Home Left

ଜମା ହୋଇଛି ୪.୫କୋଟି, ଖୋଳାଯାଉନି ନଳକୂପ

ସୋନପୁର,୨୬।୧୨(ନି.ପ୍ର.):ସରକାର ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ଓ ଉତ୍ପାଦନ ବୃଦ୍ଧି କଥା କହୁଛନ୍ତି। ଚାଷ ଜମିକୁ ଜଳସେଚନ ପାଇଁ ଅଗ୍ରାଧିକାର ଦିଆଯାଉଥିବା କୁହାଯାଉଛି। କିନ୍ତୁ ବାସ୍ତବ ସ୍ଥିତି ସମ୍ପୂର୍ଣ୍ଣ ଓଲଟା। ସୁବର୍ଣ୍ଣପୁର ଜିଲାର ୩୦୦୫ ଜଣ ଚାଷୀ ଗଭୀର ନଳକୂପ ଖନନ…

କାର୍‌-ବାଇକ୍‌ ମୁହାଁମୁହିଁ ଧକ୍କା

ଭଦ୍ରକ ଅଫିସ,୨୬ା୧୨: ୧୬ ନଂ. ଜାତୀୟ ରାଜପଥର ଭଦ୍ରକ ଗେଲପୁର ଠାରେ ଘନ କୁହୁଡି ଯୋଗୁ କାର୍‌ ଓ ବାଇକ୍‌ ମଧ୍ୟରେ ମୁହାମୁହିଁ ଧକ୍କା ହୋଇଥିଲା। ଏଥିରେ କାର୍‌ ଚାଳକ ଆହତ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି। କଟକ…

ଦୋକାନ ଛାତ ଉପରକୁ ଚଢିଗଲା ଷଣ୍ଢ: ଆଉ ତା’ପରେ…

ସୋସିଆଲ ମିଡିଆରେ ପ୍ରାୟତଃ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ,ଯାହା ସମସ୍ତଙ୍କ ଆଶ୍ଚର୍ଯ୍ୟ କରିଥାଏ। ନିକଟରେ ଷଣ୍ଢର ଏକ ଭିଡିଓ ଭାଇରାଲ ହୋଇଛି। ସାଧାରଣତଃ ରାସ୍ତାରେ ଷଣ୍ଢ ଯାଉଥିବାବେଳେ ଆକ୍ରମଣ ଭୟରେ ଲୋକେ ଷଣ୍ଢଠାରୁ ଦୂରେଇ ରହିବା ଆରମ୍ଭ କରନ୍ତି। କିନ୍ତୁ…

ଏମିତି ମନ୍ଦିର, ଯାହା ୪୫ ଡିଗ୍ରୀ ଢଳି କି ରହିଛି

ଦୁନିଆରେ ଏମିତି କିଛି ମନ୍ଦିର ରହିଛି, ଯାହା ଚମତ୍କାର ତାଲିକାରେ ଅନ୍ତର୍ଭୂକ୍ତ ନୁହେଁ, ତଥାପି ସେଗୁଡ଼ିକ ଏତେ ଅନନ୍ୟ ଯେ; ଯିଏ ଏହାକୁ ଦେଖେ ଆଶ୍ଚର୍ଯ୍ୟ ହୋଇଯାଏ। ଏମିତି ଏକ ମନ୍ଦିର ରହିଛି ତାଇଓ୍ବାନରେ। ଯାହା ମାଧ୍ୟାକର୍ଷଣ ବିପକ୍ଷରେ ଯାଇ ଭୂମିରେ…

ଅଶ୍ୱିନଙ୍କୁ ‘ବୈଜ୍ଞାନିକ’ ଆଖ୍ୟା ଦେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୬।୧୨: ବାଂଲାଦେଶ ବିପକ୍ଷରେ ରବିଚନ୍ଦ୍ରନ ଅଶ୍ୱିନ ଏବଂ ଶ୍ରେୟସ ଆୟର ଭାରତକୁ ପରାଜୟରୁ ମୁହଁରୁ ରକ୍ଷା କରିଥିଲେ। ଏହି ବିଜୟ ସହିତ ଭାରତୀୟ ଦଳ ମଧ୍ୟ ବାଂଲାଦେଶ ବିପକ୍ଷ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ୨-୦ରେ ଜିତିଛି। ୧୪୫ ରନ୍‌ର…

ଅଜବ ମାସ୍କ ପିନ୍ଧି ଖାଇବାରେ ବ୍ୟସ୍ତ ଜଣେ ବ୍ୟକ୍ତି, ଭିଡିଓ ଦେଖିଲେ…

କରୋନା ମହାମାରୀ ପୁଣି ଥରେ କାୟା ବିସ୍ତାର କଲାଣି। ଅତୀତରେ ସମଗ୍ର ବିଶ୍ୱରେ ଏହି ରୋଗରେ ଲକ୍ଷ ଲକ୍ଷ ଲୋକଙ୍କର ଜୀବନ ଯାଇଛି। ଚାଇନାରେ ଏହା ପୁଣିଥରେ ତା’ର ଭୟାବହତା ଦେଖାଇବା ଆରମ୍ଭ କରିଛି। ଏଭଳି ପରିସ୍ଥିତିରେ ସଂକ୍ରମଣରୁ ରକ୍ଷା ପାଇବା…

ଟେଷ୍ଟଠାରୁ ଟି-୨୦ ପର୍ଯ୍ୟନ୍ତ ସବୁଠି ଭାରତର ଦବ୍‌ଦବା

ନୂଆଦିଲ୍ଲୀ,୨୬।୧୨: ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ବାଂଲାଦେଶକୁ ୨-୦ରେ ପରାସ୍ତ କରିଛି। ଏହାସହ ଟିମ ଇଣ୍ଡିଆ ୨୦୨୨ ବର୍ଷର ଶେଷ ଟେଷ୍ଟ ସିରିଜ ଏବଂ ଶେଷ ମ୍ୟାଚ ଜିତିଥିଲା। ଯଦି ଟିମ ଇଣ୍ଡିଆର ଚଳିତବର୍ଷର ସମଗ୍ର ପ୍ରଦର୍ଶନକୁ ଦେଖାଯାଏ,…

ଗୁଜରାଟ ବିଜୟ ୨୦୨୪ ନିର୍ବାଚନ ଉପରେ ପକାଇବ ସକରାତ୍ମକ ପ୍ରଭାବ: ଶାହା

ନୂଆଦିଲ୍ଲୀ,୨୬ ।୧୨: ଗୁଜରାଟ ବିଧାନସଭା ନିର୍ବାଚନ ୨୦୨୨ରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ମିଳିଥିବା ଐତିହାସିକ ବିଜୟ ଆଗାମୀ ୨୦୨୪ ଲୋକ ସଭା ନିର୍ବାଚନ ଉପରେ ସକରାତ୍ମ ପ୍ରଭାକ ପକାଇବ । ଏହା ଦାବି କରିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା । ରବିବାର…

କୋବି ଗୋଟାକୁ ୩ ଟଙ୍କା

ଜଳେଶ୍ୱର, ୨୬ା୧୨(ଡି.ଏନ.ଏ.):ବାଲେଶ୍ୱର ଜିଲା ଜଳେଶ୍ୱର ଅଞ୍ଚଳରେ କୋବି ଚାଷୀମାନେ ଉଚିତ୍‌ ମୂଲ୍ୟ ନ ପାଇ ହତାଶ ହୋଇପଡିଛନ୍ତି। ଶୀତଳ ଭଣ୍ଡାର ନ ଥିବାରୁ ଚାଷୀ ଫୁଲ ଓ ବନ୍ଧାକୋବି ଗୋଟାକୁ ୩ଟଙ୍କାରେ ବିକ୍ରି କରି ବ୍ୟାପକ କ୍ଷତି ସହୁଛି। ୧ ଏକର…

ଦିଲ୍ଲୀରେ ୪ ଡିଗ୍ରୀ ପହଞ୍ଚିଲା ତାପମାତ୍ରା

ନୂଆଦିଲ୍ଲୀ,୨୬ ।୧୨: ଜାତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଇ ଦିଆଯାଇଛି କି ଆସନ୍ତା ୫ ଦିନ ଥରିବ ଉତ୍ତର ଭାରତ । ସେହିପରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହରିୟାଣା ଓ ଚଣ୍ଡିଗଡ଼ର କିଛି ଅଞ୍ଚଳରେ ଘନ କୁହୁଡି ଦେଖାଯିବ…

ଦିବ୍ୟାଙ୍ଗ ଦୁଃସାହସିକ କ୍ରୀଡ଼ା ଶିବିରରେ ଓଡ଼ିଶାରୁ ୧୧

ଭୁବନେଶ୍ୱର,୨୬ା୧୨(ସ୍ପୋଟର୍‌ସ ବ୍ୟୁରୋ): ପଶ୍ଚିମବଙ୍ଗ ରାଜ୍ୟ କ।ଲିମ ପୋଙ୍ଗ ଜିଲାର ଦୁର୍ଗମ ଜଙ୍ଗଲ ଓ ପାହାଡ଼ଭରା ଦାରସିଂ ଅଞ୍ଚଳରେ ଡିସେମ୍ବର ୧୮ରୁ ୨୩ ଯାଏ ଅନୁଷ୍ଠିତ ହୋଇଛି ଜାତୀୟ ଦୁଃସାହସିକ କ୍ରୀଡ଼ା ଓ ପ୍ରକୃତିକୁ ଚିହ୍ନିବା ଶିବିର। ୭ରୁ ୨୫ ବୟସ ବର୍ଗର…

ଅଦିତି, ସାର୍ଥକ, ଅଙ୍କିତ, ଅର୍ଣ୍ଣବ ଚାମ୍ପିୟନ୍‌

ଭୁବନେଶ୍ୱର,୨୬ା୧୨(ସ୍ପୋଟର୍‌ସ ବ୍ୟୁରୋ): ପ୍ରଥମ ପ୍ରସନ୍ନ କୁମାର ମଲ୍ଲିକ ଶିଶୁ ସ୍ମୃତି ଚେସ୍‌ ଚାମ୍ପିୟନଶିପ୍‌ରେ ବିଭିନ୍ନ ବୟସ ବର୍ଗରେ ଅଦିତି, ସାର୍ଥକ, ଅଙ୍କିତ, ଅର୍ଣ୍ଣବ ଚାମ୍ପିୟନ୍‌ ଆଖ୍ୟା ଅର୍ଜନ କରିଛନ୍ତି। ୭ ବର୍ଷରୁ କମ୍‌ ବୟସ ବର୍ଗରେ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ଅଦିତି ମହାରଣା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri