ଆରମ୍ଭ ହେଲା ଭାରତ-ନେପାଳ ସମରାଭ୍ୟାସ ‘ସୂର୍ଯ୍ୟକିରଣ’
ନୂଆଦିଲ୍ଲୀ,୧୬।୧୨: ନେପାଳର ଆର୍ମି ବ୍ୟାଟେଲ ସ୍କୁଲରେ ଭାରତ-ନେପାଳ ସେନା ପକ୍ଷରୁ ଶୁକ୍ରବାର ଆରମ୍ଭ ହୋଇଛି ମିଳିତ ସମରାଭ୍ୟାସ ‘ସୂର୍ଯ୍ୟକିରଣ’ । ଏହା ଦୁଇ ଦେଶ ମଧ୍ୟରେ ୧୬ତମ ଜଏଣ୍ଟ ମିଲିଟାରି ଟ୍ରେନିଂ ଏକ୍ସରସାଇଜ୍। ଏହାଦ୍ୱାରା ଭାରତ-ନେପାଳ ସେନାର ପାରସ୍ପରିକ କାର୍ଯ୍ୟଦକ୍ଷତାର ବିକାଶ…
ଝିଅକୁ ଚିଡିଆଖାନା ବୁଲାଇ ନେଲେ ପ୍ରିୟଙ୍କା
ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରା ଆଜିକାଲି ବ୍ୟସ୍ତ ରହୁଛନ୍ତି। ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନରେ ବ୍ୟସ୍ତ ଥିବା ସତ୍ତ୍ୱେ ପ୍ରିୟଙ୍କା ତାଙ୍କ କୋଟି ପ୍ରଶଂସକଙ୍କ ପାଇଁ ସମୟ ବାହାର କରନ୍ତି। ସେମାନଙ୍କ ସହିତ ତାଙ୍କ ଜୀବନ ସହିତ ଜଡିତ ଖୁସିର ମୁହୂର୍ତ୍ତଗୁଡିକ…
‘ମଦ୍ୟପାନ କରିବା ପରେ ଯଦି କାହାର ମୃତ୍ୟୁ ହୁଏ ସରକାର କ୍ଷତିପୂରଣ ଦେବେ ନାହିଁ’
ପାଟନା,୧୬।୧୨: ବିହାରର ଛପରା ଜିଲାରେ ବିଷାକ୍ତ ମଦ ପିଇ ୫୩ ଜଣଙ୍କର ମୃତ୍ୟୁ ହୋଇଛି। ଏହାକୁ ନେଇ ଗୃହରେ ଉତ୍ତେଜନା ଦେଖାଦେଇଛି। ଶୁକ୍ରବାର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଧାନସଭା ଅଧିବେଶନରେ କହିଛନ୍ତି ଯେ, ବିହାରରେ ମଦ୍ୟପାନ କରିବା ପରେ ଯଦି…
ଦର୍ଶକଙ୍କୁ ଝଟ୍କା: ଚେନ୍ନାଇରେ ରିଲିଜ୍ ହେଲାନି ‘ଅବତାରଦ ଓ୍ବେ ଅଫ୍ ଓ୍ବାଟର’
ଚେନ୍ନାଇ,୧୬।୧୨: ବିଶ୍ୱବ୍ୟାପି ଯେଉଁ ଫିଲ୍ମକୁ ବହୁ ଉତ୍ସାହର ସହ ଦର୍ଶକ ଅପେକ୍ଷା କରି ରହିଥିଲେ ଶେଷରେ ଶୁକ୍ରବାର ହଲ୍ରେ ଏହା ରିଲିଜ୍ ହୋଇଛି। ‘ଅବତାର: ଦ ଓ୍ବେ ଅଫ୍ ୱାଟର’ର ପ୍ରଥମ ଭାଗକୁ ଯେପରି ଭଲ ପାଇବା ମିଳିଥିଲା, ବର୍ତ୍ତମାନ ୧୩…
୨୫ ବର୍ଷ ପରେ ଦ୍ରାବିଡଙ୍କୁ କ୍ଷମା ମାଗିଲେ ଏହି କ୍ରିକେଟର୍
ଚଟ୍ଟଗ୍ରାମ,୧୬।୧୨: ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ଆଲାନ ଡୋନାଲ୍ଡ ତାଙ୍କ ଯୁଗର ଶ୍ରେଷ୍ଠ ବୋଲର ଥିଲେ। ଏବେ ସେ ବାଂଲାଦେଶ ଦଳର କୋଚ ଅଛନ୍ତି। ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ସମୟରେ ସେ ଭାରତୀୟ କୋଚ…
ଖବର ପ୍ରକାଶ ପରେ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ କାର୍ଯ୍ୟ ଆରମ୍ଭ
ସୋରଡ଼ା,୧୬ା୧୨(ଡି.ଏନ୍.ଏ.): ଜାତୀୟ ରାଜପଥରୁ ସହର ମଧ୍ୟକୁ ସଂଯୋଗ କରୁଥିବା ନେତାଜୀ ସାହି ରାସ୍ତାର କଇଠପଲି ସାହି ନିକଟରେ ରାସ୍ତାପାର୍ଶ୍ୱ ୧୫ ଫୁଟ ଲମ୍ବରେ ଭୁଶୁଡି ପଡ଼ିଥିଲା। ଫଳରେ ରାସ୍ତାପାର୍ଶ୍ୱ ଖାଲ ମଧ୍ୟକୁ ଗାଡ଼ିମୋଟର ଖସିପଡ଼ିବା ଭୟ ରହିଥିଲା। ଦୀର୍ଘ ବର୍ଷ ହେଲା…
ଟିଟାନସ୍ ବଦଳରେ ଦେଇଦେଲେ କୁକୁର କାମୁଡ଼ା ଇଞ୍ଜେକ୍ସନ: ହସ୍ପିଟାଲରେ ଉତ୍ତେଜନା
ନୀଳଗିରି,୧୬ା୧୨(ସ୍ବ.ପ୍ର.): ଟିଟାନସ୍ ଇଞ୍ଜେକ୍ସନ ବଦଳରେ କୁକୁର କାମୁଡ଼ା ଇଞ୍ଜେକ୍ସନ ଦେବା ନେଇ ନୀଳଗିରି ଉପଖଣ୍ଡ ହସ୍ପିଟାଲରେ ଉତ୍ତେଜନା ପ୍ରକାଶ ପାଇଛି। ସୂଚନାନୁଯାୟୀ, ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ବାଉଁଶବଣିଆ ପଞ୍ଚାୟତ ଛୋଟ କାନପୁର ଗ୍ରାମର ଗଣେଶ୍ୱର ସେଠୀ(୪୫)ଙ୍କ ୧୨ ବର୍ଷର…
ବିହାରର ସାରନ ପରେ ଏବେ ସିଓ୍ବାନରେ ବିଷାକ୍ତ ମଦ ନେଲା ଜୀବନ
ପାଟନା,୧୬।୧୨: ବିହାରର ସାରନ ପରେ ଏବେ ସିଓ୍ବାନ ଜିଲାରେ ମଧ୍ୟ ବିଷାକ୍ତ ମଦ ଯୋଗୁ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ସିଓ୍ବାନର ଭଗବାନପୁରରେ ବିଷାକ୍ତ ମଦ ପିଇ ୫ଜଣଙ୍କ ମୃତ୍ୟୁ ଘଟିଛି। ଉକ୍ତ ଘଟଣା ଏହି ସମୟରେ ସାମ୍ନାକୁ ଆସିଛି ଯେତେବେଳେ…
ଡ୍ୟାନ୍ସ ଭିଡିଓ ଭାଇରାଲ ହେବା ପରେ ୪ ମହିଳା କନ୍ଷ୍ଟେବଳ ନିଲମ୍ବିତ
ଅଯୋଧ୍ୟା,୧୬।୧୨: ଡ୍ୟାନ୍ସ ଭିଡିଓ ଭାଇରାଲ ହେବା ପରେ ଉତ୍ତରପ୍ରଦେଶର ୪ ଜଣ ମହିଳା କନ୍ଷ୍ଟେବଳଙ୍କୁ ନିଲମ୍ବିତ କରାଯାଇଛି। ତେବେ ସେହି ୪ ଜଣ ମହିଳା କନ୍ଷ୍ଟେବଳ ରାମ ଜନ୍ମଭୂମିର ସୁରକ୍ଷା ଦାୟିିତ୍ୱରେ ଥିଲେ। ଏକ ଭୋଜପୁରୀ ଗୀତରେ ନାଚୁଥିବା ଭିଡିଓ ପରେ…
ଆତ୍ମହତ୍ୟା ଉଦ୍ୟମ କରିଥିବା ବନ କର୍ମଚାରୀଙ୍କ ମୃତ୍ୟୁ
ବାରିପଦା ଅଫିସ,୧୬ା୧୨: ବହୁ ଚର୍ଚ୍ଚିତ ଶିମିଳିପାଳ ହାତୀ ଶିକାର ଓ ପ୍ରମାଣ ପୋଡ଼ି ଘଟଣାକୁ ନେଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବନକର୍ମଚାରୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଗୁରୁତର ଅବସ୍ଥାରେ ସେ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଗୁରୁବାର…
ସୌଦିି ନୂଆ ଟେଷ୍ଟ ଅଧିନାୟକ
ଅକ୍ଲାଣ୍ଡ,୧୬ା୧୨(ପି.ଟି.):କେନ୍ ଓ୍ବିଲିୟମସନ ନ୍ୟୁଜିଲାଣ୍ଡ ଟେଷ୍ଟ ଦଳର ଅଧିନାୟକ ପଦବୀରୁ ଓହରିଯାଇଥିବା ଦେଶର କ୍ରିକେଟ ବୋର୍ଡ ଗୁରୁବାର ଘୋଷଣା କରିଛି। ଓ୍ବିଲିୟମସନଙ୍କ ସଫଳ ନେତୃତ୍ୱରେ ନ୍ୟୁଜିଲାଣ୍ଡ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍(ଡବ୍ଲ୍ୟୁଟିସି)ର ପ୍ରଥମ ସଂସ୍କରଣରେ ଚାମ୍ପିୟନ ହୋଇପାରିଥିଲା। ତାଙ୍କ ସ୍ଥାନରେ ଟିମ୍ ସୌଦିଙ୍କୁ ଟେଷ୍ଟ…
୧୧ ଗ୍ରାମ ବ୍ରାଉନସୁଗାର ଜବତ: ୨ ଗିରଫ
ଭଦ୍ରକ ଅଫିସ,୧୬ା୧୨: ଭଦ୍ରକ ସହରର ଜାତୀୟ ରାଜପଥ ଗେଲପୁର ନିକଟରେ ଗୁରୁବାର ରାତିରେ ଗ୍ରାମାଞ୍ଚଳ ପୋଲିସ ୧୧ ଗ୍ରାମ୍ ବ୍ରାଉନସୁଗାର ଜବତ ସହ ୨ ଜଣ ଯୁବକଙ୍କୁ ଗିରଫ କରିଛି। ଏମ୍ଭି ଚେକିଂ ବେଳେ ଏକ ବାଇକ୍ରେ କଟକର ୨ ଜଣ…
Archives


