ଅଯୋଧ୍ୟାରେ ତିଆରି ହେବ ୧୦୧ଫୁଟ୍ ଉଚ୍ଚ ମୁଖ୍ୟମନ୍ତ୍ରୀଙ୍କ ଭବ୍ୟ ମନ୍ଦିର
ଲକ୍ଷ୍ନୌ,୨୧।୨: ରାମଙ୍କ ସହର ଅଯୋଧ୍ୟାରେ ଅନେକ ମଠ ଏବଂ ମନ୍ଦିର ରହିଛି। କିନ୍ତୁ ବର୍ତ୍ତମାନ ଏହି ସହର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମନ୍ଦିର ସହିତ ପରିଚିତ ହେବ। ମୁଖ୍ୟମନ୍ତ୍ରୀ ଯୋଗୀଙ୍କ କର୍ମକ୍ଷେତ୍ର ଅଯୋଧ୍ୟାରେ ଶ୍ରୀ ଯୋଗୀ ମନ୍ଦିର ନିର୍ମାଣ ହେବାକୁ ଯାଉଛି।…
ନୀତୀଶଙ୍କଠାରୁ ଅଲଗା ହେବା ପରେ ଜେଡିୟୁରେ ଫାଟର ସଙ୍କେତ ଦେଲେ କୁଶୱାହା
ପାଟନା,୨୧ ।୨: ଜେଡିୟୁରୁ ଅଲଗା ହେବା ପରେ ଉପେନ୍ଦ୍ର କୁଶୱାହା ଦଳରେ ଫାଟ ସୃଷ୍ଟି ହୋଇଥିବାର ଏକ ବଡ ସଙ୍କେତ ଦେଇଛନ୍ତି । ଏକ ପ୍ରେସ୍ କନଫରେନ୍ସରେ ସେ ଏହା କହିଛନ୍ତି । ଜେଡିୟୁର ଅନେକ ବିଧାୟକ ଓ ବିଧାନ ପରିଷଦ…
୪ ବର୍ଷର ଶିଶୁକୁ ଝୁଣି ଖାଇଗଲେ କୁକୁର
ହାଇଦ୍ରାବାଦ,୨୧।୨: ତେଲେଙ୍ଗାନାର ନିଜାମାବାଦରେ କୁକୁର ଆକ୍ରମଣରେ ୪ ବର୍ଷର ଶିଶୁର ମୃତ୍ୟୁ ହୋଇଛି। ଯାହା ସିସିଟିଭି ଫୁଟେଜ୍ରେ କଏଦ ହୋଇଛି। ପିଲାଟି ଏକୁଟିଆ ଥିବା ବେଳେ ୬ରୁ ଅଧିକ କୁକୁର ତାଙ୍କୁ ଆକ୍ରମଣ କରିଥିବା ଭିଡିଓରେ ଜଣାପଡୁଛି। ସୂଚନାନୁଯାୟୀ, ଶିଶୁଟିର ବାପା…
ଶିକ୍ଷାବିଭାଗର ମନମୁଖି କାର୍ଯ୍ୟକୁ ବିରୋଧ: ଗଡ଼ପଦା ସ୍କୁଲରେ ଝୁଲିଲା ତାଲା
ରୂପସା,୨୧।୨(ଡି.ଏନ୍ଏ): ବାଲେଶ୍ୱର ଜିଲା ରୂପସା ଥାନା ଗଡ଼ପଦା ପଞ୍ଚାୟତ ଅନ୍ତର୍ଗତ ଗଡ଼ପଦା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ତାଲାବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଛି। ଶିକ୍ଷାବିଭାଗର ମନମୁଖି କାର୍ଯ୍ୟକୁ ବିରୋଧ କରି ଅଭିଭାବକ, ଗ୍ରାମବାସୀ, ପରିଚାଳନା କମିଟି, ଶାନ୍ତି କମିଟି, ପୁରାତନ ଛାତ୍ରମାନେ…
ୟୁକ୍ରେନକୁ ନୂଆ ସିରିଆ କରିବାକୁ ଚାହୁଁଛି ଆମେରିକା: ପୁଟିନ
ମସ୍କୋ,୨୧ ।୨: ରୁଷିଆ ୟକ୍ରେନ୍ ଯୁଦ୍ଧକୁ ଆଉ ୩ ଦିନ ପରେ ବର୍ଷେ ପୂରଣ ହେବାକୁ ଯାଉଛି । ହେଲେ ଏବେବି ରୁଷିଆ ୟୁକ୍ରେନ୍ ଉପରେ ପ୍ରଥମ ଦିନର ଯୁଦ୍ଧ ଭଳି ଆକ୍ରମଣ କରି ଚାଲିଛି । ଏହାରି ଭିତରେ ରୁଷିଆ…
କଳାହାଣ୍ଡି ମେଡିକାଲ କଲେଜରେ ଆରମ୍ଭ ହେବ ପାଠପଢ଼ା
ଭୁବନେଶ୍ୱର,୨୧।୨(ବ୍ୟୁରୋ): ଚଳିତ ଶିକ୍ଷାବର୍ଷରୁ କଳାହାଣ୍ଡି ମେଡିକାଲ କଲେଜରେ ପାଠପଢ଼ା ଆରମ୍ଭ ହେବ। ଡିଏମଇଟି ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି ଏ ନେଇ ମଙ୍ଗଳବାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆସନ୍ତାବର୍ଷ ଯାଜପୁର ଓ କନ୍ଧମାଳ ଜିଲାରେ ମେଡିକାଲ କଲେଜ ହେବ। ତେବେ ଆଗକୁ…
ଦୂରଗାମୀ ଆଇଟିସିଏମ୍ କ୍ଷେପଣାସ୍ତ୍ର ପରୀକ୍ଷଣ: ୧୦୦୦ କିମି ରହିଛି ଲକ୍ଷ୍ୟଭେଦ ଦୂରତା
ବାଲେଶ୍ୱର ଅଫିସ,୨୧।୨: ବାଲେଶ୍ୱର ଜିଲା ଚାନ୍ଦିପୁର ସମନ୍ବିତ ପରୀକ୍ଷଣ କେନ୍ଦ୍ରର ୩ ନମ୍ବର ଲଞ୍ଚ ପ୍ୟାଡରୁ ମଙ୍ଗଳବାର ପୂର୍ବାହ୍ନ ୧୦ଟା ୧୫ମିନିଟରେ ଦୂରଗାମୀ କ୍ଷେପଣାସ୍ତ୍ର ଆଇଟିସିଏମ୍ର ସଫଳ ପରୀକ୍ଷଣ ହୋଇଛି। ନିର୍ଭୟ କ୍ଷେପଣାସ୍ତ୍ରର ବିକଶିତ ମଡେଲ୍ କ୍ଷେପଣାସ୍ତ୍ର ଇଣ୍ଡିଜେନିଏସ୍ ଟେକ୍ନିକ କ୍ରୁଜ…
ଚିନ୍ତାରେ ଅଷ୍ଟ୍ରେଲିଆ ଦଳ
ନୂଆଦିଲ୍ଲୀ,୨୧।୨: ଭାରତ ବିପକ୍ଷରେ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଦୁଇଟି ମ୍ୟାଚରେ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହେବା ପରେ ଅଷ୍ଟ୍ରେଲିଆ ଦଳକୁ ଝଟ୍କା ପରେ ଝଟ୍କା ଲାଗିଚାଲିଛି। ସିରିଜର ତୃତୀୟ ଟେଷ୍ଟ ମ୍ୟାଚ ପୂର୍ବରୁ ଅଧିନାୟକ ପ୍ୟାଟ କମିନ୍ସ ବ୍ୟକ୍ତିଗତ କାରଣରୁ ଘରକୁ…
୮ ଡକାୟତ ଗିରଫ, ମାରଣାସ୍ତ୍ର ଜବତ
ରାଜଗାଙ୍ଗପୁର, ୨୧।୨(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଜାମପାଲି ବାଇପାଶ ଠାରେ ଥିବା କ୍ରୀଷ୍ଣା ପାୱାର ଗୋଦାମରୁ ବନ୍ଧୁକ ସହ ଅନ୍ୟ ମାରଣାସ୍ତ୍ର ଦେଖାଇ ଇଲେକ୍ଟ୍ରିକ ଓୱାର (କନଡକଟର)ଡକାୟତି ଘଟଣାରେ ରାଜଗାଙ୍ଗପୁର ପୋଲିସ ୮ଜଣ ଡକାୟତଙ୍କ ସହ ଡକାୟତି ଜିନିଷ…
ଅନ୍ୟ ପାଇଁ ହସ
ବେଳେବେଳେ ପଦେ ମିଠା କଥାରେ କେତେକ’ଣ ସମସ୍ୟା ସମାଧାନ ହୋଇଯାଏ। ଠିକ୍ ସେମିତି ଟିକିଏ ହସରେ ବି ଘରସାରା ଖେଳିଯାଏ ଆନନ୍ଦର ଲହରି। ସେଥିପାଇଁ ତ ଅନେକ ସମୟରେ ଇଚ୍ଛା ନ ଥିଲେ ବି ହସି ହସି ବଞ୍ଚତ୍ବାର କଳାକୁ ଆପଣାଇଥାନ୍ତି…
ଆସିଥିଲେ ଛାଡ଼ପତ୍ର ମାମଲାର ବିଚାର ପାଇଁ : କୋର୍ଟ ପରିସର ପାଲଟିଲା ରଣକ୍ଷେତ୍ର
ବାଲେଶ୍ୱର ଅଫିସ,୨୧।୨: ବାଲେଶ୍ୱର ଜିଲା ବାଲେଶ୍ୱର ପରିବାର ଅଦାଲତ ପରିସର ମଙ୍ଗଳବାର ରଣକ୍ଷେତ୍ର ପାଲଟିଛି। ପରିବାର ଅଦାଲତରେ ଛାଡ଼ପତ୍ର ମାମଲାର ବିଚାର ପାଇଁ ଆସିଥିବା ଦମ୍ପତିଙ୍କ ମଧ୍ୟରେ ମାରପିଟ୍ ହୋଇଥିବା ଦେଖିବାକୁ ମିଳିଛି। ବ୍ୟକ୍ତିଙ୍କ ହେଲମେଟ୍ ମାଡରେ ମହିଳା ଗୁରୁତର ହୋଇଛନ୍ତି।…
ପଞ୍ଜାବୀ ସୁଟ୍
ଟ୍ରାଡିଶନାଲ ଓ ଏଥେନିକ୍ ଲୁକ୍ ପାଇଁ ପଞ୍ଜାବୀ ଲୁକ୍ ଆପଣାଇ ପାରିବେ। ଫ୍ୟାଶନ ଦୁନିଆରେ ପଞ୍ଜାବୀ ସୁଟ୍ ଆଜି ବି ହଟ୍ ଟ୍ରେଣ୍ଡ ହୋଇ ରହିଛି। ଏହି ଡିଜାଇନ୍ ସୁଟ୍ ରେଡି ଟୁ ଗୋ ଏବଂ ସବୁବେଳେ ଫ୍ୟାଶନ ଟ୍ରେଣ୍ଡରେ ରହି…
Archives


