କାଲି ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ
ପୁରୀ,୧୦।୧: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ବୁଧବାର ଅନୁଷ୍ଠିତ ହେବ। ଅପରାହ୍ନରେ ଏହି ନୀତି ସମ୍ପନ୍ନ ହେବ । ଭକ୍ତମାନେ ଅପରାହ୍ନ ପ୍ରାୟ ୩ରୁ ୪ଘଣ୍ଟା ଧରି ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ରହିବେ। ଅପରାହ୍ନରେ ଦ୍ୱିତୀୟ ଭୋଗମଣ୍ଡପ ନୀତି ସରିବା ପରେ…
ଜୋଷୀମଠରେ ବୁଲଡୋଜର ପହଞ୍ଚିବା ପରେ ଆତ୍ମହତ୍ୟା ଧମକ ଦେଲେ ଲୋକେ
ଡେରାଡୁନ,୧୦ ।୧: ଉତ୍ତରାଖଣ୍ଡର ଜୋଷୀମଠରେ କ୍ଷତିଗ୍ରସ୍ତ ଘର ଗୁଡିକୁ ଭାଙ୍ଗବା କାମ ମଙ୍ଗଳବାର ହେବାର ଥିଲା । ଅଧିକାରୀମାନେ କହିଥିଲେ ଯେଉଁ କୋଠା କ୍ଷତିଗସ୍ତ ହାଇଛି ଏବଂ ଏହା ଅନ୍ୟ କୋଠା ପାଇଁ ବିପଦ ସାଜିବାକୁ ଯାଉଛି ଏଭଳି କୋଠା ଗୁଡିକ…
ହ୍ରିତିକ୍ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପୂର୍ବତନ ସ୍ତ୍ରୀ
ମୁମ୍ବାଇ: ବଲିଉଡ ଅଭିନେତା ହ୍ରିତିକ୍ ରୋଶନ ଆଜି ତାଙ୍କର ୪୯ ତମ ଜନ୍ମଦିନ ପାଳନ କରୁଛନ୍ତି। ସେଲିବ୍ରିଟିଠାରୁ ପ୍ରଶଂସକ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି। ତେବେ ପୂର୍ବତନ ସ୍ତ୍ରୀ ସୁଜୈନ ଖାନ୍ ମଧ୍ୟ ଖାସ୍ ଅନ୍ଦାଜରେ ହ୍ରିତିକ୍ଙ୍କୁ ଜନ୍ମଦିନର…
ଆଇଆଇସିଙ୍କ ନାମରେ ଫେକ୍ ଆକାଉଣ୍ଟ
ସୋରଡା ,୧୦।୧: କବିସୂର୍ଯ୍ୟନଗର ଥାନା ଆଇଆଇସି ପ୍ରଭାତ ସାହୁଙ୍କ ନାମରେ କେହି ଜଣେ ଫେକ୍ ଫେସବୁକ ଆକାଉଣ୍ଟ ଖୋଲି ଥିବା ଜଣାପଡିଛି। ଏନେଇ ଆଇଆଇସି ସାହୁ ଲୋକଙ୍କୁ ସତର୍କ ରହିବାକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, କେହି ଜଣେ ଅସାମାଜିକ ତାଙ୍କ…
ପୁରୁଷ ହକି ବିଶ୍ୱକପ୍ ଉଦ୍ଘାଟନୀ ଉତ୍ସବ: ପୂର୍ବାହ୍ନ ୨ଟାରୁ ବନ୍ଦ ରହିବ ସ୍କୁଲ, କଲେଜ
କଟକ ଅଫିସ,୧୦।୧: କଟକର ବାରବାଟୀ ଷ୍ଟାଡିୟମରେ ପୁରୁଷ ହକି ବିଶ୍ୱକପ୍ର ଉଦ୍ଘାଟନୀ ଉତ୍ସବ ବୁଧବାର ଅନୁଷ୍ଠିତ ହେବ। ଏଥିପାଇଁ କଟକ ସହରରେ ଥିବା ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ, କଲେଜଗୁଡିକ ବୁଧବାର ପୂର୍ବାହ୍ନ ୨ଟାରୁ ଛୁଟି କରିଦେବା ପାଇଁ ବୋଲି…
ଜେଲ୍ରୁ ବାହାରିଲେ କୋଚ୍ଚର ଦମ୍ପତି
ମୁମ୍ବାଇ,୧୦।୧: ଭିଡିଓକନ ଋଣ ଜାଲିଆତି ମାମଲାରେ ‘ସିବିଆଇ’ଦ୍ବାରା ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଥିବା ‘ଆଇସିଆଇସିଆଇ’ ବ୍ୟାଙ୍କର ପୂର୍ବତନ ‘ସିଇଓ’ ଚନ୍ଦା କୋଚ୍ଚର୍ ଏବଂ ତାଙ୍କ ସ୍ବାମୀ ଦୀପକ କୋଚ୍ଚରଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଫଳରେ ମଙ୍ଗଳବାର ଦମ୍ପତି…
ଟିମ୍ ଇଣ୍ଡିଆର ଦମ୍ଦାର ବ୍ୟାଟିଂ ଆରମ୍ଭ
ଗୁଆହାଟି,୧୦।୧: ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ର ମଙ୍ଗଳବାର ଗୁଆହାଟିରେ ଖେଳା ଯାଉଥିବା ପ୍ରଥମ ଦିନିକିଆ ମ୍ୟାଚ୍ରେ ଶ୍ରୀଲଙ୍କାର ଅଧିନାୟକ ଦସୁନ ଶନକା ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି। ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତ ବ୍ୟାଟିଂ ଆରମ୍ଭ କରିଛି। ୧୦…
ତେଜିଲା ଉପଜିଲାପାଳଙ୍କ ବଦଳି ଦାବି
ବାରିପଦା ଅଫିସ,୧୦।୧: ମୟୂରଭଞ୍ଜ ଜିଲା କପ୍ତିପଦା ଉପଜିଲାପାଳଙ୍କ ମନମୁଖି କାର୍ଯ୍ୟ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଣଦେଖା ପ୍ରତିବାଦରେ ମଙ୍ଗଳବାର କପ୍ତିପଦା ଉପଖଣ୍ଡରେ କାର୍ଯ୍ୟରତ ସମସ୍ତ ବ୍ଳକ ପ୍ରତିନିଧି ଜିଲାପାଳ ବିନୀତ ଭରଦ୍ବାଜଙ୍କୁ ଭେଟିଛନ୍ତି। ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧି ଉପଜିଲାପାଳ ଭଗବାନ…
ଉନ୍ନୟନ କାର୍ଯ୍ୟକୁ ଭାଙ୍ଗିଲେ ବିଧାୟକଙ୍କ ସମର୍ଥକ
ଦେବଗଡ଼, ୧୦।୧(ଡି.ଏନ୍.ଏ.): ଦେବଗଡ଼ର ଭାଜପା ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ସମର୍ଥକମାନେ ମହିଳା ସଶକ୍ତିକରଣ କାର୍ଯ୍ୟକୁ ବିରୋଧ କରିଛନ୍ତି। ପୌର ପରିଷଦ ପକ୍ଷରୁ ମୁକ୍ତା ଯୋଜନାରେ ମିଶନ ଶକ୍ତି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ଦ୍ୱାରା ନିର୍ମାଣ କରାଯାଇଥିବା ଟାଉନ…
ଝାରସୁଗୁଡ଼ା ଡିଭିଜନର ୪ ସେକ୍ଟରରେ ପକ୍ଷୀ ଗଣନା
ଝାରସୁଗୁଡ଼ା ଅଫିସ,୧୦।୧: ପ୍ରତିବର୍ଷ ଶୀତଋତୁରେ ହୀରାକୁଦ ଜଳଭଣ୍ଡାରକୁ ବିଭିନ୍ନ ପ୍ରଜାତିର ବିଦେଶାଗତ ପକ୍ଷୀ ଆସିଥାନ୍ତି। ବନ୍ୟପ୍ରାଣୀ ବିଭାଗ ତରଫରୁ ବିଧିବଦ୍ଧ ଭାବେ ଏହାର ଗଣନା କରାଯାଇଥାଏ। ଚଳିତବର୍ଷ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ତରଫରୁ ଏହି ଗଣନା କରାଯାଇଛି। ୧୫ସେକ୍ଟରରେ ବିଭକ୍ତ କରାଯାଇ…
୪ ଶିଶୁଙ୍କ ସମେତ ୧୧ ଶ୍ରମିକ ବନ୍ଧକ
ବରଗଡ଼ ଅଫିସ୍,୧୦।୧: ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ଦାଦନ ସମସ୍ୟା ଲାଗି ରହିଛି। ଏହି ଉପଖଣ୍ଡ ଜଗଦଲପୁର ଥାନା ଘେଁସରା ଗ୍ରାମର ୭ଜଣ ଶ୍ରମିକ ତେଲଙ୍ଗାନା ରାଜ୍ୟକୁ ଯାଇ ସେଠାରେ ଜଣେ ଇଟାଭାଟି ମାଲିକଙ୍କ ପାଖରେ ବନ୍ଧା ପଡ଼ିଥିବା ଅଭିଯୋଗ ହୋଇଛି।…
ଜାନୁୟାରୀ ଶେଷ ସୁଦ୍ଧା ସମ୍ପତ୍ତି ତାଲିକା ନ ଦେଲେ ବନ୍ଦ ହେବ ଦରମା
ଭୁବନେଶ୍ୱର,୧୦।୧: ଜାନୁୟାରୀ ଶେଷ ସୁଦ୍ଧା ସମସ୍ତ ସରକାରୀ କର୍ମଚାରୀ ନିଜ ସମ୍ପତ୍ତି ତାଲିକା ଦେବେ। ଏନେଇ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି ହୋଇଛି। ଜାନୁୟାରୀ ୩୧ ସୁଦ୍ଧା ସମ୍ପତ୍ତି ତାଲିକା ନ ଦେଲେ…
Archives


