Home Left

ନାଇଜେରିଆ ଇଦୋର ରେଲୱେ ଷ୍ଟେଶନରୁ ୩୦ ଲୋକଙ୍କୁ ଅପହରଣ କଲେ ବନ୍ଧୁକଧାରୀ

ଅବୁଜା,୯ ।୧: ନାଇଜେରିଆର ଦକ୍ଷିଣ ଭାଗରେ ଇଦୋରେ ଅଜ୍ଞାତ ବନ୍ଧୁକଧାରୀମାନେ ଏକ ରେଳୱେ ଷ୍ଟେଶନ ଉପରେ ଆକ୍ରମଣ କରିଛନ୍ତି । ସେଠାରୁ ସେମାନେ ଅତିକମରେ ୩୨ ଜଣ ଲୋକଙ୍କୁ ଅପହରଣ କରିନେଇଥିବା ଜଣାପଡିଛି । ଅଧିକାରୀମାନେ କହିଛନ୍ତି ଏହି ଘଟଣା ଶନିବାର…

ଭାନୁଅତୁରେ ଭୂକମ୍ପ

ପୋର୍ଟ ଭିଲା,୮ ।୧: ଭାନୁଅତୁରେ ରବିବାର ଏକ ଭୂକମ୍ପ ଅନୁଭୁତ ହୋଇଛି । ଭୁକମ୍ପର କେନ୍ଦ୍ରସ୍ଥଳ ପୋର୍ଟ ଓଲରି ଉପକୂଳ ରହିଥିଲା । ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ବିଭାଗ ଅନୁଯାୟୀ, ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୨ ରହିଥିଲା । ପ୍ରଶାନ୍ତ…

ପୁଣି ଅଲଗା ହେଲେ କାଇଲି ଜେନର-ଟ୍ରୋଭିସ ସ୍କଟ

ଲସ ଆଞ୍ଜେଲସ: ପୁଅର ପ୍ରଥମ ଜନ୍ମଦିନ ପୂର୍ବରୁ ପୁଣିଥରେ ଅଲଗା ହୋଇଯାଇଛନ୍ତି କାଇଲି ଜେନର ଓ ଟ୍ରୋଭିସ ସ୍କଟ । ଦ ମିରରର ରିପୋର୍ଟ ଅନୁଯାୟୀ, ଦମ୍ପତଙ୍କର ୪ ବର୍ଷର ଏକ କନ୍ୟା ସନ୍ତାନ ଷ୍ଟାର୍ମି ୱେବେଷ୍ଟର ରହିଛନ୍ତି । ୩୧…

ଜୟପୁର ବିମାନବନ୍ଦରରୁ ସପ୍ତାହର ସବୁଦିନ ଉଡ଼ିବ ବିମାନ

ଜୟପୁର,୮।୧(ନି.ପ୍ର.): ଜୟପୁର ବିମାନବନ୍ଦରରୁ ଏଣିକି ସପ୍ତାହର ସବୁଦିନ ବିମାନ ଉଡ଼ିବ। ରବିବାର ମଧ୍ୟ ଭୁବନେଶ୍ୱର-ଜୟପୁର-ବିଶାଖାପାଟଣାକୁ ବିମାନ ଚଳାଚଳ କରିବ ବୋଲି ଇଣ୍ଡିଆ ଓ୍ବାନ୍‌ ଏୟାର ପକ୍ଷରୁ କୁହାଯାଇଛି। ଅନ୍ୟ ଦିନ ଭଳି ରବିବାର ପୂର୍ବାହ୍ନ ୧୧ଟା୧୦ରେ ବିମାନ ଭୁବନେଶ୍ୱରରୁ ବାହାରି ଜୟପୁରରେ…

ଆନ୍ଧ୍ରପ୍ରଦେଶରେ ଦାଦନ ଶ୍ରମିକ ନିଖୋଜ

ଖପ୍ରାଖୋଲ,୮ା୧(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ସଦର ମହକୁମା ଗାଁର ଜଣେ ଦାଦନ ଶ୍ରମିକ କାମ ପାଇଁ ଟ୍ରେନ ଯୋଗେ ଗତ ୫ତାରିଖ ମାଡ୍ରାସକୁ ଇଟା ଗଢିବା ପାଇଁ ପରିବାର ସହ ଯାଉଥିଲେ। ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡା ରେଳଷ୍ଟେଶନରୁ ସେ ନିଖୋଜ ହୋଇଯାଇଥିବା…

ଶହେ ଜଣ ପ୍ରଶଂସକଙ୍କୁ ମନାଲି ବୁଲାଇବେ ବିଜୟ ଦେବରକୋଣ୍ଡା

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ବିଜୟ ଦେବରକୋଣ୍ଡାଙ୍କୁ କିଏ ବା ନ ଜାଣେ । ଅଭିନେତାଙ୍କର ରହିଛନ୍ତି ବହୁତ ବଡ ଫ୍ୟାନ ଫଲୋଇଂ । ହେଲେ ବିଜୟଙ୍କର ଯେତିକି ପ୍ରଶଂସକ ରହିଛନ୍ତି ତା’ଠାରୁ ବଡ ରହିଛି ବିଜୟଙ୍କ ଦିଲ୍ । ରବିବାର ଅଭିନେତା…

ଜୋଷୀମଠ ଯିବ ଏନ୍‌ଡିଏମ୍‌ଏ ଟିମ୍‌

ନୂଆଦିଲ୍ଲୀ,୮ା୧: ଉତ୍ତରାଖଣ୍ଡ ଜୋଷୀମଠରେ ଦେଖାଦେଇଥିବା ସଙ୍କଟର ମୁକାବିଲା ପାଇଁ ରବିବାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)ରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ. ମିଶ୍ର ବୈଠକରେ ଅଧ୍ୟକ୍ଷତା କରିଥିଲେ। ସମସ୍ୟାର ସମାଧାନ ପାଇଁ ଯୋଜନା ପ୍ରଣୟନ କରି ରିପୋର୍ଟ…

ହୀରାକୁଦରେ ପକ୍ଷୀଗଣନା ଶେଷ

ସମ୍ବଲପୁର,୮ା୧(ବ୍ୟୁରୋ): ସମ୍ବଲପୁର ହୀରାକୁଦ ଜଳଭଣ୍ଡାରରେ ରବିବାର ଦିନିକିଆ ବିଦେଶୀ ପକ୍ଷୀ ଗଣନା ଶେଷ ହୋଇଛି। ୧୦ ତାରିଖରେ ପକ୍ଷୀଗଣନା ରିପୋର୍ଟ ପ୍ରକାଶ ପାଇବ । ବିଗତ ବର୍ଷ ଅପେକ୍ଷା ଚଳିତବର୍ଷ ହୀରାକୁଦ ଜଳଭଣ୍ଡାରକୁ ଅଧିକ ପକ୍ଷୀ ଆସିଥିବା ଆଶା କରାଯାଉଛି। ସମ୍ବଲପୁର…

ଜୋଷୀମଠ ଘଟଣାକୁ ନେଇ ରିପୋର୍ଟ ଦାଖଲ କଲେ ଉତ୍ତରାଖଣ୍ଡ ସରକାରଙ୍କ କମିଟି

ଡେରାଡୁନ,୮ ।୧: ଉତ୍ତରାଖଣ୍ଡର ଜୋଷୀମଠରେ ମାଟି ଧସିବା ଯୋଗୁଁ ବହୁଘରେ ଫାଟ ସୃଷ୍ଟି ହୋଇଛି । ଏହି ଘଟଣାର ଯାଞ୍ଚ ପାଇଁ ଉତ୍ତରାଖଣ୍ଡ ସରକାର ୮ ଜଣିଆ ସଦସ୍ୟ ବିଶିଷ୍ଟ ଏକ କମିଟି ଗଠନ କରିଥିଲେ । ରବିବାର ଏହି କମିଟି…

୧୦ ଡିଗ୍ରୀ ତଳେ ୨୧ ସହର ତାପମାତ୍ରା

ଭୁବନେଶ୍ୱର, ୮।୧(ବ୍ୟୁରୋ)- ରାଜ୍ୟରେ ଗତ ଦୁଇ ଦିନ ହେବ ପ୍ରବଳ ଥଣ୍ଡା ପଡ଼ିଛି। ଅଳ୍ପ କିଛି ଦିନର ବ୍ୟବଧାନ ପରେ ପୁଣି ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ବଢ଼ିଛି। ରବିବାର ଓଡ଼ିଶାର ୨୧ଟି ସହରରେ ତାପମାତ୍ରା ୧୦ଡିଗ୍ରୀ ତଳେ ରହିଥିଲା। ଏନେଇ…

ପଞ୍ଜାବରେ ନିଜ ଦମ୍‌ରେ ଏକେଲା ୨୦୨୪ ଲୋକ ସଭା ନିର୍ବାଚନ ଲଢିବ ଭାଜପା: ଅଶ୍ୱିନି ଶର୍ମା

ମାଲୋଟ,୮ ।୧: ଆସନ୍ତା ୨୦୨୪ ଲୋକ ସଭା ନିର୍ବାଚନ ଭାରତୀୟ ଜନତା ପାର୍ଟି(ଭାଜପା) ପଞ୍ଜାବରେ ନିଜ ଦମରେ ଲଢିବ । ପଞ୍ଜାବରେ ଥିବା ସମସ୍ତ ୧୩ଟି ଲୋକ ସଭା ଆସନରେ ଭାଜପା ଏକେଲା ଲଢିବ । ଏହା କହିଛନ୍ତି ଭାଜପାର ପଞ୍ଜାବ…

ପ୍ରସିଦ୍ଧି ଅର୍ଜନକୁ ନେଇ ଏମିତି କହିଲେ କୋହଲି

ନୂଆଦିଲ୍ଲୀ,୮।୧: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ବାଂଲାଦେଶ ବିପକ୍ଷ ଦିନିକିଆ ଏବଂ ଟେଷ୍ଟ ସିରିଜ ପରେ ବିରାଟ କୋହଲି ବିଶ୍ରାମ ନେଉଛନ୍ତି। ସେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରୁ ଦଳକୁ ଫେରିବେ। ଏହି ସିରିଜ ପୂର୍ବରୁ ସେ ଇନଷ୍ଟାଗ୍ରାମରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri