ହକି ବିଶ୍ୱକପ୍କୁ ଭବ୍ୟ ସ୍ବାଗତ: ଶୋଭାଯାତ୍ରାରେ ୨୦୦ ଫୁଟର ଜାତୀୟ ପତାକା
ଦେବଗଡ଼,୫ା୧(ଡି.ଏନ୍.ଏ.) ପୁରୁଷ ହକି ବିଶ୍ୱକପ୍ ଟ୍ରଫିକୁ ଗୁରୁବାର ସକାଳେ ଦେବଗଡ଼ ଜିଲା ପ୍ରଶାସନ ପକ୍ଷରୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି। ଏହି ଅବସରରେ ଇନ୍ଧିରା ଗାନ୍ଧୀ ଷ୍ଟାଡିୟମଠାରୁ ଜିଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ହକି ରନ୍ କରାଯାଇଥିଲା। ଏପରିକି ସ୍କୁଲ ଛାତ୍ରୀଛାତ୍ରଙ୍କ ମଧ୍ୟରେ…
ବିଶ୍ୱକପ୍ରୁ ବାଦ୍ ପଡିପାରନ୍ତି ପନ୍ତ
ନୂଆଦିଲ୍ଲୀ,୫।୧: ଭାରତୀୟ ଉଇକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କ ଦୁର୍ଘଟଣା ପରେ ଏବେ ସେ ଚିକିତ୍ସାଧୀନ ଅଛନ୍ତି। ପନ୍ତଙ୍କ ଏହି ଦୁର୍ଘଟଣା ପରେ ସେ ଚଳିତ ବର୍ଷ ହେବାକୁ ଥିବା ଟି-୨୦ ବିଶ୍ୱକପ୍ରେ ସାମିଲ ହେବେ ବୋଲି କୁହାଯାଉଥିଲା। ହେଲେ ବର୍ତ୍ତମାନ…
ଶ୍ରୀଲଙ୍କାର ଦମ୍ଦାର ବ୍ୟାଟିଂ
ପୁଣେ,୫।୧: ପୁଣେ ସ୍ଥିତ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଗୁରୁବାର ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ଶ୍ରୀଲଙ୍କା ବ୍ୟାଟିଂ ଆରମ୍ଭ କରିଛି। ଶ୍ରୀଲଙ୍କାର…
ବାପାଙ୍କୁ ହତ୍ୟା କରି ଘରେ ପୋତି ଥିଲା ପୁଅ
ଭବାନୀପାଟଣା,୫।୧(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅଧୀନ କାଡମ ଗାଁରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବାପାଙ୍କୁ ହତ୍ୟା କରି ଏକ ଭଙ୍ଗା ଦଦରା ଘରେ ପୋତି ଦେଇଥିଲେ ଜହ୍ଲାଦ ପୁଅ। ଏହି ଘଟଣା ୧ ତାରିଖରେ ଘଟିଥିବା…
ମୁକେଶ ଅମ୍ବାନୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ
ମୁମ୍ବାଇ,୫।୧: ଉତ୍ତରପ୍ରଦେଶ ସରକାର ନିଜ ରାଜ୍ୟରେ ଶିଳ୍ପ ଆଣିବା ପାଇଁ ଜୋରସୋରରେ ଲାଗିପଡ଼ିଛନ୍ତି। ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୁମ୍ବାଇରେ ପହଞ୍ଚିଛନ୍ତି। ଯେଉଁଠାରେ ସେ ଲଗାତର ଭାବେ ଉଦ୍ୟୋଗପତିଙ୍କୁ ଭେଟୁଛନ୍ତି। ଗୁରୁବାର ଯୋଗୀ ଆଦିତ୍ୟନାଥ ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ତଥା ଏମ୍ଡି…
ଝିଅଙ୍କୁ କମେଣ୍ଟ ମାରୁଥିଲେ ଯୁବକ, ଥାନାରେ ଅଭିଯୋଗ ପରେ ବାପାଙ୍କୁ ଆକ୍ରମଣ
ଆନନ୍ଦପୁର,୫।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌରପରିଷଦ ୪ନଂ ଓ୍ବାର୍ଡ ତଳସାହିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ଆକ୍ରମଣର ଶିକାର ହୋଇ ଗୁରୁତର ଅବସ୍ଥାରେ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ସେ ହେଲେ ୪ନଂ ଓ୍ବାଡର୍ର୍ର କ୍ଷେତ୍ରମୋହନ…
ରାଗିଂ ଘଟଣାରେ ବିଜେବି କଲେଜର ୪ ଛାତ୍ର ନିଲମ୍ବିତ
ଭୁବନେଶ୍ୱର,୫।୧(ବ୍ୟୁରୋ): ବିଜେବି କଲେଜରେ ରାଗିଂ ଘଟଣାରେ ଗୁରୁବାର କଲେଜ କର୍ତ୍ତୃପକ୍ଷ ୪ ଛାତ୍ରଙ୍କୁ ସସ୍ପେଣ୍ଡ କରିଛନ୍ତି। ଅନ୍ୟପକ୍ଷେ, ପୋଲିସ ସମ୍ପୃକ୍ତ ୪ ଛାତ୍ରଙ୍କୁ ଗିରଫ କରି ତଦନ୍ତ ଚଳାଇଛି। ୪ ଛାତ୍ର ହେଲେ ସାଇ ପ୍ରିୟ ରଞ୍ଜନ ଭୋଇ, ସୂର୍ଯ୍ୟକାନ୍ତ ସେଠୀ,…
କେନ୍ଦୁଝର ଗସ୍ତରେ ଯିବେ ରାଜ୍ୟପାଳ
କେନ୍ଦୁଝର,୫।୧(ସ୍ବ.ପ୍ର.): ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶୁକ୍ରବାର କେନ୍ଦୁଝର ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ସେ ଭୁବନେଶ୍ୱର ବିମାନବନ୍ଦରରୁ ସ୍ବତନ୍ତ୍ର ହେଲିକପ୍ଟର ବାହାରି ଯୋଡା ଟିସ୍କୋ ହେଲିପ୍ୟାଡ୍ରେ ପହଞ୍ଚିବେ। ସେଠାରୁ ସେ ଯୋଡା ଭ୍ୟୁକୁ ଯାଇ କିଛି ସମୟ ବିଶ୍ରାମ କରିବା…
ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ପ୍ରସ୍ତୁତି ଶେଷ: ଶୀତୁଆ ସନ୍ଧ୍ୟାରେ ଜମିବ ସାଂସ୍କୃତିକ କାର୍ଯ୍ୟକ୍ରମ
ଦାରିଙ୍ଗବାଡ଼ି,୫।୧(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ଶନିବାର ସନ୍ଧ୍ୟାର ଶୀତ ମହୋତ୍ସବ ଉଦ୍ଘାଟିତ ହେବ। ଏନେଇ ଗୁରୁବାର ଅପରାହ୍ନରେ ଶୀତ ମହୋତ୍ସବ କମିଟିର ଚୂଡ଼ାନ୍ତ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କମିଟି ସଭାପତି ତଥା ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଅଧ୍ୟକ୍ଷତା କରଥିଲେ।…
ମହାମାରୀ ପରେ ଭାରତର ଅର୍ଥବ୍ୟବସ୍ଥା ଭଲ ଅଛି: ନଡ୍ଡା
ବେଙ୍ଗାଲୁର,୫।୧: କୋଭିଡ-୧୯ ପରେ ମଧ୍ୟ ଦେଶରେ ଅର୍ଥନୀତି ମଜଭୂତ ହୋଇଛି। କର୍ନାଟକ ଗସ୍ତରେ ଥିବା ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଗୁରୁବାର ତୁମକୁରରେ ଅନୁଷ୍ଠିତ ଶକ୍ତି କେନ୍ଦ୍ର ପ୍ରମୂଖ ସମ୍ମିଳନୀରେ ଏହା କହିଛନ୍ତି। ସେ କହିଛନ୍ତି, କରୋନା ଏବଂ ରୁଷିଆ-ୟୁକ୍ରେନ୍…
କାଞ୍ଝାଓ୍ବାଲା ମାମଲା: ୪ଦିନିଆ ରିମାଣ୍ଡରେ ୫ଅଭିଯୁକ୍ତ
ନୂଆଦିଲ୍ଲୀ,୫।୧: ଦିଲ୍ଲୀ କାଞ୍ଝାଓ୍ବାଲାରେ ହିଟ୍ ଆଣ୍ଡ ରନ୍ ମାମଲା ଏବେ ଚର୍ଚ୍ଚାରେ ରହିଛି। ଏହି ମାମଲାରେ ଏଭଳି ଅନେକ ପ୍ରଶ୍ନ ରହିଛି ଯାହାର ଉତ୍ତର ଏପର୍ଯ୍ୟନ୍ତ ମିଳିନାହିଁ। ଗୁରୁବାର ଗିରଫ ହୋଇଥିବା ୫ଜଣ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଏହାପରେ କୋର୍ଟ…
ଶୁକ୍ରବାର ଦିଲ୍ଲୀରେ ଏମ୍ସିଡି ମେୟର ନିର୍ବାଚନ: ବ୍ୟବହାର ହେବ ୩ରଙ୍ଗର ବାଲାଟ ପେପର
ନୂଆଦିଲ୍ଲୀ,୫।୧: ଦିଲ୍ଲୀରେ ଏମ୍ସିଡି ନିର୍ବାଚନ ପରେ ବର୍ତ୍ତମାନ ମେୟର ନିର୍ବାଚନ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି। ଜାନୁଆରୀ ୬ ଅର୍ଥାତ୍ ଶୁକ୍ରବାର ଦିଲ୍ଲୀ ଏମ୍ସିଡିର ମେୟର ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏଥିସହ ଡେପୁଟି ମେୟର ଓ ଷ୍ଟାଣ୍ଡିଂ କମିଟିର…
Archives


