ମହିମା ଧର୍ମାବଲମ୍ବୀଙ୍କ ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର
ନୂଆପଡ଼ା ଅଫିସ,୧୦।୧୨: ଢେଙ୍କାନାଳ ଜିଲା ଜୋରନ୍ଦା ମହିମା ଗାଦୀ ପୀଠରେ ନିର୍ମାଣ ବତୀ ମନ୍ଦିର, ଧୁନି ମନ୍ଦିର ଓ ଭେକ ମନ୍ଦିରକୁ ସ୍ଥାନୀୟ ଜିଲା ପ୍ରଶାସନ ଜବରଦଖଲ ଉଚ୍ଛେଦ କରିବା ସହ ଏହି ମନ୍ଦିରକୁ ଜେସିବି ଲଗାଇ ଭାଙ୍ଗିଥିଲା। ଏହାକୁ ବିରୋଧ…
ଆବାସ ଗୃହ ଅସମ୍ପୂର୍ଣ୍ଣ, ଭଙ୍ଗା ଘରେ ବିତୁଛି ଜୀବନ
କୋକସରା,୧୦।୧୨(ଡି.ଏନ.ଏ.): ରାଜ୍ୟ ସରକାର ଗରିବ ସୀମା ରେଖା ତଳେ ଥିବା ହିତାଧିକାରୀଙ୍କୁ ଆବାସ ଘର ଯୋଗାଇ ଦେଉଛନ୍ତି। ହେଲେ ପଞ୍ଚାୟତସ୍ତରରେ ପଞ୍ଚାୟତ କର୍ମଚାରୀ, ସରପଞ୍ଚ ଓ ସ୍ଥାନୀୟ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁ ହିତାଧିକାରୀଙ୍କ ଆବାସ ଘର ଅର୍ଥ ଲୁଟ କରାଯାଇଛି। ବ୍ଲକର…
ଟୋକେନ ସମସ୍ୟା ନେଇ ମଣ୍ଡି ଅଚଳକଲେ ଚାଷୀ
ଭବାନୀପାଟଣା,୧୦।୧୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଖଇରପଦର ପାକ୍ସ ଅନ୍ତଗର୍ତ ବ୍ରାହ୍ମଣ ଛେଣ୍ଡିଆ ମଣ୍ଡି ଶୁକ୍ରବାର ଉଦ୍ଘାଟନ ହେବାର ଥିଲା। ହେଲେ ପାକ୍ସ କର୍ମଚାରୀଙ୍କ ଦାୟିତ୍ୱ ହିନତା ଯୋଗଗୁ ୫୫ ଜଣ ଚାଷୀଙ୍କ ଓଟିପି ଆସିବା ସତ୍ୱେ ରେଜିଷ୍ଟ୍ରେଶ ହୋଇ ପାରିନାହିଁ।…
ରଙ୍ଗଲଗା ବୋର୍ଡରେ ପୁରୁଣା ସୂଚନା
ସମ୍ବଲପୁର,୧୦ା୧୨(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ମିନି ଷ୍ଟାଡିୟମ ନିର୍ମାଣ କାମରେ ଅନିୟମିତତା ନେଇ ଅଭିଯୋଗ ହୋଇଥିଲା। ଗୁରୁବାର ପୁରୁଣା ସୂଚନା ଫଳକରେ ରଙ୍ଗଲଗାଇ ନୂଆ ସୂଚନା ଲେଖି ଅନିୟମିତତା ଚପାଇଦେବାକୁ ଉଦ୍ୟମ କରାଯାଉଥିବା ନେଇ ଧରିତ୍ରୀରେ ଖବର ପ୍ରକାଶ ପାଇଥିଲା। ହେଲେ…
ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ବାଂଲାଦେଶ
ହାଇଦ୍ରାବାଦ,୧୦।୧୨: ବାଂଲାଦେଶ ଏବଂ ଭାରତ ମଧ୍ୟରେ ଶନିବାର ଆରମ୍ଭ ହୋଇଛି ତୃତୀୟ ଦିନିକିଆ ମ୍ୟାଚ୍। ତେବେ ବାଂଲାଦେଶ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିବା ବେଳେ ଭାରତ ପ୍ରଥମେ ବ୍ୟାଟିଂ କରିବ। ପ୍ରଥମ ଏବଂ ଦ୍ୱିତୀୟ ଦିନିକିଆ ମ୍ୟାଚ୍ରେ ଭାରତ ହାରିବା…
ମଥୁରା କଳାକାରଙ୍କ ପୂର୍ବାଭ୍ୟାସ ଆରମ୍ଭ
ବରଗଡ଼ ଅଫିସ୍,୧୦।୧୨: ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ଆସନ୍ତା ୨୭ତାରିଖ ଆରମ୍ଭ ହେବ। ଅଭିନୟ ପାଇଁ ମନୋନୀତ କଳାକାରଙ୍କ ପୂର୍ବାଭ୍ୟାସ ଆରମ୍ଭ ହୋଇଛି। ଗତ ୫ତାରିଖରୁ ଗୋପପୁର କଳାକାରଙ୍କ ପୂର୍ବାଭ୍ୟାସ ଆରମ୍ଭ ହୋଇଥିଲା। ଶୁକ୍ରବାରରୁ ମଥୁରାନଗରୀ କଳାକାରଙ୍କ ପୂର୍ବାଭ୍ୟାସ କାର୍ଯ୍ୟକ୍ରମ…
ନିମ୍ନମାନର ରାସ୍ତା କାମକୁ ପୁଣି ବିରୋଧକଲେ ଗ୍ରାମବାସୀ
ଦଶମନ୍ତପୁର,୧୦ା୧୨ (ଡି.ଏନ୍.ଏ.): କୋରାପୁଟ ଜିଲା ଦଶମନ୍ତପୁରରେ ନିମ୍ନମାନର ରାସ୍ତା ନିର୍ମାଣକୁ ମୁର୍କାର ପଞ୍ଚାୟତ ଗାଦିଖାଲ ଗ୍ରାମବାସୀ ବିରୋଧ କରିଛନ୍ତି। ଦଶମନ୍ତପୁର ପଞ୍ଚାୟତ ବାଣୁଆଗୁଡା ପିଡବ୍ଲ୍ୟୁଡି ରାସ୍ତାରୁ ମୁଣ୍ଡାଝୋଲା ପର୍ଯ୍ୟନ୍ତ ରାସ୍ତା ନିର୍ମାଣରେ ଅନିୟମିତତା ହୋଇଛି। ୭ କି.ମି. ଦୂରତା ବିଶିଷ୍ଟ ଏହି…
ପ୍ରେମରେ ପଡ଼ିଲେ ରିୟା
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ନେଇ ପୁଣିଥରେ ଚର୍ଚ୍ଚା ଜୋର୍ ଧରିଛି। ଏବେ କିନ୍ତୁ କୌଣସି ବିବାଦ ନୁହେଁ ବରଂ ରିୟା ନିଜ ଲଭ୍ ଲାଇଫ୍ରେ ଆଗକୁ ବଢ଼ିଥିବା କଥାକୁ ନେଇ ଇଣ୍ଡଷ୍ଟ୍ରିରେ ଏହି ଆଲୋଚନା। ରିୟାଙ୍କ ନାମ ଯୋଡ଼ି…
ଯକୃତ ଓଜନ ୧୨ କେଜି
ହାଇଦ୍ରାବାଦ: ଭାରତରେ ପ୍ରଥମ ଥର ପାଇଁ ଜଣେ ମହିଳାଙ୍କଠାରୁ ୧୨ କିଲୋଗ୍ରାମ ଓଜନର ଯକୃତକୁ ଡାକ୍ତରମାନେ ସଫଳତାର ସହ ବାହାର କରିଛନ୍ତି। ଏଥିସହିତ ଉକ୍ତ ୫୦ ବର୍ଷୀୟ ମହିଳାଙ୍କଠାରେ ଏକସଙ୍ଗେ ଯକୃତ ଓ କିଡ୍ନୀ ପ୍ରତିରୋପଣ କରାଯାଇଛି। ହାଇଦ୍ରାବାଦର କିମ୍ସ ହସ୍ପିଟାଲରେ…
ବାଉଁଶ ବାଡ଼ରେ ତିଆରି ବିଦ୍ୟାଳୟରେ ଗଢ଼ା ହେଉଛି ଦେଶର ଭବିଷ୍ୟତ
ମାଲକାନଗିରି,୧୦।୧୨(ଡି.ଏନ.ଏ.): ମାଲକାନଗିରି ଜିଲାରେ ଏପରି ଅନେକ ବିଦ୍ୟାଳୟ ରହିଛି ଯେଉଁଠି ଏପର୍ଯ୍ୟନ୍ତ ପକ୍କା ଘରଟିଏ ନାହିଁ। ରାଜ୍ୟ ସରକାର ଜିଲାରେ ଶିକ୍ଷା ସହ ଅନେକ କ୍ଷେତ୍ରରେ ପରିବର୍ତନ ଆଣୁଥିବା ବେଳେ ପ୍ରଶାସନିକ ଅବହେଳା ଯୋଗୁ ଅନେକ ସ୍ଥାନରେ ମୌଳିକ ସୁବିଧା ଅପହଞ୍ଚ…
ହତ୍ୟା ପାଇଁ ରଖାଯାଇଥିଲା ବୋମା
ରାୟଗଡ଼ା ଅଫିସ,୧୦ା୧୨: ରାୟଗଡ଼ା ଜିଲା କାଶୀପୁର ବ୍ଲକ ଅନ୍ତର୍ଗତ ସୁଙ୍ଗେର ଗ୍ରାମରେ ବୁଧବାର ଜଣେ ବ୍ୟକ୍ତିଙ୍କ ଘର ପଛପାର୍ଶ୍ୱ ପାଇଖାନାରେ ବୋମା ଲୁଚାଇ ରଖାଯାଇଥିବା ମାମଲାରେ ପୋଲିସ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି। ମାଓବାଦୀ ପରିଚ ଦେଇ ଜଣେ ବ୍ୟକ୍ତିଙ୍କୁ ହତ୍ୟା…
ଅବ୍ରାରଙ୍କୁ ୭ ଉଇକେଟ: ଇଂଲଣ୍ଡ ୨୮୧
ମୁଲ୍ତାନ, ୧୦ା୧୨ (ଏପି): ସ୍ଥାନୀୟ ମୁଲ୍ତାନ କ୍ରିକେଟ ଷ୍ଟାଡିୟମ ପାକିସ୍ତାନ ଓ ଭ୍ରମଣକାରୀ ଇଂଲଣ୍ଡ କ୍ରିକେଟ ଦଳ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଆରମ୍ଭ ହୋଇଛି। ପ୍ରଥମ ଦିବସରେ ପାକିସ୍ତାନର ପଦର୍ପଣକାରୀ ଖେଳାଳି ଅବ୍ରାର୍ ଅହମ୍ମଦଙ୍କ ୭ ଉଇକେଟ ସଫଳତା ଯୋଗୁ…
Archives


