ଦିନ ଥିଲା କେହି କାହା ମୁହଁ ଚାହୁଁ ନ ଥିଲେ, ଆଉ ଏବେ…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କାଜଲ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଭଉଣୀ ତନିଶା ମୁଖାର୍ଜୀଙ୍କ ସମ୍ପର୍କୀୟ ତଥା ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କ ସହ ଏକ ଫଟୋ ଶେୟାର କରିଛନ୍ତି। ଫଟୋରେ ତିନିଜଣଙ୍କୁ କଳା ଡ୍ରେସ୍‌ରେ ଦେଖିବାକୁ ମିଳିଛି। ଏହା ସହିତ କାଜଲ ନିକଟରେ ମୁକ୍ତିଲାଭ କରିଥିବା ରାଣୀଙ୍କ ଅଭିନୀତ ଫିଲ୍ମ ‘ମିସେସ୍‌ ଚାଟାର୍ଜୀ ବନାମ ନରଓ୍ବେ’ ଦେଖି ଏକ ରିଭ୍ୟୁ ଦେଇଛନ୍ତି। ସେ ଏହି ଫିଲ୍ମକୁ ‘ନିଶ୍ଚୟ ଦେଖିବା’ ବୋଲି କହିଛନ୍ତି। ରାଣୀ ଏବଂ କାଜଲଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ଥିବା ଫଟୋରୁ ଜଣାପଡ଼େ। କିନ୍ତୁ ଏକ ସମୟ ଥିଲା ଯେତେବେଳେ ଦୁହେଁ ପରସ୍ପରର ମୁହଁ ଦେଖିବାକୁ ବି ପସନ୍ଦ କରୁ ନ ଥିଲେ। କେବଳ ଏତିକି ନୁହେଁ, କାଜଲ ରାଣୀଙ୍କ ସୁପରହିଟ୍‌ ଫିଲ୍ମ ‘କୁଛ୍‌ କୁଛ୍‌ ହୋତା ହୈ’ରୁ ବାହାର କରିବାକୁ ଚେଷ୍ଟା ବି କରିଥିଲେ।

ରାଣୀ ବଲିଉଡ୍‌ରେ ପ୍ରବେଶ କରିବା ବେଳକୁ କାଜଲ ବଲିଉଡ୍‌ରେ ପ୍ରସିଦ୍ଧ ଅଭିନେତ୍ରୀ ହୋଇସାରିଥିଲେ। କାଜଲ ଏବଂ ରାଣୀ ସମ୍ପର୍କୀୟ ଅଟନ୍ତି। ସେମାନଙ୍କର ଉଭୟ ପିତା ସୋମୁ ମୁଖାର୍ଜୀ ଏବଂ ରାମ ମୁଖାର୍ଜୀ ସମ୍ପର୍କୀୟ ଥିଲେ। ଲୋକେ ଭାବିଥିଲେ କାଜଲ ରାଣୀଙ୍କୁ ସାହାଯ୍ୟ କରିବେ ଏବଂ ତାଙ୍କୁ ଇଣ୍ଡଷ୍ଟ୍ରିରେ ମାର୍ଗଦର୍ଶନ କରିବେ। କିନ୍ତୁ ଏହା କେବେ ହୋଇ ନ ଥିଲା।  କାଜଲ ତାଙ୍କ ବାଟରେ ବାଧା ସୃଷ୍ଟି କରିଥିଲେ।

Kajol - Wikipedia

କାଜଲ ଏବଂ ରାଣୀଙ୍କ ମଧ୍ୟରେ ବିବାଦ ହେବାର କାରଣ ହେଉଛି ସମ୍ପତ୍ତି ବିବାଦ। ଯାହା ଉଭୟ ପରିବାରରେ ବର୍ଷ ବର୍ଷ ଧରି ଚାଲିଆସୁଥିଲା। ଯେତେବେଳେ ରାଣୀ ୟଶରାଜ ଫିଲ୍ମର ପ୍ରିୟ ଅଭିନେତ୍ରୀ ତଥା ସ୍ବର୍ଗତଃ ୟଶ ଚୋପ୍ରାଙ୍କ ସ୍ଥାନ ନେଇଥିଲେ ସେତେବେଳେ ଉଭୟଙ୍କ ମଧ୍ୟରେ ବିବାଦ ବଢ଼ି ଯାଇଥିଲା। ୟଶ ଚୋପ୍ରାଙ୍କ ପୁଅ ଆଦିତ୍ୟ ଚୋପ୍ରା ଆସିବା ପରେ ରାଣୀ ୟଶରାଜ ଫିଲ୍ମସର ପ୍ରିୟ ଅଭିନେତ୍ରୀ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଭାଇରସ୍‌ ସହ ଲଢୁଥିବା ମହିଳାଙ୍କୁ ଆର୍ଥିକ ସହାୟତା ପ୍ରଦାନ କଲେ ପ୍ରିୟଙ୍କା

ମୁମ୍ବାଇ: ମହାମାରୀ କରୋନା ଭାଇରସ୍‌ ସହ ଲଢ଼ିବା ପାଇଁ ଅନେକ ବଲିଉଡ୍‌ କଳାକାର ଆଗେଇ ଆସି ପ୍ରଧାନମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ଆର୍ଥିକ ସହାୟତା ପ୍ରଦାନ କରିଚାଲିଛନ୍ତି।...

ରଣବୀରଙ୍କ ସହ କାମ କରି ଖୁସି ଅଛନ୍ତି ବାଣୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ବାଣୀ କପୁର ତାଙ୍କ ଅଗାମୀ ଫିଲ୍ମ ‘ଶମଶେରା’ର ରିଲିଜ ପାଇଁ ପ୍ରସ୍ତୁତ ହୋଇଗଲେଣି । ଏହି ମୁଭିରେ ସେ ରଣବୀରଙ୍କ ସହ...

ପ୍ରଖ୍ୟାତ ଅଭିନେତା ଶ୍ରୀରାମ ଲାଗୁଙ୍କ ପରଲୋକ

ନୂଆଦିଲ୍ଲୀ,୧୮।୧୨:ବଲିଉଡର ପ୍ରଖ୍ୟାତ ଅଭିନେତା ଶ୍ରୀରାମ ଲାଗୁଙ୍କ ମଙ୍ଗଳବାର ସନ୍ଧ୍ୟାରେ ପରଲୋକ ଘଟିଛି। ତାଙ୍କୁ ୯୨ ବର୍ଷ ହୋଇଥିଲା। ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ପୁନେସ୍ଥିତ...

ଘର ବଦଳାଇବା ପରେ ବିଗ୍‌ ବି ଙ୍କ ସବୁଠୁ ବଡ଼ କ୍ଷତି: ଆଜିପର୍ଯ୍ୟନ୍ତ ହୋଇ ପାରିନି ପୂରଣ

ବଲିଉଡର ଭେଟେରାନ ଅମିତାଭ ବଚ୍ଚନ ମୁମ୍ବାଇରେ ୩୧ କୋଟି ଟଙ୍କାର ଏକ ଡ୍ୟୁପ୍ଲେକ୍ସ କିଣିଛନ୍ତି। ଏହାର ଆକାର ୫୧୮୪ ବର୍ଗଫୁଟ। ହେଲେ ଲାଗୁଛି ଯେପରି ବିଗ୍‌...

ସୁନିଲଙ୍କ ପାଇଁ ସହଯୋଗର ହାତ ବଢାଇଲେ ସଲମାନ

ମୁମ୍ବାଇ: ଅଭିନେତା ତଥା କମେଡିଆନ ସୁନିଲ ଗ୍ରୋଭର ନିକଟରେ ତାଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏବେ ତାଙ୍କର ହାର୍ଟ ସଜରୀ ହୋଇଛି...

୨୬୦ କୋଟିର ପ୍ରାଇଭେଟ୍‌ ଜେଟ୍‌, ୮୦ କୋଟି ବଙ୍ଗଳାର ମାଲିକ ହେଉଛନ୍ତି ବଲିଉଡ୍‌ର ଏହି ଅଭିନେତା: ମୋଟ ସମ୍ପତ୍ତିର ମୂଲ୍ୟ ହଜାରେ କୋଟିରୁ ଅଧିକା

ବଲିଉଡ୍‌ର ଖିଲାଡି କିଙ୍ଗ ଭାବେ ପରିଚିତ ଅକ୍ଷୟ କୁମାରଙ୍କର ଆଜି ଜନ୍ମଦିନ। ୧୯୬୭ ସେପ୍ଟେମ୍ବର ୯ରେ ଅମୃତସରରେ ଅକ୍ଷୟ ଜନ୍ମଗ୍ରହଣ କରିଥିଲେ। ଏହି ଖାସ୍‌ ଦିନ...

ଅଭିଷେକଙ୍କ ସାମ୍ନାରେ ଐଶ୍ୱର୍ଯ୍ୟାଙ୍କୁ ପ୍ରପୋଜ୍‌ କଲେ ଜଣେ ବ୍ୟକ୍ତି: ସ୍ବାମୀ ଦେଲେ ଏମିତି ଉତ୍ତର

ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନଙ୍କ ସୁପୁତ୍ର ଅଭିଷେକ ଶାନ୍ତ ଏବଂ ସରଳ ବ୍ୟକ୍ତିତ୍ୱ ଭାବରେ ଜଣାଶୁଣା। ସେ ଏକ ସରଳ ଜୀବନଯାପନ କରନ୍ତି। ସେ ଅନାବଶ୍ୟକ...

ହସ୍ପିଟାଲରେ ଭର୍ତ୍ତି ହେଲେ ଶିଳ୍ପା ସେଟ୍ଟିଙ୍କ ମାଆ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ମାଆ ସୁନନ୍ଦାଙ୍କର ନିକଟରେ ସର୍ଜରୀ ହୋଇଛି । ଅଭିନେତ୍ରୀ ଇନଷ୍ଟାଗ୍ରାମରେ ତାଙ୍କ ମାଆଙ୍କ ପାଇଁ ଏକ ନୋଟ ଶେୟାର...

Advertisement
Archives

Model This Week