Home Left

ଏମ୍‌ଇଏମ୍‌ସି ଇନ୍‌ସ୍ପେକ୍ସନ୍‌ ଉଇକିର ଶୁଭାରମ୍ଭ

ନୂଆଦିଲ୍ଲୀ,୪।୧: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍ସଲର ମିତ୍ତଲ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌ (ଏଏମ୍‌ଆଇପିଏଲ୍‌) ଏବଂ ଇଣ୍ଡିଆନ ବ୍ୟୁରୋ ଅଫ୍‌ ମାଇନ୍ସ (ଆଇବିଏମ୍‌) ର ଭୁବନେଶ୍ୱର କାର୍ଯ୍ୟାଳୟ ସହଯୋଗରେ ୨୪ତମ ଖଣି ପରିବେଶ ଏବଂ ଖଣିଜ ସଂରକ୍ଷଣ (ଏମ୍‌ଇଏମ୍‌ସି) ସପ୍ତାହ ନିକଟରେ…

ସୁଶୀଲ ଜେଏସ୍‌ଏଲ୍‌ର ନୂତନ ସିଏଚ୍‌ଆର୍‌ଓ

ନୂଆଦିଲ୍ଲୀ,୪।୧: ଦେଶର ପ୍ରମୁଖ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ନିର୍ମାତା ତଥା ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ନୂତନ ମୁଖ୍ୟ ମାନବ ସମ୍ବଳ ଅଧିକାରୀ (ସିଏଚ୍‌ଆର୍‌ଓ) ଭାବେ ସୁଶୀଲ ବାୱେଜାଙ୍କୁ ନିକଟରେ ନିଯୁକ୍ତି ଦିଆଯାଇଥିବା ଜେଏସ୍‌ଏଲ୍‌ ପକ୍ଷରୁ କୁହାଯାଇଛି। ଏହାପୂର୍ବରୁ ସୁଶୀଲ ଡିସିଏମ୍‌ ଶ୍ରୀରାମ…

‘କଟକ ଷ୍ଟେଶନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା’

ଭୁବନେଶ୍ୱର, ୪।୧: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ରୂପନାରାୟଣ ସୁନକର ମଙ୍ଗଳବାର କଟକ ଷ୍ଟେଶନ ନିରୀକ୍ଷଣକରି ଚାଲୁ ରହିଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଏପରିକି ଏହି ପରିପ୍ରେକ୍ଷୀରେ ରେଳପଥର ବରିଷ୍ଠ ଅଧିକାରୀମାନେ ପ୍ରକଳ୍ପ ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟ ସମ୍ବନ୍ଧରେ ମହାପ୍ରବନ୍ଧକଙ୍କୁ…

ପୃଥକ୍‌ ଦୁର୍ଘଟଣା: ୩ ଜୀବନ ଗଲା

ଭଞ୍ଜନଗର/ପୁରୁଷୋତ୍ତମପୁର/ପାରଳାଖେମୁଣ୍ଡି,୪।୧(ଡି.ଏନ.ଏ): ଗଞ୍ଜାମ ଓ ଗଜପତି ଜିଲାରେ ମଙ୍ଗଳବାର ପୃଥକ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ଯୁବ ଆଇନଜୀବୀ ଓ ଜଣେ ଅବସରପ୍ରାପ୍ତ ଶିକ୍ଷକ ଅଛନ୍ତି। ଭଞ୍ଜନଗର ବାର୍‌ ଆସୋସିଏଶନର ଯୁବ ଆଇନଜୀବୀ ସୁରଜିତ ପଣ୍ଡାଙ୍କ କୌଣସି…

ଘରୁ ବାହାରି ପାରୁନାହାନ୍ତି ୯ ପରିବାର

ବାହାନଗା, ୪।୧(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଆରୁହାବାଡ ପଞ୍ଚାୟତ ରୂପଖଣ୍ଡ ଗ୍ରାମରେ ଥିବା ଗୋଚର ଜମି ଉପରେ ଏକ ରାସ୍ତାକୁ ଏକ ପରିବାର ପକ୍ଷରୁ ଅବରୋଧ କରି ରାସ୍ତା ମଝିରେ ବାଡ ଘେରି ଦେଇଛନ୍ତି। ଫଳରେ ୯ଟି ପରିବାର ଘରୁ…

୧୬% ବୃଦ୍ଧି ପାଇଛି କୋଇଲା ଉତ୍ପାଦନ

ନୂଆଦିଲ୍ଲୀ, ୪।୧: ଗତ ଆର୍ଥିକ ବର୍ଷ ଅପେକ୍ଷା ଚଳିତ ଆର୍ଥିକ ବର୍ଷର ୩ୟ ତ୍ରୈ ମାସିକ ଶେଷ ସୁଦ୍ଧା ଦେଶର କୋଇଲା ଉତ୍ପାଦନ ବୃଦ୍ଧି ପାଇଥିବା କୋଲ ଇଣ୍ଡିଆ ପକ୍ଷରୁ କୁହାଯାଇଛି। ଏପରିକି ୨୦୨୨-୨୩ ବର୍ଷର ପ୍ରଥମ ୯ମାସ (ଏପ୍ରିଲରୁ ଡିସେମ୍ବର)…

ଉଠାଦୋକାନୀଙ୍କୁ ଥଇଥାନ ଦାବି ତେଜିଲା

ବାଲେଶ୍ୱର ଅଫିସ, ୪।୧: ବାଲେଶ୍ୱର ପୌରାଞ୍ଚଳର ୧୩ ଓ ୧୪ ନଂ. ୱାର୍ଡର ବିସ୍ଥାପିତ ଉଠା ଦୋକାନୀମାନଙ୍କୁ ସ୍ଥାୟୀ ଥଇଥାନ ନିମନ୍ତେ ମଙ୍ଗଳବାର ରାଜ୍ୟ ଯୁବମୋର୍ଚ୍ଚା ଉପସଭାପତି ମାନସ କୁମାର ଦତ୍ତଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲାପାଳଙ୍କୁ ସାକ୍ଷାତ୍‌…

ୱିଣ୍ଡଫଲ୍‌ ଟିକସ ହାର ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୪।୧: ଅନ୍ତଃରାଷ୍ଟ୍ରୀୟ ତୈଳ ବଜାରରେ ଅଶୋଧିତ ତୈଳର ମୂଲ୍ୟ କ୍ରମାଗତ ଭାବେ ହ୍ରାସ ପାଉଥିବା ବେଳେ ଭାରତରେ ତା’ର ପ୍ରଭାବ ଦେଖିବାକୁ ମିଳୁନାହିଁ। ଫଳରେ ସବୁ ବର୍ଗର ଗ୍ରାହକ ଉଭୟ ସରକାର ଓ ତୈଳ କମ୍ପାନୀଗୁଡ଼ିକ ଉପରେ ଅସନ୍ତୋଷ ପ୍ରକାଶ କରୁଛନ୍ତି।…

ଶିମିଳିପାଳରେ ବନାଗ୍ନି ରୋକିବା ଲାଗି ତତ୍ପରତା

ବାରିପଦା ଅଫିସ,୪।୧: ଶିମିଳିପାଳ ଅଭୟାରଣ୍ୟରେ ବନାଗ୍ନି ରୋକିବା ନିମନ୍ତେ ବନ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏନେଇ ଆଞ୍ଚଳିକ କ୍ଷେତ୍ର ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଆଞ୍ଚଳିକ…

ବୁରୁଜରୁ ଛୋଟ ପଥର କାଢି ବଡ଼ ଲଗାଅ

ଜଗତ୍‌ସିଂହପୁର ଅଫିସ, ୪ା୧: ବର୍ଷା ଦିନ ଆସିଲେ ଜଗତ୍‌ସିଂହପୁର ଜିଲାର ନଦୀକୂଳିଆ ଲୋକେ ଚିନ୍ତାରେ ପଡିଯାଆନ୍ତି। ବିଶେଷକରି ଦେବୀ ନଦୀର ବିଭିନ୍ନ ସ୍ଥାନରେ ବିପଦ ଆଶଙ୍କା ପ୍ରକାଶ ପାଏ । ସମ୍ଭାବ୍ୟ ପରିସ୍ଥିତିକୁ ଏଡାଇବା ପାଇଁ କିଛି ସ୍ଥାନରେ କାମ ଚାଲିଛି…

ନିଯୁକ୍ତି କ୍ଷେତ୍ରରେ ମିଥ୍ୟା ରିପୋର୍ଟ ପ୍ରକାଶ କରୁଛନ୍ତି ସରକାର: ଭାଜପା

ଭୁବନେଶ୍ବର, ୪।୧(ବ୍ୟୁରୋ): ରାଜ୍ୟ ସରକାର ବେକାରି ଯୁବକଙ୍କୁ ମିଛ କହି ପ୍ରତାରଣା କରିବା ସହ ଭୁଆଁ ବୁଲାଉଛନ୍ତି। ସରକାର ବାହାବା ନେବା ଲାଗି ଯୁବକଙ୍କୁ ରୋଜଗାର ଯୋଗାଉଥିବା କଥା କହୁଛନ୍ତି। କିନ୍ତୁ ବାସ୍ତବରେ ବେରୋଜଗାରରେ ଓଡ଼ିଶାର ସ୍ଥିତି ଅତ୍ୟନ୍ତ ଦୟନୀୟ। ଏନ୍‌ସିଆର୍‌ବି…

ରାହୁଲ ଜଣେ ଯୋଦ୍ଧା: ପ୍ରିୟଙ୍କା

ଗାଜିଆବାଦ୍‌, ୪।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜଣେ ଯୋଦ୍ଧା। ଶାସକ ଦଳର ପରାକ୍ରମରେ ସେ ଭୟ କରୁ ନ ଥିବା ଦଳୀୟ ନେତ୍ରୀ ତଥା ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତି। ମଙ୍ଗଳବାର ଭାରତ ଯୋଡ଼ୋ ଯାତ୍ରା ଦିଲ୍ଳୀରୁ ଉତ୍ତର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri