ଆଡଭାନ୍ସ ବୁକିଂରେ ୨୦ କୋଟି ଟପିଲା ‘ପଠାନ’
ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ଅପକମିଙ୍ଗ ଚଳଚ୍ଚିତ୍ର ‘ପଠାନ’କୁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଆସନ୍ତା ୨୫ ତାରିଖରେ ଫିଲ୍ମ ରିଲିଜ୍ ହେବାକୁ ଥିବା ବେଳେ ଏବେ ଆଡଭାନ୍ସ ବୁକିଂ ଆରମ୍ଭ ହୋଇଯାଇଛି। ଯାହା ଜାନୁୟାରୀ ୨୩ ସୁଦ୍ଧା…
ଗୁଲାମନବୀଙ୍କୁ କ୍ଷମା ମାଗିଲେ ରାହୁଲ
ଶ୍ରୀନଗର,୨୪।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡୋ ଯାତ୍ରା ବର୍ତ୍ତମାନ ଜମ୍ମୁ-କଶ୍ମୀରରେ ପହଞ୍ଚିଛି। ଇତିମଧ୍ୟରେ ରାହୁଲ ଡେମୋକ୍ରାଟିକ୍ ଆଜାଦ୍ ପାର୍ଟିର ମୁଖ୍ୟ ଗୁଲାମ ନବୀ ଆଜାଦଙ୍କୁ କ୍ଷମା ମାଗିଛନ୍ତି। ସେ କହିଛନ୍ତି, ଯଦି କେବେ ବି ମୁଁ ଗୁଲାମ…
ଅନ୍ତିମ ଦିନିକିଆରେ ଭାରତର ଦମ୍ଦାର ଆରମ୍ଭ
ଇନ୍ଦୋର,୨୪ା୧: ଇନ୍ଦୋରର ହୋଲ୍କର କ୍ରିକେଟ ଷ୍ଟାଡିୟମରେ ମଙ୍ଗଳବାର ଦିନିକିଆ ସିରିଜ୍ର ଅନ୍ତିମ ମ୍ୟାଚ୍ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଅନୁଷ୍ଠିତ ହୋଇଛି। ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା। ଆମନ୍ତ୍ରଣ ପାଇ ଭାରତ ବ୍ୟାଟିଂ ଆରମ୍ଭ କରିଛି।…
ଠାକ୍ରେ-ଆମ୍ବେଡକରଙ୍କ ମେଣ୍ଟର କୌଣସି ପ୍ରଭାବ ପଡ଼ିବ ନାହିଁ: କେନ୍ଦ୍ର ମନ୍ତ୍ରୀ
ମୁମ୍ବାଇ,୨୪।୧:ମୁମ୍ବାଇ ସମେତ ମହାରାଷ୍ଟ୍ରର କେତେକ ସହରରେ ମହାନଗର ନିଗମ ଓ ପୌର ନିର୍ବାଚନ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ନେତୃତ୍ୱାଧୀନ ଶିବସେନା ଗୋଷ୍ଠୀ(ୟୁବିଟି) ପ୍ରକାଶ ଆମ୍ବେଡକରଙ୍କ ବଞ୍ଚତ୍ତ ବହୁଜନ ଅଘାଡ଼ି (ବିଭିଏ) ସହ ମେଣ୍ଟ କରିଛି। ପ୍ରକାଶ ହେଉଛନ୍ତି ସମ୍ବିଧାନ…
ମଧୁର ଦାମ୍ପତ୍ୟ କଥା…
”ବିବାହ ପୂର୍ବରୁ ହେଉ ଅବା ପରେ ନିଜ ବୈବାହିକ ଜୀବନକୁ ନେଇ ଅନେକେ ରଙ୍ଗିନ ସ୍ବପ୍ନ ଦେଖିଥାଆନ୍ତି । ହେଲେ ଏହି ସମୟରେ ପରସ୍ପର ଭିତରେ ଉତ୍ତମ ବୁଝାମଣା ହିଁ ଏହାକୁ ସଫଳ କରିବାରେ ସହାୟକ ହୋଇଥାଏ। ଯଦି ପରସ୍ପର ଭିତରେ…
ଟିକସ ଫାଙ୍କିବା ଅଭିଯୋଗରେ ୩ ଗହଣା ଦୋକାନରେ ଚଢ଼ାଉ
ପାରଳାଖେମୁଣ୍ଡି,୨୪।୧(ଡି.ଏନ୍.ଏ.): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିଠାରେ ସୁରିୟା ନାମକ ଏକ ଗହଣା ଦୋକାନରେ ମଙ୍ଗଳବାର ଜିଏସ୍ଟି ପକ୍ଷରୁ ଚଢ଼ାଉ ହୋଇଛି। ଟିକସ ଫାଙ୍କିବା ଅଭିଯୋଗରେ ଜିଏସ୍ଟିର ଏକ ୯ ଜଣିଆ ଟିମ୍ ଚଢ଼ାଉ ଜାରି ରଖିଛି। ଏନ୍ଫୋର୍ସମେଣ୍ଟ ଅଫିସର ମନୋଜ…
କଟକ ଏସ୍ସିବିରେ ଉତ୍ତେଜନା: ଅକ୍ସିଜେନ ଅଭାବରୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ
କଟକ ଅଫିସ୍,୨୪।୧: କଟକ ବଡ଼ ମେଡିକାଲରେ ମଙ୍ଗଳବାର ଉତ୍ତେଜନା ଦେଖାଦେଇଛି। ଅକ୍ସିଜେନ ଅଭାବରୁ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ମୃତକ ହେଲେ ବାଲେଶ୍ୱର ଜିଲାର ଭାଗବତ ମହାନ୍ତି । ସୂଚନାଯୋଗ୍ୟ, ଭାଗବତଙ୍କ ଶ୍ୱାସଜନିତ ସମସ୍ୟା ଲାଗି…
ଭାରତ ଯୋଡୋ ଯାତ୍ରାରେ ସାମିଲ ହେଲେ ଅଭିନେତ୍ରୀ
ଜମ୍ମୁ,୨୪।୧: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ଯାତ୍ରାରେ ମଙ୍ଗଳବାର ବଲିଉଡ ଅଭିନେତ୍ରୀ ତଥା ରାଜନେତ୍ରୀ ଉର୍ମିଲା ମାତୋଣ୍ଡକର ସାମିଲ ହୋଇଛନ୍ତି। ଭାରତ ଯୋଡୋ ଯାତ୍ରା ମଙ୍ଗଳବାର ସକାଳେ ଜମ୍ମୁର ନାଗ୍ରୋଟା ସହରରୁ ଆରମ୍ଭ ହୋଇଥିଲା। ଉର୍ମିଲା ମାତୋଣ୍ଡକର କଡ଼ା…
ଟସ୍ ଜିତିଲା ନ୍ୟୁଜିଲାଣ୍ଡ
ଇନ୍ଦୋର,୨୪।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ର ଶେଷ ଦିନିକିଆ ଇନ୍ଦୋରରେ ଖେଳାଯାଉଛି। ଏହି ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବ। ଏହି…
ତୁର୍କୀର ବିରୋଧ ସତ୍ତ୍ୱେ ଫିନଲାଣ୍ଡ,ସ୍ବିଡେନ ନାଟୋରେ ଯୋଗଦେବାକୁ ପ୍ରସ୍ତୁତ: ଆମେରିକା
ଓ୍ବାଶିଂଟନ୍,୨୪।୧: ଫିନଲାଣ୍ଡ ଏବଂ ସ୍ବିଡେନ ନାଟୋରେ ଯୋଗଦେବାକୁ ପ୍ରସ୍ତୁତ ବୋଲି ଆମେରିକାର ବୈଦେଶିକ ବିଭାଗ ଏକ ବିବୃତ୍ତିରେ କହିଛି। ସ୍ବରାଷ୍ଟ୍ର ବିଭାଗର ମୁଖପାତ୍ର ନେଡ ପ୍ରାଇସ କହିଛନ୍ତି, ଏକ ପବିତ୍ର ଗନ୍ଥ ଜାଳିବା, ଯେଉଁଥିରେ ଅନେକ ଲୋକଙ୍କର ବିଶ୍ୱାସ ରହିଛି ତାହା…
ପାକିସ୍ତାନୀ ଯୁବତୀଙ୍କୁ ବିବାହ କରିବା ସିକ୍ୟୁରିଟି ଗାର୍ଡଙ୍କୁ ପଡ଼ିଲା ମହଙ୍ଗା
ବେଙ୍ଗାଲୁରୁ,୨୪।୧: ଭାରତରେ ବେଆଇନ୍ ଭାବେ ରହୁଥିବା ଜଣେ ପାକିସ୍ତାନୀ ୧୫ ବର୍ଷିୟ ଯୁବତୀଙ୍କୁ ପୋଲିସ ଗିରଫ କରିଛି। ଯୁବତୀଙ୍କ ପାଖରେ ଆବଶ୍ୟକୀୟ ବିଦେଶୀ ପ୍ରମାଣପତ୍ର ନ ଥିବାରୁ ପୋଲିସ ଏଭଳି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି। ଯୁବତୀ ଜଣକ ନେପାଳର କାଠମାଣ୍ଡୁ ଦେଇ…
ସାଉଥ ଫିଲ୍ମରେ ଡେବ୍ୟୁ କରିବେ ‘ବିଗ୍ବସ୍-୧୬’ଫେମ୍ ଟିନା ଦତ୍ତ, ମିଳିଲା ଅଫର…
ମୁମ୍ବାଇ: ରିଆଲିଟି ଶୋ ‘ବିଗ୍ବସ୍’ ଅନେକ ପ୍ରତିଯୋଗୀଙ୍କ ଭାଗ୍ୟକୁ ଉଜ୍ଜ୍ୱଳ କରିଛି। ଏହି ଶୋ’ର ପ୍ରତିଯୋଗୀମାନଙ୍କୁ ଅନେକ ଅଫର ମିଳେ। ନିମୃତ କୌର ଅହଲୁଓ୍ବାଲିଆଠାରୁ ଶାଲିନ ଭାନୋଟ ପର୍ଯ୍ୟନ୍ତ ‘ବିଗ୍ବସ୍-୧୬’ର ଅନେକ ପ୍ରତିଯୋଗୀ ବର୍ତ୍ତମାନ କାମ ପାଇଛନ୍ତି। ଇତି ମଧ୍ୟରେ ଟେଲି…
Archives


