Home Left

ମଙ୍ଗଳବାର ବସିବ ଭାଜପା ସଂସଦୀୟ ଦଳର ବୈଠକ

ନୂଆଦିଲ୍ଲୀ,୧୯।୧୨: ଭାରତୀୟ ଜନତା ପାର୍ଟି(ଭାଜପା) ସଂସଦୀୟ ଦଳର ବୈଠକ ଡିସେମ୍ବର ୨୦ ଅର୍ଥାତ ମଙ୍ଗଳବାର ସକାଳ ୯.୩୦ରେ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବରିଷ୍ଠ ନେତା ଏହି ବୈଠକରେ ଯୋଗଦେବେ। ଏହାପୂର୍ବରୁ ଡିସେମ୍ବର ୧୪ରେ ଭାଜପାର ସଂସଦୀୟ…

ଭାଇକୁ ହତ୍ୟା କରି ଝୁଲାଇ ଦେଇଥିବା ଅଭିଯୋଗ ଆଣିଲେ ବଡ଼ ଭାଇ

ନାକଟିଦେଉଳ,୧୯ା୧୨(ଡ଼ି.ଏନ.ଏ.): ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ କିସିଣ୍ଡା ଥାନା ଅଧୀନ କିସିଣ୍ଡା ଗ୍ରାମ ଏକ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର କରିଛି। ସେ ହେଲେ ରେଢ଼ାଖୋଲ ଥାନା ଶୁଣ୍ଢିମୁଣ୍ଡା ଗ୍ରାମର ଅଜିତ ପୃଷ୍ଟି (୨୭)। ମିଳିଥିବା ସୂଚନା…

୧୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା ବ୍ରିଜ୍‌: ଉଦ୍‌ଘାଟନ ପୂର୍ବରୁ ଭୁଶୁଡିଲା

ପାଟନା,୧୯।୧୨: ପାଞ୍ଚ ବର୍ଷ ତଳେ ନିର୍ମାଣ ହୋଇଥିବା ବିହାରର ଏକ ବ୍ରିଜ୍‌ ରବିବାର ଭୁଶୁଡି ପଡିଛି। ଘଟଣା ସମୟରେ ବ୍ରିଜ୍‌ ଉପରେ କେହି ନ ଥିବାରୁ ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାପଡିଛି। ୧୩ କୋଟି ଟଙ୍କା ବ୍ୟୟରେ…

କ୍ରୀଡ଼ା ମହୋତ୍ସବକୁ ଉଦ୍‌ଘାଟନ କଲେ ମନ୍ତ୍ରୀ

ପୋଲସରା,୧୯ା୧୨(ଡି.ଏନ.ଏ.): ପୋଲସରା ବ୍ଲକ ହାତୀଓଟ ନୋଡ଼ାଲ ହାଇସ୍କୁଲ ମିନି ଷ୍ଟାଡିୟମରେ ସୋମବାର ଆରମ୍ଭ ହୋଇଥିବା ବ୍ଲକସ୍ତରୀୟ କ୍ରୀଡ଼ା ମହୋତ୍ସବକୁ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। କ୍ରୀଡ଼ା କ୍ଷେତ୍ରରେ ରାଜ୍ୟ ସୁନାମ ଆଣିଛି ବୋଲି ସେ…

ଆଲ୍ଲାହାବାଦ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା: ଛାତ୍ର-ସୁରକ୍ଷାକର୍ମୀ ମୁହାଁମୁହିଁ

ପ୍ରୟାଗରାଜ,୧୯।୧୨: ଉତ୍ତରପ୍ରଦେଶ ପ୍ରୟାଗରାଜର ଆଲ୍ଲାହାବାଦ ବିଶ୍ୱବିଦ୍ୟାଳୟରେ ସୋମବାର ଉତ୍ତେଜନା ଦେଖାଦେଇଛି। ଛାତ୍ର ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିବା ବେଳେ କ୍ୟାମ୍ପସ୍‌ରେ ଫାୟାରିଂ ହୋଇଥିବା ଜଣାପଡ଼ିଛି। ଏହି ଘଟଣାରେ ଅନେକ ଛାତ୍ର ଆହତ ହୋଇଥିବା ବେଳେ କାହାରିକୁ ଗୁଳି ବାଜି ନାହିଁ। ଏବେବି…

ମୁଁ ଏବେଯାଏ ବିଶ୍ୱାସ କରିପାରୁନାହିଁ: ମେସି

ଦୋହା,୧୯।୧୨: ଫିଫା ବିଶ୍ୱକପ୍‌ ୨୦୨୨ ଫାଇନାଲରେ ଫ୍ରାନ୍ସକୁ ପରାସ୍ତ କରି ରୋମାଞ୍ଚକର ବିଜୟ ହାସଲ କରିଛି ଆର୍ଜେଣ୍ଟିନା। ରବିବାର ଅନୁଷ୍ଠିତ ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଆର୍ଜେଣ୍ଟିନା ଅଧିନାୟକ ତଥା ତାରକା ଫୁଟ୍‌ବଲର୍‌ ଲିଓନେଲ ମେସି ଚମତ୍କାର ପ୍ରଦର୍ଶନ କରିଥିଲେ। ଏବେ ଦଳର…

ଆମ ଦେଶ ପ୍ରେମର ଦେଶ, ଘୃଣାର ନୁହେଁ: ରାହୁଲ

ନୂଆଦିଲ୍ଲୀ,୧୯।୧୨: କଂଗ୍ରେସର ଭାରତ ଯୋଡୋ ଯାତ୍ରା ଜାରି ରହିଛି। ଏହି ଯାତ୍ରା ସୋମବାର ଦୌସାର ଅଲୱାର ଜିଲାରେ ପହଞ୍ଚିଛି। ଅଲୱାରରେ ଅନୁଷ୍ଠିତ ଏକ ସାଧାରଣ ସଭାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାଜପାକୁ ସୋମବାର କଡ଼ା ସମାଲୋଚନା କରିଛନ୍ତି। ଭାଜପା ପଚାରୁଛି…

ଗ୍ରୋସେରି ଦୋକାନରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି

ଲଙ୍ଗଳେଶ୍ୱର/ରୂପ୍‌ସା,୧୯।୧୨ (ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ସିଂଲା ଥାନା ଅଧୀନ ଦନେଇପୁର ଗ୍ରାମରେ ଥିବା ଏକ ଗ୍ରୋସେରି ଦୋକାନରୁ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଲୁଟେରାମାନେ ଦୋକାନର କବାଟ ଭାଙ୍ଗି ଫ୍ରିଜ୍‌, ଇନଭର୍ଟର ସମେତ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିନେଇଥିବା ଦୋକାନ…

୫୬ ଇଞ୍ଚର ଛାତି ଏବେ କେଉଁଠି? ତଓ୍ବାଙ୍ଗ ପ୍ରସଙ୍ଗରେ ସରକାର ମିଛ କହୁଥିବା ଅଭିଯୋଗ ଆଣିଲେ ଓଓ୍ବାଇସି

ନୂଆଦିଲ୍ଲୀ,୧୯।୧୨: ଅରୁଣାଚଳ ପ୍ରଦେଶର ତଓ୍ବାଙ୍ଗରେ ଚାଇନା ସୈନିକ ଏବଂ ଭାରତୀୟ ଯବାନଙ୍କ ମଧ୍ୟରେ ହୋଇଥିବା ସଂଘର୍ଷକୁ ନେଇ ବିରୋଧୀ ଦଳ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ଏହି ପ୍ରସଙ୍ଗରେ ରାଜନୀତି ସରଗରମ ମଧ୍ୟ ରହିଛି। ଏସବୁ ମଧ୍ୟରେ ଏଆଇଏମ୍‌ଆଇଏମ୍‌ ସଭାପତି ଅସଦୁଦ୍ଦିନ…

‘୫୦୦ ଟଙ୍କାରେ ମିଳିବ ଉଜ୍ଜ୍ୱଳା ଗ୍ୟାସ୍‌ ସିଲିଣ୍ଡର’

ଜୟପୁର,୧୯।୧୨: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ବଡ଼ ଘୋଷଣା। ଏପ୍ରିଲ ପହିଲାରୁ ରାଜ୍ୟର ବିପିଏଲ୍‌ ଏବଂ ଉଜ୍ଜ୍ୱଳା ଯୋଜନା ଅଧୀନରେ ଆସୁଥିବା ହିତାଧିକାରୀଙ୍କୁ ୫୦୦ ଟଙ୍କାରେ ଏଲ୍‌ପିଜି ସିଲିଣ୍ଡର ମିଳିବ ବୋଲି ସେ ଘୋଷଣା କରିଛନ୍ତି। ସୋମବାର ଅଲଓ୍ବାରର ମାଲାଖେଡ଼ାଠାରୁ ଏକ…

ରାସ୍ତା ଜବରଦଖଲ ଉଚ୍ଛେଦ, ପ୍ରଶସ୍ତୀକରଣ ଦାବି କଲା କଂଗ୍ରେସ

ଭଦ୍ରକ ଅଫିସ, ୧୯।୧୨: ଭଦ୍ରକ କଚେରୀ ବଜାର ମୋଚି ଛକଠାରୁ ନଙ୍ଗାମହଲା, ଶଙ୍କରପୁର, ପୁରୁଣାବଜାର, ବାଙ୍କାବଜାର, ସଙ୍ଗତଛକଠାରୁ ଭଦ୍ରକାଳୀ ପୀଠ ପର୍ଯ୍ୟନ୍ତ ରାସ୍ତାର ଉଭୟପାର୍ଶ୍ୱରୁ ଜବରଦଖଲ ଉଚ୍ଛେଦ, ରାସ୍ତାର ପ୍ରଶସ୍ତୀକରଣ ଓ ସ୍ଥାୟୀ ନିର୍ମାଣ ପାଇଁ କଂଗ୍ରେସ ଦାବି କରିଛି। ଏନେଇ…

ଦାରିଙ୍ଗବାଡିକୁ ଫେରିଲା ଶୀତ

ଦାରିଙ୍ଗବାଡି,୧୯।୧୨(ଡି.ଏନ.ଏ.): ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳକୁ ପୁଣି ଶୀତ ଫେରିଛି। ସୋମବାର ସକାଳ ୮ଟା ସୁଦ୍ଧା ସର୍ବନିମ୍ମ ତାପମାତ୍ରା ୯ ଡିଗ୍ରୀ ରହିଥିବା ଦାରିଙ୍ଗବାଡି ବିଡିଓ ଗଦାଧର ପାତ୍ର କହିଛନ୍ତି । ଗତ ମଙ୍ଗଳବାର ଅଞ୍ଚଳରେ ସର୍ବନିମ୍ମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri