Home Left

ପରଲୋକରେ ୫୪ ସନ୍ତାନର ପିତା

ଇସଲାମାବାଦ୍‌,୧୧।୧୨: ୫୪ ସନ୍ତାନ ଏବଂ ୬ ସ୍ତ୍ରୀ ଥିବା ହାଜି ଅବଦୁଲ ମଜିଦ ମେଙ୍ଗାଲଙ୍କ ପରଲୋକ ଘଟିଛି। ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଅବଦୁଲଙ୍କୁ ପ୍ରାୟ ୭୫ ବର୍ଷ ବୟସ ହୋଇଥିଲା। ସେ ଜଣେ ଡ୍ରାଇଭର ଥିଲେ। ଅବଦୁଲ…

୧ କୁଇଣ୍ଟାଲ ୯୮ କେଜି ଗଞ୍ଜେଇ ଜବତ: ଧରାପଡ଼ିଲେ ଅଟୋ ଚାଳକ

ପାରଳାଖେମୁଣ୍ଡି,୧୧ା୧୨(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ଅବକାରୀ ବିଭାଗ ରବିବାର ବିପୁଳ ପରିମାଣର ଗଞ୍ଜେଇ ଜବତ କରି ଜଣଙ୍କୁ ଗିରଫ କରିଛି। ଅବକାରୀ ବିଭାଗର ମୋବାଇଲ ଟିମ୍‌ ପାଟ୍ରୋଲିଂ କରୁଥିବା ଗଞ୍ଜେଇ ଚାଲାଣ ହେଉଥିବା ନେଇ ଖବର ମିଳଥିଲା। ଏନେଇ ଅବକାରୀ ଟିମ୍‌…

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା: ମୁଖ୍ୟମନ୍ତ୍ରୀଙ୍କ ଝିଅ ଘରେ ସିବିଆଇ ଟିମ୍‌

ହାଇଦ୍ରାବାଦ୍‌,୧୧।୧୨: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ (କେସିଆର) ଝିଅ କେ.କବିତାଙ୍କ ବାସଭବନରେ ରବିବାର ସିବିଆଇ ଟିମ୍‌ ପହଞ୍ଚି ତାଙ୍କୁ ପଚରାଉଚରା କରିଛି। ହାଇଦ୍ରାବାଦର ବଞ୍ଜାରା ଠାରେ ଥିବା କବିତାଙ୍କ ବାସଭବନରେ ତାଙ୍କୁ ସିବିଆଇ ଜେରା…

୧୯୦ ରନ୍‌ରେ ଖେଳୁଥିବାବେଳେ କୋହଲିଙ୍କୁ ଏମିତି କିଛି କହୁଥିଲେ ଇଶାନ କିଶନ

ଢାକା,୧୧।୧୨: ଟିମ ଇଣ୍ଡିଆର ଯୁବ ବ୍ୟାଟ୍ସମ୍ୟାନ ଇଶାନ କିଶନ ବାଂଲାଦେଶ ବିପକ୍ଷ ସିରିଜର ତୃତୀୟ ଦିନିକିଆରେ ବିସ୍ଫୋରକ ଇଂନିସ ଖେଳିଥିଲେ। ଚଟ୍ଟୋଗ୍ରାମରେ ଖେଳାଯାଇଥିବା ମ୍ୟାଚରେ କିଶନ ଦିନିକିଆ କ୍ରିକେଟରେ ଦ୍ରୁତତମ ଦ୍ୱିଶତକ ହାସଲ କରିଥିଲେ। ସେ ବିରାଟ କୋହଲିଙ୍କ ସହ ଦ୍ୱିତୀୟ…

ଲଖିମପୁର ଖେରି ଘଟଣାର ମୁଖ୍ୟ ସାକ୍ଷୀଙ୍କୁ ଖଣ୍ଡାରେ ଆକ୍ରମଣ

ନୂଆଦିଲ୍ଲୀ,୧୧।୧୨: ବହୁଚର୍ଚ୍ଚିତ ଲଖିମପୁର ଖେରି ହିଂସା ଘଟଣାର ମୁଖ୍ୟ ସାକ୍ଷୀ ପ୍ରବଜୋତ୍‌ ସିଂ ଏବଂ ତାଙ୍କ ସାନଭାଇ ସରଓ୍ବଜିତ୍‌ ସିଂଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଫଳରେ ପ୍ରବଜୋତ୍‌ ଓ ସରଓ୍ବଜିତ୍‌ଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି…

ସୁଖବିନ୍ଦର ସିଂ ସୁଖୁଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଶିମ୍‌ଲା,୧୧।୧୨: ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ସୁଖବିନ୍ଦର ସିଂ ସୁଖୁ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ସୁଖୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ କରି କହିଛନ୍ତି, ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରି ସୁଖବିନ୍ଦର…

ବାପା ହେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୧୧।୧୨: ଭାରତୀୟ କ୍ରିକେଟର ମୟଙ୍କ ଅଗ୍ରୱାଲ ପ୍ରଥମଥର ପିତା ହେବାର ସୌଭାଗ୍ୟ ଲାଭ କରିଛନ୍ତି। ମୟଙ୍କଙ୍କ ସ୍ତ୍ରୀ ଆଶିତା ସୁଦ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ମାୟାନକ ସ୍ତ୍ରୀ ଏବଂ ପୁଅଙ୍କ ସହ ଫଟୋ ଶେୟାର କରି ଏହି ଖୁସି…

ଭିଣୋଇ, ସମ୍ପର୍କୀୟ ମାମୁଙ୍କ ଆକ୍ରମଣରେ ଯୁବକଙ୍କ ଜୀବନ ଗଲା

ଦେବଗଡ଼,୧୧ା୧୨(ଡି.ଏନ୍‌.ଏ.): ଦେବଗଡ଼ ଥାନା ଅନ୍ତର୍ଗତ ଉଟୁଣୀଆମୁଣ୍ଡା ଗ୍ରାମରେ ଭିଣୋଇ ଓ ସମ୍ପର୍କୀୟ ମାମୁଙ୍କ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଘଟଣାସ୍ଥଳରେ ଦେବଗଡ଼ ଥାନା ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ ସହ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ…

ଚୁଟିକୁ ଦଉଡ଼ି କରି ଖେଳିଲେ ସ୍କିପିଂ

ଲମ୍ବା କେଶ ଥିବା ରାଜକୁମାରୀ ରାପୁନଜେଲ୍‌ର କାହାଣୀ ଅନେକେ ଶୁଣିଥିବେ। ନିଜ ଲମ୍ବା କେଶକୁ ସେ ସୁଉଚ୍ଚ ଦୁର୍ଗର ଝରକାରୁ ଲମ୍ବାଇ ଦେଇଥିଲେ, ଯାହା ଭୂମି ପର୍ଯ୍ୟନ୍ତ ଲମ୍ବି ଥିଲା। ଆଉ ରାଜକୁମାର ତାକୁ ଧରି ଚଢ଼ିଥିଲେ ଦୁର୍ଗ। ଏ ତ…

ଫିଲ୍ମ ଷ୍ଟାଇଲ୍‌ରେ ବାଇକ୍‌ ସହ କେନାଲ ଭିତରକୁ ପଶିଗଲେ ଯୁବକ: ପରେ ମିଳିଲା ମୃତଦେହ

ସାରସକଣା,୧୧ା୧୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଧିନସ୍ଥ ପୁନାସିଆ ଗ୍ରାମ ନିକଟ ଦେଇ ଯାଇଥିବା ସୁବର୍ଣ୍ଣରେଖା କେନାଲ ପୁନାସିଆ ବିଟ୍‌ ଗେଟ୍‌ ବନ୍ଧ ଭିତରେ ବାଇକ ସହ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ମିଳିଥିବା ସୂଚନାନୁଯାୟୀ, ଭୂରଷାଣି…

କଥା ମାଇକ୍ରୋଓ୍ବେଭ୍‌ର

୧୯୪୬ ମସିହାରେ ପର୍ସି ସ୍ପେନ୍ସର ନାମକ ଆମେରିକୀୟ ବୈଜ୍ଞାନିକ ନିଜ ରାଡାର ସେଟ୍‌ରେ କାମ କରୁଥାନ୍ତି। ଆଉ ତାଙ୍କୁ ଭୋକ ଲାଗିଲା। ତାଙ୍କର ମନେ ପଡିଲା ପକେଟ୍‌ରେ ଏକ ଚକୋଲେଟ୍‌ ବାର୍‌ ଥିଲା। ଚକୋଲେଟ୍‌କୁ ଆଣିବା ଲାଗି ପକେଟ୍‌ରେ ହାତ ପୂରାଇ…

ଯିଏ ମୋଟା ସିଏ ହିରୋ

ପୃଥିବୀରେ ଅନେକ ରହସ୍ୟମୟୀ ଜନଜାତି ଅଛନ୍ତି; ଯେଉଁମାନେ କି ବାହ୍ୟ ଦୁନିଆଠାରୁ ସମ୍ପୂର୍ଣ୍ଣଭାବେ ବିଚ୍ଛିନ୍ନ ହୋଇ ଜଙ୍ଗଲରେ ରୁହନ୍ତି। ଆଉ ସେମାନଙ୍କ ପରମ୍ପରା, ଚାଲିଚଳଣି ବି ଥାଏ ସମ୍ପୂର୍ଣ୍ଣ ଭିନ୍ନ। ସେମିତି ଏକ ଜନଜାତି ହେଉଛନ୍ତି ଇଥିଓପିଆର ‘ବୋଦୀ’ ଜନଜାତି। ନାରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri