ ଏଭଳି…
ସଫଳ ହେଲା ଲାଲୁ ଯାଦବଙ୍କ କିଡନୀ ପ୍ରତିରୋପଣ
ପାଟନା,୫।୧୨: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସୋମବାର ସିଙ୍ଗାପୁରରେ କିଡନୀ ପ୍ରତିରୋପଣ ଅସ୍ତ୍ରୋପଚାର ସଫଳ ହୋଇଛି। ଲାଲୁଙ୍କ ସାନ ଝିଅ ରୋହିଣୀ ତାଙ୍କୁ କିଡନୀ ଦାନ କରିଛନ୍ତି। ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ସୋମବାର ଟୁଇଟ୍ କରି ଏହି ସୂଚନା…
ଦିଲ୍ଲୀରେ ବନ୍ଦ ହେଲା ନିର୍ମାଣ, ଉଚ୍ଛେଦ କାର୍ଯ୍ୟ
ନୂଆଦିଲ୍ଲୀ,୫।୧୨: ଦିଲ୍ଲୀରେ ବାୟୁ ପ୍ରଦୂଷଣ ପୁଣି ବୃଦ୍ଧି ପାଇଛି। ସ୍ଥିତିକୁ ନିୟନ୍ତ୍ରଣରେ କରିବା ଲାଗି ଦିଲ୍ଲୀ କର୍ତ୍ତୃପକ୍ଷ କଟକଣା ଜାରି କରିଛନ୍ତି। ରାଜଧାନୀରେ ସମସ୍ତ ନିର୍ମାଣ ଓ ଉଚ୍ଛେଦ କାର୍ଯ୍ୟକୁ ବନ୍ଦ ରଖାଯାଇଛି। ଅତି ଜରୁରୀ ନ ଥିବା ନିର୍ମାଣ କାର୍ଯ୍ୟ…
ମା’ଙ୍କ ଫିଲ୍ମ ଦେଖିବେ ନାହିଁ କାଜଲଙ୍କ ପୁଅ
ବଲିଉଡ ଅଭିନେତ୍ରୀ କାଜଲ ଆଜିକାଲି ତାଙ୍କର ଆଗାମୀ ଫିଲ୍ମ ‘ସଲାମ ଭେଙ୍କି’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଅଭିନେତ୍ରୀ ରେବତୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ ମା’-ପୁଅ କାହାଣୀ ଉପରେ ଆଧାରିତ। ଫିଲ୍ମରେ କାଜଲ ମା’ ଭୂମିକାରେ ଅଭିନୟ କରୁଛନ୍ତି। ଫିଲ୍ମର ଟ୍ରେଲରକୁ…
Archives


