Home Left

ଓଜନ କମାଉଥିଲେ

ମୋଟା ଫିଗର ଯେମିତି ପର୍ସନାଲିଟିରେ ଆଞ୍ଚ ଆଣିଥାଏ। ଯେଉଁଥିପାଇଁ ଓଜନ କମାଇବା ଲାଗି ଅନେକେ ବିଭିନ୍ନ ଉପାୟ ଆପଣାଉଛନ୍ତି। ହେଲେ କେହିକେହି ସୁଫଳ ପାଇବା ବଦଳରେ ଏହାର ନକାରାତ୍ମକ ପ୍ରଭାବର ଶିକାର ମଧ୍ୟ ହେଉଛନ୍ତି। ତେଣୁ ଓଜନ କମାଉଥିଲେ କେଉଁ ସବୁ…

ଫଟୋଶୁଟ୍‌ ଆଳରେ କିଆରାଙ୍କ ଗାଲରେ ଚୁମ୍ବନ ଦେଇଥିଲେ ବରୁଣ, ରାଗି ଯାଇଥିଲେ ସିଦ୍ଧାର୍ଥ !

ବମ୍ବେ: ଅଭିନେତା ବରୁଣ ଧାଓ୍ବନଙ୍କ ଯୋଗୁ ସାଥୀ କିଆରା ଆଡଭାଣୀଙ୍କ ଉପରେ ରାଗିଥିଲେ ସିଦ୍ଧାର୍ଥ ମଲହୋତ୍ରା। ଏହା ପଛରେ କାରଣଟି ଥିଲା ଚୁମ୍ବନ। ହଁ, ଫିଲ୍ମ ‘ଯୁଗ ଯୁଗ ଜିୟୋ’ର ପ୍ରମୋଶନ ସମୟରେ ଏକ ଫଟୋଶୁଟ୍‌ ଲାଗି ପୋଜ୍‌ ଦେଉଥିଲେ ବରୁଣ-କିଆରା।…

ହାର୍ଦ୍ଦିକଙ୍କ ‘ନୂତନ ଟିମ୍‌ ଇଣ୍ଡିଆ’: ଏହି ୫ ଖେଳାଳି ପାଲଟିଲେ ସିରିଜର ହିରୋ…

ନୂଆଦିଲ୍ଲୀ,୮।୧: ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜରେ ଜବରଦସ୍ତ ପ୍ରଦର୍ଶନ କରିଛି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ‘ନୂତନ ଟିମ୍‌ ଇଣ୍ଡିଆ’। ରାଜକୋଟରେ ଶନିବାର ଖେଳାଯାଇଥିବା ନିର୍ଣ୍ଣାୟକ ମୁକାବିଲା ବିଜୟ ସହ ୨-୧ରେ ସିରିଜକୁ ଜିତିଛି ଦଳ। ତେବେ ଏହି ସିରିଜରୁ ଅନେକ ବରିଷ୍ଠ…

ଭିଡ଼ ଭିତରେ ହାତ ଛାଡ଼ି ଏମିତି ସାଇକେଲ ଚଲାଉଛନ୍ତି ବ୍ୟକ୍ତି, ଭିଡିଓ ଦେଖିଲେ କହିବେ…

ସୋସିଆଲ ମିଡିଆରେ ଆମେ ଅନେକ ପ୍ରତିଭାଧାରୀଙ୍କୁ ଦେଖିବାକୁ ପାଇଥାଉ। ବେଳେବେଳେ ଏମିତି ଦୃଶ୍ୟ ଦେଖିବାକୁ ମିଳିଥାଏ, ଯାହା ଆଖିକୁ ମଧ୍ୟ ବିଶ୍ୱାସ କରିହୁଏ ନାହିଁ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ ବ୍ୟକ୍ତି ସାଇକେଲ ସହିତ ଅଜବ…

ସମାଜଧର୍ମୀ କାର୍ଯ୍ୟ ଦେଉଛି ଆତ୍ମସନ୍ତୋଷ

ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ୍‌ର ୨୦ ଜଣ ଯୁବକ ସ୍ଥାନୀୟ ଅଞ୍ଚଳର ସାମାଜିକ ବିକାଶ ସହ ଉନ୍ନତି ଲକ୍ଷ୍ୟରେ ୨୦୧୭ ମସିହାରେ ଗଠନ କରିଥିଲେ ‘ପଠାଣି ସାମନ୍ତ ପୂଜ୍ୟପୂଜା ଅନୁଷ୍ଠାନ’। ସେବେଠୁ ସ୍ବଚ୍ଛ ଭାରତ ମିଶନ ଯୋଜନାରେ ବିଭିନ୍ନ ଅଞ୍ଚଳକୁ ସଫାସୁତୁରା…

ନବଦିଗନ୍ତ

ନୂଆବର୍ଷ ଆରମ୍ଭ ସହିତ ମନରେ ବି ଅସୁମାରି ସ୍ବପ୍ନ। ସଫଳ କ୍ୟାରିୟର ଗଢ଼ି ନିଜକୁ ରୋଜଗାରକ୍ଷମ କରିବାକୁ ଏକ ନୂଆ ସଂକଳ୍ପ। ଆଉ ଏହା ସେହିମାନଙ୍କ କ୍ଷେତ୍ରରେ ସାକାର ହୁଏ ଯାହା ପାଖରେ ଥାଏ ଗଭୀର ନିଷ୍ଠା, ଦୃଢ଼ ମନୋବଳ ଓ…

କେଶରୀ ନାଥ ତ୍ରିପାଠୀଙ୍କ ରାଜନୈତିକ ଜୀବନର କେତେକ ରୋଚକ କାହାଣୀ…

ପ୍ରୟାଗରାଜ,୮।୧ : ଭାଜପାର ବରିଷ୍ଠ ନେତା ତଥା ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ କେଶରୀ ନାଥ ତ୍ରିପାଠୀଙ୍କର ରବିବାର ଦେହାନ୍ତ ହୋଇଛି। ଉତ୍ତରପ୍ରଦେଶ ବିଧାନସଭାର ପୂର୍ବତନ ବାଚସ୍ପତି କେଶରୀ ନାଥ ତ୍ରିପାଠୀ ନିଶ୍ୱାସ ପ୍ରଶ୍ୱାସ ନେବା କାରଣରୁ ପ୍ରୟାଗରାଜସ୍ଥିତ ଏକ ଘରୋଇ ଡାକ୍ତରଖାନାରେ…

ଗଞ୍ଜାମ ଏସ୍‌ପି ଭାବେ ଦାୟିତ୍ୱ ନେଲେ ଜଗମୋହନ ମୀନା

ଛତ୍ରପୁର,୮।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ନୂତନ ଏସ୍‌ପି ଭାବେ ଆଇପିଏସ୍‌ ଅଧିକାରୀ ଜଗମୋହନ ମୀନା ରବିବାର କାର୍ଯ୍ୟରେ ଯୋଗ ଦେଇଛନ୍ତି । ଜିଲାର ଆଇନ ଶୃଙ୍ଖଳା ପରିସ୍ଥିତି ସହ ଅପରାଧୀ ସମସ୍ୟା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି ଯୋଗ ଦେବା ଅବସରରେ…

କନାକୁଣ୍ଡ ପିକ୍‌ନିକ ସ୍ପଟ୍‌ ସିଲ୍‌ ହେଲା

ସୁନ୍ଦରଗଡ,୮।୧(ଡି.ଏନ.ଏ.): ସୁନ୍ଦରଗଡ ଜିଲା ବାଲିଶଙ୍କରା ବ୍ଲକ ତଳସରା ଥାନା ଅନ୍ତର୍ଗତ ଘୋଘର ଗ୍ରାମ ନିକଟ ଇବ ନଦୀର କନାକୁଣ୍ଡ ଘାଟ ପିକ୍‌ନିକ ସ୍ପଟ କୁ ପରିଶେଷରେ ସିଲ୍‌ କରିଛି ପ୍ରଶାସନ। ଉପଜିଲାପାଳ ଏହି ସ୍ଥାନର ଚାରିପାଖରେ ବ୍ୟାରିକେଟ ଲଗାଇବା ଓ ଦୁଇଜଣ ପୋଲିସ…

ଗୋଠଛଡ଼ା ଗଜ ପାଇଁ ସ୍ଥିତି ଗମ୍ଭୀର

ଅନୁଗୋଳ ଅଫିସ,୮।୧: ଢେଙ୍କାନାଳରୁ ଅନୁଗୋଳ ବନଖଣ୍ଡକୁ ଚାଲି ଆସିଥିବା ୨୫ ହାତୀ ମଧ୍ୟରୁ ଗୋଟିଏ ଗୋଠଛଡ଼ା ମାଈ ହାତୀ ଅନୁଗୋଳ ସଦର ଥାନା ଓ ବଅଁରପାଳ ଥାନା ଅଞ୍ଚଳରେ ଶନିବାର ଗମ୍ଭୀର ସ୍ଥିତି ସୃଷ୍ଟି ହୋଇଛି। ଭୋର୍‌ ସମୟରେ ଏହି ମାଈ…

ଶିଶୁପୁତ୍ରର ଯୌନାଙ୍ଗ କାଟିନେଲେ ଦୁର୍ବୃତ୍ତ

ପାଟଣା,୮ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଚେମେଣା ପଞ୍ଚାୟତ ଭୃଙ୍ଗରାଜପଶି ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଶନିବାର ଜଣେ ୨ ବର୍ଷ ୨ ମାସ  ଶିଶୁପୁତ୍ରର ଯୌନାଙ୍ଗକୁ କେହି ଦୁର୍ବୃତ୍ତ ପୂର୍ବ ଶତ୍ରୁତାରୁ କାଟି ନେଇ ଯାଇଥିବା ଜଣାପଡ଼ିଛି।…

ଦୋକାନୀଙ୍କ ଦଖଲରେ ଗୋରେଖନାଥ ପୀଠ ରାସ୍ତା

ରଘୁନାଥପୁର,୮।୧(ଡି.ଏନ୍‌.ଏ.): ରଘୁନାଥପୁର ବ୍ଲକ କେରେକେରାସ୍ଥିତ ବିଭୂତିକ୍ଷେତ୍ର ପ୍ରଭୁ ଗୋରେଖନାଥ ପୀଠ ରାସ୍ତାରେ ଟ୍ରାଫିକ ଜାମ୍‌ ଉତ୍କଟ ରୂପ ନେଇଛି। ନୂଆବର୍ଷ ଉପଲକ୍ଷେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯାତ୍ରୀଙ୍କ ପୀଠକୁ ଆଗମନ ହେଉଛନ୍ତି। ମାତ୍ର ଦୋକାନୀମାନେ ରାସ୍ତାକୁ ମାଡ଼ିଯାଇଥିବାରୁ ଟ୍ରାଫିକ୍‌ ସମସ୍ୟା ଉପୁଜିଛି। ଜଇପୁର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri