‘ମୋ ଗୋଡରୁ ୩ ଗୁଳି ବାହାରିଛି’
ଇସଲାମାବାଦ୍,୮।୧୦: ଗୁଜରାନୱାଲାରେ ଏକ ରାଜନୈତିକ ସମାବେଶରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗୁଳି କରାଯାଇଥିଲା। ଏହି ଗୁଳିକାଣ୍ଡରେ ତାଙ୍କ ଡାହାଣ ଗୋଡରୁ ତିନିଟି ଗୁଳି କଢାଯାଇଛି। ଲାହୋରର ଜମାନ ପାର୍କରେ ଥିବା ତାଙ୍କ ବାସଭବନରୁର ବେକି ଆଣ୍ଡରସନଙ୍କ ସହ ଏକ…
ପାକିସ୍ତାନ ପାଇଁ କଡ଼ା ପରୀକ୍ଷା
ଟୁର୍ନାମେଣ୍ଟରୁ ଏଲିମିନେଟ୍ ହେବାର ଦ୍ୱାରଦେଶରୁ ଅପ୍ରତ୍ୟାଶିତ ଭାବେ ପ୍ରତ୍ୟାବର୍ତ୍ତନ କରିଥିଲା ପାକିସ୍ତାନ। ନେଦରଲାଣ୍ଡ୍ସ ନିକଟରୁ ଦକ୍ଷିଣ ଆଫ୍ରିକା ପରାଜିତ ହୋଇ ନ ଥିଲେ ଏବେ ସେମିଫାଇନାଲ ଲାଇନ୍ଅପ୍ ଭିନ୍ନ ଧରଣର ହୋଇଥାନ୍ତା। ଦକ୍ଷିଣ ଆଫ୍ରିକା ଏହାର କ୍ରିକେଟ ଇତିହାସରେ ସବୁଠାରୁ ବଡ଼…
କୋହଲି ଆଇସିସି ପ୍ଲେୟର ଅଫ୍ ଦି ମନ୍ଥ୍
ଦୁବାଇ, ୮ା୧୧:ଷ୍ଟାର ବ୍ୟାଟର ବିରାଟ କୋହଲି ସୋମବାର ଅକ୍ଟୋବର ମାସ ପାଇଁ ଆଇସିସି ପ୍ଲେୟର ଅଫ୍ ଦି ମନ୍ଥ୍ ବିବେଚିତ ହୋଇଛନ୍ତି। ଅଷ୍ଟ୍ରେଲିଆରେ ଚାଲିଥିବା ଟି୨୦ ବିଶ୍ୱକପ୍ରେ ତାଙ୍କର ପ୍ରଭାବୀ ପ୍ରଦର୍ଶନ ଯୋଗୁ ଭାରତ ସେମିଫାଇନାଲରେ ପ୍ରବେଶ କରିପାରିଛି। ମହିଳା ବିଭାଗରେ…
ନ୍ୟୁଜିଲାଣ୍ଡ ଲାଗି ଇତିହାସ ରଚିବା ସୁଯୋଗ
ଚଳିତ ଆଇସିସି ଟି୨୦ କ୍ରିକେଟ ବିଶ୍ୱକପ୍ର ଗ୍ରୁପ୍ ପର୍ଯ୍ୟାୟ ଶେଷ ହୋଇଛି। ଏବେ ଆସୁଛି ନକ୍ଆଉଟ ପର୍ଯ୍ୟାୟ। ସୁପର-୧୨ରେ ଭଲ ପ୍ରଦର୍ଶନ କରି ପଏଣ୍ଟ ଭିତ୍ତିରେ ୪ଟି ଦଳ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଗ୍ରୁପ୍ ‘ଏ’ରୁ ଆସିଛନ୍ତି ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ…
ଝିଅକୁ ପ୍ରଥମଥର ଥର କୋଳରେ ଧରି କାନ୍ଦିଲେ ରଣବୀର
ଅଭିନେତ୍ରୀ ଆଲିଆ ଭଟ୍ଟ ନିକଟରେ କନ୍ୟା ସନ୍ତାନର ମା’ ହୋଇଛନ୍ତି। ଝିଅ ଜନ୍ମପରେ ପିତା ରଣବୀର କପୁର ମଧ୍ୟ ବେଶ୍ ଖୁସି ଅଛନ୍ତି। ଆଲିଆ ଗର୍ଭବତୀ ଥିବାବେଳେ ରଣବୀର ଝିଅ ଚାହୁଁଥିବା ଖୋଲାଖୋଲି ଭାବେ ସ୍ବୀକାର କରିଥିଲେ। ଏବେ ତାଙ୍କର ଇଚ୍ଛା…
ଚିକିତ୍ସା ବିଜ୍ଞାନରେ ରେଡିଓଲୋଜି
ଆଧୁନିକ ଚିକିତ୍ସା କ୍ଷେତ୍ରରେ ରେଡିଓଲୋଜିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହାକୁ ଦୃଷ୍ଟିରେ ରଖି ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ନଭେମ୍ବର ୮ରେ ଅନ୍ତର୍ଜାତୀୟ ରେଡିଓଲୋଜି ଦିବସ ପାଳନ କରାଯାଇଥାଏ। ଏହା ଆଧୁନିକ ସ୍ବାସ୍ଥ୍ୟସେବାରେ ମେଡିକାଲ ଇମେଜିଙ୍ଗର ଭୂମିକାକୁ ପ୍ରୋତ୍ସାହିତ କରିଥାଏ। ୟୁରୋପୀୟ…
ସରହଦ ଊର୍ଦ୍ଧ୍ୱରେ ପ୍ରେମ
ଇସ୍ଲାମାବାଦ୍: ପ୍ରେମ ସୀମା ସରହଦ, ବାଧା ବନ୍ଧନ କି ବୟସ ମାନେନା। ଏ କଥା ପ୍ରମାଣିତ ହୋଇଛି ପୋଲାଣ୍ଡର ଜଣେ ୮୩ ବର୍ଷୀୟା ମହିଳାଙ୍କ କ୍ଷେତ୍ରରେ, ଯିଏକି ନିଜ ୨୮ ବର୍ଷୀୟ ପୁରୁଷ ବନ୍ଧୁଙ୍କୁ ବାହାହେବା ପାଇଁ ପାକିସ୍ତାନ ଚାଲିଯାଇଛନ୍ତି। ତାଙ୍କ…
ପ୍ରେମିକାରୁ ସ୍ତ୍ରୀ
ମୁମ୍ବାଇ: ବଲିଉଡ୍ ଇଣ୍ଡଷ୍ଟ୍ରିର ବେଶ୍ ଜଣାଶୁଣା ଗାୟିକା ପଲକ ମୁଛାଲ ମ୍ୟୁଜିକ୍ କମ୍ପୋରଜର କମ୍ ସିଙ୍ଗର ମିଥୁନଙ୍କୁ ବିବାହ କରିଛନ୍ତି। ରବିବାର ସକାଳେ ମୁମ୍ବାଇରେ ଦୁହେଁ ବାହା ହୋଇଥିବାବେଳେ ସନ୍ଧ୍ୟାରେ ସେମାନେ ରିସେପ୍ସନ୍ ପାର୍ଟିର ଆୟୋଜନ କରିଥିଲେ। ପାର୍ଟିରେ ବଲିଉଡ୍ ଓ…
ବିଓଆଇ ପକ୍ଷରୁ ସତର୍କତା ସଚେତନତା ସପ୍ତାହ
ଭୁବନେଶ୍ୱର,୮।୧୧: ବ୍ୟାଙ୍କ ଅଫ୍ ଇଣ୍ଡିଆ(ବିଓଆଇ)ର ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଗତ ୩୧ ଅକ୍ଟୋବର ୨୦୨୨ରିଖଠାରୁ ଚଳିତ ମାସ ୬ ତାରିଖ ପର୍ଯ୍ୟନ୍ତ ସତର୍କତା ସଚେତନତା ସପ୍ତାହ ପାଳିତ ହୋଇଯାଇଛି। ଏହି ଅବସରରେ ବ୍ୟାଙ୍କର କର୍ମଚାରୀ ଓ ଗ୍ରାହକମାନଙ୍କ ମଧ୍ୟରେ ସଚେତନତା…
ଜିଲା ଜଙ୍ଗଲ କାର୍ଯ୍ୟାଳୟକୁ ଲିଫ୍ ବ୍ଲୋୟର ପ୍ରଦାନ
ଭୁବନେଶ୍ୱର,୮।୧୧: ବେଦାନ୍ତ ଆଲୁମିନିୟମର ଝାରସୁଗୁଡ଼ା ୟୁନିଟ୍ ପକ୍ଷରୁ ନିକଟରେ ଝାରସୁଗୁଡ଼ା ଜିଲା ଜଙ୍ଗଲ କାର୍ଯ୍ୟାଳୟକୁ ଲିଫ୍ ବ୍ଲୋୟର ପ୍ରଦାନ କରାଯାଇଛି। ଏପରିକି ବେଦାନ୍ତ ଲିଃ’ର ସିଇଓ ସୁନୀଲ ଗୁପ୍ତା ଉକ୍ତ ଯନ୍ତ୍ରପାତି (ଲିଫ ବ୍ଲୋୟର) କୁ ଜିଲା ଜଙ୍ଗଲ ଅଧିକାରୀ ଲଳିତ…
ଦିଗପହଣ୍ଡିରେ ଟ୍ରେଣ୍ଡ୍ସର ଏକ୍ସକ୍ଲୁସିଭ ଷ୍ଟୋର
ଭୁବନେଶ୍ୱର,୮।୧୧: ରିଲାଏନ୍ସ ରିଟେଲ୍ର ଆପାରେଲ ଏବଂ ଆସେସୋରି ସ୍ପେଶାଲିଟି ଚେନ୍ ଟ୍ରେଣ୍ଡ୍ସର ଆଉ ଏକ ଏକ୍ସକ୍ଲୁସିଭ ଷ୍ଟୋର ଗଞ୍ଜାମ ଜିଲାର ଦିଗପହଣ୍ଡି ସହରରେ ଶୁଭାରମ୍ଭ ହୋଇଯାଇଛି। ଉଲ୍ଲେଖଯୋଗ୍ୟ ଯେ ୫୨୦୦ ବର୍ଗଫୁଟ ପରିମିତ ସ୍ଥାନରେ ନବନିର୍ମିତ ଏହି ଷ୍ଟୋରରେ ଟ୍ରେଣ୍ଡି ୱିମେନ…
ଅକ୍ଟୋବରରେ ୪୮% ବୃଦ୍ଧି ପାଇଛି ଗାଡ଼ି ବିକ୍ରି
ନୂଆଦିଲ୍ଲୀ, ୮।୧୧: ଚଳିତ ବର୍ଷର ପାର୍ବଣ ଅବସରରେ ଗାଡିର ଖୁଚୁରା ବିକ୍ରି ଆଶାତୀତ ଭାବେ ବୃଦ୍ଧି ପାଇଛି। ବିଶେଷକରି ଚଳିତ ବର୍ଷ ଅକ୍ଟୋବରରେ ଗାଡି ବିକ୍ରି ୪୮% ବୃଦ୍ଧି ପାଇଥିବା ଫେଡେରେଶନ୍ ଅଫ୍ ଅଟୋ ମୋବାଇଲ୍ ଡିଲର୍ସ ଆସୋସିଏଶନ୍ (ଫାଡା) ପକ୍ଷରୁ…
Archives


