ଗ୍ରୀସର ଦ୍ୱିତୀୟ ବଡ ସହରରେ ହିଂସା, ପୋଲିସ ଗୁଳିରେ କିଶୋରୀ ଗୁରୁତର
ଗ୍ରୀସ,୬ ।୧୨: ଗ୍ରୀସର ଦ୍ୱିତିୟ ବଡ ସହରରେ ସୋମବାର ଜଣେ ରେମା କିଶୋରିଙ୍କୁ ପୋଲିସ ଗୁଳି କରିଥିଲା । ଏହାପରେ କିଶୋରିଙ୍କୁ ଗୁରୁତର ଅବସ୍ଥାରେ ପୋଲିସ ଛାଡି ଦେଇଥିଲା । ଏହି ଘଟଣା ପରେ ସେଠାରେ ହିଂସା ଦେଖା ଦେଇଛି ।…
ଏଲନ ମସ୍କଙ୍କ ନ୍ୟୁରାଲିଂକ କମ୍ପାନୀର ଯାଞ୍ଚ ଆରମ୍ଭ କଲା ଆମେରିକା ପ୍ରଶାସନ
ୱାଶିଂଟନ,୬ ।୧୨: ଆମେରିକାର ଆଇନ ପ୍ରବର୍ତ୍ତନର ଅଧିକାରୀମାନେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ କମ୍ପାନୀ ନ୍ୟୁରାଲିଂକର ଯାଞ୍ଚ ଆରମ୍ଭ କରି ଦେଇଛନ୍ତି । ଏହି କମ୍ପାନୀ ମେଡିକାଲ ଡିଭାଇସ ତିଆରି କରିଥାଏ । ଆମେରିକା ପ୍ରଶାସନର ଅଧିକାରୀମାନେ ପ୍ରାଣୀ-କଲ୍ୟାଣ…
ଅଖିଳେଶ ପ୍ରସାଦ ବିହାରର ନୂଆ ଅଧ୍ୟକ୍ଷ
ପାଟନା,୫।୧୨: ବିହାରରେ କଂଗ୍ରେସ ଅଧ୍ୟକ୍ଷ ପଦରୁ ମଦନ ମୋହନ ଝା ଇସ୍ତଫା ଦେଇଛନ୍ତି। ଏହାପରେ କଂଗ୍ରେସ ଏମ୍ପି ଅଖିଳେଶ ପ୍ରସାଦ ସିଂହଙ୍କୁ ଏକ ବଡ଼ ଦାୟିତ୍ୱ ପ୍ରଦାନ କରିଛି। ଅଖିଳେଶଙ୍କୁ ବିହାର କଂଗ୍ରେସର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ବfର୍ତ୍ତaମାନ ଅଖିଳେଶ…
କ୍ରିମିଆ ବ୍ରିଜ୍ ଉପରେ କାର୍ ଚଳାଇଲେ ରୁଷିଆ ରାଷ୍ଟ୍ରପତି
ମସ୍କୋ,୫।୧୨: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଗତ କିଛି ମାସରୁ ଯୁଦ୍ଧ ଜାରି ରହିଛି। ତେବେ ଯୁଦ୍ଧ ମଧ୍ୟରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ସୋମବାର କ୍ରିମିଆ ବ୍ରିଜ୍ ପରିଦର୍ଶନ କରିଛନ୍ତି। ଏହେଉଛି ସେହି ପୋଲ ଯାହା ରୁଷିଆ ଏବଂ କ୍ରିମିଆକୁ…
ପ୍ରଦ୍ୟୁଷିତ ବାୟୁ ନେଉଛି ଗର୍ଭସ୍ଥ ଶିଶୁଙ୍କ ଜୀବନ
ବେଜିଂ, ୫।୧୨: ପ୍ରଦୂଷିତ ବାୟୁରେ ଥିବା କ୍ଷୁଦ୍ର କଣିକା ଚାଇନାରେ ଗର୍ଭସ୍ଥ ଶିଶୁଙ୍କ ମୃତ୍ୟୁର ପ୍ରମୁଖ କାରଣ ପାଲଟିଛି। ସାଇଣ୍ଟିଫିକ୍ ଜର୍ନାଲ ନେଚର କମ୍ୟୁନିକେଶନରେ ପ୍ରକାଶିତ ଏକ ଅଧ୍ୟୟନ ରିପୋର୍ଟ ଅନୁସାରେ, ବାୟୁ ପ୍ରଦୂଷଣ କାରଣରୁ ଚାଇନାରେ ପ୍ରତିବର୍ଷ ୬୪,୦୦୦ ଗର୍ଭସ୍ଥ…
ମଙ୍ଗଳବାର ବସିବ ସର୍ବଦଳୀୟ ବୈଠକ
ନୂଆଦିଲ୍ଲୀ,୫।୧୨: ପାର୍ଲାମେଣ୍ଟର ଶୀତ ଅଧିବେଶନ ଆସନ୍ତା ୭ରୁ ଆରମ୍ଭ ହେବାକୁ ଥିବା ବେଳେ କେନ୍ଦ୍ର ସରକାର ମଙ୍ଗଳବାର ସର୍ବଦଳୀୟ ବୈଠକ ଡାକିଛନ୍ତି। ଏହି ବୈଠକରେ ଅଧିବେଶନ କାର୍ଯ୍ୟସୂଚୀ ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ। ଏତଦ୍ବ୍ୟତୀତ ଲୋକ ସଭା ବାଚସ୍ପତି…
ଜି୨୦ ସମିଟ୍ ରଣନୀତି: ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ
ନୂଆଦିଲ୍ଲୀ,୫।୧୨: ୨୦୨୩ ବର୍ଷ ଲାଗି ଭାରତ ଜି୨୦ ରାଷ୍ଟ୍ରଗୋଷ୍ଠୀର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଛି। ଆସନ୍ତା ବର୍ଷ ହେବାକୁ ଥିବା ଜି୨୦ ସମିଟ୍ ଲାଗି ରଣନୀତି ପ୍ରସ୍ତୁତି ନିମନ୍ତେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ରାଷ୍ଟ୍ରପତି…
ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା ଗୋମାଂସ, ଟୋଲଗେଟ୍ ଭାଙ୍ଗି ପଳାଉଥିବା ବେଳେ ଧରିଲେ ଲୋକେ
ବାହାନଗା,୫ା୧୨(ଡି.ଏନ.ଏ.): ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ଗୋମାଂସ ବୋଝେଇ ଟ୍ରକ୍ ଶେରଗଡ ଟୋଲଗେଟ୍ ଭାଙ୍ଗି ପଳାଉଥିବା ବେଳେ ଲୋକେ ଗୋଡ଼ାଇ ଗୋଡ଼ାଇ ଧରିଛନ୍ତି। ଉକ୍ତ ଟ୍ରକ୍କୁ ବାଲେଶ୍ୱର ସଦର ଥାନା ନିକଟରୁ ବଜରଙ୍ଗ ଦଳର କର୍ମୀ ଓ କିଛି ସ୍ଥାନୀୟ ଲୋକେ ଅଟକାଇ…
ଆସାମ ରାଇଫଲ୍ସକୁ ବଡ଼ ସଫଳତା: ୪ମ୍ୟାନମାର ନାଗରିକ ଗିରଫ
ଆଇଜଲ,୫।୧୨: ମିଜୋରାମରେ ଆସାମ ରାଇଫଲ୍ସକୁ ଏକ ବଡ଼ ସଫଳତା ମିଳିଛି। ସୋମବାର ୪ମ୍ୟାନମାର ନାଗରିକଙ୍କୁ ଗିରଫ କରିବା ସହ ବହୁ ମାତ୍ରାରେ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ ହୋଇଛି। ଏଥିସହ ଲୁଙ୍ଗଲେଇ ବାଟାଲିଅନ୍ ବହୁମାତ୍ରାରେ ଡବ୍ଲ୍ୟୁୟୁଏଲ୍ଏସ୍ ଜବତ କରିଛି। ଏହି ଅପରେଶନ୍…
ବୋମା ଖାଇ ବଳଦ ଆହତ ଘଟଣା: ଶିକାରୀ ଗିରଫ
କେନ୍ଦୁଝର, ୫ା୧୨(ସ୍ବ.ପ୍ର.): କେନ୍ଦୁଝର ସଦର ରେଞ୍ଜ ଜଙ୍ଗିରା ସେକ୍ସନ ଅନ୍ତର୍ଗତ ସୋମଗିରି ବାରବାଙ୍କ ସଂରକ୍ଷିତ ଜଙ୍ଗଲ ନିକଟରେ ଗତ ୩ ତାରିଖ ଦିନ ଏକ ବଳଦ ଅଜଣାତରେ ବୋମା ଖାଇ କ୍ଷତାକ୍ତ ହୋଇଥିଲା। ଏହି ଘଟଣାକୁ ନେଇ ତଦନ୍ତ ଚାଲିଥିବାବେଳେ ସୋମବାର…
ପଞ୍ଚାୟତ ଫାଟକରେ ତାଲା ପକାଇଲେ ମହିଳା ଗୋଷ୍ଠୀ
ବେଗୁନିଆପଡ଼ା,୫।୧୨(ଡି.ଏନ.ଏ): ରାଜ୍ୟ ସରକାର ମିଶନ ଶକ୍ତି ମାଧ୍ୟମରେ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ବିଭିନ୍ନ ଯୋଜନା ହାତକୁ ନେଉଛନ୍ତି। ଏଥିପାଇଁ ମିଶନ ଶକ୍ତି ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ବିଭିନ୍ନ ପଞ୍ଚାୟତରେ ମିଶନ ଶକ୍ତି ଗୃହ ନିର୍ମାଣ ମଧ୍ୟ…
ତିନି ମାସର ଶିଶୁ ଉପରେ ଖସିପଡିଲା ଫ୍ୟାନ୍
ଆନନ୍ଦପୁର,୫।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ଥାନା ଅନ୍ତର୍ଗତ ଯୁଗଳକିଶୋରପୁର ଗ୍ରାମରେ ଫ୍ୟାନ୍ ଖସି ତିନି ମାସର ଶିଶୁ ଗୁରୁତର ହୋଇଥିବା ସୂଚନା ମିଳିଛି। ଗୁରୁତର ଶିଶୁର ଚିକିତ୍ସା ପାଇଁ ଆନନ୍ଦପୁର ମୁଖ୍ୟ ଚିକିତ୍ସାୟକୁ ସ୍ଥାନାନ୍ତର କରାଯାଇଛି। ସୂଚନାଯୋଗ୍ୟ, ଗ୍ରାମର ରବିନ୍ଦ୍ର ସୋରେନଙ୍କ…
Archives


