Home Left

ଡାକ୍ତର ଅନୁପସ୍ଥିତିକୁ ନେଇ ଉଦ୍‌ବେଗ

ବଲାଙ୍ଗୀର ଅଫିସ, ୧ା୫: ବଲାଙ୍ଗୀର ନାଗରିକ କମିଟିର କାର୍ଯ୍ୟକାରୀ ବୈଠକ ସଭାପତି ଇଂ. ବେଲାର ସିଂଭୋଇଙ୍କ ସଭାପତିତ୍ୱରେ ରବିବାର ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଥିଲା। କମିଟି ସାଧାରଣ ସମ୍ପାଦକ ମନୋରଞ୍ଜନ ସାହୁ ବିଭିନ୍ନ ପ୍ରସ୍ତାବ ଆଗତ କରି…

ଛୁଟିରେ ରହିବେନି ନିୟୋଜିତ କର୍ମଚାରୀ

ଛତ୍ରପୁର,୧ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ସୋମବାରଠାରୁ ପଛୁଆ ବର୍ଗର ଲୋକମାନଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ପର୍କରେ ସର୍ଭେ ଆରମ୍ଭ ହେବ । ସର୍ଭେ କାର୍ଯ୍ୟ ଯେପରି ସଠିକ ହେବ ସେଥି ନିମନ୍ତେ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଓସ୍ବାନ ହଲ…

ଏହି ଦାମୀ ଜିନିଷକୁ ଭଲପାଆନ୍ତି ଅନୁଷ୍କା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତଥା କ୍ରିକେଟର ବିରାଟ କୋହଲିଙ୍କ ସ୍ତ୍ରୀ ଅନୁଷ୍କା ଶର୍ମାଙ୍କ ଆଜି ଅର୍ଥାତ୍‌ ମେ’ ୧ରେ ହେଉଛି ଜନ୍ମଦିନ। ଆଜିର ଏହି ଖାସ୍‌ ଦିନରେ କେଉଁ ଜିନିଷ ପ୍ରତି ଅନୁଷ୍କାଙ୍କର ରୁଚି ରହିଛି ସେ ସମ୍ପର୍କରେ ଜାଣନ୍ତୁ… ଅନୁଷ୍କାଙ୍କ…

୨ସନ୍ତାନ ସହ ମା’ଙ୍କ ମିଳୁନି ପତ୍ତା: ଥାନାରେ ଏତଲା

ଲହୁଣୀପଡା,୧।୫(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲା ଲହୁଣୀପଡା ଥାନା ଅନ୍ତର୍ଗତ ଶସ୍ୟକଳା ପଞ୍ଚାୟତ ବରସୁଆଁ ବସଷ୍ଟାଣ୍ଡ ନିକଟରେ ରହୁଥିବା ଜଣେ ମହିଳା ୨ ସନ୍ତାନ ସହ ନିଖୋଜ ହୋଇଯାଇଛନ୍ତି। ନିଜ ସ୍ବାମୀକୁ ନ ଜଣାଇ ପୁଅ ଝିଅଙ୍କୁ ସାଙ୍ଗରେ ନେଇ କୁଆଡ଼େ ଚାଲି ଯାଇଛନ୍ତି…

ବାଇକ୍‌ ମେକାନିକ ମାଷ୍ଟରମାଇଣ୍ଡ

ଭୁବନେଶ୍ୱର,୧।୫ (ବ୍ୟୁରୋ): ରାଜଧାନୀରେ କିଛି ମାସ ହେଲା ବାଇକ ଚୋରି ଘଟଣାରେ ଭୁବନେଶ୍ୱର ସହରାଞ୍ଚଳ ଜିଲା ପୋଲିସ ଏକ ଗ୍ୟାଙ୍ଗକୁ ଧରିଛି। କ୍ୟାପିଟାଲ ଥାନା ପୋଲିସ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ତଥା ମେକାନିକଙ୍କ ସହ ୩ଜଣ କବାଡିଆଙ୍କୁ ଗିରଫ କରିଛି। ମାଷ୍ଟରମାଇଣ୍ଡ ହେଲେ…

ଭୁବନେଶ୍ୱରରେ ୩ ନୂଆ ଅଗ୍ନିଶମ କେନ୍ଦ୍ର ଖୋଲିଲା

ଭୁବନେଶ୍ୱର,(ବ୍ୟୁରୋ)/ବାଲିଅନ୍ତା,୧।୫(ଡି.ଏନ୍‌.ଏ.): ଭୁବନେଶ୍ୱରର ପାହାଳ, ମଞ୍ଚେଶ୍ୱର ଓ ତମାଣ୍ଡୋଠାରେ ୩ଟି ନୂଆ ଅଗ୍ନିଶମ ଓ ଜରୁରିକାଳୀନ ସେବା କେନ୍ଦ୍ର ଖୋଲିଛି। ମୁଖ୍ୟ ଅତିଥି ଭାବେ ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ ଯୋଗଦେଇ ଏହି କେନ୍ଦ୍ରଗୁଡ଼ିକୁ ଉଦ୍‌ଘାଟନ କରିଛନ୍ତି। ତେବେ ଷ୍ଟେଶନଗୁଡ଼ିକ ଏବେ ଅସ୍ଥାୟୀ…

କୁକୁର କାମୁଡ଼ିଲେ, ବାହାରେ ମଳତ୍ୟାଗ କଲେ ଜରିମାନା ଦେବେ ମାଲିକ

ଭୁବନେଶ୍ୱର,୧ା୫(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ କୁକୁର ପାଳନ ନେଇ ସ୍ବତନ୍ତ୍ର ନିୟମ କରାଯାଇଛି। ଶନିବାର କର୍ପୋରେଶନ ବୈଠକରେ ବିଧିବଦ୍ଧ ଭାବେ ପ୍ରସ୍ତୁତ ହୋଇଥିବା ଡଗ୍‌ ବାଇ-ଲ’ ପାରିତ ହୋଇଛି। ଏବେ ଦେଶୀ ହେଉକି ବିଦେଶୀ କୁକୁର ଘରେ ପୋଷିବାକୁ…

ସଫଳ ମହିଳା ଉଦ୍ୟୋଗୀ ରେଖା

ସୁନ୍ଦରଗଡ,୧ା୫(ଡି.ଏନ.ଏ.): ନିଜର ପ୍ରବଳ ଇଚ୍ଛାଶକ୍ତି, ନିରନ୍ତର ଉଦ୍ୟମ, ଆଗ୍ରହ ଓ କଠିନ ପରିଶ୍ରମ ଦ୍ୱାରା ସ୍ବାବଲମ୍ବୀ ହୋଇପାରିଛନ୍ତି ଜଣେ ମହିଳା। ସେ ହେଉଛନ୍ତି ଝୁରିମାଲ ଗ୍ରାମର ରେଖା ନାଏକ। ସୁନ୍ଦରଗଡ଼ ଜିଲା ଲେଫ୍ରିପଡା ବ୍ଲକର ଏକ ରାଜସ୍ବ ଗ୍ରାମ ହେଉଛି ଝୁରିମାଲ।…

ବ୍ଲାଷ୍ଟିଂ ଅନୁମତି ନାହିଁ, ବଢୁଛି ଚୋରାଚାଲାଣ

ଖୋର୍ଦ୍ଧା ଅଫିସ,୧ା୫: ଖୋର୍ଦ୍ଧା ଜିଲାରେ ବେଆଇନ ଭାବେ ପଥର ଖନନ ଓ ମାଙ୍କଡ଼ା ପଥର ଚାଲାଣ ବଢିବାରେ ଲାଗିଛି। ପ୍ରଶାସନ ପକ୍ଷରୁ କେତେକ ପଥର ଖଣିକୁ ବ୍ଲାଷ୍ଟିଂ ଅନୁମତି ମିଳିନାହିଁ। ଏହାସତ୍ତ୍ୱେ କିପରି ବ୍ଲାଷ୍ଟିଂ ଚାଲିଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି…

ଜବରଦଖଲରେ ଗୋଚର ଜମି

କଟକ ସଦର,୧ା୫(ଡି.ଏନ୍‌.ଏ.): କିଶନନଗର ତହସିଲ ଅନ୍ତର୍ଗତ କେଶନଗର ମୌଜାରେ ଷ୍ଟାଡିୟମ ନିର୍ମାଣ ପାଇଁ କଟକ ଜିଲାପାଳ ୨୫ ଡିସିମିଲ ଜାଗା ଲିଜ୍‌ ଆକାରରେ ପ୍ରଦାନ କରିଛନ୍ତି। ମାତ୍ର ଏହି ଜାଗା ପାର୍ଶ୍ୱରେ ଥିବା ୨ ଏକରରୁ ଊର୍ଦ୍ଧ୍ୱ ଜମିକୁ ଖେଳିବା ପାଇଁ…

ଗୋଇନ୍ଦା ଚିଠିକୁ ନେଇ ଜୋର୍‌ ଧରିଲା ରାଜନୀତି

ଭୁବନେଶ୍ବର,୧ା୫(ବ୍ୟୁରୋ): ହନୁମାନ ଜୟନ୍ତୀରେ ହିଂସା ଉପୁଜିପାରେ ବୋଲି ଗୋଇନ୍ଦା ବିଭାଗ ପୂର୍ବରୁ ରିପୋର୍ଟ ଦେଇଥିବା ଜଣାପଡ଼ିବା ପରେ ଏବେ ରାଜ୍ୟ ରାଜନୀତି ଜୋର୍‌ ଧରିଛି। ହନୁମାନ ଜୟନ୍ତୀରେ ସମ୍ବଲପୁରରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା। ତେବେ ଏହାର ଦିନକ ପୂର୍ବରୁ ଅର୍ଥାତ୍‌ ଗତ…

ଧାରଣାସ୍ଥଳରେ କୁସ୍ତିଯୋଦ୍ଧାଙ୍କୁ ମିଳିଲା ସୁରକ୍ଷା

ନୂଆଦିଲ୍ଲୀ,୧ା୫: ଭାରତୀୟ କୁସ୍ତି ମହାସଂଘ (ଆଇଡବ୍ଲ୍ୟୁଏଫ୍‌) ଅଧ୍ୟକ୍ଷ ତଥା ଭାଜପା ଏମ୍‌ପି ବ୍ରିଜ୍‌ଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି କାର୍ଯ୍ୟାନୁଷ୍ଠାନ ଦାବିରେ ନୂଆଦିଲ୍ଲୀର ଯନ୍ତରମନ୍ତରରେ କୁସ୍ତିଯୋଦ୍ଧାଙ୍କ ଧାରଣା ଦ୍ୱିତୀୟ ସପ୍ତାହରେ ପହଞ୍ଚିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଜଣେ ନାବାଳିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?