ପାଣି ଅଭାବରୁ ଅମଳ ହୋଇପାରୁନି ଖରିଫ ଧାନ
ରାୟଗଡ଼ା ଅଫିସ,୧୪ା୧୧: ଉଠା ଜଳସେଚନ ବିଭାଗର ବୋରଓ୍ବେଲ୍ ଖନନ ବିଜ୍ଞାପନକୁ ନେଇ ରାୟଗଡ଼ା ଜିଲା ସଦର ବ୍ଲକ ପେଣ୍ଟା ଗ୍ରାମର ଚାଷୀ ଟଙ୍କା ଜମା କରିଥିଲେ। ହେଲେ ବର୍ଷ ବର୍ଷ ବିତିଯାଇଥିଲେ ମଧ୍ୟ ପ୍ରକଳ୍ପ କାର୍ଯ୍ୟକାରୀ ହେଉନାହିଁ। ଫଳରେ ଚାଷ ଜମିକୁ…
ଏଏପି ନେତା ବିଜୟ ନାୟାର, ବ୍ୟବସାୟୀ ଅଭିଷେକ ବୋଇନପଲ୍ଲୀଙ୍କୁ ଗିରଫ କଲା ଇଡି
ନୂଆଦିଲ୍ଲୀ,୧୪ ।୧୧: ଲିକର ପଲିସି ମାମଲାରେ ଆମ ଆଦମୀ ପାର୍ଟି(ଏଏପି)ର ଚିନ୍ତା କମିବାର ନାଁ ନେଉନି । ମିଡିଆ ରିପୋର୍ଟ ଅନୁଯାୟୀ, ଏଏପି ନେତା ବିଜୟ ନାୟାର ଓ ବ୍ୟବସାୟୀ ଅଭିଷେକ ପୋଇନପଲ୍ଲିଙ୍କୁ ଦିଲ୍ଲୀ ଲିକର ପଲିସିରେ ଅର୍ଥ ହେରଫେର ମାମଲାରେ…
ଅଖତରଙ୍କ ଭବିଷ୍ୟବାଣୀ: ଭାରତରେ ଉଠାଇବୁ କପ୍
ଇସଲାମାବାଦ,୧୪।୧୧: ଆଇସିସି ଟି-୨୦ ବିଶ୍ୱକପ ୨୦୨୨ରେ ପାକିସ୍ତାନ ଟାଇଟଲ ଜିତିବା ଆଶା ଧୂଳିସାତ୍ ହୋଇଛି। ଫାଇନାଲରେ ଇଂଲଣ୍ଡଠାରୁ ୫ ଉଇକେଟ୍ରେ ପରାସ୍ତ ହୋଇଛି ପାକିସ୍ତାନ। ଇଂଲଣ୍ଡ ପ୍ରଥମ କ୍ରିକେଟ ଦଳ ହୋଇ ଏକକାଳୀନ ଉଭୟ ଦିନିକିଆ ଏବଂ ଟି-୨୦ ବିଶ୍ୱକପ ଜିତିଛି।…
ସଫଳ ମାଣ୍ଡିଆ ଚାଷୀ ସନା ଖରା
ମାଲକାନଗିରି,୧୪ା୧୧ (ଡି.ଏନ୍.ଏ): ରାଜ୍ୟ ସରକାର ଓଡିଶା ମିଲଟ୍ ମିଶନ ଜରିଆରେ ମାଣ୍ଡିଆ ଚାଷକୁ ଅଗ୍ରାଧିକାର ଦେଇ ଆସୁଛନ୍ତି। ମାଲକାନଗିରି ଜିଲାର ଚାଷୀମାନେ ପାହାଡ ପର୍ବତରେ ଜଙ୍ଗଲ ସଫା କରି ମାଣ୍ଡିଆ ଚାଷ କରୁଛନ୍ତି। ସେହିପରି ଜଣେ ସଫଳ ମାଣ୍ଡିଆ ଚାଷୀ ହେଲେ…
ଝାଟିମାଟି ଘରେ ବିତୁଛି ଦିନ
ଦଶମନ୍ତପୁର,୧୪ା୧୧( ଡି.ଏନ.ଏ.): ପକ୍କା ଘର ଖଣ୍ଡିଏ ନାହିଁ । ଭଙ୍ଗା ଦଦରା ଝାଟିମାଟି କୁଡ଼ିଆ ଘରେ ମୁଣ୍ଡ ଗୁଞ୍ଜିଛନ୍ତି ଦମ୍ପତି। ବର୍ଷା ଦିନେ ବର୍ଷାପାଣି ଘର ଭିତରେ ଲହଡି ଭାଙ୍ଗୁଛି। ପାଣି ପଡିଲେ କାନ୍ଥରୁ ଖସୁଛି ମାଟି। ଏପରି ଦେଖିବାକୁ ମିଳିଛି…
ଚାଉଳ,ଭତ୍ତା ପାଇପାରୁନାହାନ୍ତି ବାରେ
କୋରୁକୋଣ୍ଡା ୧୪ା୧୧ (ଡି.ଏନ.ଏ): ଗରିବ ଶ୍ରେଣୀର ହିତାଧିକାରଙ୍କ ପାଇଁ ସରକାର ବହୁ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ସେମାନେ କିପରି ସବୁ ସରକାରୀ ସୁବିଧା ପାଇବେ ବ୍ୟବସ୍ଥା କରୁଛନ୍ତି। ଏହା ସତ୍ୱେ କେତେକ ସରକାରୀ ନିୟମ ହିତାଧିକାରୀଙ୍କ ପାଇଁ କଣ୍ଟା ହୋଇଛି। ହିତାଧିକାରୀଙ୍କ…
ବିଦେଶୀ ପକ୍ଷୀଙ୍କ ଆଗମନ
ଭୁବନେଶ୍ୱର,୧୪ା୧୧: ଶୀତର ଆଗମନରେ ଗଞ୍ଜାମ ତଟବର୍ତ୍ତୀ ଅଞ୍ଚଳରେ ବିଭିନ୍ନ ବିଦେଶୀ ପକ୍ଷୀଙ୍କ ଆଗମନ ଆରମ୍ଭ ହୋଇଛି। ଛତ୍ରପୁର ତହସିଲ ଅନ୍ତର୍ଗତ ପାଇକପଡା ଅଞ୍ଚଳରେ ବିରଳ ଗ୍ଲୋସୀ ଆଇବିସ ଦେଖାଯାଉଛନ୍ତି। ସେମାନଙ୍କ ଦଳରେ ପଚାଶରୁ ଉର୍ଦ୍ଧ ପକ୍ଷୀ ରହିଛନ୍ତି l ଚାଷ କ୍ଷେତ…
ପୁଣି ଟୁଇଟର୍ରୁ ୪୪୦୦ କର୍ମଚାରୀଙ୍କୁ ଛଟେଇ କଲେ ମସ୍କ
ନ୍ୟୁୟର୍କ,୧୪।୧୧: ଟୁଇଟରର ମାଳିକାନା ହାସଲ କରିବା ପରଠାରୁ ଏଲନ ମସ୍କ କ୍ରମାଗତ ପରିବର୍ତ୍ତନ କରିଆସୁଛନ୍ତି। ୫୦ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବା ପରେ ପୁଣି ମସ୍କ କମ୍ପାନୀରୁ ୪୪୦୦-୫୫୦୦ ଚୁକ୍ତିରେ ରଖାଯାଇଥିବା କର୍ମଚାରୀଙ୍କୁ ବାହାର କରିଦେଇଛନ୍ତି। ବହୁ ସଂଖ୍ୟକ କର୍ମଚାରୀଙ୍କୁ ଛଟେଇ…
ଗଞ୍ଜାମରେ ଟ୍ରମାକେୟାର ସେଣ୍ଟର ଅଭାବ
ଛତ୍ରପୁର,୧୩ା୧୧(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ବଢ଼ୁଥିବା ବେଳେ ସେଥିରେ ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ରାଜ୍ୟରେ ସର୍ବାଧିକ ଦୁର୍ଘଟଣାଜନିତ ମୃତ୍ୟୁ ଗଞ୍ଜାମ ଜିଲାରେ ରହିଛି। ସଡକ ସୁରକ୍ଷା ନେଇ ସୁପ୍ରିମକୋର୍ଟ କମିଟିଙ୍କ ନିର୍ଦ୍ଦେଶ ଅନୁସାରେ ଜିଲାରେ…
ଟ୍ୱିନ ଟାୱାର ଭାଙ୍ଗିବା ପାଇଁ ଯେଉଁ ବିସ୍ଫୋରଣର ବ୍ୟବହାର କରାଯାଇଥିଲା, ଉଦୟପୁର ରେଲୱେ ବ୍ରିଜ ଆଟାକରେ ବ୍ୟବହାର ହୋଇଛି ସେହି ବିସ୍ଫୋରକ
ନୂଆଦିଲ୍ଲୀ,୧୪ ।୧୧: ହ୍ରଦର ନଗରୀ ଉଦୟପୁରର ଅହମଦାବାଦ ଆସୁଥିବା ରେଲୱେ ଟ୍ରାକ ଉପରେ ଓଢା ଗାଁ ନିକଟରେ ୧୩ ନଭେମ୍ବର ୨୦୨୨ ରାତିରେ ଏକ ବଡ ଧରଣର ବିସ୍ଫୋରଣ ହୋଇଛି । ଏହା ଏତେ ଶକ୍ତିଶାଳୀ ଥିଲା ଯେ ଏହାର ଶବ୍ଦ…
୨ ପ୍ରକଳ୍ପ ଦୁଇଥର ଶିଳାନ୍ୟାସ
ବାହାନଗା,୧୪ା୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଅଧୀନ ତାଳକୁରୁଣିଆ ପଞ୍ଚାୟତରେ ଦୁଇଟି ପ୍ରକଳ୍ପକୁ ୨ ଥର ଶିଳାନ୍ୟାସ କରାଯିବା ନେଇ ରାଜନୀତି ସରଗମ ହୋଇଛି। ବିଜେଡିକୁ ପଞ୍ଚାୟତରେ ମାତ୍ ଦେବାପାଇଁ ଭାଜପା ସକ୍ରିୟ ହୋଇଉଠିଛି। ପଞ୍ଚାୟତର ୨ଟି ପ୍ରକଳ୍ପକୁ ଗୋଟିଏ ଦିନରେ…
ଖର୍ଚ୍ଚାନ୍ତ ଆଳରେ ଖତ କରିଦେଲେ
ଭୁବନ, (ବିପିନ ବିହାରୀ ସେଠୀ)୧୪।୧୧(ଡି.ଏନ୍.ଏ.): ଭୁଶୁଡ଼ି ପଡ଼ିଛି ଡ୍ରେନେଜ୍ ବ୍ୟବସ୍ଥା। କେଉଁଠି ପୋତି ହୋଇ ରାସ୍ତାରେ ମିଶିଗଲାଣି ତ ଅନ୍ୟ କେଉଁଠି ନର୍ଦ୍ଦମାଜଳ ନିଷ୍କାସନ ପାଇଁ ବାଟ ମିଳୁନି। ଗଳିକନ୍ଦି ଆବର୍ଜନାମୁକ୍ତ ହୋଇପାରୁ ନ ଥିବାବେଳେ ମଶା ଡାଅଁାଶରେ କଲବଲ ହେଉଛନ୍ତି…
Archives


