ଗୋପରେ ଗ୍ୟାସ, ତୈଳ ସନ୍ଧାନ ପ୍ରସଙ୍ଗ: ପେଟ୍ରୋଲ ରି-ଫାଇନ ଲାଗି ପହଞ୍ଚିଲା ୧୧ ମେଶିନ
ଗୋପ,୯।୧(ଡି.ଏନ୍.ଏ.): ପୁରୀ ଜିଲା ଗୋପ ନିକଟସ୍ଥ କୁଶୁପୁରୁରେ ପ୍ରାକୃତିକ ଗ୍ୟାସ ସହିତ ପେଟ୍ରୋଲ, ଡିଜେଲ ବାହାରିବା ନେଇ ରବିବାର ୪ଟି ରାଜ୍ୟରୁ ୧୧ଟି ଅତ୍ୟାଧୁନିକ ମେଶିନ ପହଞ୍ଚିଛି। ଏହି ଅତ୍ୟାଧୁନିକ ମେଶିନ ଦ୍ବାରା ପ୍ରାୟ ୯ ଶହ ଫୁଟ ତଳୁ ବାହାରିବା…
ୟେସ୍ ୱାଲର୍ଡର ନୂତନ ଉତ୍ପାଦ ଉନ୍ମୋଚିତ
ନୂଆଦିଲ୍ଲୀ,୯।୧: ଅନ୍ତଃରାଷ୍ଟ୍ରୀୟ କ୍ଲାଇମେଟ୍ ଟେକ୍ କମ୍ପାନୀ ୟେସ୍ ୱାଲର୍ଡ୍ କ୍ଲାଇମେଟ୍ ଟେକ୍ ପିଟିଇ ଲିଃ.ର ନୂତନ ଉତ୍ପାଦ ନିକଟରେ ଉନ୍ମୋଚନ କରାଯାଇଛି। ବିଶେଷ କରି ଘରର ଝରକାଗୁଡିକ ପାଇଁ ବିଶ୍ୱର ପ୍ରଥମ ଶକ୍ତି ଦକ୍ଷ ଗ୍ଲାସ୍ ସଲ୍ୟୁଶନର ଶୁଭାରମ୍ଭ କରାଯାଇଛି। ୟେସ୍…
ଆକ୍ସିସ୍ ଇଣ୍ଡେକ୍ସ ଫଣ୍ଡ୍ର ଶୁଭାରମ୍ଭ
ନୂଆଦିଲ୍ଲୀ,୯।୧: ଆକ୍ସିସ ମ୍ୟୁଚୁଆଲ ଫଣ୍ଡର ନୂଆ ଆକ୍ସିସ୍ କ୍ରିସିଲ ଆଇବିଏକ୍ସ ୫୦:୫୦ ଗିଲ୍ଟ ପ୍ଲସ ଏସ୍ଡିଏଲ ଜୁନ ୨୦୨୮ ‘ଇଣ୍ଡେକ୍ସ ଫଣ୍ଡ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏଥିରେ କୌଣସି ପ୍ରଯୁଜ୍ୟ ଏକ୍ସିଟ ଲୋଡ଼ ନାହିଁ, ଏହି ନୂଆ ଫଣ୍ଡ ଅଫର…
ଢେଙ୍କାନାଳ ସୀମାରେ ନରହନ୍ତା ହାତୀ
ଢେଙ୍କାନାଳ ଅଫିସ/ଅନୁଗୋଳ ଅଫିସ,୯ା୧: ଅନୁଗୋଳ ଜିଲା ଛେଳିଆପଡ଼ା, ଅଙ୍ଗାରବନ୍ଧ, ବାରସିଙ୍ଗା, ବଅଁରପାଳର ଗଡ଼ସନ୍ତ୍ରୀ ଅଞ୍ଚଳରେ ଆତଙ୍କ ସୃଷ୍ଟି କରି ୪ ଜୀବନ ନେଇଥିବା ନରହନ୍ତା ହାତୀ ଢେଙ୍କାନାଳମୁହଁା ହୋଇଛି। ଶନିବାର ସନ୍ଧ୍ୟାରେ ଉକ୍ତ ହାତୀ ହିନ୍ଦୋଳ ରେଞ୍ଜ୍ ସଞ୍ଜପଡ଼ା ଅଞ୍ଚଳରେ ପ୍ରବେଶ…
ମୋନେଟ ପାୱାରକୁ କାର୍ଯ୍ୟକ୍ଷମ କରାଇବ ଜେଏସ୍ପିଏଲ୍
ନୂଆଦିଲ୍ଲୀ,୯।୧: ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ତଥା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସ୍ପିଏଲ୍)ର ନୂତନ ଅଧିଗ୍ରହଣ କମ୍ପାନୀ ମୋନେଟ ପାୱାରର ଭିତ୍ତିଭୂମି ବିକାଶ କାର୍ଯ୍ୟରେ ଜେଏସପିଏଲ ପ୍ରାୟ ୧୫୦୦ କୋଟି ଟଙ୍କା ବିନିଯୋଗ କରିବ ବୋଲି ଜେଏସ୍ପିଏଲ୍ର ଏମ୍ଡି…
ଭିତରକନିକାରେ ୧,୮୫୨ ବିଦେଶୀ ପକ୍ଷୀ ବଢ଼ିଲେ
ରାଜନଗର,୯ା୧(ଡି.ଏନ.ଏ.): ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଚଳିତ ମାସ ୬ ତାରିଖରେ ବନ ବିଭାଗ ପକ୍ଷରୁ ହୋଇଥିବା ଗଣନାରୁ ଏହା ଜଣାପଡିଛି। ଗତବର୍ଷ ଭିତରକନିକାକୁ ୧ ଲକ୍ଷ ୩୮ ହଜାର ୧୦୭ଟି ପକ୍ଷୀ ଆସିଥିବା…
ଲାପ୍ରୋସ୍କୋପିକ୍ ସର୍ଜରି ଜନକ ଡା. ଟେହେମ୍ଟନଙ୍କ ବିୟୋଗ
ମୁମ୍ବାଇ, ୯।୧:ଲାପ୍ରୋସ୍କୋପିକ୍ ସର୍ଜରିର ଜନକ ଭାବେ ଜଣାଯାଉଥିବା ଡା. ଟେହେମଟୋନ ଇ. ଉଦଗାଡିୟାଙ୍କ ଶନିବାର ବିଳମ୍ବିତ ରାତିରେ ପରଲୋକ ଘଟିଛି। ଅସୁସ୍ଥତା କାରଣରୁ ଟେହେମ୍ଟନ ମୁମ୍ବାଇସ୍ଥିତ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ୨୦୧୭ରେ ଟେହେମ୍ଟନଙ୍କୁ ପଦ୍ମଭୂଷଣ ସମ୍ମାନ ପ୍ରଦାନ କରାଯାଇଥିଲା।…
କେରଳର ସ୍କୁଲ ଡ୍ରପ୍ଆଉଟ୍ ଆମେରିକାରେ ଜଜ୍
ଓ୍ବାଶିଂଟନ୍, ୯।୧: ଭାରତୀୟ ବଂଶୋଦ୍ଭବ ସୁରେନ୍ଦ୍ରନ୍ କେ. ପଟେଲ ନିକଟରେ ଆମେରିକା ଟେକ୍ସାସର ଡିଷ୍ଟ୍ରିକ୍ଟ ଜଜ୍ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ୫୧ ବର୍ଷୀୟ ସୁରେନ୍ଦ୍ରନ୍ଙ୍କ ଘର କେରଳର କାସାରଗୋଡ଼ରେ । କେରଳର ସ୍କୁଲରୁ ଡ୍ରପ୍ଆଉଟ୍ ହେବାପରେ ସୁରେନ୍ଦ୍ରନ୍ ପରିବାର ଚଳାଇବା…
ରାଉରକେଲା ବିମାନବନ୍ଦରରୁ ୬ଗୁଳି ଧରାପଡ଼ିଲା
ରାଉରକେଲା ଅଫିସ,୯ା୧: ରାଉରକେଲା ସହରକୁ ବିମାନସେବା ଆରମ୍ଭ ହେବାର ଦିନକ ପରେ ରବିବାର ସ୍ଥାନୀୟ ବିମାନ ବନ୍ଦରରୁ ଜଣେ ଯାତ୍ରୀଙ୍କଠାରୁ ୬ଟି ଗୁଳି ଧରାପଡିଛି। ଯାତ୍ରୀ ଜଣଙ୍କ ଜଣେ ଔଷଧ ବ୍ୟବସାୟୀ ହୋଇଥିବାବେଳେ ସେ ବିମାନରେ ଚଢ଼ିବା ପୂର୍ବରୁ ସିକ୍ୟୁରିଟି ସ୍କାନରରେ…
ଶ୍ରୀଲଙ୍କାକୁ ଭାରତ ଦେଲା ୭୫ ଯାତ୍ରୀବାହୀ ବସ, ପଡୋଶୀ ଭାବେ ପୂର୍ବରୁ ବି କରିଛି ସାହାଯ୍ୟ
କଲମ୍ବୋ,୯ ।୧: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାକୁ ଏଥିରୁ ବାହାରିବାକୁ ଭାରତ ପୁଣିଥରେ ସହଯୋଗର ହାତ ବଢାଇଛି । ଯାତାୟତ ସମ୍ବନ୍ଧିତ ଢାଞ୍ଚାକୁ ମଜଭୁତ କରିବାକୁ ଭାରତ ଶ୍ରୀଲଙ୍କାକୁ ୭୫ଟି ଯାତ୍ରୀବାହୀ ବସ ଯୋଗାଇ ଦେଇଛି । ଶ୍ରୀଲଙ୍କାରେ…
ଅର୍ଚ୍ଚନାଙ୍କ ବେଆଇନ ଅର୍ଥ କାରବାର ମାମଲା: ଆଜି ଚାର୍ଜଶିଟ୍ ଦାଖଲ କରିବ ଇଡି
ଭୁବନେଶ୍ୱର,୯।୧(ବ୍ୟୁରୋ): ବେଆଇନ ଅର୍ଥ କାରବାର ମାମଲାରେ ଚର୍ଚ୍ଚିତ ବ୍ଲାକ୍ମେଲର ଅର୍ଚ୍ଚନା ନାଗ, ସ୍ବାମୀ ଜଗବନ୍ଧୁ ଚାନ୍ଦ ଓ ବ୍ୟବସାୟିକ ସହଯୋଗୀ ଖଗେଶ୍ୱର ପାତ୍ର ଝାରପଡ଼ା ଜେଲରେ ରହିଛନ୍ତି। ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଏହି ତିନି ଅଭିଯୁକ୍ତଙ୍କ ବିରୋଧରେ…
ଇମ୍ରାନଙ୍କ ଦାବି ପିଟିଆଇକୁ ଦୁର୍ବଳ କରିବାକୁ ହେଉଥିବା ଷଡଯନ୍ତ୍ରରେ ପାକ ସେନା ସାମିଲ
ଇସଲାମାବାଦ,୯ ।୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ସେନାକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ତାଙ୍କ ଦଳ ତହରିକ-ଏ-ଇନସାଫ(ପିଟିଆଇ)କୁ ଦୁର୍ବଳ କରିବାକୁ ସେନା ଷଡଯନ୍ତ୍ର କରୁଛି । ଫଳରେ ପାକିସ୍ତାନରେ ଦୁର୍ବଳ ସରକାର ହେବ । ମିଡିଆ ରିପୋର୍ଟ…
Archives


