ପାକିସ୍ତାନରେ ଜାରି ରହିଛି ହିନ୍ଦୁ ମନ୍ଦିର-ତୀର୍ଥ ସ୍ଥଳକୁ ଅପବିତ୍ର କରିବାର ଘଟଣା
ଇସଲାମାବାଦ,୨୨ ।୨: ପାକିସ୍ତାନରେ ହିନ୍ଦୁ ମନ୍ଦିର ଓ ତୀର୍ଥ ସ୍ଥଳକୁ ଅପବିତ୍ର କରିବାର ଘଟଣା ଲଗାତାର ଜାରି ରହିଛି । ଏବେ ମହାଭାରତ ସମୟ ସହ ଜଡିତ ପଞ୍ଚ ତିରଥକୁ ଅପବିତ୍ର କରିବାର ଘଟଣା ସାମ୍ନାକୁ ଆସିଛି । ଖେବର-ପଖତୁନଖ୍ୱାର ରାଜଧାନୀ…
ଯୁଦ୍ଧ ପାଇଁ କ୍ଷେପଣାସ୍ତ୍ର ପ୍ରସ୍ତୁତ
ମସ୍କୋ,୨୨ା୨: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ଆମେରିକା ସହ ସ୍ବାକ୍ଷରିତ ଶେଷ ଆଣବିକ ଅସ୍ତ୍ର ନିୟନ୍ତ୍ରଣ ଚୁକ୍ତିକୁ ମଙ୍ଗଳବାର ରଦ୍ଦ କରିଦେଇଛନ୍ତି। ଏଥିସହ ନୂଆ ଭୂପୃଷ୍ଠଭିତ୍ତିକ ରଣନୈତିକ ଆଣବିକ ଅସ୍ତ୍ରଗୁଡ଼ିକୁ ଯୁଦ୍ଧ ପାଇଁ ପ୍ରସ୍ତୁତ କରି ରଖିଥିବା ନେଇ ଓ୍ବାଶିଂଟନକୁ ସେ…
ଜଣେ ଯୁବତୀଙ୍କ ସହ ୫ ଗିରଫ
କୋରାପୁଟ, ୨୨।୨(ସ୍ବ.ପ୍ର.): ଉତ୍ତରପ୍ରଦେଶର ଆମେଢ଼ା ଗ୍ରାମର ଜଣେ ଡ୍ରାଇଭରଙ୍କୁ କୋରାପୁଟରେ ଅପହରଣ କରି ତାଙ୍କୁ ଖଲାସ ପାଇଁ ୨୫ ଲକ୍ଷ ଟଙ୍କା ମାଗିବା ଘଟଣାର ପର୍ଦ୍ଦାଫାଶ କରିଛି କୋରାପୁଟ ଟାଉନ ପୋଲିସ। ଏହି ଘଟଣାରେ ସମ୍ପୃକ୍ତ ଜଣେ ଯୁବତୀଙ୍କ ସହ ୫…
ଜଳୁଛି ସଂରକ୍ଷିତ ଜଙ୍ଗଲ
ବାରିପଦା ଅଫିସ/ସାରସକଣା, ୨୨ା୨(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଞ୍ଚଳର ସଂରକ୍ଷିତ ଜଙ୍ଗଲରେ ନିଅଁା ଲାଗିବା ଆରମ୍ଭ ହୋଇଛି। ଗ୍ରୀଷ୍ମ ପ୍ରବାହ ଓ ପବନର ବେଗ ବୃଦ୍ଧି ଯୋଗୁ ନିଅଁା ଅଣାୟତ୍ତ ହୋଇପଡ଼ିଛି। ମଙ୍ଗଳବାର ମଧ୍ୟାହ୍ନରେ ବାଙ୍ଗିରିପୋଷି ରେଞ୍ଜ ଅଧୀନ ଘିଆଯୋଡ଼ି…
୭ ଜିଲାର ୪୨ ବ୍ଲକ ଅଞ୍ଚଳ ଲବଣାକ୍ତ
ଯାଜପୁର ଅଫିସ,୨୨ା୨: ରାଜ୍ୟର ୭ଟି ଉପକୂଳ ଜିଲାରେ ଲବଣତା ଅନ୍ତଃପ୍ରବେଶ ନିୟନ୍ତ୍ରଣ କରିବାରେ ସରକାର ବିଫଳ ହୋଇଛନ୍ତି। ଭୂତଳ ଜଳ ବିଭାଗ ବା ଗ୍ରାଉଣ୍ଡ ୱାଟର ଡିପାର୍ଟମେଣ୍ଟ(ଜିଡବ୍ଲ୍ୟୁଡି) ନିର୍ଦ୍ଦେଶାଳୟ ପକ୍ଷରୁ ୧୯୯୫ ରୁ ୨୦୦୧ ମଧ୍ୟରେ ଉପକୂଳବର୍ତ୍ତୀ ଜିଲାଗୁଡିକରେ ଲବଣତା ସଂକ୍ରାନ୍ତରେ…
ରଫାଦଫା ପାଇଁ ସୋମାଲିକାଙ୍କୁ ଧମକ
ଜଗତ୍ସିଂହପୁର ଅଫିସ, ୨୨ା୨: ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସଙ୍କ ପ୍ରେମ ସମ୍ପର୍କ ଓ ବିବାହ ପ୍ରତିଶ୍ରୁତି ମାମଲା ଦିନକୁ ଦିନ ଜଟିଳ ରୂପ ନେବାରେ ଲାଗିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ବିଧାୟକଙ୍କ ବିରୋଧରେ ତାଙ୍କ ପ୍ରେମିକା ତଥା ସ୍ଥାନୀୟ ଦେଉଳୀ ଗ୍ରାମେଶ୍ୱର…
ରାଜ୍ୟପାଳଙ୍କ ମୁହଁରେ ବିକାଶର ଚିତ୍ର
ଭୁବନେଶ୍ୱର,୨୨ା୨(ବ୍ୟୁରୋ): ସ୍ବାସ୍ଥ୍ୟ, ଶିକ୍ଷା, କୃଷି, ଶିଳ୍ପ, କ୍ରୀଡ଼ା, ମହିଳା ସଶକ୍ତୀକରଣ, ଭିତ୍ତିଭୂମି ନିର୍ମାଣ, ବିମାନ ସେବା କ୍ଷେତ୍ରରେ ରାଜ୍ୟ ଆଗକୁ ମାଡ଼ିଚାଲିଛି। ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ ଜରିଆରେ ରାଜ୍ୟରେ ପୁଞ୍ଜିନିବେଶ ବଢ଼ିବା ସହିତ ମହିଳା ଉଦ୍ୟୋଗୀ ସୃଷ୍ଟି କରାଯାଉଛି। ସରକାର…
ଚିହ୍ନଟକାରୀଙ୍କ ତଣ୍ଟି କାଟିଲେ ଅଭିଯୁକ୍ତ
ଗୋପାଳପୁର, ୨୨ା୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅନ୍ତର୍ଗତ ସୋରଳ ଗ୍ରାମରେ ଗତ ୧୭ ତାରିଖ ରାତିରେ ହାସ୍ୟ ଅଭିନେତା ପପୁ ପମ୍ପମ୍ଙ୍କ ଷ୍ଟେଜ ଶୋ’ ଉପରକୁ ଟେକା, ପଥର ମାଡ଼ ହୋଇଥିଲା। ଟେକାମାଡ଼ କରିଥିବା ଅଭିଯୁକ୍ତଙ୍କୁ ସେହି ଗ୍ରାମର ଜଣେ…
ମାଲିରେ ଜାତିସଂଘର ଶାନ୍ତି ସେନାଙ୍କ କନଭେ ଉପରେ ଆଇଇଡି ଆକ୍ରମଣ, ୩ ମୃତ ୫ ଆହତ
ବମାକୋ,୨୨ ।୨: ବିଶ୍ୱର ସବୁଠାରୁ ବିପଜ୍ଜନକ ଜାତିସଂଘର ଶାନ୍ତି ମିଶନକୁ ମଙ୍ଗଳବାର ଅର୍ଥାତ୍ ଫେବୃୟାରୀ ୨୧ରେ ବଡ ଝଟକା ଲାଗିଛି । ମଧ୍ୟ ମାଲିରେ ଜାତିସଂଘର ଶାନ୍ତି ରକ୍ଷା ସେନାଙ୍କ କନଭେ ଉପରେ ରାସ୍ତା କଡ଼ରେ ବୋମା ଫିଙ୍ଗା ଯାଇଛି ।…
ସ୍କୁଟି ଚାଳକଙ୍କୁ କାର୍ ସିଟବେଲ୍ଟ ଫାଇନ
ରାଜଗାଙ୍ଗପୁର, ୨୨।୨(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଅଞ୍ଚଳର ଜଣେ ସ୍କୁଟି ଚାଳକଙ୍କୁ କାର୍ ସିଟବେଲ୍ଟ ଫାଇନ ଦେବାକୁ ମେସେଜ ଆସିଥିଲା। ପରେ ଏହା ଭୁଲ ମେସେଜ ବୋଲି ଜଣାପଡ଼ିଛି। ରାଜଗାଙ୍ଗପୁର ସହରରେ ବାସ କରୁଥିବା ଅଭିଷେକ କରଙ୍କର ଏକ ସ୍କୁଟି ଓଡି…
ଖରାପ ରେଜଲ୍ଟ କରୁଥିବା ସ୍କୁଲ ଶିକ୍ଷକଙ୍କ ତାଲିକା ହେବ
ଭୁବନେଶ୍ୱର, ୨୨।୨(ବ୍ୟୁରୋ): ରାଜ୍ୟରେ ଖରାପ ରେଜଲ୍ଟ କରୁଥିବା ସ୍କୁଲର ଶିକ୍ଷକଙ୍କ ତାଲିକା ପ୍ରସ୍ତୁତ ହେବ। ଏଥିପାଇଁ ଜିଲା ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସରକାରଙ୍କ ନିର୍ଦ୍ଦେଶାନୁଯାୟୀ, ଯେଉଁ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୩ଟି ବିଷୟ ଯଥା ଗଣିତ, ଇଂଲିଶ…
ଚାକିରି କରାଇଦେବା ନାଁରେ ଠକେଇ ମାମଲା: ହାଇକୋର୍ଟରେ ବର୍ଷାଙ୍କୁ ଆଶ୍ୱସ୍ତି
କଟକ ଅଫିସ,୨୧ା୨: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନାମରେ ଭୁବନେଶ୍ୱର ଶହୀଦନଗର ଓ ଚନ୍ଦ୍ରଶେଖରପୁର ଥାନାରେ ହୋଇଥିବା ଦୁଇଟି ମାମଲାରେ କୌଣସି ସତ୍ୟତା ନାହିଁ। ଭୁବନେଶ୍ବର ଡିସିପି ଏନେଇ ହାଇକୋର୍ଟଙ୍କୁ ଅବଗତ କରାଇବା ପରେ ଉଭୟ ମାମଲାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି କୋର୍ଟ। ଦୁଇଟିଯାକ…
Archives


