Home Left

ଦଳ କଥା ଚିନ୍ତା କରୁ କଂଗ୍ରେସ, ଦେଶ ପାଇଁ ମୋଦି ଅଛନ୍ତି : କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୨୬।୧୨: ରାହୁଲ ଗାନ୍ଧୀଙ୍କ ଚାଇନା ଏବଂ ପାକିସ୍ତାନ ପକ୍ଷରୁ ଯୁଦ୍ଧ ପ୍ରସ୍ତୁତିକୁ ନେଇ ଦେଇଥିବା ମନ୍ତବ୍ୟ ପୁଣି ଥରେ ବିବାଦ ଘେରକୁ ଚାଲିଆସିଛି। ଯାହାକୁ ନେଇ ଏବେ ରାଜନୈତିକ ସରଗରମ ରହିଛି। ସୂଚନା ମୁତାବକ, ଚାଇନା ଏବଂ ପାକିସ୍ତାନ ଗୋଟିଏ ହୋଇଗଲେଣି…

ଚକଦା ଏପ୍ସପ୍ରେସର ଶୁଟିଂ ଶେଷ

ମୁମ୍ବାଇ: ବଲିଉଡ କୁଇନ ଅନୁଷ୍କା ଶର୍ମା ବେଶ କିଛିଦିନ ହେବ ବଡ ପରଦାରୁ ଦୂରେଇ ରହିଛନ୍ତି । ହେଲେ ପୁଣିଥରେ ସେ ‘ଚକଦା ଏକ୍ସପ୍ରେସ୍‌’ ମାଧ୍ୟମରେ ବଡ ପରଦାକୁ ପୁଣିଥରେ ଫେରୁଛନ୍ତି । ଏହାର ଶୁଟିଂ ସୋମବାର ଶେଷ ହୋଇଛି ।…

ପୁଣିଥରେ ବଢିଲା କ୍ଷୀର ଦର

ନୂଆଦିଲ୍ଲୀ,୨୬।୧୨: ପୁଣିଥରେ ଦିଲ୍ଲୀ-ଏନ୍‌ସିଆରରେ ବଢିଲା କ୍ଷୀର ଦର। ମଙ୍ଗଳବାରଠାରୁ ଲିଟର ପିଛା ୨ ଟଙ୍କା ବୃଦ୍ଧି କରିବାକୁ ମଦର ଡାଏରୀ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ମଦର ଡାଏରୀ ଚଳିତ ବର୍ଷ ୫ମ ଥର ପାଇଁ ଏଭରି ଦର ବୃଦ୍ଧି କରିଛିି। ଏହାକୁୁ…

ଆଇସିୟୁରେ ଝିଅର ବାହାଘର ପରେ ମା’ଙ୍କ ମୃତ୍ୟୁ

ଗୟା,୨୬।୧୨: ଅନେକ ଥର ଫିଲ୍ମରେ ହସ୍ପିଟାଲରେ ବାହାଘର ହେଉଥିବା ସମସ୍ତେ ଦେଖିଥିବେ। କିନ୍ତୁ ସତରେ ହସ୍ପିଟାଲରେ ବାହାଘର ହେବା କଥା କେହି ଦେଖିଛନ୍ତି କି ଶୁଣିଛନ୍ତି। କଥାଟି ଅଡ଼ୁଆ ଲାଗୁଥିଲେ ମଧ୍ୟ ସତ। କାରଣ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି…

ଚାଇନାରେ ୨୩.୮ ନିୟୁତ ୬୦ରୁ ଉର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି ଟିକା ନେଇନାହାନ୍ତି

ହଂକଂ,୨୬।୧୨: ଚାଇନାରେ କରୋନା ସଂକ୍ରମଣ ଭୟଙ୍କର ରୂପ ନେଇଥିବା ବେଳେ ୨୩.୮ ନିୟୁତ ୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ   ବର୍ତ୍ତମାନ ସୁଦ୍ଧା ଟିକା ନେଇ ନ ଥିବା ଏକ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି। ଏହାକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି।…

ପ୍ରଜ୍ଞାଙ୍କ ବିବାଦୀୟ ବୟାନ

ଭୋପାଳ,୨୬ ।୧୨: ଭାରତୀୟ ଜନତା ପାର୍ଟି(ଭାଜପା) ନେତା ତଥା ଏମପି ପ୍ରଜ୍ଞା ସିଂ ଠାକୁର ପୁଣିଥରେ ବିବାଦ ଘେରକୁ ଚାଲିଆସିଛନ୍ତି । ହିନ୍ଦୁ କର୍ମୀଙ୍କ ହତ୍ୟା ଉପରେ କଥା ହେଉଥିବା ସମୟରେ ସେ କହିଛନ୍ତି ହିନ୍ଦୁଙ୍କ ଉପରେ ଓ ସେମାନଙ୍କ ଗରିମା…

ଭାରତ ଯୋଡୋ ଯାତ୍ରା ଏବଂ ରାହୁଲଙ୍କୁ ବଦନାମ କରିବା ଲାଗି ୩୦ ଜଣିଆ ଟିମ୍‌ କରିଛି ଭାଜପା:କଂଗ୍ରେସ

ନୂଆଦିଲ୍ଲୀ,୨୬।୧୨: ‘ଭାରତ ଯୋଡୋ ଯାତ୍ରା’ର ପ୍ରଥମ ପର୍ଯ୍ୟାୟ ସୋମବାର ସମାପ୍ତ ହୋଇଛି। ଜାନୁଆରୀ ୩ରୁ ଯାତ୍ରାର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ। ଏହି ଅବସରରେ କଂଗ୍ରେସ ଦଳ ପକ୍ଷରୁ ୯ ଟି ଭିଡିଓ ଜାରି କରାଯାଇ ଭାଜପାକୁ ଟାର୍ଗେଟ କରାଯାଇଛି। ବିଶେଷକରି…

ନୂଆ ବର୍ଷ ପାଇଁ କର୍ନାଟକରେ ଜାରି ହେଲା ଗାଇଡ୍‌ଲାଇନ୍‌

ବେଙ୍ଗାଲୁରୁ,୨୬।୧୨: କରୋନା ଭାଇରସ୍‌ ସଂକ୍ରମଣ ପୁଣି ଥରେ ଲୋକଙ୍କ ଚିନ୍ତା ବଢ଼ାଇଛି। ଚାଇନାରେ ବିଗୁଡ଼ୁଥିବା ପରିସ୍ଥିତିକୁ ଦେଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ରାଜ୍ୟକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାପରେ କର୍ନାଟକ ସରକାର ମଧ୍ୟ ସତର୍କ ହୋଇ ନୂଆ ବର୍ଷ…

ଯେବେ ବି ମଇଦାନକୁ ଓହ୍ଲାଏ, ପଶା ଓଲଟାଇବା ଭଳି ଖେଳିବାକୁ ଚାହିଁଥାଏ: ସୂର୍ଯ୍ୟକୁମାର

ନୂଆଦିଲ୍ଲୀ,୨୬।୧୨: ଭାରତୀୟ କ୍ରିକେଟରେ ସୂର୍ଯ୍ୟକୁମାର ଯାଦବ ବେଶ ପରିଚିତ ନାମ। ସେ ଟି୨୦ ଅନ୍ତର୍ଜାତୀୟ ର଼୍ୟାଙ୍କିଙ୍ଗ୍‌ରେ ଶୀର୍ଷସ୍ଥାନରେ ରହିଛନ୍ତି। ହେଲେ ସେ ବିଶ୍ୱର ନମ୍ବର-୧ ଖେଳାଳି ହେବାକୁ ଏକ ସ୍ବପ୍ନ ପରି ଭାବନ୍ତି। ସେହିଭଳି କେବଳ ସୀମିତ ଓଭର ଖେଳ ନୁହେଁ…

ଦିଲ୍ଲୀ ଯିବେ ବୋମାଇ: ୨୦୨୩ ବିଧାନସଭା ନିର୍ବାଚନ ନେଇ କରିବେ ଆଲୋଚନା

ବେଙ୍ଗାଲୁରୁ,୨୬।୧୨: କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ଭାଜପା ରାଜ୍ୟ ତଥା କେନ୍ଦ୍ରୀୟ ସ୍ତରରେ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏହି ସମୟରେ କର୍ନାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ସୋମବାର ଦିଲ୍ଲୀ ଗସ୍ତରେ ଆସି ଭାଜପା ଜାତୀୟ ନେତୃତ୍ୱ ସହ ୨୦୨୩ ବିଧାନସଭା ନିର୍ବାଚନ…

ଗୟାରେ କରୋନା ବିସ୍ଫୋରଣ

ପାଟଣା,୨୬।୧୨: ବିହାରର ଗୟାରେ କରୋନା ବିସ୍ଫୋରଣ ଘଟିଛି। ଏଠାରେ ଏକାସାଙ୍ଗରେ ୪ଜଣ ବିଦେଶୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆର୍‌ଟିପିସିଆର୍‌ ଟେଷ୍ଟରେ ଏନେଇ ଜଣାପଡ଼ିବା ପରେ ସମସ୍ତଙ୍କୁ ପୃଥକାବାସରେ ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଗୟା ବିମାନବନ୍ଦରରେ ଆର୍‌ଟିପିସିଆର୍‌ ଟେଷ୍ଟରେ ଏହି…

ନେପାଳର ପ୍ରଧାନମନ୍ତ୍ରୀ ହେଲେ ମାଓବାଦୀ ନେତା ପ୍ରଚଣ୍ଡ

କାଠମାଣ୍ଡୁ,୨୬।୧୨: ମାଓବାଦୀ ନେତା ପୁଷ୍ପ କମଲ ଦହଲ ପ୍ରଚଣ୍ଡ ହେବେ ନେପାଳର ନୂଆ ପ୍ରଧାନମନ୍ତ୍ରୀ। ତାଙ୍କୁ ଦେଶର ୨୭୫ ଏମ୍‌ପିଙ୍କ ମଧ୍ୟରୁ ୧୬୫ଜଣଙ୍କ ସମର୍ଥନ ରହିଛି। ସରକାର ଗଠନ ପାଇଁ ପ୍ରଚଣ୍ଡଙ୍କ ଦଳ ସିପିଏନ୍‌-ଏମ୍‌ସି ପ୍ରଥମେ ଶେର ବାହାଦୂର ଦେଓବାଙ୍କ ନେପାଳୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri