Home Left

ପୌର କାର୍ଯ୍ୟାଳୟ ଆଗରେ ଧାରଣା ଦେଲେ ଅଧ୍ୟକ୍ଷ, ଉପାଧ୍ୟକ୍ଷା

ନବରଙ୍ଗପୁର,୧୦ା୧୨(ବି.ପ୍ର.): ନବରଙ୍ଗପୁର ଜିଲାର ଲୋକ ମହୋତ୍ସବ ମଣ୍ଡେଇ ଡିସେମ୍ବର ଶନିବାର ଠାରୁ ଆରମ୍ଭ ହେଉଛି। ଏହା ୧୪ ପର୍ଯ୍ୟନ୍ତ ମହା ଆଡମ୍ବରରେ ଆୟୋଜନ କରାଯିବ। ତେବେ ଏହି ମହୋତ୍ସବରେ ପୌରାଧ୍ୟକ୍ଷ, ଉପାଧ୍ୟକ୍ଷା ଓ କାଉନସିଲର ମାନଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି।…

ଜଣେ ଲଙ୍ଗ ଜମ୍ପର, ଅଫିସିଆଲ ବାସନ୍ଦ

ମୋନାକୋ, ୧୦ା୧୨(ଏପି): ଗତବର୍ଷ ଟୋକିଓ ଅଲିମ୍ପିକ୍ସରେ ଜଣେ ଆଥ୍‌ଲେଟଙ୍କୁ ଯୋଗ୍ୟତା ହାସଲ କରାଇବାରେ ସହାୟତା କରିଥିବା ଅଭିଯୋଗରେ ଆଲ୍‌ବାନିଆର ଦୁଇଜଣ ଅଫିସିଆଲ ବାସନ୍ଦ ଦଣ୍ଡର ସମ୍ମୁଖୀନ ହୋଇଛନ୍ତି। ସେମାନେ ଲଙ୍ଗ ଜମ୍ପର ଇଜ୍‌ମିର୍‌ ସ୍ମାଜ୍‌ଲାଜ୍‌ଙ୍କ ପ୍ରଦର୍ଶନ ସମ୍ପର୍କରେ ଭୁଲ୍‌ ତଥ୍ୟ ପ୍ରଦାନ…

ବାଂଲାଦେଶ ଏ’ ବିପକ୍ଷରେ ଭାରତ ଏ’ର ଇନିଂସ ବିଜୟ

ସିଲ୍‌ହେଟ୍‌,୧୦ା୧୨ (ପି.ଟି.): ବାଂଲାଦେଶ ଏ’ ବିପକ୍ଷ ଦ୍ୱିତୀୟ ଅନ୍‌ ଅଫିସିଆଲ କ୍ରିକେଟ ଟେଷ୍ଟ ମ୍ୟାଚରେ ଭାରତ ଏ’ ଏକ ଇନିଂସ ଓ ୧୨୩ ରନ୍‌ରେ ବିଜୟ ହାସଲ କରିଛି। ଘରୋଇ ଦଳର ବ୍ୟାଟିଂ ଲାଇନ୍‌ଅପ୍‌ ଭୁଶୁଡ଼ାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ…

‘ସାପୁଆ’ରେ ପର୍ଯ୍ୟଟକଙ୍କୁ ମିଳିବ ସୁରକ୍ଷା

ଢେଙ୍କାନାଳ ଅଫିସ, ୧୦।୧୨: ପର୍ଯ୍ୟଟନ ସମ୍ଭାରରେ ଭରପୂର ‘ସାପୁଆ’ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦିଆଯିବ। ପର୍ଯ୍ୟଟନ ଋତୁରେ ପୋଲିସ ପକ୍ଷରୁ ନିୟମିତ ପାଟ୍ରୋଲିଂ ଜାରି ରହିବ। ବଣଭୋଜି ପାଇଁ ପାନୀୟ ଜଳର ସୁବନ୍ଦୋବସ୍ତ କରାଯିବ। ରାଜ୍ୟ ପର୍ଯ୍ୟଟନ…

ବାଂଲାଦେଶକୁ କ୍ଲିନ୍‌ ସୁଇପ୍‌ରୁ ରୋକିବ ଭାରତ

ଚଟ୍ଟୋଗ୍ରାମ୍‌,୧୦ା୧୨(ପି.ଟି.): ଭାରତ ଓ ବାଂଲାଦେଶ ମଧ୍ୟରେ ଚାଲିଥିବା ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ ଏଠାରେ ଶନିବାର ଖେଳାଯିବ। ଇଞ୍ଜୁରି ଓ ଫିଟ୍‌ନେସ ସମସ୍ୟାରେ ଛନ୍ଦି ହୋଇ ପଡ଼ିଥିବା ଭାରତ ପ୍ରଥମ ଦୁଇଟି ମ୍ୟାଚରେ ହାରିସାରିଥିବାରୁ ଏହି…

ଆଜିଠାରୁ ୨ଦିନିଆ କନକଲତା ଶାଢ଼ି ପ୍ରଦର୍ଶନୀ

ଭୁବନେଶ୍ୱର,୧୦ା୧୨: ଦେଶର ପ୍ରମୁଖ ଶାଢ଼ି ବ୍ରାଣ୍ଡ୍‌ କନକଲତା ପକ୍ଷରୁ ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ୨ଦିନିଆ କନକତଲା ଶାଢ଼ି ପ୍ରଦର୍ଶନୀ ଓ ବିକ୍ରୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ବିଶେଷକରି ଉକ୍ତ ବ୍ରାଣ୍ଡ୍‌ର ସ୍ବତନ୍ତ୍ର ହସ୍ତତନ୍ତ ଶାଢ଼ିର ଏକ ବିଶାଳ ସମ୍ଭାର ଶନିବାରଠାରୁ…

ଆଦିବାସୀ ଯୁବତୀ ଯୁବକଙ୍କୁ ବିବାହ କରାଇଲେ

କଣିହାଁ, ୧୦ା୧୨ (ଡି.ଏନ.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକ ରେଙ୍ଗାଳି ପ୍ରକଳ୍ପ ତାରିଣୀ ମନ୍ଦିରରେ ଅସହାୟ ଆଦିବାସୀ ଯୁବତୀ ଯୁବକଙ୍କ ବିବାହ କରାଇଛନ୍ତି ଯୁବ ଉଦ୍ୟୋଗୀ ଭରତ ସାହୁ। ଭରତଙ୍କ ଏହି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି। ପ୍ରକାଶ ଯେ, କଣିହାଁ…

ଶୀତଳଭଣ୍ଡାର ଅଭାବରୁ ଶସ୍ତା

ବଇଣ୍ଡା,୧୦ା୧୨ (ପରିକ୍ଷିତ ସାହୁ): ମାସ ମାସର ହାଡ଼ଭଙ୍ଗା ପରିଶ୍ରମ। ତା’ ସାଙ୍ଗକୁ ବ୍ୟାଙ୍କ ଋଣର ବୋଝ। ଏସବୁ ସତ୍ତ୍ୱେ ଫଳାଇଥିବା ଫସଲରୁ ଚାଷୀଙ୍କୁ ମିଳିପାରୁନି ଲାଭ। ଖଟାଇଥିବା ଅର୍ଥ ଫେରିପାଇବା ତ ଦୂରର କଥା, ବରଂ ସହିବାକୁ ପଡ଼ୁଛି କ୍ଷତି। ସରକାର…

ବଢ଼ି ଚାଲିଛି ‘ଲମ୍ପି’ ସଂକ୍ରମଣ

ଆରଡ଼ି, ୧୦।୧୨ (ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ସୁନ୍ଦରପୁର, ଓଳଗ, ଆରଡ଼ି ଓ ନାନ୍ଦପୁର ପଞ୍ଚାୟତରେ ଗୋରୁମାନେ ‘ଲମ୍ପି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ୪ ପଞ୍ଚାୟତରେ ୫୦ରୁ ଅଧିକ ଗୋରୁ ଏହି ରୋଗରେ ସଂକ୍ରମିତ ହୋଇଥିବା ବେଳେ ସୁନ୍ଦରପୁର…

ଉତ୍ପାତ କରୁଛି ଝାଡ଼ଖଣ୍ଡୀ ଦନ୍ତା

ମୋରଡା,୧୦ା୧୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ଥମିବାର ନାମ ଧରୁନାହିଁ। କେତେବେଳେ ଝାଡ଼ଖଣ୍ଡୀ ହାତୀପଲ ତ ପୁଣି କେତେବେଳେ ଶିମିଳିପାଳ ହାତୀ ପଶି ବ୍ୟାପକ ପରିମାଣର ଧାନ, ପରିବା ଏବଂ ଅନ୍ୟାନ୍ୟ ଫସଲ ନଷ୍ଟ କରୁଛନ୍ତି। ଲୋକଙ୍କ…

‘ସ୍ଥାଣୁ ପାଲଟିଛି ବାଲେଶ୍ୱର ପୌରପାଳିକା’

ବାଲେଶ୍ୱର ଅଫିସ, ୧୦।୧୨: ଦୀର୍ଘ ୮ ମାସ ହେଲା ପୌର ନିର୍ବାଚନ ଶେଷ ହୋଇଥିଲେ ମଧ୍ୟ ବାଲେଶ୍ୱର ସହରରେ କୌଣସି ଉନ୍ନତିମୂଳକ କାର୍ଯ୍ୟ ହୋଇନାହିଁ। ବାଲେଶ୍ୱର ପୌରପାଳିକାର ସ୍ଥାଣୁତାକୁ ନେଇ ଭାଜପାର ନଗର ଶାଖା ପକ୍ଷରୁ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀ…

ରିଲିଜ୍‌ ହେବାର କିଛି ଘଣ୍ଟା ପରେ ଅନ୍‌ଲାଇନ୍‌ରେ ଲିକ୍‌

ବଲିଉଡ ଅଭନେତ୍ରୀ କାଜଲଙ୍କ ଅଭିନୀତ ଫିଲ୍ମ ‘ସଲାମ ଭେଙ୍କି’ ଶୁକ୍ରବାର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ମା ଏବଂ ପୁଅର ଏହି କାହାଣୀ ଦେଖି ସମସ୍ତଙ୍କ ଆଖିରେ ଲୁହ ଆସୁଛି। ଇତି ମଧ୍ୟରେ ସଲାମ ଭେଙ୍କି ରିଲିଜ୍‌ ହେବା ମାତ୍ରେ ଫିଲ୍ମର ନିର୍ମାତାଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri