ଭସ୍ମ ଲଗାଇ ଶତ୍ରୁଙ୍କୁ ଅନ୍ତ କରିବେ ଅଜୟ ଦେବଗନ
ମୁମ୍ବାଇ: ବଲିଉଡ୍ର ସୁପରଷ୍ଟାର ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ‘ଦୃଶ୍ୟମ୍-୨ର ଅପାର ସଫଳତା ପରେ ଏବେ ନିଜ ଅପ୍କମିଂ ଫିଲ୍ମ ‘ଭୋଲା’ କୁ ନେଇ ସେ ଚର୍ଚ୍ଚାରେ ରହିଛନ୍ତି। ଇତିମଧ୍ୟରେ ମଙ୍ଗଳବାର ‘ଭୋଲା’ର ଦ୍ୱିତୀୟ ଟିଜର ରିଲିଜ୍ ହୋଇଛି। ଏନେଇ ଅଜୟ…
ବିଜେଡିକୁ କଳାପତାକା ଦେଖାଇ ବିରୋଧ: ଭାଜପା କର୍ମୀ ଅଟକ
ଦେବଗଡ଼,୨୪।୧(ଡି.ଏନ୍.ଏ.): ବିଜେଡିକୁ କଳାପତାକା ଦେଖାଇ ବିରୋଧ ବେଳେ ଭାଜପା କର୍ମୀ ଅଟକ। ଏଭଳି ଘଟଣା ଘଟିଛି ଦେବଗଡ଼ ଜିଲା ଶାସନସାହି ଛକରେ । ବିଜେଡ ପ୍ରତିଷ୍ଠା ଦିବସ ପାଳନ ଅବସରରେ ବିଜେଡି ଶୋଭାଯାତ୍ରାକୁ ବିରୋଧ କରାଯାଇଥିଲା। ଏହି ଘଟଣାରେ ଜିଲା ଭାଜପା…
ଗୁଗୁଲ୍ ନିଷ୍ପତ୍ତି ଉପରେ ସିଇଓଙ୍କ ସ୍ପଷ୍ଟୀକରଣ: ସ୍ଥିତି ଖରାପ ନ ହେଉ ବୋଲି…
ନୂଆଦିଲ୍ଲୀ,୨୪।୧: ଗୁଗୁଲ୍ରୁ ୧୨ ହଜାର କର୍ମଚାରୀଙ୍କୁ ଛଟେଇ ନିଷ୍ପତ୍ତି ଉପରେ କମ୍ପାନୀର ସିଇଓ ସୁନ୍ଦର ପିଚାଇ ସ୍ପଷ୍ଟୀକରଣ ଦେଇଛନ୍ତି। ବାଧ୍ୟତାମୂଳକ ଭାବେ କମ୍ପାନୀକୁ ଏହି ନିଷ୍ପତ୍ତି ନେବାକୁ ପଡ଼ିଛି। ଯଦି ସେ ତାହା କରି ନ ଥାନ୍ତେ, ଖରାପ ସମୟ ଆସିଥାନ୍ତା।…
ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲାରେ ୬ହଜାରରୁ ଉର୍ଦ୍ଧ୍ୱ ଚାର୍ଜଶିଟ୍ ଦାଖଲ କଲା ପୋଲିସ: ଅଫତାବ କହିଲେ…
ନୂଆଦିଲ୍ଲୀ,୨୪।୧: ଦିଲ୍ଲୀର ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲାରେ ପୋଲିସ ପକ୍ଷରୁ ଚାର୍ଜଶିଟ୍ ଦାଖଲ କରାଯାଇଛି। ମଙ୍ଗଳବାର ଦିଲ୍ଲୀ ପୋଲିସ ୬ହଜାର ୬୨୯ ପୃଷ୍ଠାର ଏକ ଚାର୍ଜଶିଟ୍ ଦାଖଲ କରିଛି। ଏହି ମାମଲାରେ ଦିଲ୍ଲୀ ପୋଲିସ ୭୫ଦିନ ପରେ ଏହି ଚାର୍ଜଶିଟ୍ ଦାଖଲ କରିଥିବା…
ଓଡ଼ିଶାରେ ମୁକେଶ ଅମ୍ବାନୀଙ୍କ ସାନ ପୁଅ: କରିବେ ଜଗା ଦର୍ଶନ
ଭୁବନେଶ୍ୱର,୨୪।୧(ବ୍ୟୁରୋ): ବିଶ୍ୱର ପ୍ରତିଷ୍ଠିତ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ମଙ୍ଗଳବାର ଓଡ଼ିଶା ଗସ୍ତରେ ଆସିଛନ୍ତି। ବିବାହ ପୂର୍ବରୁ ଅନନ୍ତ ଜଗା ଦର୍ଶନ କରିବା ପାଇଁ ଓଡ଼ିଶା ଆସିଥିବା ଜଣାପଡ଼ିଛି। ସେ ଭୁବନେଶର ପହଞ୍ଚିବା ପରେ ପୁରୀ ଯାଇ…
ଜାମିନ ଆବେଦନ କଲେ ଖଗେଶ୍ୱର
ଭୁବନେଶ୍ୱର,୨୪।୧(ବ୍ୟୁରୋ): ବହୁ ଚର୍ଚ୍ଚିତ ମହିଳା ବ୍ଲାକ୍ମେଲର ଅର୍ଚ୍ଚନା ନାଗ ମାମଲାରେ ତଦନ୍ତ ଜାରି ରହିଛି। ଏହି ମାମଲାରେ ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱର ମଙ୍ଗଳବାର ଜିଲା ଜଜ୍ଙ୍କ କୋର୍ଟରେ ଜାମିନ ଆବେଦନ କରିଛନ୍ତି। ଅନ୍ୟପଟେ, ଅର୍ଚ୍ଚନା ନାଗ ଏବଂ ସ୍ବାମୀ ଜଗବନ୍ଧୁ ଚାନ୍ଦ…
କୋର୍ଟରେ ହାଜର ହେଲେ ନାଗ ଦମ୍ପତି, ଖଗେଶ୍ୱର
ଭୁବନେଶ୍ୱର,୨୪।୧(ବ୍ୟୁରୋ): ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ଘଟଣାରେ ଅର୍ଚ୍ଚନା , ଗବନ୍ଧୁ ଓ ଖଗେଶ୍ୱର ମଙ୍ଗଳବାର ଭିସି ଜରିଆରେ ଖୋର୍ଦ୍ଧା ଜିଲା ଓ ଦୌରାଜଜଙ୍କ କୋର୍ଟରେ ହାଜର ହୋଇଛନ୍ତି। ତେବେ ଶ୍ରଦ୍ଧାଞ୍ଜଳି ହାଜର ହୋଇ ନ ଥିଲେ। ଆସନ୍ତା ୭ ତାରିଖରେ…
ଏୟାର ଇଣ୍ଡିଆକୁ ୧୦ଲକ୍ଷ ଜରିମାନା ଲଗାଇଲା ଡିଜିସିଏ
ନୂଆଦିଲ୍ଲୀ,୨୪।୧: ପ୍ୟାରିସ୍ରୁ ଦିଲ୍ଲୀ ଯାଉଥିବା ବିମାନରେ ଜଣେ ମହିଳା ଯାତ୍ରୀଙ୍କ କମ୍ବଳ ଉପରେ ପରିସ୍ରା କରିବା ଘଟଣାରେ ଡାଇରେକ୍ଟୋରେଟ ଜେନେରାଲ ଅଫ୍ ସିଭିଲ ଆଭିଏସନ(ଡିଜିସିଏ) ଏୟାର ଇଣ୍ଡିଆ ଉପରେ ୧୦ଲକ୍ଷ ଟଙ୍କା ଜରିମାନା ଲଗାଇଛି। ଗତ ଡିସେମ୍ବର ୬ରେ ଘଟିଥିବା ଏହି…
ଛତ୍ରପତି ସମ୍ଭାଜୀ ମହାରାଜଙ୍କ ଭୂମିକାରେ ନଜର ଆସିବେ ବିକି କୌଶଲ
ମୁମ୍ବାଇ: ବଲିଉଡ ଅଭିନେତା ବିକି କୌଶଲଙ୍କୁ ଖୁବ୍ଶୀଘ୍ର ଏକ ଫିଲ୍ମରେ ନଜର ଆସିବେ। ନିର୍ଦ୍ଦେଶକ ଲକ୍ଷ୍ମଣ ଉଟେକା ଛତ୍ରପତି ସମ୍ଭାଜୀ ମହାରାଜଙ୍କ ଭୂମିକାରେ ଅଭିନେତା ବିକି କୌଶଲଙ୍କୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଘୋଷଣା କରିଛନ୍ତି। ବିକିଙ୍କ ବ୍ୟକ୍ତିତ୍ୱ ଛତ୍ରପତି ସମ୍ଭାଜୀ…
ରଥାଯାତ୍ରା ପୂର୍ବରୁ ହେବ ଗୁଣ୍ଡିଚା ମନ୍ଦିର ମରାମତି
ପୁରୀ ଅଫିସ୍,୨୪।୧(ଡି.ଏନ୍.ଏ.): ମହାପ୍ରଭୁଙ୍କ ଘୋଷଯାତ୍ରା ଜୁଲାଇରେ ହେବ । ୩ ଠାକୁର ଜନ୍ମବେଦୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ । ଏହା ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିର ଭିତର ଓ ବାହାର ମରାମତି କରିବାକୁ ପ୍ରଶାସନ ପ୍ରସ୍ତୁତି ଚଳାଇଛି । ଏହି ସମୟରେ…
ଗଣତନ୍ତ୍ର ଦିବସରେ ସାମିଲ ହେବ ମଣିଷକୁ ନେଇ ଉଡୁଥିବା ଡ୍ରୋନ୍
ନୂଆଦିଲ୍ଲୀ,୨୪ ।୧: ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଦ୍ରୁତ ଗତିରେ ଆଗକୁ ବଢୁଛି । ଏମିତି ଦିନ ଥିଲା ଯେତେବେଳେ ଆମେ ମିଶାଇଲ ଓ ଅସ୍ତ୍ରଶସ୍ତ୍ର ପାଇଁ ରୁଷିଆ ଓ ଫ୍ରାନ୍ସ ଉପରେ ନିର୍ଭର କରୁଥିଲେ, ହେଲେ ଆଜି ଆମ ଦେଶରେ ବଡ…
ଦିଲ୍ଲୀ ଏନସିଆରରେ ଭୂକମ୍ପର ଝଟକା
ନୂଆଦିଲ୍ଲୀ,୨୪ ।୧: ଦିଲ୍ଲୀ ଏନ୍ସିଆର ସହ ଉତ୍ତରାଖଣ୍ଡ ଓ ଉତ୍ତର ପ୍ରଦେଶରେ ମଙ୍ଗଳବାର ଭୂକମ୍ପ ଅନୁଭୁତ ହୋଇଛି । ଉତ୍ତରାଖଣ୍ଡର ଜୋଷୀମଠ ଓ ରାମନଗରରେ ଭୂକମ୍ପ ଆସିଥିବା ବେଳେ ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ବି ଭୂକମ୍ପର ଝଟ୍କା ଅନୁଭୁତ ହୋଇଛି ।…
Archives


