ବୋଲେରୋ ଧକ୍କାରେ ଶିଶୁ ମୃତ: କନ୍ଷ୍ଟେବଳ ଗାଡ଼ି ଚଳାଉଥିବା ସନ୍ଦେହ
କେନ୍ଦୁଝର,୧୧।୧୨(ନି.ପ୍ର.): କେନ୍ଦୁଝର ଜିଲା ସଦର ଥାନା ଅଧୀନ ରାଇସୁଆଁ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ଏକ ବୋଲେରୋ ଧକ୍କାରେ ଅଢ଼େଇ ବର୍ଷ ଶିଶୁର ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଚାଳକ ଏବଂ ଗାଡ଼ିରେ ଥିବା ଅନ୍ୟ ଜଣେ ଗାଡ଼ି ଛାଡ଼ି ଫେରାର…
ପଟ୍ରଗୁଡ଼ାରେ ଝାଡାବାନ୍ତି: ଗୋଟିଏ ପରିବାରର ୮ ଆକ୍ରାନ୍ତ
ବୈପାରିଗୁଡା,୧୧ା୧୨ (ଡି.ଏନ୍.ଏ.): କୋରାପୁଟ ଜିଲା ବୈପାରିଗୁଡା ବ୍ଲକ ଦଶମନ୍ତପୁର ପଞ୍ଚାୟତ ପଟ୍ରଗୁଡ଼ା ଗ୍ରାମରେ ଝାଡାବାନ୍ତି ଦେଖାଦେଇଛି। ଏଥିରେ ଗୋଟିଏ ପରିବାରର ୮ଜଣ ଆକ୍ରାନ୍ତ ହୋଇଛନ୍ତି। ଆକ୍ରନ୍ତଙ୍କୁ ଚିକିତ୍ସା ପାଇଁ ବୈପାରିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆକ୍ରାନ୍ତଙ୍କ ମଧ୍ୟରେ ୨ଜଣ ଶିଶୁ…
ପୋଖରୀକୁ ଖସିପଡ଼ିଲା ଟ୍ୟାଙ୍କର
ପଡିଆବାହାଲ,୧୧ା୧୨(ଡି.ଏନ.ଏ.): ସମ୍ବଲପୁର ଜିଲା ୫୩ ନମ୍ବର ଜାତୀୟ ରାଜପଥର ବିନାୟକଡେରା ମଝି ବୁଲାଣିଠାରେ ଏକ ତେଲ ବୋଝେଇ ଟ୍ୟାଙ୍କର ଭାରସାମ୍ୟ ହରାଇ ପୋଖରୀ ଭିତରକୁ ଖସିପଡି ରବିବାର ଦୁର୍ଘଟଣାଗ୍ରସ୍ତ ହୋଇଛି l ସମ୍ବଲପୁରରୁ ଦେବଗଡ଼ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି।…
୨ ସ୍ତ୍ରୀ ଏକସଙ୍ଗେ ହେଲେ ଗର୍ଭବତୀ, ସୂଚନା ଦେଇ ଟ୍ରୋଲ ହେଲେ ୟୁଟ୍ୟୁବର
ଲୋକପ୍ରିୟ ୟୁଟ୍ୟୁବର ଅରମାନ ମଲିକ ଆଜିକାଲି ସୋସିଆଲ ମିଡିଆରେ ଟ୍ରୋଲର ଶିକାର ହେଉଛନ୍ତି। ନିକଟରେ ସେ ତାଙ୍କ ସ୍ତ୍ରୀ ପାୟଲ ଏବଂ କ୍ରିତିକାଙ୍କ ଗର୍ଭଧାରଣ ବିଷୟରେ ଘୋଷଣା କରିଥିଲେ। ୟୁଜର୍ସ ଅଭିନନ୍ଦନ ଜଣାଇବା ପରିବର୍ତ୍ତେ ତାଙ୍କୁ ଟ୍ରୋଲ କରୁଛନ୍ତି। ଅରମାନ ମଲିକ…
କର୍ମଚାରୀଙ୍କୁ ଧମକ ଦେଲେ ଏଲନ ମସ୍କ
ଓ୍ବାଶିଂଟନ୍,୧୧।୧୨:ଟୁଇଟରର ଗୋପନୀୟ ତଥ୍ୟକୁ ମିଡିଆ ସାମ୍ନାରେ ପ୍ରଘଟ ନ କରିବା ପାଇଁ ଟୁଇଟର ମାଲିକ ଏଲନ ମସ୍କ କର୍ମଚାରୀଙ୍କୁ ଧମକ ଦେଇଛନ୍ତି। ମସ୍କ ଟୁଇଟର୍ କାର୍ଯ୍ୟାଳୟରେ ଏକ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି। ଟୁଇଟର ଏମ୍ପ୍ଲଇମାନେ କମ୍ପାନୀର ଗୁପ୍ତ ତଥ୍ୟ…
ବାହାରିବ ମହିଳା ଶୋଭାଯାତ୍ରା: ନେତୃତ୍ୱ ନେବେ ପ୍ରିୟଙ୍କା
ନୂଆଦିଲ୍ଲୀ,୧୧।୧୨: କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ବିଭିନ୍ନ ରାଜ୍ୟ ଅତିକ୍ରମ କରି ଏବେ ରାଜସ୍ଥାନରେ ପହଞ୍ଚିଛି। ଏଭଳିସ୍ଥିତିରେ ସମସ୍ତ ରାଜ୍ୟର ରାଜଧାନୀରେ ମହିଳାମାନଙ୍କୁ ନେଇ ଏକ ଶୋଭାଯାତ୍ରା କରିବା ଲାଗି ଦଳ ଯୋଜନା କରିଛି। ୧୨ ତାରିଖରେ ଏହି ମହିଳା ଶୋଭାଯାତ୍ରା…
ମୁଖ୍ୟମନ୍ତ୍ରୀଙ୍କ ଭଉଣୀଙ୍କୁ ଜବରଦସ୍ତ ହସ୍ପିଟାଲକୁ ନେଲା ପୋଲିସ
ହାଇଦ୍ରାବାଦ,୧୧।୧୨: ଓ୍ବାଇଏସ୍ଆର୍ ତେଲଙ୍ଗାନା ପାର୍ଟି ଅଧ୍ୟକ୍ଷ ଓ୍ବାଇ.ଏସ୍. ଶର୍ମିଲାଙ୍କୁ ରାଜ୍ୟବ୍ୟାପୀ ପଦଯାତ୍ରା ଲାଗି ଅନୁମତି ନ ମିଳିବା ପ୍ରତିବାଦରେ ସେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନରେ ବସିଥିଲେ। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ରବିବାର ପୋଲିସ ତାଙ୍କୁ ଜବରଦସ୍ତ ହସ୍ପିଟାଲକୁ ଉଠାଇନେଇଛି।…
ସୁଶାନ୍ତ ଆତ୍ମହତ୍ୟା କରିଥିବା ଫ୍ଲାଟ୍ରେ ରହିବାକୁ କେହି ରାଜି ନାହାନ୍ତି, ୨.୫ ବର୍ଷ ପରେ ବି ପଡିଛି ଖାଲି
ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆମ ଗହଣରେ ନ ଥାଇ ପାରନ୍ତି, କିନ୍ତୁ ତାଙ୍କ ସ୍ମୃତି ପ୍ରଶଂସକଙ୍କ ହୃଦୟରେ ସର୍ବଦା ରହିଆସିଛି। ଜୁନ ୧୪, ୨୦୨୦ରେ ସେ ଆତ୍ମହତ୍ୟା କରିଥିଲେ। ତାଙ୍କ ଆକସ୍ମିକ ମୃତ୍ୟୁ ତାଙ୍କ ପ୍ରଶଂସକଙ୍କ ପାଇଁ ଏକ…
ଅଷ୍ଟ୍ରେଲିଆର କ୍ଲିନ୍ ସୁଇପ୍
ଆଡିଲେଡ୍,୧୧।୧୨: ଆଡିଲେଡ୍ ଓଭାଲଠାରେ ଚାଲିଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦିବାରାତ୍ର କ୍ରିକେଟ ଟେଷ୍ଟରେ ୪୧୯ ରନ୍ରେ ବିଜୟ ସହ ଅଷ୍ଟ୍ରେଲିଆ ଦୁଇ ମ୍ୟାଚ ବିଶିଷ୍ଟ ସିରିଜରେ କ୍ଲିନ୍ ସୁଇପ୍ କରିଛି। ୪୯୭ ରନ୍ର ବିଜୟ ଲକ୍ଷ୍ୟ ପଛା କରୁଥିବା ବେଳେ ଓ୍ବେଷ୍ଟଇଣ୍ଡିଜ ମାତ୍ର…
ପ୍ରଥମ ଟେଷ୍ଟରୁ ବାଦ୍ ପଡିଲେ ରୋହିତ ଶର୍ମା
ନୂଆଦିଲ୍ଲୀ,୧୧।୧୨: ବାଂଲାଦେଶ ବିପକ୍ଷ ଆଗାମୀ ଟେଷ୍ଟ ସିରିଜକୁ ନେଇ ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) କିଛି ପରିବର୍ତ୍ତନ କରିଛି। ଆହତ କାରଣରୁ ଅଧିନାୟକ ରୋହିତ ଶର୍ମା ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରୁ ବାଦ ପଡିଛନ୍ତି। ତାଙ୍କ…
ଜୋରଧରିଲା ବାଲିଗୁଡ଼ା ଜିଲା ଘୋଷଣା ଦାବି
ବାଲିଗୁଡ଼ା,୧୧।୧୨(ଡି.ଏନ୍.ଏ.): ବାଲିଗୁଡ଼ାକୁ ଜିଲା ଘୋଷଣା ଦାବି ନେଇ ମିଳିତ ମଞ୍ଚର ଆବାହକ ତଥା ବରିଷ୍ଠ ଆଇନଜୀବୀ କୌଶିକ ସାହୁଙ୍କ ନେତୃତ୍ୱରେ ଏକ ହୋଟେଲରେ ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଦଳମତ ନିର୍ବିଶେଷରେ ସମସ୍ତେ ଏକହୋଇ ବାଲିଗୁଡ଼ାକୁ ଜିଲା ଘୋଷଣା କରିବାକୁ…
୩ ଜାତୀୟ ଅନୁଷ୍ଠାନ ଉଦଘାଟନ କଲେ ମୋଦି
ନୂଆଦିଲ୍ଲୀ,୧୧।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଗୋଆରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏଠାରେ ୩ଟି ଜାତୀୟ ଆୟୁଷ ଅନୁଷ୍ଠାନ ଉଦଘାଟନ କରିଛନ୍ତି। ଏଥିରେ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ଆୟୁର୍ବେଦ (ଏଆଇଆଇଏ) ମଧ୍ୟ ସାମିଲ ଅଛି। ଏଆଇଆଇଏରେ ସର୍ବାଧିକ ସୁବିଧା ରହିଛି।…
Archives


