ସଚେତନତା ମୂଳକଥା
ସିକଲ୍ ସେଲ୍ ରୋଗ ଏକ ବେମାରୀ ସମୂହ, ଯାହା ଆମର ଲୋହିତ ରକ୍ତ କଣିକାକୁ ପ୍ରଭାବିତ କରିଥାଏ। ଏପରି ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଲେ ତାହାର ଚିକିତ୍ସା କରାଇ ନେବା ଜରୁରୀ। ସିକଲ୍ ସେଲ୍ ରୋଗ ବିଷୟରେ ଜନସାଧାରଣକୁ ସଚେତନ କରିବା ଲାଗି…
ଜେଲରୁ ଖଲାସ ହେଲେ ଘାତକ ଶାହାଜାହାନ ଭୂୟାଁ, ୨୬ ଜଣଙ୍କୁ ଦେଇଥିଲେ ଫାଶୀ, ଜଣଙ୍କ ଫାଶୀ ପାଇଁ ୨ ମାସ ଜେଲଦଣ୍ଡ ମାଫ୍…
ଢାକା,୧୯।୬ : ବାଂଲାଦେଶର କୁଖ୍ୟାତ ଘାତକ ଭୂୟାଁ ଜେଲରୁ ମୁକୁଳିଛନ୍ତି। ଚୋରି, ଡକାୟତି ଏବଂ ହତ୍ୟା ମାମଲାରେ ତାଙ୍କୁ ୧୯୯୧ରେ ୪୨ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଏହା ପରେ ସେ ୨୦୦୧ ରେ ଜେଲରେ ଘାତକ(ଏକଜେକ୍ୟୁଟର) ଭାବରେ ନିଯୁକ୍ତ ହୋଇଥିଲେ।…
ଚନ୍ଦ୍ରକୁ ଛୁଇଁବାର ଆଶା
ଆଗାମୀ ଜୁଲାଇ ମାସରେ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂସ୍ଥା (ଇସ୍ରୋ) ଚନ୍ଦ୍ରକୁ ନିଜର ଏକ ନୂତନ ଅଭିଯାନ ‘ଚନ୍ଦ୍ରଯାନ-୩’ ପ୍ରେରଣ କରିବାକୁ ଯାଉଛି। ଏହି ଅଭିଯାନ ଜରିଆରେ ଭାରତ ଚନ୍ଦ୍ରପୃଷ୍ଠକୁ ଛୁଇଁବାର ଆଶା ରଖିଛି। ଏହି ଅଭିଯାନ ସଫଳ ହେଲେ ଭାରତ…
ବିବାଦରେ ‘ଆଦିପୁରୁଷ’, ବଦଳିବ ଡାଇଲଗ୍
ଭୁବନେଶ୍ୱର,୧୯।୬(ଶର୍ମିଷ୍ଠା ପାଣିଗ୍ରାହୀ): ରାମାୟଣ କଥାବସ୍ତୁକୁ ନେଇ ଭିନ୍ନ ଭାବେ ପ୍ରସ୍ତୁତ ଚଳଚ୍ଚିତ୍ର ‘ଆଦିପୁରୁଷ’ ଏବେ ବିବାଦରେ ଛନ୍ଦି ହୋଇଯାଇଛି। ହିନ୍ଦୀ, ତେଲୁଗୁ ଆଦି ବିଭିନ୍ନ ଭାଷାରେ ରିଲିଜ୍ ହୋଇଥିବା ଏହି ଚଳଚ୍ଚିତ୍ରରେ ରହିଥିବା ଚରିତ୍ରର ବେଶଭୂଷା, ଡାଇଲଗ୍ ଓ ତଥ୍ୟକୁ ନେଇ…
ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ଆବାସ କି ବିଜୁ ପକ୍କାଘର
ପଟ୍ଟାଙ୍ଗି,୧୯ା୬(ଶରତ ଧଳ): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ଆବାସ ଏବଂ ବିଜୁ ପକ୍କା ଘର ଯୋଜନା ଗ୍ରାମାଞ୍ଚଳ ଲୋକଙ୍କ ପାଇଁ ଏବେ ମଧ୍ୟ ଅପହଞ୍ଚ ହୋଇରହିଛି। ଅନେକ ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ବଞ୍ଚତ୍ତ ହୋଇ ରହିଛନ୍ତି।…
ରାହୁଲଙ୍କୁ ୫୩ ବର୍ଷ…
ନୂଆଦିଲ୍ଲୀ,୧୯।୬ : ସୋମବାର କଂଗ୍ରେସ ଦଳର ଏକ ବଡ ଚେହେରା ରାହୁଲ ଗାନ୍ଧୀଙ୍କ ଜନ୍ମଦିନ। ତାଙ୍କୁ ୫୩ ବର୍ଷ ପୂରଣ ହୋଇଛି। ରାହୁଲ ଗାନ୍ଧୀ ୧୯୭୦ ମସିହାରେ ଜୁନ୍ ୧୯ରେ ଜନ୍ମ ହୋଇଥିଲେ। ୪ ଥର ଏମପି ହେବା ପରେ ଏବେ…
ଜାମୁକୋଳି ଦର ଆକାଶଛୁଆଁ
ବ୍ରହ୍ମପୁର,୧୯।୬(ତନୁଶ୍ରୀ ନାହାକ): ବ୍ରହ୍ମପୁର ବଜାରରେ ବର୍ତ୍ତମାନ ଜାମୁକୋଳିର ଯଥେଷ୍ଟ ଚାହିଦା ରହିଛି। ଦର ମଧ୍ୟ ଆକାଶଛୁଆଁ ହୋଇଛି। ଜାମୁକୋଳି ଖାଇବା ଦ୍ୱାରା ହିମଗ୍ଲୋବିନ ବୃଦ୍ଧି ହୋଇଥାଏ, ହୃଦୟରେ ରକ୍ତ ସଂଚାଳନ ଠିକ ହୋଇଥାଏ, ମେଦବହୁଳ ରୋଗୀଙ୍କ ନିମନ୍ତେ ମଧ୍ୟ ଜାମୁକୋଳି ଓଜନ…
ବେଆଇନ ପାକିର୍ଂକୁ ନେଇ ଚିନ୍ତା
ନୟାଗଡ଼,୧୯।୬(ଲୋକନାଥ ମିଶ୍ର): ନୟାଗଡ଼ ଟ୍ରାଫିକ ଛକରୁ ବସଷ୍ଟାଣ୍ଡ ପୁରୁଣା ସହରକୁ ସ୍ଥାନାନ୍ତରିତ ହେବା ପରେ ନୟାଗଡ଼ ସହରରେ ଟ୍ରାଫିକ ସେବା ବିପର୍ଯ୍ୟସ୍ତ ହୋଇପଡିଛି । ଯିଏ ଯେଉଁଠି ପାଇଲା ବଲାଙ୍ଗୀର-ଖୋର୍ଦ୍ଧା ୫୭ ନଂ. ଜାତୀୟ ରାଜପଥ ଉପରେ ବସ, ଟ୍ରକକୁ ବେଆଇନ…
ଚଳିତ ବର୍ଷ ଛେରାପହଁରା କରିବେନି ରଣପୁର ରାଜା
ରଣପୁର,୧୯ା୬(ସୁକାନ୍ତ କିଶୋର ଡାକୁଆ): ରଣପୁର ରାଜା ଚଳିତ ବର୍ଷ ଠାକୁରଙ୍କ ୩ରଥରେ ଛେରାପହଁରା କରିବେ ନାହିଁ ବୋଲି ଲିଖିତ ଆକାରରେ ଏଣ୍ଡାଓମେଣ୍ଟ କମିଶନର, ମୁଖ୍ୟ ଶାସନ ସଚିବ, ନୟାଗଡ଼ ଜିଲାପାଳଙ୍କ ସହିତ ରଣପୁର ଦେବୋତ୍ତର ବିଭାଗର ଅଧିକାରୀ ତଥା ତହସିଲଦାରଙ୍କୁ ଜଣାଇଛନ୍ତି।…
ଆମେରିକାରେ ମୂଷା ଉପଦ୍ରବ: କୁକୁର-ବିଲେଇଙ୍କ ସହାୟତା ନେଲେ ଲୋକେ…
ଓ୍ବାଶିଂଟନ,୧୯।୬ : ଆମେରିକାର ରାଜଧାନୀ ୱାଶିଂଟନ ନିକଟରେ ଥିବା ଆଡାମସ ମୋର୍ଗାନରେ ରାତ୍ରି ଯାପନ କରିବା ଅତ୍ୟନ୍ତ ପ୍ରସିଦ୍ଧ। ଜୁନ ରାତିର ଗରମ ଉପଭୋଗ କରିବାକୁ ଲୋକମାନେ ଏଠାରେ ଏକତ୍ରିତ ହୋଇଥାନ୍ତି। ମାତ୍ର ଲୋକଙ୍କ ପାଇଁ ଅସୁବିଧା ସୃଷ୍ଟି କରୁଛନ୍ତି ସହରର…
ତାତିରେ ଡହଳବିକଳ କାନପୁର ଡ୍ୟାମ ବିସ୍ଥାପିତ
ଯୋଡ଼ା,୧୯ା୬(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍ ଅନ୍ତର୍ଗତ ବିରିକଳା ପଞ୍ଚାୟତର ୫୨୦ନଂ. ଜାତୀୟ ରାଜପଥ ନିକଟରେ ଥିବା କାର୍ତ୍ତିକା ସାହିରେ ପାନୀୟ ଜଳ ସଙ୍କଟ ଦେଖାଯାଇଛି। ପ୍ରବଳ ତାରିରେ ପ୍ରଶାସନ ପକ୍ଷରୁ ଜଳ ଯୋଗାଣ ବ୍ୟବସ୍ଥା ନ ଥିବାରୁ ଲୋକେ…
ବିହନ ଧରି ବର୍ଷା ଅପେକ୍ଷାରେ ଚାଷୀ
ଗଞ୍ଜାମ,୧୯ା୬(ବିଦ୍ୟାଧର ସାହୁ): ଗଞ୍ଜାମ ସହରରେ ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଜନଜୀବନ ଅସ୍ତବ୍ୟସ୍ତ କରି ପକାଇଲାଣି। ଅତ୍ୟଧିକ ଉତ୍ତାପ ଯୋଗୁ ଜଳୁଛି ଗାଁ ଆଉ ସହର। ଏଥିଯୋଗୁ ଲୋକେ ଘରୁ ପଦାକୁ…

