ଓଡ଼ିଶା ଓପନ୍ ଟ୍ରାପ୍ ଶୁଟିଂ:ରଶ୍ମି, ଅବିନାଶଙ୍କୁ ପ୍ରଥମ ସ୍ଥାନ
ଭୁବନେଶ୍ୱର,୯ା୧ (ସ୍ପୋଟର୍ସ ବ୍ୟୁରୋ): ଚନ୍ଦକା ସ୍ଥିତ ମନୋରମା ପ୍ରପର୍ଟିଜ୍ରେ ପ୍ରଥମ ଓଡ଼ିଶା ଓପନ୍ ଟ୍ରାପ୍ ଶୁଟିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ନବନିର୍ମିତ ଟ୍ରାପ୍ ଶୁଟିଂ ରେଞ୍ଜକୁ ସଂଘର ଉପସଭାପତି କଳିକେଶ ନାରାୟଣ ସିଂଦେଓ ଉଦ୍ଘାଟନ କରିଥିଲେ। ପ୍ରତିଯୋଗିତାରେ ପୁରୁଷ ବିଭାଗରେ ଅବିନାଶ…
ସବୁ ଏମ୍ସ ହେବ ଉତ୍କର୍ଷ କେନ୍ଦ୍ର:ମାଣ୍ଡଭ୍ୟ
ଭୁବେନଶ୍ବର,୯ା୧(ବ୍ୟୁରୋ): ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ବଡି (ସିଆଇବି)ର ୬ଷ୍ଠ ବୈଠକ ରବିବାର ଭୁବନେଶ୍ବର ଏମ୍ସରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ମନସୁଖ ମାଣ୍ଡଭ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଡା. ଭାରତୀ…
ଇଣ୍ଡିଆନ ଓପନ୍ ଗେଟ୍ବଲ ଉଦ୍ଘାଟିତ
ଭୁବନେଶ୍ୱର, ୯।୧(କ୍ରୀଡ଼ା ପ୍ରତିନିଧି): ଇଣ୍ଡିଆନ ଓପନ ଗେଟ୍ବଲ (ଆଇଜିୟୁ) ଟୁର୍ନାମେଣ୍ଟର ନବମ ସଂସ୍କରଣ ରବିବାର କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଉଦ୍ଘାଟିତ ହୋଇଯାଇଛି। ସୋଆ ବିଶ୍ୱବିଦ୍ୟାଳୟ କୁଳପତି ଅଶୋକ କୁମାର ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲେ। ଏହି ସମାରୋହରେ…
ଜୋକୋଭିଚ୍ଙ୍କୁ ଆଡିଲେଡ୍ ଇଣ୍ଟରନ୍ୟାଶନାଲ ଟାଇଟଲ୍
ଆଡିଲେଡ୍, ୯ା୧(ପି.ଟି.): ସର୍ବିଆର ନୋଭାକ୍ ଜୋକୋଭିଚ୍ ରବିବାର ଆଡିଲେଡ୍ ଇଣ୍ଟରନ୍ୟାଶନାଲ ଟେନିସ ଟାଇଟଲ ବିଜୟୀ ହୋଇଛନ୍ତି। ଅଷ୍ଟ୍ରେଲିଆନ୍ ଓପନ୍ ପ୍ରସ୍ତୁତି ପାଇଁ ଏହି ଟୁର୍ନାମେଣ୍ଟ ଖେଳିଥିବା ଜୋକୋଭିଚ୍ ଆମେରିକାର ଅଣସିଡେଡ୍ ଖେଳାଳି ସେବାଷ୍ଟିଆନ୍ କୋର୍ଡାଙ୍କୁ ୬-୭(୮), ୭-୬(୩) ଓ ୬-୪ ସେଟ୍ରେ…
ଦୁର୍ଘଟଣାରେ ରେସର କୁମାରଙ୍କ ମୃତ୍ୟୁ
ଚେନ୍ନାଇ,୯ା୧(ପି.ଟି.): ସ୍ଥାନୀୟ ମାଡ୍ରାସ ଇଣ୍ଟରନ୍ୟାଶନାଲ ସର୍କିଟରେ ରବିବାର ଅନୁଷ୍ଠିତ ଏମ୍ଆର୍ଏଫ୍ ଏମ୍ଏମ୍ଏସ୍ସି ଏଫ୍ଏମ୍ଏସ୍ସିଆଇ ଇଣ୍ଡିଆନ ନ୍ୟାଶନାଲ କାର୍ ରେସିଂ ଚାମ୍ପିୟନଶିପ୍ର ଦ୍ୱିତୀୟ ରାଉଣ୍ଡରେ ଏକ ଦୁର୍ଘଟଣା ଘଟିଛି। ଏଥିରେ ରେସ୍ର କେ.ଇ. କୁମାରଙ୍କ ମୃତ୍ୟୁ ଘଟିଛି। ତାଙ୍କୁ ୫୭ବର୍ଷ ବୟସ ହୋଇଥିଲା।…
ଷ୍ଟେଶନ ପ୍ଲାଟଫର୍ମରେ ପଡ଼ି ମହିଳା ମୃତ
ପୁରୀ ଅଫିସ,୯ା୧: ପୁରୀ ରେଲଓ୍ବେ ଷ୍ଟେଶନରେ ଏକ ଅଘଟଣ ଘଟିଛି। ଷ୍ଟେଶନର ୬ନଂ. ପ୍ଲାଟଫର୍ମରେ ଠେଲାପେଲାରେ ତଳେ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତା ହେଲେ ପୁରୀ ଜିଲା ଡେଲାଙ୍ଗ ଥାନା ଅଞ୍ଚଳର କୁନିମଣି ନାୟକ। ଏ ନେଇ ରେଲଓ୍ବେ…
ଉଦ୍ଧାର ନାବାଳିକା ବର୍ଷେ ପରେ ଫେରିଲେ ନାଗାଲାଣ୍ଡ
ଖୋର୍ଦ୍ଧା ଅଫିସ,୯ା୧: ବର୍ଷେ ତଳେ ଭୁବନେଶ୍ୱର ରେଳଷ୍ଟେଶନରୁ ଉଦ୍ଧାର ହୋଇଥିବା ନାବାଳିକା ଖୋର୍ଦ୍ଧା ଜିଲା ପ୍ରଶାସନର ସହଯୋଗକ୍ରମେ ନିଜ ରାଜ୍ୟ ନାଗାଲାଣ୍ଡକୁ ଫେରିଯାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଗତବର୍ଷ ଫେବୃୟାରୀ ୫ରେ ଭୁବନେଶ୍ୱର ରେଲୱେ ଷ୍ଟେଶନରେ ରେଲଓ୍ବେ ଚାଇଲ୍ଡ ଲାଇନ ନାଗାଲାଣ୍ଡର…
ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହାସଲ କରିବ ସ୍କୋଡା
ନୂଆଦିଲ୍ଲୀ,୯।୧: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ସ୍କୋଡା ଅଟୋ ଇଣ୍ଡିଆ ୨୦୨୩-୨୪ ଆର୍ଥିକ ବର୍ଷରେ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହାସଲ କରିବ ବୋଲି ଆକଳନ କରାଯାଇଛି। ଏପରିକି କମ୍ପାନୀ ତ୍ୱରାନ୍ବିତ ଅଭିବୃଦ୍ଧିର ଏକ ଏଜେଣ୍ଡା ସହ ୨୦୨୩ ପାଇଁ ତା’ର…
ସଂସଦ ଭବନରେ ଧସେଇ ପଶିଲେ ପୂର୍ବତନ ରାଷ୍ଟ୍ରପତି ବୋଲସୋନାରୋଙ୍କ ସମର୍ଥକ
ବ୍ରାସିଲିଆ,୯ ।୧: ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ଜାୟର ବୋଲସୋନାରୋଙ୍କ ସମର୍ଥକ ରାଜଧାନୀ ବ୍ରାସିଲିଆରେ ପୁଣିଥରେ ହଙ୍ଗାମା କରିଥିବା ଦେଖାଯାଇଛି । ଗତ ସପ୍ତାହରେ ଲୁଇଜ ଇନାସିଓ ଲୁଲା ଡି ସିଲଭା ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଏହାକୁ ବିରୋଧକରି ପ୍ରଦର୍ଶନକାରୀ…
ନନ୍ଦନକାନନକୁ ଆସିଲା ଉଦ୍ଧାର ଗାଡ଼ଭାଲୁ
ବାରଙ୍ଗ,୯।୧(ଡି.ଏନ୍.ଏ.): ଢେଙ୍କାନାଳ ଡିଭିଜନ କପିଳାସ ରେଞ୍ଜରୁ ଉଦ୍ଧାର ମାଈ ଗାଡ଼ଭାଲୁ ରବିବାର ଅପରାହ୍ନରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଛି। ଭାଲୁର ଦେହ ଓ ଗୋଡ଼ରେ ଶକ୍ତ ଆଘାତ ଲାଗିଥିବାରୁ ସେ ଠିକରେ ଚାଲି ପାରୁନାହିଁ। ସେ ଅସୁସ୍ଥ ଥିବାରୁ କର୍ତ୍ତୃପକ୍ଷ ପ୍ରଥମେ…
ଉତ୍ପାଦ ବର୍ଗର ବିସ୍ତାରକୁ ଗୁରୁତ୍ୱାରୋପ
ନୂଆଦିଲ୍ଲୀ,୯।୧: ଦେଶର ପ୍ରମୁଖ ଗୃହୋପକରଣ ନିର୍ମାତା କମ୍ପାନୀ ସୋମାନି ସେରାମିକ୍ସ ଲିମିଟେଡ ପକ୍ଷରୁ ନିକଟରେ ଏକ ରାଜ୍ୟସ୍ତରୀୟ ଡିଲର ମିଟ୍ର ଆୟୋଜନ କରାଯାଇଥିଲା। ବିଶେଷକରି ପୁରୀ ଜଗନ୍ନାଥଧାମରେ ବ୍ରାଣ୍ଡ୍ର ଏକ୍ସକ୍ଲୁସିଭ ସୋମାନି ଇଜି ଫିକ୍ସ ଡିଲର ମିଟ୍ ସମ୍ପର୍କରେ ଘୋଷଣା କରାଯାଇଥିଲା।…
ରୁଙ୍ଗ୍ଟା ଷ୍ଟିଲ୍ ଓୟାର ରଡ୍ର ନୂଆ ଟିଭିସି
ନୂଆଦିଲ୍ଲୀ,୯।୧ : ରୁଙ୍ଗ୍ଟା ମାଇନ୍ସ ଲିମିଟେଡ୍ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ନୂଆ ଟିଭିସି ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ବଲିଉଡ୍ ତାରକା ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କୁ ନେଇ କମ୍ପାନୀ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ନୂଆ ଟିଭି ବିଜ୍ଞାପନକୁ ନିକଟରେ…
Archives


