ଆକ୍ରମଣ ହେଲେ ଯୁଦ୍ଧ ପାଇଁ ପ୍ରସ୍ତୁତ: ପାକ୍ ସେନାମୁଖ୍ୟ
ଇସ୍ଲାମାବାଦ,୫।୧୨: ପାକିସ୍ତାନ ଉପରେ ଆକ୍ରମଣ ହେଲେ ସୈନ୍ୟବାହିନୀ ଶତ୍ରୁପକ୍ଷ ଉପରେ ପ୍ରତିଆକ୍ରମଣ କରିବ ବୋଲି ନୂଆ ସେନାଧ୍ୟକ୍ଷ ଅସିମ୍ ମୁନିର ପ୍ରକାଶ କରିଛନ୍ତି। ଏପରିକି ପାକିସ୍ତାନ ଉପରେ ଯୁଦ୍ଧ ଲଦିଦିଆଯାଏ, ତେବେ ପାକ୍ ସେନା ଏଥିପାଇଁ ସବୁବେଳେ ପ୍ରସ୍ତୁତ ରହିଥିବା ସେ…
ଚୋରରୁ ହିରୋ, ପୂରା ଘଟଣା ଜାଣିଲେ…
ଆଜିକାଲି ସୋସିଆଲ ମିଡିଆରେ ଜଣେ ଦାନବୀର ଚୋରଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଛତିଶଗଡ଼ର ଦୁର୍ଗ ଏସ୍ପି ଡକ୍ଟର ଅଭିଷେକ ପଲ୍ଲବ ଏବଂ ଜଣେ ଚୋରଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି…
ଟ୍ରକକୁ ଧକ୍କା ଦେଲା ବସ୍: ୩ ଆହତ
କାଳିଆପାଣି, ୫।୧୨ (ଡି.ଏନ.ଏ): ଯାଜପୁର ଜିଲା ସୁକିନ୍ଦା ବ୍ଲକ ଟମକା-ମଙ୍ଗଳପୁର ରାସ୍ତାର ସରୁଆବିଲଠାରେ ବସ୍ ଏକ ଟ୍ରକକୁ ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ୩ ଜଣ ଆହତ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ, କାଳିଆପାଣିରୁ ଟମକା ଅଭିମୁଖେ ମା’ ବସ ଯାଉଥିବା…
ହାତୀ ଘଉଡାଇବା ପାଇଁ ଉଦ୍ୟମ ଜାରି
କେସିଙ୍ଗା, ୫।୧୨(ଡି.ଏନ.ଏ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ପରଲସିଙ୍ଗା ଗ୍ରାମ ପଞ୍ଚାୟତର ମାଲପଡା ଅଞ୍ଚଳରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ୫ଟି ହାତୀ ସୋମବାର ସକାଳେ ଏହି ଅଞ୍ଚଳରେ ପ୍ରବେଶ କରିଥିଲେ। ପରଲସିଙ୍ଗା ସରପଞ୍ଚ କୃତାଞ୍ଜଳ ଗୌଡ଼.ଏମ.ରାମପୁର ଅଞ୍ଚଳରୁ ହାତୀ ଆସିଥିବାର…
ଆଜି କୋର୍ଟରେ ହାଜର ହେବେ ଅର୍ଚ୍ଚନା
ଭୁବନେଶ୍ୱର, ୫ା୧୨ (ବ୍ୟୁରୋ): ବହୁଚର୍ଚ୍ଚିତ ବ୍ଲାକ୍ମେଲର୍ ଅର୍ଚ୍ଚନା ନାଗଙ୍କ ବେଆଇନ ଆର୍ଥିକ କାରବାର ଦିଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଖୋଳତାଡ ଜାରି ରଖିବା ସହ ଜଣକ ପରେ ଜଣେ ବ୍ୟକ୍ତିଙ୍କୁ ଜେରା କରି ତଥ୍ୟ ହାସଲ କରୁଛି। ଏକାଧିକଙ୍କୁ ବାରମ୍ବାର ଜେରା…
ଦୁବାଇରେ ଛୁଟି କାଟୁଛନ୍ତି ଦେଶୀ ଗର୍ଲ
ମୁମ୍ବାଇ: ନିକଟରେ ବଲିଉଡ୍ର ଦେଶୀ ଗର୍ଲ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସାଉଦି ଆରବରେ ଆୟୋଜିତ ହୋଇଥିବା ‘ରେଡ୍ ସି ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ’ରେ ଅଂଶଗ୍ରହଣ କରିଥିଲେ। ପ୍ରିୟଙ୍କାଙ୍କ ବ୍ୟତୀତ ଅଭିନେତା ଅକ୍ଷୟ କୁମାର ଏବଂ ଶାହରୁଖ ଖାନ୍ ମଧ୍ୟ ଏହି କାର୍ଯ୍ୟକ୍ରମରେ…
ଓଲଟିଲା ଯାତ୍ରୀବାହୀ ବସ୍
କେନ୍ଦୁଝର,୫ା୧୨(ସ୍ବ.ପ୍ର.): ଢେଙ୍କାନାଳ ଜିଲା କାମାକ୍ଷାନଗରରୁ କେନ୍ଦୁଝର ଆସୁଥିବା ଘରୋଇ ବସ୍ ‘ଅମ୍ବା’ ସୋମବାର କାଞ୍ଜିପାଣି ଥାନା ଅନ୍ତର୍ଗତ କୁଆଁର ନିକଟ ଏନ୍ଏଚ୍ ୪୯ରେ ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ୱକୁ ଓଲଟି ପଡ଼ିଛି। ଏଥିରେ କାହାର ମୃତ୍ୟୁ ହୋଇ ନ ଥିବା ବେଳେ ଅନେକ…
ବାଇକ-କାର ମୁହାଁମୁହିଁ ଧକ୍କା: ଚାଲିଗଲା ଦମ୍ପତିଙ୍କ ଜୀବନ
ଦାରିଙ୍ଗବାଡି,୫।୧୨(ଡି.ଏନ.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା କିରିକୁଟି ଠାରେ ଏକ ବାଇକ ସହ କାରର ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଜଣେ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ମୃତକ ଦମ୍ପତି ହେଲେ କିରିକୁଟି ପଞ୍ଚାୟତ କୁମ୍ଭାରମୁଣ୍ଡା ଗ୍ରାମ କଲୋନୀ ସାହିର କାମଦେବ ଦିଗାଲ…
ବିଜୟ ସେତୁପତିଙ୍କ ଶୁଟିଂ ସେଟରେ ଦୁର୍ଘଟଣା: ୨୦ ଫୁଟ ଉଚ୍ଚରୁ ଖସି ଷ୍ଟଣ୍ଟମ୍ୟାନ୍ଙ୍କ ମୃତ୍ୟୁ…
ଚେନ୍ନାଇ : ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ଆସିଛି। ଜାତୀୟ ପୁରସ୍କାର ବିଜେତା ନିର୍ଦ୍ଦେଶକ ବିଜୟ ସେତୁପତିଙ୍କ ଫିଲ୍ମ ସେଟରେ ଏକ ଦୁର୍ଘଟଣା ଘଟିଛି। ବିଜୟଙ୍କ ପାଇଁ ଷ୍ଟଣ୍ଟମ୍ୟାନ ଏସ ସୁରେଶ ଷ୍ଟଣ୍ଟ ପ୍ରଦର୍ଶନ କରୁଥିବାବେଳେ ତାଙ୍କ ମୃତ୍ୟୁ…
ରାଗିଗଲେ ରୋହିତ ଶର୍ମା: କହିଲେ, ଆଉ କୌଣସି ବାହାନା ଚଳିବନି
ଢାକା,୫।୧୨: ବାଂଲାଦେଶ ବିପକ୍ଷ ପ୍ରଥମ ଦିନିକିଆରେ ପରାଜୟ ପାଇଁ ଭାରତୀୟ ଅଧିନାୟକ ରୋହିତ ଶର୍ମା ବ୍ୟାଟ୍ସମ୍ୟାନଙ୍କୁ ଦାୟୀ କରିଛନ୍ତି। ଢାକା ମୀରପୁର ଠାରେ ଏକ କମ ସ୍କୋରର ମ୍ୟାଚରେ ଟିମ ଇଣ୍ଡିଆ ଗୋଟିଏ ଉଇକେଟରେ ଘରୋଇ ଦଳଠାରୁ ହାରିଥିଲା। ଦଳର ବ୍ୟାଟିଂ…
ଆଜି ସିଙ୍ଗାପୁରରେ ହେବ ଲାଲୁଙ୍କ କିଡ୍ନୀ ପ୍ରତିରୋପଣ
ପାଟନା,୫ ।୧୨: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କର ସୋମବାର ସିଙ୍ଗାପୁରରେ କିଡନୀ ପ୍ରତିରୋପଣ ହେବାକୁ ଯାଉଛି । ଝିଅ ରୋହିଣୀ ଆଚାର୍ଯ୍ୟ ତାଙ୍କୁ କିଡନୀ ଦେବେ । ଏହାକୁ ନେଇ ରୋହିଣୀ ପ୍ରତି ମୁହୂର୍ତ୍ତର ଅପଡେଟ ଦେବା ସହ କିଛି…
ଭିଡିଓ ଜାରି କରି ଭାଜପା ଉପରେ ଅଭିଯୋଗ ଆଣିଲେ ଡିମ୍ପଲ
ଲକ୍ଷ୍ନୌ,୫ ।୧୨: ଉତ୍ତର ପ୍ରଦେଶର ମେନପୁରୀ ଲୋକ ସଭା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଯାଇଛି । ଏହି ଆସନରେ ସମାଜବାଦୀ ପାର୍ଟି ମେଣ୍ଟ ଓ ଶାସକ ଭାରତୀୟ ଜନତା ପାର୍ଟି(ଭାଜପା) ମଧ୍ୟରେ କଡା ମୁକାବିଲା ହେଉଛି । ଏହି…
Archives


