Home Left

ଆରମ୍ଭରୁ ଧାନର ଅଭାବୀ ବିକ୍ରି

ଚାନ୍ଦବାଲି,୧୦।୧୨(ଡି.ଏନ୍‌.ଏ.): ଚାଷୀଙ୍କଠାରୁ ସରକାରୀ ଧାର୍ଯ୍ୟ ଦର କୁଇଣ୍ଟାଲ ପ୍ରତି ୨୦୪୦ ଟଙ୍କାରେ ଧାନ କ୍ରୟ ନିମନ୍ତେ ସମବାୟ ସମିତି ଓ ମହିଳା ଗୋଷ୍ଠୀ ମାଧ୍ୟମରେ ଅନ୍‌ଲାଇନ ପଞ୍ଜୀକରଣ କରାଯାଇଛି। ହେଲେ ଚଳିତବର୍ଷ ଖରିଫ ଧାନ ଅମଳ ଆରମ୍ଭରୁ ଭଦ୍ରକ ଜିଲା ଚାନ୍ଦବାଲିରେ…

ଜୟଆଲୁକ୍କାସ୍‌ର ‘ସିଜନ୍‌ ଅଫ୍‌ ଗିଭିଙ୍ଗ୍‌’ ଅଭିଯାନ

ନୂଆଦିଲ୍ଲୀ,୧୦ା୧୨: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଜୟଆଲୁକ୍କାସ ପକ୍ଷରୁ ଚଳିତ ବର୍ଷର ‘ସିଜନ ଅଫ୍‌ ଗିଭିଙ୍ଗ୍‌’ ଅଭିଯାନ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଆଗାମୀ ବଡ଼ଦିନ ଓ ନବବର୍ଷରେ(ଫେଷ୍ଟିଭ ସେଲିବ୍ରେଶନ) ପୃଷ୍ଠପୋଷକଙ୍କ ପାଇଁ ଉତ୍ସବ ପାଳନ ସହ ଜୟଆଲୁକ୍କାସ୍‌ରେ ଦାନଋତୁ ପାଳନ…

ବୀମା କ୍ଷେତ୍ର ପ୍ରତି ଉତ୍ସାହ ବଢ଼ିଛି

ଭୁବନେଶ୍ୱର,୧୦ା୧୨: ୟୁନାଇଟେଡ୍‌ ଇଣ୍ଡିଆ ଇନ୍‌ସ୍ୟୁରାନ୍ସ କମ୍ପାନୀ ଲିମିଟେଡ୍‌ (ୟୁଆଇଆଇସିଏଲ୍‌)ର କ୍ଷେତ୍ରୀୟ କାର୍ଯ୍ୟାଳୟ ଭୁବନେଶ୍ୱର ପକ୍ଷରୁ ଶୁକ୍ରବାର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ୟୁଆଇଆଇସିଏଲ୍‌ର ଚେୟାରମ୍ୟାନ କମ୍‌ ମ୍ୟାନେଜିଂ ଡାଇରେକ୍ଟର ସତ୍ୟଜିତ ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ…

ମୟୂରଭଞ୍ଜକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦାବି

ବାରିପଦା ଅଫିସ,୧୦ା୧୨: ମୟୂରଭଞ୍ଜ ଜିଲାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ଦାବିରେ ଅଣରାଜନୈତିକ ସଂଗଠନ ଭଞ୍ଜସେନା ପକ୍ଷରୁ ଶୁକ୍ରବାର ୪ଦଫା ସମ୍ବଳିତ ଦାବିପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ସେନାର ଜିଲା ସଭାପତି ପିଣ୍ଟୁ ମାଇତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ…

‘ହସ୍ତତନ୍ତ ଉତ୍ପାଦଗୁଡ଼ିକୁ କର୍ପୋରେଟ୍‌ ପ୍ରୋତ୍ସାହନ ଆବଶ୍ୟକ’

ଭୁବନେଶ୍ୱର,୧୦ା୧୨: ଓଡ଼ିଶାର କଳା ସଂସ୍କୃତି ଓ କାରିଗରିକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଲକ୍ଷ୍ୟରେ ୱାର୍ଲଡ୍‌ ଟ୍ରେଡ୍‌ ସେଣ୍ଟର (ଡବ୍ଲ୍ୟୁଟିସି) ଭୁବନେଶ୍ୱର ପକ୍ଷରୁ ସ୍ଥାନୀୟ ଖଣ୍ଡଗିରିସ୍ଥିତ କଳାଭୂମିଠାରେ କାରିଗରଙ୍କ ପାଇଁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ରାଜ୍ୟପାଳ ପ୍ରଫେସର…

ସ୍ଥିତି ଏମିତି ହେଲେ ୨୦୨୪ରେ ନୋଟା ସହ ଲଢ଼ିବ କଂଗ୍ରେସ: ମୋକିମ

ଭୁବନେଶ୍ବର,୧୦ା୧୨(ବ୍ୟୁରୋ): ଓଡ଼ିଶାରେ କଂଗ୍ରେସ ଦାୟିତ୍ୱରେ ଥିବା ମୁଖିଆମାନେ ଆସନ ଛାଡ଼ି ଅବସର ନିଅନ୍ତୁ। ତାଙ୍କ ମୁହଁ ଦେଖିବାକୁ ଲୋକେ ଆଉ ଚାହୁଁନାହାନ୍ତି। ସେମାନେ ଆକର୍ଷଣ ହରାଇ ସାରିଲେଣି। ୟୁପି ଓ ପଶ୍ଚିମବଙ୍ଗ ଭଳି ଓଡ଼ିଶାରେ କଂଗ୍ରେସ ଦଳ ମୂଳପୋଛ ହେବାକୁ ବସିଛି।…

ଶାଶୁଶ୍ୱଶୁରଙ୍କୁ ଭେଟିଲେ ବର୍ଷା

ଭୁବନେଶ୍ବର,୧୦ା୧୨(ବ୍ୟୁରୋ): ପଦ୍ମପୁର ଉପନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହେବା ପରେ ନବନିର୍ବାଚିତ ବିଧାୟକ ବର୍ଷା ସିଂ ବରିହା ଭୁବନେଶ୍ୱର ଫେରିଛନ୍ତି। ସ୍ବାମୀ ସ୍ମୃତିସୌରଭଙ୍କ ସହ ସେ ଶୁକ୍ରବାର ଭୁବନେଶ୍ୱରସ୍ଥିତ ଶ୍ୱଶୁରଘରକୁ ଯାଇଛନ୍ତି। ଘରେ ପହଞ୍ଚିବା ପରେ ସେ ପ୍ରଥମେ ଶ୍ୱଶୁର ରମାରଞ୍ଜନ…

ପାକିସ୍ତାନୀ ଖବରଦାତା ଅରଶଦ ଶରିଫଙ୍କ ହତ୍ୟା ମାମଲାରେ ମାଆ-ପତ୍ନୀଙ୍କୁ କରାଯିବ ପଚରାଉଚରା

ଇସଲାମାବାଦ,୧୦ ।୧୨: ପାକିସ୍ତାନୀ ଖବରଦାତା ଅରଶଦ ଶରିଫଙ୍କ କେନିଆରେ ହୋଇଥିବା ହତ୍ୟା ମାମଲାର ଯାଞ୍ଚ ଚାଲିଛି । ପାକିସ୍ତାନରେ ଗଠିତ ସ୍ପେଶାଲ ଜଏଣ୍ଟ ଇନୋଭୋଶନ ଟିମ ଏହି ମାମଲାର ଯାଞ୍ଚରେ ମୃତ ଖବରଦାତାଙ୍କ ମାଆ ଓ ପତ୍ନୀଙ୍କ ବୟାନ ରେକର୍ଡ କରିବାକୁ…

ମିଳିମିଶି ପଦ୍ମପୁର ପାଇଁ କାମ କରିବା: ନବୀନ

ଭୁବନେଶ୍ୱର,୧୦ା୧୨(ବ୍ୟୁରୋ): ପଦ୍ମପୁର ଉପନିର୍ବାଚନରେ ବିଜୟୀ ହେବା ପରେ ବିଜେଡିର ନବନିର୍ବାଚିତ ବିଧାୟିକା ବର୍ଷା ସିଂ ବରିହା ଶୁକ୍ରବାର ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କୁ ଏହି ବିଜୟ ପାଇଁ ସ୍ବାଗତ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ…

ଅଟକ ପରେ ଅନଶନରେ ବସିଲେ ଶର୍ମିଲା

ହାଇଦ୍ରାବାଦ,୧୦ା୧୨: ଓ୍ବାଇଏସ୍‌ଆର୍‌ ତେଲଙ୍ଗାନା ପାର୍ଟି ଅଧ୍ୟକ୍ଷା ଓ୍ବାଇଏସ୍‌ ଶର୍ମିଲାଙ୍କୁ ଶୁକ୍ରବାର ପୋଲିସ ଅଟକ ରଖିବା ପରେ ସେ ଅନଶନରେ ବସିବା ସହ ରାଜ୍ୟରେ ଗଣତନ୍ତ୍ରର ସୁରକ୍ଷା ପାଇଁ ଦାବି କରିଛନ୍ତି। ଓ୍ବାରାଙ୍ଗଲ୍‌ ପୋଲିସ ତାଙ୍କୁ ପଦଯାତ୍ରା ପାଇଁ ଅନୁମତି ନ ଦେବାରୁ…

ହିମାଚଳ ପ୍ରଦେଶରେ ଏଏପିକୁ ଶକ୍ତ ଧକ୍କା

କୁଲୁ,୧୦ା୧୨: ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ପ୍ରଥମ ଥର ପ୍ରତିଦ୍ୱନ୍ଦ୍ୱିତା କରିଥିବାବେଳେ ରାଜ୍ୟର ତୃତୀୟ ତଥା ଶ୍ରେଷ୍ଠ ବିକଳ୍ପ ଦଳ ଭାବେ ନିଜକୁ ଉପସ୍ଥାପିତ କରିଥିଲା। ତେବେ ନିର୍ବାଚନ ଫଳାଫଳ ଏହି ଦଳ ପାଇଁ ଶକ୍ତ ଧକ୍କା…

ରାଜ୍ୟ ସଭାରେ ୟୁସିସି ବିଲ୍‌କୁ ବିରୋଧ

ନୂଆଦିଲ୍ଲୀ,୧୦ା୧୨(ପି.ଟି.): ରାଜ୍ୟ ସଭାରେ ଶୁକ୍ରବାର ବିରୋଧୀ ଦଳଗୁଡ଼ିକର ପ୍ରତିବାଦ ମଧ୍ୟରେ ୟୁନିଫର୍ମ ସିଭିଲ୍‌ କୋଡ୍‌ (ୟୁସିସି) ବିଲ୍‌, ୨୦୨୦ ଆଗତ କରାଯାଇଛି। ୟୁସିସି ବା ସମାନ ନାଗରିକ ସଂହିତା ପ୍ରସ୍ତୁତି ନିମନ୍ତେ ଏକ କମିଟି ଗଠନ ପାଇଁ ଏହାକୁ ଏକ ପ୍ରାଇଭେଟ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri