Home Left

ଚମକାଇଲା ବାବରଙ୍କ ନିଷ୍ପତ୍ତି: ରିଜଓ୍ବାନ ଏକାଦଶରୁ ବାହାର, ସରଫରାଜଙ୍କୁ ସୁଯୋଗ…

ଇସଲାମାବାଦ,୨୬।୧୨: ସୋମବାର ଅର୍ଥାତ ଡିସେମ୍ବର ୨୬ରେ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହୋଇଛି। କରାଚି ଟେଷ୍ଟରେ ଚମକାଇବା ଭଳି ନିଷ୍ପତ୍ତି ନେଇଛନ୍ତି ପାକିସ୍ତାନ କ୍ରିକେଟ ଟିମ୍‌ ଅଧିନାୟକ ବାବର ଆଜମ୍‌। ସେ ଏକାଦଶରୁ ମହମ୍ମଦ ରିଜଓ୍ବାନଙ୍କୁ ବାହାର…

ଆମେରିକାରେ ବମ୍ବ ସାଇକ୍ଲୋନ୍‌: ରେକର୍ଡ ଭାଙ୍ଗିଲା ତାପମାତ୍ରା

ଓ୍ବାଶିଂଟନ,୨୬ା୧୨: ଆମେରିକାରେ ବମ୍ବ ସାଇକ୍ଲୋନ୍‌ ଯୋଗୁ ଦେଶରେ ଶୀତ ରେକର୍ଡ ଭାଙ୍ଗିଛି। ତାପମାତ୍ରା ବିଯୁକ୍ତ ୪୫ ଡିଗ୍ରୀକୁ ଖସିବା ଫଳରେ ଲକ୍ଷାଧିକ ଆମେରିକୀୟଙ୍କ ଖ୍ରୀଷ୍ଟମାସ ପାଳନକୁ ଫିକା କରିଦେଇଛି। ଏପରିକି ବିମାନ ବାତିଲ ଯୋଗୁ ହଜାର ହଜାର ଯାତ୍ରୀ ଅଟକି ରହିଛନ୍ତି।…

୨୭ ପର୍ଯ୍ୟନ୍ତ ମାଙ୍ଗାଲୁରୁରେ ୧୪୪

ବେଙ୍ଗାଲୁରୁ,୨୬।୧୨: କର୍ନାଟକ ମାଙ୍ଗାଲୁରୁର କାଟିପାଲ୍ଲାରେ ଜଣେ ୪୫ ବର୍ଷୀୟ ଯୁବକଙ୍କ ହତ୍ୟା ପରେ ସୁରାଧକାଲ, ବାଜପେଳ କଭୁର ଏବଂ ପାନାମ୍ବୁର ଅଞ୍ଚଳରେ ଜିଲାପାଳ ୧୪୪ ଧାରା ଜାରି କରିଛନ୍ତି। ରବିବାରଠାରୁ ମଙ୍ଗଳବାର ସକାଳ ୬ଟା ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ।…

ରିଲିଜର ଦୁଇ ସପ୍ତାହ ପରେ ବି କମିନି କ୍ରେଜ୍‌, ଭାରତରେ ୨୫୦ କୋଟି ବ୍ୟବସାୟ କଲାଣି ‘ଅବତାର ୨’ !

ବମ୍ବେ: ରିଲିଜ ହେବାର ଦୁଇ ସପ୍ତାହ ବିତିଥିଲେ ହେଁ ଭଲ ବ୍ୟବସାୟ କରୁଛି ହଲିଉଡ ଫିଲ୍ମ ‘ଅବତାର: ଦ ଓ୍ବେ ଅଫ୍‌ ଓ୍ବାଟର’। କାହାଣୀର ପୃଷ୍ଠଭୂମୀ ରୋମାଞ୍ଚକର ହୋଇଥିବାରୁ ସିନେମାଘରଗୁଡ଼ିକରେ ଦର୍ଶକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳୁଛି। ରବିବାର ଫିଲ୍ମଟି ୨୫-୨୬…

ସେନ ଓ୍ବାର୍ନଙ୍କ ସମ୍ମାନର୍ଥେ କ୍ରିକେଟ୍‌ ଅଷ୍ଟ୍ରେଲିଆ ନେଲା ବଡ଼ ନିଷ୍ପତ୍ତି

ମେଲବୋର୍ନ,୨୬।୧୨: ବିଶ୍ୱ କ୍ରିକେଟର ଅନ୍ୟତମ ଶ୍ରେଷ୍ଠ କ୍ରିକେଟର ସ୍ବର୍ଗତ ଅଷ୍ଟ୍ରେଲୀୟ ସ୍ପିନର ସେନ୍‌ ୱାର୍ନଙ୍କୁ ସମ୍ମାନିତ କରିବା ପାଇଁ କ୍ରିକେଟ ଅଷ୍ଟ୍ରେଲିଆ ଏକ ବଡ଼ ନିଷ୍ପତ୍ତି ନେଇଛି। କ୍ରିକେଟ ଅଷ୍ଟ୍ରେଲିଆ ବର୍ତ୍ତମାନ ଦ୍ୱିତୀୟ ସମ୍ମାନଜନକ ପୁରସ୍କାର ଅଷ୍ଟ୍ରେଲିଆ ପୁରୁଷ ଟେଷ୍ଟ ପ୍ଲେୟାର…

ଗେମ୍‌ ଖେଳୁଥିବାବେଳେ ମା’ ମୋବାଇଲ୍‌ ଛଡାଇ ନେବାରୁ ଆତ୍ମହତ୍ୟା କଲେ ନାବାଳକ

ଲକ୍ଷ୍ନୌ,୨୬।୧୨: ଆଜିକାଲି ଅନଲାଇନ ଗେମ ଖେଳିବା ଅନେକ ପିଲାଙ୍କ ଅଭ୍ୟାସରେ ପରିଣତ ହୋଇଛି। ଗେମ୍‌ ଖେଳିବାରେ ପିଲାମାନେ ଏତେ ମଜ୍ଜି ଯାନ୍ତି ଯେ,ସେମାନେ ଅନ୍ୟ କିଛି ବୁଝନ୍ତି ନାହିଁ। ଉତ୍ତରପ୍ରଦେଶର ଲକ୍ଷ୍ନୌର ହୁସେନାଞ୍ଜ ପୋଲିସ ଷ୍ଟେଶନର ଚିଟୱାପୁର ଅଞ୍ଚଳରେ ଏଭଳି ଏକ…

ତୁନିଶାଙ୍କ ମୃତ୍ୟୁ ପରେ ଶୁଟିଂସେଟ୍‌ରେ ବଢୁଛି ଭୟ

ମୁମ୍ବାଇ: ୨୦ ବର୍ଷ ବୟସରେ ଅଭିନେତ୍ରୀ ତୁନିଶା ଶର୍ମା ଆତ୍ମହତ୍ୟା କରିଛନ୍ତି। ତୁନିଶାଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଚକିତ କରିଛି। ଅଭିନେତ୍ରୀ କିପରି ଏପରି ଭୟଙ୍କର ପଦକ୍ଷେପ ନେଲେ ତାହା କେହି ବୁଝି ପାରୁନାହାନ୍ତି। ତେବେ ଇଣ୍ଡଷ୍ଟ୍ରିରେ ଏହା ପ୍ରଥମ ଘଟଣା…

ବିହାରରେ ୪ ବିଦେଶୀ ପର୍ଯ୍ୟଟକ କରୋନା ଚିହ୍ନଟ

ପାଟନା,୨୬।୧୨: ବୌଦ୍ଧ ଧର୍ମଗୁରୁ ଦଲାଇ ଲାମାଙ୍କ ପ୍ରବଚନ ଶୁଣିବା ପାଇଁ ଗୟାରେ ଏକାଠି ହୋଇଥିବା ଭକ୍ତଙ୍କ ମଧ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି। ଡିସେମ୍ବର ୨୩ରେ, ଗୟାକୁ ଆସିଥିବା ବିଦେଶୀ ନାଗରିକଙ୍କ କରୋନା ଟେଷ୍ଟ କରାଯାଇଥିଲା, ସେଥିମଧ୍ୟରୁ ଚାରିଜଣଙ୍କ ରିପୋର୍ଟ ପଜିଟିଭ୍‌…

ରେଲୱେ ଭ୍ରଷ୍ଟାଚାର ମାମଲାରେ ଲାଲୁଙ୍କ ବିରୋଧରେ ସିବିଆଇ କରିବ ଯାଞ୍ଚ

ନୂଆଦିଲ୍ଲୀ,୨୬ ।୧୨: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଅଡୁଆ ବଢିପାରେ । କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ(ସିବିଆଇ) ତାଙ୍କ ବିରୋଧରେ ଭ୍ରଷ୍ଟାଚାର ମାମଲାର ପୁନଃ ଯାଞ୍ଚ ଆରମ୍ଭ କରି ଦେଇଛି । ଏହା ହେଉଛି ରେଲୱେ ପରିଯୋଜନାରେ ଭ୍ରଷ୍ଟାଚାର ମାମଲା…

ଠକେଇ ଅଭିଯୋଗରେ ଭିଡିଓକନ ମାଲିକ ଗିରଫ

ମୁମ୍ବାଇ,୨୬।୧୨: ଆଇସିସିଆଇ ବ୍ୟାଙ୍କ ଠକେଇ ମାମଲାରେ ଭିଡିଓକନ ମାଲିକ ଭେନୁଗୋପାଲ ଧୁତଙ୍କୁ ଗିରଫ କରାଯାଇଛି। ତାଙ୍କୁ ସୋମବାର ମୁମ୍ବାଇରେ ସିବିଆଇ ଗିରଫ କରିଛି। ଭିଡିଓକନ ଋଣ ମାମଲାରେ ଗିରଫ ହୋଇଥିବା ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ତଥା ଏମଡି ଚନ୍ଦା କୋଚର…

ମୃତ୍ୟୁର ୧୫ ମିନିଟ୍‌ ପୂର୍ବରୁ ବୟଫ୍ରେଣ୍ଡଙ୍କ ସହ ଏକାଠି ଖାଇଥିଲେ ତୁନିଶା

ଟିଭି ଅଭିନେତ୍ରୀ ତୁନିଶା ଶର୍ମା ଲୋକପ୍ରିୟ ଟିଭି ଶୋ’ ଅଲି ବାବା: ଦସ୍ତାନ-ଏ-କାବୁଲର ସେଟରେ ଆତ୍ମହତ୍ୟା କରିଛନ୍ତି। ଏହି ମାମଲାରେ ସ୍ବର୍ଗତ ଅଭିନେତ୍ରୀଙ୍କ ମା’ଙ୍କ ଅଭିଯୋଗ ଆଧାରରେ ପୋଲିସ ତାଙ୍କ ପ୍ରେମିକ ଶିଜାନ ଖାନଙ୍କ ବିରୋଧରେ ଆତ୍ମହତ୍ୟା କରିଥିବା ଅଭିଯୋଗ ମାମଲା…

‘ଲଭ୍‌-ଜିହାଦ’, ଜବରଦସ୍ତିର ସଙ୍କେତ ନାହିଁ

ମୁମ୍ବାଇ: ‘ଅଲି ବାବା: ଦସ୍ତାନ-ଏ-କାବୁଲ’ରେ ରାଜକୁମାରୀ ମରିୟମ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସମସ୍ତେ ତାଙ୍କ ପରିବାର ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ଏହା ସହିତ ଅଭିନେତ୍ରୀଙ୍କ ଆତ୍ମହତ୍ୟା ପଛର କାରଣକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri