Home Left

ଦାଦା-ପୁତୁରା ଏକାଠି: ସମାଜବାଦୀ ପାର୍ଟିରେ ବିଲୟ ହେଲା ଶିବପାଲଙ୍କ ଦଳ

ଲକ୍ଷ୍ନୌ,୮।୧୨: ମୈନପୁରୀ ଉପନିର୍ବାଚନର ଅନ୍ତିମ ଫଳାଫଳ ପୂର୍ବରୁ ୟୁପି ରାଜନୀତିରେ ଏକ ବଡ ମୋଡ଼ ଆସିଛି। ଶିବପାଲ ସିଂ ଯାଦବଙ୍କ ପ୍ରଗତିଶୀଳ ସମାଜବାଦୀ ପାର୍ଟି ବର୍ତ୍ତମାନ ସମାଜବାଦୀ ପାର୍ଟିରେ ବିଲୟ ହୋଇଯାଇଛି। ଏହି ସମୟରେ ସମାଜବାଦୀ ପାର୍ଟି ମୁଖିଆ ଅଖିଳେଶ ସିଂ…

୧୮ ରାଉଣ୍ଡରେ ବି ବିଜେଡି ଆଗୁଆ

ବରଗଡ ଅଫିସ,୮।୧୨: ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନରେ ଭୋଟ ଗଣତି ଗୁରୁବାର ସକାଳୁ ଆରମ୍ଭ ହୋଇଛି। ତେବେ ୧୮ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ଭାଜପା ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କଠାରୁ ୩୨ ହଜାର ୫୬୭ ଖଣ୍ଡ ଭୋଟରେ…

ଓଲଟିଲା ଟ୍ରାକ୍ଟର :୬ ମୃତ, ୨୦ ଆହତ

ଅମରାବତୀ,୮।୧୨: ଆନ୍ଧ୍ରପ୍ରଦେଶ ଚିତ୍ତୋର ପୁଥାଲାପାଟ୍ଟୁ ମଣ୍ଡଳର ଲକ୍ଷ୍ମାୟା ଗ୍ରାମରେ ଗୁରୁବାର ଭାରସାମ୍ୟ ହରାଇ ଏକ ଟ୍ରାକ୍ଟର ଓଲଟି ପଡିଛି। ଏଥିରେ ଦୁଇ ବର୍ଷର ବାଳିକା ସମେତ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଥିବା ସୂଚନା ମିଳିଛି।…

ହୃଦୟ ଜିତିଲେ ରୋହିତ ଶର୍ମାଙ୍କ ସ୍ତ୍ରୀ

ଢାକା,୮।୧୨: ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡିଛି। ଏହି ବିଜୟ ସହିତ ବାଂଲାଦେଶ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ୨-୦ ଅଗ୍ରଣୀ ହାସଲ କରିଛ। ବୁଧବାର ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୫୦ ଓଭରରେ…

ପଦ୍ମପୁର ଉପନିର୍ବାଚନ: ୧୧ ରାଉଣ୍ଡ ସୁଦ୍ଧା ବିଜେଡି ଆଗରେ, ଭୋଟ୍‌ ବ୍ୟବଧାନ ୨୧ ହଜାର ଟପିଲା

ବରଗଡ଼ ଅଫିସ,୮ା୧୨: ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନର ଭୋଟ୍‌ ଗଣତି ଗୁରୁବାର ସକାଳୁ ଆରମ୍ଭ ହୋଇଛି। ତେବେ ୧୧ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ଭାଜପାର ପ୍ରଦୀପ ପୁରୋହିତଙ୍କଠାରୁ ୨୧,୩୫୧ ଭୋଟ୍‌ରେ…

ପୁଣି ପ୍ରେମରେ ପଡ଼ିଛନ୍ତି ରିୟା

ବଲିଉଡ୍‌ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ପୁଣି ପ୍ରେମରେ ପଡିଛନ୍ତି। ସେ ଏବେ ଅଭିନେତ୍ରୀ ସୀମା ସାଜଦେହଙ୍କ ଭାଇ ବଣ୍ଟି ସଜଦେହଙ୍କୁ ଡେଟ କରୁଛନ୍ତି। କିନ୍ତୁ ଉଭୟ ଏହି ସମ୍ପର୍କକୁ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ରଖିବାକୁ ଚାହୁଁଛନ୍ତି। ରିୟାଙ୍କ ପୂର୍ବତନ ପ୍ରେମିକ ତଥା ଅଭିନେତା…

୩ ଘରୋଇ ସିରିଜ ପାଇଁ କାର୍ଯ୍ୟସୂଚୀ ପ୍ରକାଶ କଲା ବିସିସିଆଇ

ନୂଆଦିଲ୍ଲୀ,୮।୧୨: ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ଶ୍ରୀଲଙ୍କା, ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ ବିପକ୍ଷ ତିନୋଟି ଘରୋଇ ସିରିଜ ପାଇଁ କାର୍ଯ୍ୟସୂଚୀ ପ୍ରକାଶ କରିଛି। ଜାନୁଆରୀରେ ଶ୍ରୀଲଙ୍କା ବିପକ୍ଷରେ ଭାରତୀୟ ଦଳ ତିନି ମ୍ୟାଚ ବିଶିଷ୍ଟ ଟି-୨୦…

ମଶାଧୂପରୁ ନିଆଁ ଲାଗି ମହିଳା ଗୁରୁତର

ପାଟଣା,୮ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଟାଙ୍ଗରପଡ଼ା ପଞ୍ଚାୟତ ଅଙ୍କୁରା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା କ୍ରମରେ ବୁଧବାର ବିଳମ୍ବିତ ରାତିରେ ଘରେ ଶୋଇଥିବା ସମୟରେ ମଶାଧୂପରୁ ନିଆଁ ଲାଗି କିରୋସିନି ବୋତଲରେ ଲାଗିବା ପରେ ତଳେ ଶୋଇଥିବା ମହିଳାଙ୍କ ବିଛଣାରେ…

ହିମାଚଳ ପ୍ରଦେଶରେ ଘୋଡା ବେପାରକୁ ନେଇ କଂଗ୍ରେସ ଭୟଭୀତ: ବିଧାୟକଙ୍କୁ କରାଯାଇପାରେ ଶିଫ୍ଟ

ଶିମ୍‌ଲା,୮।୧୨: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣନା ଚାଲିଛି। ରାଜ୍ୟରେ ୬୮ଟି ଆସନ ମଧ୍ୟରୁ କଂଗ୍ରେସ ଏବେ ୩୮ଟିରେ ଆଗୁଆ ଥିବାବେଳେ ଭାଜପା ୨୭ ଏବଂ ଅନ୍ୟାନ୍ୟ ୩ ଆସନରେ ଆଗୁଆ ଅଛନ୍ତି। ତେବେ କଡା ପ୍ରତିଯୋଗିତା ମଧ୍ୟରେ…

ଧାନ ଖାଇବାକୁ ଆସି ଡଗଓ୍ବେଲ୍‌ରେ ଫସିଥିବା ୨ ହାତୀ ଉଦ୍ଧାର

ବାରିପଦା ଅଫିସ,୮।୧୨: ମୟୂରଭଞ୍ଜ ଜିଲା କୁଳିଅଣା ବ୍ଲକ କାଠରୁମା (ଦେହୁରୀ ସାହି)ରେ ଏକ ଡଗ୍‌ୱେଲ ଭିତରେ ଖସି ପଡିଥିବା ଦୁଇଟି ହାତୀ ନିଶ୍ଚିତ ମୃତ୍ୟୁମୁଖରୁ ରକ୍ଷା ପାଇଛନ୍ତି । ଏଥିପାଇଁ ଗ୍ରାମବାସୀ, ବନ ଓ ଅଗ୍ନିଶମ ବିଭାଗଙ୍କ ଉପସ୍ଥିତ ବୁଦ୍ଧିକୁ ସାଧାରଣରେ…

ବାତ୍ୟା ‘ମାଣ୍ଡୋସ’କୁ ନେଇ ଚେତାବନୀ ଜାରି

ଚେନ୍ନାଇ,୮।୧୨:ତାମିଲନାଡୁରେ ବାତ୍ୟା ‘ମାଣ୍ଡୋସ’କୁ ନେଇ ଚେତାବନୀ ଜାରି କରାଯାଇଛି। ଗୁରୁବାର ସନ୍ଧ୍ୟା ସୁଦ୍ଧା ‘ମାଣ୍ଡୋସ’ ଯୋଗୁ ପ୍ରବଳ ଝଡ ତୋଫାନ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବ ଉତ୍ତର ତାମିଲନାଡୁ, ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶର ଉପକୂଳରେ ହେବ। ଆଗାମୀ ୪୮…

ମିଳିମିଳା ସଂକ୍ରମଣ ନିୟନ୍ତ୍ରଣ ପାଇଁ ଧର୍ମଗୁରୁଙ୍କ ସହାୟତା ଲୋଡ଼ିଲା ପ୍ରଶାସନ…

ମାଲାପୁରାମ,୮।୧୨ : କେରଳର ମାଲାପୁରାମରେ ପିଲାମାନଙ୍କ ମଧ୍ୟରେ ମିଳିମିଳା ରୋଗ ବୃଦ୍ଧି ପାଉଛି। ଏହି ସମୟ ମଧ୍ୟରେ ରାଜ୍ୟ ସରକାରଙ୍କ ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ, ମାଲାପୁରମ ଜିଲାରେ ୫ ବର୍ଷରୁ କମ ବୟସର ୧.୬୦ଲକ୍ଷରୁ ଅଧିକ ପିଲା ଏମଆର ଟିକା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri