ଟିପ୍ପର ଧକ୍କାରେ ବାଇକ୍ ଆରେହୀ ମୃତ
କେନ୍ଦୁଝର,୧୬ା୧୨(ସ୍ବ.ପ୍ର.): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ପ୍ରାଧିକରଣ ପଦ୍ମପୁର ଓଡିଶା ଗ୍ରାମବ୍ୟାଙ୍କ ସମ୍ମୁଖ ଓଭର ବ୍ରିଜ୍ ନିକଟରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍କୁ ୬ ଚକିଆ ଟିପ୍ପର ଧକ୍କା ଦେବା ଫଳରେ ଘଟଣାସ୍ଥଳରେ…
ବେଆଇନ ବାଲି ଚାଲାଣ ପ୍ରତିବାଦରେ ଜିଲାପାଳଙ୍କୁ ଦାବି ପତ୍ର ପ୍ରଦାନ
କେନ୍ଦୁଝର,୧୬।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ବେଆଇନ ବାଲି ଉତ୍ତୋଳନ ଓ ଚାଲାଣ ପ୍ରତିବାଦରେ ଶୁକ୍ରବାର ଭାଜପା ନଦୀ ସୁରକ୍ଷା ସମିତି (ନମାମି ଗଙ୍ଗେ) ରାଜ୍ୟ ସଭାପତି ମହେଶର ସାହୁଙ୍କ ନେତୃତ୍ୟରେ କେନ୍ଦୁଝର ଜିଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ଚୋରା କାରବାରରେ…
ଟଲିଉଡ ଡ୍ରଗ୍ସ ମନି ଲଣ୍ଡରିଂ ମାମଲାରେ ବଢିଲା ଅଭିନେତ୍ରୀ ରକୁଲ ପ୍ରୀତଙ୍କ ଅଡୁଆ, ଇଡି ପଠାଇଲା ସମନ
ମୁମ୍ବାଇ,୧୬ ।୧୨: ଟଲିଉଡ ଡ୍ରଗ୍ସ ମନି ଲଣ୍ଡରିଂ ମାମଲାରେ ବଲିଉଡ ଅଭିନେତ୍ରୀ ରକୁଲ ପ୍ରୀତ ସିଂଙ୍କର ଅଡୁଆ ବଢିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ତାଙ୍କୁ ସମନ ଜାରି କରାଯାଇଛି । ଏହା ପୂର୍ବରୁ ଇଡି ପକ୍ଷରୁ ଆଉ କେତେଜଣ ତେଲଗୁ…
କ୍ରୀଡ଼ା ପ୍ରତିଯୋଗିତା: ଭାଗନେଲେ ୨୧ ସ୍କୁଲର ଛାତ୍ରୀଛାତ୍ର
ଗଞ୍ଜାମ,୧୬।୧୨(ଡି.ଏନ୍.ଏ.): ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟାପୀଠ ମିନିଷ୍ଟାଡିୟମରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକସ୍ତରୀୟ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ବିଇଓ ଭାଗୀରଥି ବେହେରା, ଏବିଇଓ ବିଜୟ କୁମାର ବେହେରା, ପ୍ରଧାନ ଶିକ୍ଷୟିତ୍ରୀ ଏସ୍. ରାଜଲକ୍ଷ୍ମୀ ରେଡ୍ଡୀ,…
ସନ୍ଧ୍ୟାରେ ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ
ନୂଆଦିଲ୍ଲୀ,୧୬।୧୨: ଆଜି ବସିବ କ୍ୟାବିନେଟ୍ ବୈଠକ। ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ। ଏହାପୂର୍ବରୁ ନଭେମ୍ବର ୨ରେ କ୍ୟାବିନେଟ୍ ବୈଠକ ବସିଥିଲା। ଏଥିରେ ଇଟାନଗର ହୋଲୋଙ୍ଗିଠାରେ ଥିବା ଗ୍ରୀନଫିଲ୍ଡ ବିମାନବନ୍ଦରର ନାମ ‘ଡୋନି ପୋଲ’ ନାମରେ…
୭ ହଜାର ଲିଟର ଦେଶୀ ମଦ ନଷ୍ଟ କଲା ବଲାଙ୍ଗୀର ପୋଲିସ
ବଲାଙ୍ଗୀର ଅଫିସ, ୧୬।୧୨: ବଲାଙ୍ଗୀର ପୋଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ଶୁକ୍ରବାର ବଲାଙ୍ଗୀର ବିଜାଖମନ ଜଙ୍ଗଲରେ ୭ ହଜାର ଲିଟର ଦେଶୀ ମଦ ନଷ୍ଟ କରିଛି। ବଲାଙ୍ଗୀର ଜିଲାର ୧୭ଟି ଥାନା ଅଧୀନରେ ହୋଇଥିବା ୫୦୮ଟି ମାମଲାରେ ଏହି…
୪ ଗୋଡ ଥିବା ଶିଶୁକନ୍ୟା ଜନ୍ମ
ଗ୍ବାଲିଅର,୧୬।୧୨: ଯଦି ସୋସିଆଲ ମିଡିଆକୁ ଅଜବ ଜିନିଷର ଦୁନିଆ କୁହାଯାଏ, ତେବେ ଏହା ଭୁଲ ହେବ ନାହିଁ, ଏଠାରେ ଅନେକ ସମୟରେ ଏପରି କିଛି ଜିନିଷ ଦେଖିବାକୁ କିମ୍ବା ଶୁଣିବାକୁ ମିଳିଥାଏ ଯାହା ଆଶ୍ଚର୍ଯ୍ୟଜନକ। ଇତିମଧ୍ୟରେ ମଧ୍ୟପ୍ରଦେଶର ଗ୍ବାଲିଅରରୁ ଏକ ଘଟଣା…
୮ ବର୍ଷର ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା, ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ: ଭାଜପା
ରାୟପୁର,୧୬।୧୨: ଛତିଶଗଡ଼ ରାୟପୁରରେ ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ଅଭିଯୋଗରେ ସ୍ଥାନୀୟ ପୋଲିସ ୧୪ ବର୍ଷୀୟ ବାଳକଙ୍କୁ ଗିରଫ କରିଛି। ପୀଡ଼ିତା ଓ ନାବାଳକ ଗୋଟିଏ ବିଲ୍ଡିଂରେ ରହୁଥିଲେ। ଗତ ୭ ତାରିଖରେ ନାବାଳିକାଙ୍କ ପରିବାର ଲୋକେ ଝିଅ ନିଖୋଜ ଥିବା…
ଆରମ୍ଭ ହେଲା ଭାରତ-ନେପାଳ ସମରାଭ୍ୟାସ ‘ସୂର୍ଯ୍ୟକିରଣ’
ନୂଆଦିଲ୍ଲୀ,୧୬।୧୨: ନେପାଳର ଆର୍ମି ବ୍ୟାଟେଲ ସ୍କୁଲରେ ଭାରତ-ନେପାଳ ସେନା ପକ୍ଷରୁ ଶୁକ୍ରବାର ଆରମ୍ଭ ହୋଇଛି ମିଳିତ ସମରାଭ୍ୟାସ ‘ସୂର୍ଯ୍ୟକିରଣ’ । ଏହା ଦୁଇ ଦେଶ ମଧ୍ୟରେ ୧୬ତମ ଜଏଣ୍ଟ ମିଲିଟାରି ଟ୍ରେନିଂ ଏକ୍ସରସାଇଜ୍। ଏହାଦ୍ୱାରା ଭାରତ-ନେପାଳ ସେନାର ପାରସ୍ପରିକ କାର୍ଯ୍ୟଦକ୍ଷତାର ବିକାଶ…
ଝିଅକୁ ଚିଡିଆଖାନା ବୁଲାଇ ନେଲେ ପ୍ରିୟଙ୍କା
ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରା ଆଜିକାଲି ବ୍ୟସ୍ତ ରହୁଛନ୍ତି। ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନରେ ବ୍ୟସ୍ତ ଥିବା ସତ୍ତ୍ୱେ ପ୍ରିୟଙ୍କା ତାଙ୍କ କୋଟି ପ୍ରଶଂସକଙ୍କ ପାଇଁ ସମୟ ବାହାର କରନ୍ତି। ସେମାନଙ୍କ ସହିତ ତାଙ୍କ ଜୀବନ ସହିତ ଜଡିତ ଖୁସିର ମୁହୂର୍ତ୍ତଗୁଡିକ…
‘ମଦ୍ୟପାନ କରିବା ପରେ ଯଦି କାହାର ମୃତ୍ୟୁ ହୁଏ ସରକାର କ୍ଷତିପୂରଣ ଦେବେ ନାହିଁ’
ପାଟନା,୧୬।୧୨: ବିହାରର ଛପରା ଜିଲାରେ ବିଷାକ୍ତ ମଦ ପିଇ ୫୩ ଜଣଙ୍କର ମୃତ୍ୟୁ ହୋଇଛି। ଏହାକୁ ନେଇ ଗୃହରେ ଉତ୍ତେଜନା ଦେଖାଦେଇଛି। ଶୁକ୍ରବାର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଧାନସଭା ଅଧିବେଶନରେ କହିଛନ୍ତି ଯେ, ବିହାରରେ ମଦ୍ୟପାନ କରିବା ପରେ ଯଦି…
ଦର୍ଶକଙ୍କୁ ଝଟ୍କା: ଚେନ୍ନାଇରେ ରିଲିଜ୍ ହେଲାନି ‘ଅବତାରଦ ଓ୍ବେ ଅଫ୍ ଓ୍ବାଟର’
ଚେନ୍ନାଇ,୧୬।୧୨: ବିଶ୍ୱବ୍ୟାପି ଯେଉଁ ଫିଲ୍ମକୁ ବହୁ ଉତ୍ସାହର ସହ ଦର୍ଶକ ଅପେକ୍ଷା କରି ରହିଥିଲେ ଶେଷରେ ଶୁକ୍ରବାର ହଲ୍ରେ ଏହା ରିଲିଜ୍ ହୋଇଛି। ‘ଅବତାର: ଦ ଓ୍ବେ ଅଫ୍ ୱାଟର’ର ପ୍ରଥମ ଭାଗକୁ ଯେପରି ଭଲ ପାଇବା ମିଳିଥିଲା, ବର୍ତ୍ତମାନ ୧୩…
Archives


