ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ,୧୯।୧୨: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଚରଣଜିତ ସିଂ ଚାନ୍ନି ସୋମବାର କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଚାନ୍ନି ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସର ବିଜୟ ପାଇଁ ପ୍ରିୟଙ୍କା ଗାନ୍ଧୀଙ୍କୁ…
୭ ସେକେଣ୍ଡ୍ରେ ଭାଙ୍ଗିଲା ବିଶାଳକାୟ ଚିମିନି
ଢେଙ୍କାନାଳ ଅଫିସ,୧୯ା୧୨: ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ମୋଟଙ୍ଗା ଥାନା କୁରୁଣ୍ଟି ଗ୍ରାମ ନିକଟରେ ପରିଚାଳନାଗତ ତ୍ରୁଟି ପାଇଁ ପ୍ରତିଷ୍ଠିତ ଲାନ୍କୋ କମ୍ପାନୀ ବନ୍ଦ ହୋଇଯାଇଥିଲା। ଏହାର ସ୍ରାପଗୁଡିକ ମଧ୍ୟ ବିକ୍ରି ହୋଇଯାଇଥିଲା। କେବଳ କମ୍ପାନୀ ପରିସରରେ ବ୍ୟବହାର ନ ହୋଇ…
ଝିଅ ବାହାଘର ପରେ କର୍ମଚାରୀଙ୍କୁ ଦେଲେ ୨ଲକ୍ଷ ଟଙ୍କାର ଉପହାର
ଅମରପାଲି,୧୯ା୧୨(ଡି.ଏନ୍.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅଧୀନ ମୁର୍ଷୁଣ୍ଢି ଗ୍ରାମର ବିଶିଷ୍ଟ ବ୍ୟବସାୟୀ କୁଶ କୁମାର ସାହୁଙ୍କ ଝିଅ ଶତାଦ୍ଦୀର ବାହାଘର ସରିଛି। ବାହାଘର ପରେ ସେ ତାଙ୍କ ପାଖରେ ୫ବର୍ଷରୁ ଊର୍ଦ୍ଧ୍ୱ ସମୟ କାମ କରୁଥିବା ୧୨ଜଣ କର୍ମଚାରୀଙ୍କୁ ୨ଲକ୍ଷ…
୩ ଦିନରେ ୩୦୦୦ କୋଟିରୁ ଊର୍ଦ୍ଧ୍ୱ ଆୟ
ମୁମ୍ବାଇ: ଜେମ୍ସ କ୍ୟାମେରନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଅବତାର ଦ ଓ୍ବେ ଅଫ୍ ଓ୍ବାଟର’ ଡିସେମ୍ବର ୧୬ରେ ରିଲିଜ୍ ହୋଇଯାଇଛି। ଯାହାକୁ ଦେଖିବାକୁ ଦର୍ଶକ ୧୩ ବର୍ଷ ଅପେକ୍ଷା କରିଥିଲେ। ଏହି ଫିଲ୍ମର ପ୍ରଥମ ପାର୍ଟ ଅବତାର-୧ ୨୦୦୯ରେ ରିଲିଜ୍ ହୋଇଥିଲା।…
ସେଲ୍ଫି ହେଲା କାଳ, ୧୨ ଘଣ୍ଟା ପରେ ବି ମିଳିନି ଯୁବକଙ୍କ ପତ୍ତା
ସୁନ୍ଦରଗଡ଼,୧୯।୧୨(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅଧୀନ ଇବ୍ ନଦୀର କନାକୁଣ୍ଡ ଘାଟରେ ପୁଣି ଆଉ ଏକ ଅଘଟଣ ଘଟିଛି । ରାଉରକେଲା ସେକ୍ଟର-୧୫ରୁ ଏଠାକୁ ୪ଜଣ ଯୁବକ ପିକ୍ନିକ୍ କରିବାକୁ ରବିବାର ଯାଇଥିଲେ। ଅପରାହ୍ନରେ ପଥର ଉପରେ ଛିଡ଼ା ହୋଇ…
ବଲିଉଡ୍ରେ ଡେବ୍ୟୁ କରିବେ ସଲମାନଙ୍କ ଭାଣିଜୀ
ବମ୍ବେ: ବଲିଉଡ୍ରେ ଡେବ୍ୟୁ କରିବେ ଦବଙ୍ଗ ଖାଁ ସଲମାନଙ୍କ ଭାଣିଜୀ ଅଲିଜେହ ଅଗ୍ନିହୋତ୍ରୀ। ଏଥିଲାଗି ସେ ନିର୍ଦ୍ଦେଶକ ବିକାଶ ବହଲଙ୍କ ଫିଲ୍ମକୁ ବାଛିଛନ୍ତି। ଫିଲ୍ମଟି ଏକ ଫ୍ରେଞ୍ଚ ଚଳଚ୍ଚିତ୍ରର ରିମେକ୍ ହେବ। ବିକାଶ ଫିଲ୍ମର ସ୍କ୍ରିପ୍ଟ ପୂରଣ କରିସାରିଥିବା ବେଳେ ଆସନ୍ତା…
ବିସ୍ମୟ ପଦାର୍ଥ ଗ୍ରାଫିନ୍
”ଗ୍ରାଫିନ୍ ଦୁନିଆର ସବୁଠାରୁ ପତଳା ପଦାର୍ଥ। ଏହା ଏତେ ପତଳା ଯେ, ଯଦି ୩ ଲକ୍ଷ ଗ୍ରାଫିନ୍ ଚଦରକୁ ଗୋଟିକ ଉପରେ ଗୋଟିଏ ରଖାଯାଏ ତେବେ ସମୁଦାୟ ଥାକର ମୋଟେଇ ମାତ୍ର ଏକ ମିଲିମିଟର ହେବ। ଏହା ତାପ ଓ ବିଦ୍ୟୁତ…
ନାବାଳିକାଙ୍କୁ ୧୫ ଘଣ୍ଟା ଗଣବଳାତ୍କାର: ପୁରୁଷ ବନ୍ଧୁଙ୍କ ସହ ଧରାପଡ଼ିଲେ ୮ ଅଭିଯୁକ୍ତ
ମୁମ୍ବାଇ,୧୯।୧୨: ମହାରାଷ୍ଟ୍ରର ପାଲଘର ଅଞ୍ଚଳରେ ଏକ ଜଜ୍ଜାଜନକ ଘଟଣା ଘଟିଛି। ଜଣେ ୧୬ ବର୍ଷୀୟା ବାଳିକାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ୮ ଜଣ ବ୍ୟକ୍ତି ୧୫ ଘଣ୍ଟା ଧରି ନାବାଳିକାଙ୍କୁ ଗଣବଳାତ୍କାର କରିଥିବା ପୋଲିସ ପକ୍ଷରୁ ସୂଚନା ନିଆଯାଇଛି। ମିଳିଥିବା…
ଜି.ଉଦୟଗିରିରେ ଅସହ୍ୟ ଶୀତ: ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ
ଜି.ଉଦୟଗିରି,୧୯ା୧୨(ଡି.ଏନ୍.ଏ.): ଜି.ଉଦୟଗିରି ସହର ସମେତ ଆଖପାଖ ଅଞ୍ଚଳରେ ଦୁଇଦିନ ହେବ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି। ସକାଳ ୧୦ଟା ପର୍ଯ୍ୟନ୍ତ ଘରୁ ବାହାରିବା କଷ୍ଟ ହେଉଛି। ଜି.ଉଦୟଗିରି କୃଷି ପାଣିପାଗ ମାପକ କେନ୍ଦ୍ର ପକ୍ଷରୁ ଜି.ଉଦୟଗିରିରେ ସୋମବାର ସର୍ବନିମ୍ନ ତାପମାତ୍ରା ୫…
୩ ମାସର ଶିଶୁଙ୍କୁ ଧରି ବିଧାନସଭାରେ ପହଞ୍ଚିଲେ ବିଧାୟିକା
ନାଗପୁର,୧୯।୧୨: ମହାରାଷ୍ଟ୍ର ବିଧାନସଭାର ଶୀତ ଅଧିବେଶନରେ ମହିଳା ସଶକ୍ତିକରଣର ଏକ ନିଆରା ଉଦାହରଣ ଦେଖିବାକୁ ମିଳିଛି। ଏନସିପି ବିଧାୟିକା ସରୋଜ ବାବୁଲାଲ ଅହିରା ସୋମବାର ତାଙ୍କର ତିନି ମାସର ଶିଶୁ ସହିତ ବିଧାନସଭାରେ ପହଞ୍ଚିଥିଲେ ଏବଂ ଗୃହ ପ୍ରକ୍ରିୟାରେ ମଧ୍ୟ ଭାଗ…
୨୪ରେ ନୂଆଦିଲ୍ଲୀରେ ପହଞ୍ଚିବ ଭାରତ ଯୋଡ଼ୋ ଯାତ୍ରା
ନୂଆଦିଲ୍ଲୀ,୧୯।୧୨: ଭାରତ ଯୋଡ଼ୋ ଯାତ୍ରା ୨୪ରେ ନୂଆଦିଲ୍ଲୀରେ ପହଞ୍ଚିବ। ଦିଲ୍ଲୀ ପରେ ପଦଯାତ୍ରା ଉତ୍ତରପ୍ରଦେଶ, ହରିୟାଣା, ପଞ୍ଜାବ ଅତିକ୍ରମ କରି ଜମ୍ମୁ-କଶ୍ମୀରରେ ଜାନୁୟାରୀ ୨୬ରେ ଶେଷ ହେବା କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଅଭିନେତାରୁ ରାଜନେତା ହୋଇଥିବା କମଲ ହାସନ କଂଗ୍ରେସ…
କଂଗ୍ରେସକୁ ବଡ଼ ଝଟ୍କା
ଶିଲଂ,୧୯।୧୨: ମେଘାଳୟର ପୂର୍ବ ଶିଲୋଙ୍ଗ ବିଧାୟକ ଅମ୍ପାରିନ ଲିଙ୍ଗଡୋ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଅଫିସିଆଲ ହ୍ୟାଣ୍ଡେଲରୁ ଟୁଇଟ୍ କରି କଂଗ୍ରେସରୁ ଆନୁଷ୍ଠାନିକ ଇସ୍ତଫା ଘୋଷଣା କରିଛନ୍ତି। ସୋମବାର ସେ ଇସ୍ତଫା ପତ୍ର ଟୁଇଟ୍ କରି କଂଗ୍ରେସ ଅଧ୍ୟକ୍ଷ…
Archives


