ଦେଶରେ ଲଞ୍ଚ୍ ହେବ ଏହି ୫ କାର୍
ଏସିଆର ସବୁଠୁ ବଡ଼ ଅଟୋମୋବାଇଲ ଶୋ’ ଅଟୋ ଏକ୍ସପୋ ୨୦୨୩ରେ ପୁଣି ଥରେ ଫେରୁଛି। ଏହା ୧୩ରୁ ୧୮ଜାନୁୟାରୀ ପର୍ଯ୍ୟନ୍ତ ଆୟୋଜିତ ହେବ। ମାରୁତି, ଟାଟା, ହୁଣ୍ଡାଇ ଏବଂ ଅନ୍ୟାନ୍ୟ ଅନେକ ଅଟୋମୋବାଇଲ କମ୍ପାନୀ ଏହି ଅଟୋ ଏକ୍ସପୋରେ ନୂତନ ଯାନ…
ଟ୍ରୋଲ କରୁଥିଲେ ଶ୍ରୀଲଙ୍କା ପ୍ରଶଂସକ, ଏମିତି ଜବାବ ଦେଇ ମୁହଁ ବନ୍ଦ କଲେ ଅଶ୍ୱିନ
ନୂଆଦିଲ୍ଲୀ,୨୫।୧୨: ବାଲାଂଦେଶକୁ ମୀରପୁର ଟେଷ୍ଟରେ ୩ ଉଇକେଟରେ ପରାଜିତ କରିଛି ଭାରତ। ଏକ ସମୟରେ ମ୍ୟାଚ୍ ଖେଳାଳିଙ୍କ ହାତରୁ ଚାଲିଯିବା ପରି ମନେ ହେଉଥିଲା। କାରଣ ୧୪୫ ରନ୍ ବିଜୟଲକ୍ଷ୍ୟର ପିଛା କରୁଥିବା ଦଳ ୭୪ ରନ୍ରେ ୭ ଉଇକେଟ ହରାଇଥିଲା।…
ନ୍ୟୁୟର ସେଲିବ୍ରେଶନ ପାଇଁ ନ୍ୟୁୟର୍କରେ ପହଞ୍ଚିଲେ ଏନ୍ଟିଆର
ମୁମ୍ବାଇ: ସାଉଥ୍ ସୁପରଷ୍ଟାର ଜୁନିୟର ଏନ୍ଟିଆର ଆଜିକାଲି ନ୍ୟୁୟର୍କରେ ଖ୍ରୀଷ୍ଟମାସ ଏବଂ ନୂତନ ବର୍ଷ ଛୁଟି ଉପଭୋଗ କରୁଛନ୍ତି। ଏହି ସମୟରେ ସେ କିଛି ଭାରତୀୟ ଖାଦ୍ୟ ଉପଭୋଗ କରିବା ପରେ ନ୍ୟୁୟର୍କ ସହରର ଏକ ରେଷ୍ଟୁରାଣ୍ଟ କର୍ମଚାରୀଙ୍କ ସହ ଏକ…
ବାଇକ୍ ଚୋରି, ସିସିଟିଭିରେ କଏଦ୍ ହେଲା ଦୃଶ୍ୟ
ଜୁନାଗଡ଼,୨୬।୧୨(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ପୁରୁଣା ଷ୍ଟେଟବ୍ୟାଙ୍କ ନିକଟରେ ଥିବା ଏକ ଘର ସମ୍ମୁଖରୁ ଜଣେ ଦୁର୍ବୁତ୍ତ ବାଇକ ଚୋରି କରିଥିବା ଅଭିଯୋଗ ହୋଇଛି। ଚୋରି ଦୃଶ୍ୟ ସିସିଟିଭିରେ କଏଦ୍ ହୋଇଛି। ଦୁର୍ବୁତ୍ତ ଜଣକ ବାଇକ୍ ପାଖକୁ ଆସି କିଛି ସମୟ…
ବିଜେଡିର ପ୍ରତିଷ୍ଠା ଦିବସକୁ ବିରୋଧ କରି ଭାଜପାର ୪ ଘଣ୍ଟିଆ ସତ୍ୟାଗ୍ରହ
ପାଟଣା,୨୬।୧୨(ସ୍ବ.ପ୍ର.): ଓଡିଶାରେ ବିଜେଡିର ୨୫ ବର୍ଷ ଶାସନର ପୂର୍ତ୍ତି ଉତ୍ସ ପୁରୀରେ ପାଳୁଥିବା ବେଳେ ଭାଜପା ବିରୋଧ କରିଛି। ରାଜ୍ୟରେ ଅପରାଧିକ କାର୍ଯ୍ୟକଳାପ, ନାରୀ ନିର୍ଯ୍ୟାତନା, ହିଂସା ଭଳି ଘଟଣା ବୃଦ୍ଧି ପାଇବା ପ୍ରତିବାଦରେ ଭାଜପା ପକ୍ଷରୁ ସୋମବାର କେନ୍ଦୁଝର ଜିଲା…
ଭିତରେ ବିଷ, ବାହାରେ ସମ୍ମାନ କହି ରାହୁଲଙ୍କୁ ଟାର୍ଗେଟ କଲା ଭାଜପା
ନୂଆଦିଲ୍ଲୀ,୨୬।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ମାରକୀ ‘ସଦୈବ ଅଟଳ’ରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ସମୟରେ ରାହୁଲ ଦେଶର ସମସ୍ତ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବର୍ତ୍ତମାନ ଏହାକୁ…
ସିଜାନ ମହମ୍ମଦଙ୍କୁ କଠୋର ଦଣ୍ଡ ଦିଆଯାଉ: ତୁନିଶାଙ୍କ ମା’
ମୁମ୍ବାଇ: ଟେଲି ଅଭିନେତ୍ରୀ ତୁନିଶା ଶର୍ମା ମାତ୍ର ୨୦ ବର୍ଷ ବୟସରେ ଆତ୍ମହତ୍ୟା କରିଛନ୍ତି। ତାଙ୍କ ମୃତ୍ୟୁ ଖବରରେ ଟେଲି ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ଇତି ମଧ୍ୟରେ ଝିଅର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିନାହାନ୍ତି ତୁନିଶାଙ୍କ ମା’। ତୁନିଶାଙ୍କ ପୂର୍ବତନ…
ମଙ୍ଗଳବାର ବସିବ ସମୀକ୍ଷା ବୈଠକ
ଭୁବନେଶ୍ୱର,୨୬।୧୨:(ବ୍ୟୁରୋ): ଚାଇନାରେ କରୋନା ସଂକ୍ରମଣ ବଢ଼ିବା ପରେ ଏବେ ରାଜ୍ୟ ସରକାର ସଜାଗ ଅଛନ୍ତି। ତେବେ କରୋନା ସଂକ୍ରମଣକୁ ରୋକିବା ପାଇଁ ମଙ୍ଗଳବାର ଅପରାହ୍ନ ସାଢ଼େ ୪ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା ବୈଠକ କରିବେ। ବୈଠକରେ ସ୍ବାସ୍ଥ୍ୟମନ୍ତ୍ରୀ, ସ୍ବାସ୍ଥ୍ୟ ସଚିବ,…
ଶୁଟିଂ ସମୟରେ ଅସୁସ୍ଥ ହେଲେ ବିଗ୍ ବସ୍ ଫେମ୍ ହିମାଂଶି
ମୁମ୍ବାଇ: ଟେଲିଭିଜନ୍ର ପପୁଲାର ଶୋ’ ବିଗ୍ ବସ୍-୧୩ରୁ ବେଶ୍ ଲୋକପ୍ରିୟ ହୋଇଥିବା ପଞ୍ଜାବୀ ଅଭିନେତ୍ରୀ ହିମାଂଶି ଖୁରାନାଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ହିମାଂଶିଙ୍କୁ ରୋମାନିଆର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରବଳ ଜ୍ୱର ଏବଂ ନାକରୁ ରକ୍ତ…
ଚମକାଇଲା ବାବରଙ୍କ ନିଷ୍ପତ୍ତି: ରିଜଓ୍ବାନ ଏକାଦଶରୁ ବାହାର, ସରଫରାଜଙ୍କୁ ସୁଯୋଗ…
ଇସଲାମାବାଦ,୨୬।୧୨: ସୋମବାର ଅର୍ଥାତ ଡିସେମ୍ବର ୨୬ରେ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହୋଇଛି। କରାଚି ଟେଷ୍ଟରେ ଚମକାଇବା ଭଳି ନିଷ୍ପତ୍ତି ନେଇଛନ୍ତି ପାକିସ୍ତାନ କ୍ରିକେଟ ଟିମ୍ ଅଧିନାୟକ ବାବର ଆଜମ୍। ସେ ଏକାଦଶରୁ ମହମ୍ମଦ ରିଜଓ୍ବାନଙ୍କୁ ବାହାର…
ଆମେରିକାରେ ବମ୍ବ ସାଇକ୍ଲୋନ୍: ରେକର୍ଡ ଭାଙ୍ଗିଲା ତାପମାତ୍ରା
ଓ୍ବାଶିଂଟନ,୨୬ା୧୨: ଆମେରିକାରେ ବମ୍ବ ସାଇକ୍ଲୋନ୍ ଯୋଗୁ ଦେଶରେ ଶୀତ ରେକର୍ଡ ଭାଙ୍ଗିଛି। ତାପମାତ୍ରା ବିଯୁକ୍ତ ୪୫ ଡିଗ୍ରୀକୁ ଖସିବା ଫଳରେ ଲକ୍ଷାଧିକ ଆମେରିକୀୟଙ୍କ ଖ୍ରୀଷ୍ଟମାସ ପାଳନକୁ ଫିକା କରିଦେଇଛି। ଏପରିକି ବିମାନ ବାତିଲ ଯୋଗୁ ହଜାର ହଜାର ଯାତ୍ରୀ ଅଟକି ରହିଛନ୍ତି।…
୨୭ ପର୍ଯ୍ୟନ୍ତ ମାଙ୍ଗାଲୁରୁରେ ୧୪୪
ବେଙ୍ଗାଲୁରୁ,୨୬।୧୨: କର୍ନାଟକ ମାଙ୍ଗାଲୁରୁର କାଟିପାଲ୍ଲାରେ ଜଣେ ୪୫ ବର୍ଷୀୟ ଯୁବକଙ୍କ ହତ୍ୟା ପରେ ସୁରାଧକାଲ, ବାଜପେଳ କଭୁର ଏବଂ ପାନାମ୍ବୁର ଅଞ୍ଚଳରେ ଜିଲାପାଳ ୧୪୪ ଧାରା ଜାରି କରିଛନ୍ତି। ରବିବାରଠାରୁ ମଙ୍ଗଳବାର ସକାଳ ୬ଟା ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ।…
Archives


