Home Left

ଏବେ ଓଟିଟିରେ ଉପଲବ୍ଧ ‘ଥ୍ୟାଙ୍କ୍‌ ଗଡ୍‌’

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତା ଅଜୟ ଦେବଗନଙ୍କ ଫିଲ୍ମ ‘ଦୃଶ୍ୟମ-୨’ ବକ୍ସ ଅଫିସରେ ଧମାକାଦାର ଆୟ କରିଛି। ‘ଦୃଶ୍ୟମ-୨’ ପୂର୍ବରୁ ଅଜୟଙ୍କ ଫିଲ୍ମ ‘ଥ୍ୟାଙ୍କ୍‌ ଗଡ୍‌’ ରିଲିଜ୍‌ ହୋଇଥିଲା। ଏହି ଫିଲ୍ମରେ ସେ ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହ ନଜର ଆସିଥିଲେ। ହେଲେ…

ପ୍ରଥମ ଦିବସରେ ଓଡ଼ିଶା ୨୧୩ରେ ସୀମିତ

ଡେରାଡୁନ୍‌,୨୧ା୧୨: ରଣଜୀ ଟ୍ରଫିରେ ଓଡ଼ିଶା ଦଳ ଉତ୍ତରାଖଣ୍ଡ ବିପକ୍ଷରେ ଏହାର ଦ୍ୱିତୀୟ ମ୍ୟାଚ ଖେଳିଛି। ପ୍ରଥମ ଦିନରେ ଓଡ଼ିଶା ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୨୧୩ ରନ୍‌ରେ ସୀମିତ ରହିଛି। ଜବାବରେ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଉତ୍ତରାଖଣ୍ଡ ବିନା…

ପ୍ୟାରିସ ଲୋକାରଣ୍ୟ

ପ୍ୟାରିସ୍‌,୨୧ା୧୨(ପି.ଟି): ବିଶ୍ୱକପ୍‌ ଫାଇନାଲରେ ଫ୍ରାନ୍ସ ଦଳ ପରାଜିତ ହୋଇଥିଲେ ହେଁ ପ୍ୟାରିସରେ ଦଳକୁ ମିଳିଛି ଅଦ୍ଭୂତପୂର୍ବ ସ୍ବାଗତ। କିଲିଆନ୍‌ ଏମ୍‌ବାପେ ଏବଂ ଦଳର ଅନ୍ୟ ସମସ୍ତ ସଦସ୍ୟ ଚାର୍ଲସ ଡେ ଗଲ୍ଲେ ବିମାନ ବନ୍ଦରରେ ପହଞ୍ଚିବା ପରେ ଲକ୍ଷ ଲକ୍ଷ ସମର୍ଥକ…

ଭାରତ ଜୁନିୟର ଦଳରେ ଓଡ଼ିଶାର ୪

ରାଉରକେଲା ଅଫିସ,୨୧ା୧୨: ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ପୁରୁଷ ହକି ବିଶ୍ୱକପ୍‌ ଖେଳାଯିବାକୁ ଆଉ ଅଳ୍ପଦିନ ବାକି ରହିଛି। ଏଥିପାଇଁ ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଅନ୍ୟପଟେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ହକି ବିଶ୍ୱକପକୁ ଅଧିକ ରୋମାଞ୍ଚକ କରିବା…

ଦକ୍ଷିଣ ଆଫ୍ରିକା ଟି୨୦ ଲିଗ୍‌ରେ ପୁରସ୍କାର ୩୩.୫ କୋଟି

କେପ୍‌ଟାଉନ୍‌, ୨୧ା୧୨ (ପି.ଟି.): ଉଦ୍‌ଘାଟନୀ ଦକ୍ଷିଣ ଆଫ୍ରିକା ଟି୨୦ ଲିଗ୍‌ ପାଇଁ ମୋଟ ପୁରସ୍କାର ରାଶି ୭୦ ନିୟୁତ ର଼୍ୟାଣ୍ଡ (ପ୍ରାୟ ୩୩.୫ କୋଟି ଟଙ୍କା) ରଖାଯାଇଛି। ଦକ୍ଷିଣ ଆଫ୍ରିକା ଫ୍ରାଞ୍ଚାଇଜ୍‌ କ୍ରିକେଟ ଇତିହାସରେ ଏହା ସର୍ବାଧିକ। ଏହି ଫ୍ରାଞ୍ଚାଇଜ୍‌ଭିତ୍ତିକ ଟୁର୍ନାମେଣ୍ଟ…

ଡୋପିଂ ପାଇଁ କିପ୍‌ୟୋକି ୬ ବର୍ଷ ବାସନ୍ଦ

ମୋନାକୋ, ୨୧ା୧୨ (ଏପି): ଡୋପିଂ ଓ ଟାମ୍ପରିଂ ପାଇଁ କେନିଆ ମାରାଥନର ଡାଏନା କିପ୍‌ୟୋକି ୬ ବର୍ଷ ବାସନ୍ଦ ହୋଇଛନ୍ତି। ଏଥିସହିତ ତାଙ୍କଠାରୁ ୨୦୨୧ ବୋଷ୍ଟନ ମାରାଥନ ଟାଇଟଲ ପ୍ରତ୍ୟାହାର କରାଯାଇଥିବା ଆଥଲେଟିକ୍ସ ଇଣ୍ଟିଗ୍ରିଟି ୟୁନିଟ୍‌ (ଏଆଇୟୁ) ମଙ୍ଗଳବାର ପ୍ରକାଶ କରିଛି।…

ଜମିବାଡ଼ି ଲୋଭରେ ଖୁଡ଼ୀଙ୍କୁ ହତ୍ୟା କରିଥିଲେ ପୁତୁରା

ଟେନସା,୨୧ା୧୨(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲା କୋଇଡା ଥାନା ଅନ୍ତର୍ଗତ ଶଗଡ଼ଭଙ୍ଗା ଜଙ୍ଗଲରୁ ଗତ ୧୨ ତାରିଖ ଦିନ ଜଣେ ଅଚିହ୍ନା ମହିଳାଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୋଲିସ ଜବତ କରିଥିଲା। ମଙ୍ଗଳବାର ଦିନ ଏହି ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି କୋଇଡା…

ଜଗା ୟୁନାଇଟେଡ୍‌ ସେମିଫାଇନାଲରେ

ଭୁବନେଶ୍ୱର, ୨୧ା୧୨ (ସ୍ପୋଟର୍‌ସ ବ୍ୟୁରୋ): ଶିବଶକ୍ତି କ୍ଲବ ଆନୁକୂଲ୍ୟରେ ଚାଲିଥିବା ତମାଣ୍ଡୋ କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟରେ ଜଗା ୟୁନାଇଟେଡ୍‌ ସେମିଫାଇନାଲରେ ପ୍ରବେଶ କରିଛି। ମଙ୍ଗଳବାର ଭୁବନେଶ୍ୱରର ଦୁଇ ଦଳ କିଶୋର କ୍ଲବ ଓ ଜଗା ୟୁନାଇଟେଡ ମଧ୍ୟରେ ଖେଳାଯାଇଥିବା କ୍ୱାର୍ଟରଫାଇନାଲ ମ୍ୟାଚର…

ଭାରତକୁ ୫୪ରନରେ ହରାଇଲା ଅଷ୍ଟ୍ରେଲିଆ

ମୁମ୍ବାଇ, ୨୧ା୧୨ (ପି.ଟି.): ଭାରତ ବିପକ୍ଷ ୫ମ ତଥା ଅନ୍ତିମ ଅନ୍ତର୍ଜାତୀୟ ମହିଳା ଟି୨୦ କ୍ରିକେଟ ମ୍ୟାଚରେ ଅଷ୍ଟ୍ରେଲିଆ ୫୪ ରନରେ ବିଜୟୀ ହୋଇଛି। ଏଥିସହିତ ଦଳ ୫ ମ୍ୟାଚ ବିଶିଷ୍ଟ ସିରିଜରେ ୪-୧ରେ ଅଗ୍ରଣୀ ଲାଭ କରିଛି। ୧୯୭ ରନର…

ବର୍ଷେ ନ ପୂରୁଣୁ ଦବିଲା ବ୍ରିଜ୍‌

ନୂଆପଡ଼ା ଅଫିସ,୨୧।୧୨: ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ପେଣ୍ଡରାବନ୍ଧଠାରେ ୩୫୩ ନମ୍ବର ଜାତୀୟ ରାଜପଥ ଉପରେ ନିର୍ମାଣାଧୀନ ବ୍ରିଜ ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ବ୍ରିଜର ଉଭୟ ପାର୍ଶ୍ୱ ଦବିବାରେ ଲାଗିଛି। ଏହି ରାସ୍ତାରେ ଭାରିଯାନ ଚଳାଚଳ ବିପଦପୂର୍ଣ୍ଣ ହୋଇପଡିଛି।…

୧୨୭୭୬ ପ୍ଲଟ୍‌ରେ ମିଛ ଧାନଚାଷ

ସୋନପୁର, ୨୧।୧୨(ନି.ପ୍ର.): ଚାଷ ନାହିଁ, ହେଲେ ଜମିରେ ଖରିଫ ଚାଷ ହୋଇଛି ଦର୍ଶାଇ ବିଭାଗ ପାଖରେ ଶତାଧିକ ଚାଷୀ ପଞ୍ଜୀକରଣ କରିଛନ୍ତି। ସରକାରଙ୍କ ପକ୍ଷରୁ ହୋଇଥିବା ସାଟେଲାଇଟ୍‌ ସର୍ଭେ କିନ୍ତୁ ଏହି ଜାଲିଆତି ଧରାପକାଇଛି। ପଞ୍ଜୀକରଣ ହୋଇଥିବା ଜମି କେଉଁଠି ଘାସବଣ…

ଚର୍ଚ୍ଚାରେ ଭାରତୀୟ-ନାଇଜେରୀୟ ଦମ୍ପତି

ଅବୁଜା: ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଭାରତୀୟ- ନାଇଜେରୀୟା ଦମ୍ପତିଙ୍କୁ ଦେଖିବାକୁ ମିଳିଛି। ସୂଚନା ଯେ, ଚେନ୍ନାଇରେ ରହୁଥିବା କଳ୍ପନା ନାଇଜେରିଆର ଲୋଗେସ୍‌ରେ ରହୁଥିବା ଟାମିଣ୍ଡେ ଅକିନିମି ପ୍ରଥମ ଥର ପାଇଁ ୨୦୧୫ରେ ସାକ୍ଷାତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri