ସରିଲା ପ୍ରଥମଦିନର ପରୀକ୍ଷା: କେହି ବି କପି କରି ପଡ଼ିନାହାନ୍ତି ଧରା
ଢେଙ୍କାନାଳ ଅଫିସ,୧୦ା୩: ଚଳିତ ବର୍ଷ ଢେଙ୍କାନାଳ ଜିଲାରେ ୯୬ଟି ପରୀକ୍ଷା କେନ୍ଦ୍ରରେ ମୋଟ୍ ୧୬ ହଜାର ୧୧୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ୮୧ଟି କେନ୍ଦ୍ରରେ ସିସିଟିଭି କ୍ୟାମେରା ଲାଗିଛି। ପ୍ରଶ୍ନ ଓ ଉତ୍ତର ପତ୍ରକୁ କଡ଼ା ସୁରକ୍ଷା ମଧ୍ୟରେ ୧୦ଟି…
ଆଲିଆଙ୍କୁ ଝିଅ ଦେଲେ ବିଜ୍ନେସ୍ ଆଇଡିଆ
ଅଭିନେତ୍ରୀ ଆଲିଆ ଭଟ୍ଟ ମା’ ହେବା ପରେ ଏବେ ଝିଅ ରାହା ସହ ସମୟ ବିତାଉଛନ୍ତି। ନିକଟରେ ସେ ତାଙ୍କ ଝିଅ ସମ୍ବନ୍ଧୀୟ କିଛି ରୋଚକ କଥା ଶେୟାର କରିଥିଲେ। ଆଲିଆ କହିଛନ୍ତି, ରାହା ଏବେ ବହୁତ ଛୋଟ। ମୁଁ ବହି…
ବିଜୁ ସ୍ବାସ୍ଥ୍ୟକାର୍ଡରେ ଅନିୟମିତତା: ହସ୍ପିଟାଲରେ ଚଢ଼ାଉ
ଢେଙ୍କାନାଳ ଅଫିସ,୧୦ା୩: ଢେଙ୍କାନାଳ ସହରର କିଛି ଘରୋଇ ହସ୍ପିଟାଲରେ ଜିଲାପାଳ ଓ ଏସ୍ପିଙ୍କ ମିଳିତ ଚଢ଼ାଉ ହୋଇଛି। ବିଜୁ ସ୍ବାସ୍ଥ୍ୟକାର୍ଡ ଅନିୟମିତତା ନେଇ ଏହି ଚଢ଼ାଉ କରାଯାଇଛି। ଦୀର୍ଘଦିନ ହେବ ବିଜୁ ସ୍ବାସ୍ଥ୍ୟ କାର୍ଡକୁ ନେଇ କିଛି ବେସରକାରୀ ହସ୍ପିଟାଲ ଅନିୟମିତତା…
ମା’ଙ୍କୁ ଶେଷ ଦର୍ଶନ କରିପାରିଲେନି ମାଓବାଦୀ ନେତା: ଶେଷକୃତ୍ୟ ସମ୍ପନ୍ନ କଲେ ପୋଲିସ ବାବୁ
ଚିତ୍ରକୋଣ୍ଡା,୧୦ା୩,(ଡି.ଏନ୍.ଏ.): କେନ୍ଦ୍ରୀୟ କମିଟି ମାଓବାଦୀଙ୍କ ମା’ଙ୍କ ଅକାଳ ବିୟୋଗ ହୋଇଥିବା ବେଳେ ମାଓବାଦୀ ନେତା ଜଗନ୍ନ ଖବର ପାଇଥିଲେ ମଧ୍ୟ ମା’ଙ୍କୁ ଶେଷ ଦର୍ଶନ କରିପାରି ନ ଥିଲେ। ମାଓବାଦୀ ନେତାଙ୍କ ମା’ଙ୍କ ପରଲୋକ ଖବର ପାଇ ସିଲେରୁ ଥାନା ଏସିଆଇ,…
ସୋନପୁର କଲେଜକୁ ମିଳିନି ପୂର୍ଣ୍ଣ ସରକାରୀ ମାନ୍ୟତା
ସୋନପୁର,୧୦।୩(ନି.ପ୍ର.): ସୋନପୁର କଲେଜ ସୁବର୍ଣ୍ଣପୁର ଜିଲାର ସର୍ବପୁରାତନ ଉଚ୍ଚ ଶିକ୍ଷାନୁଷ୍ଠାନ। ୧୯୬୪ ମସିହାରେ ଏହି କଲେଜ ସ୍ଥାପିତ ହୋଇଥିଲା। ଇତିମଧ୍ୟରେ ୫୯ ବର୍ଷ ବିତିଯାଇଛି। ହେଲେ ସୋନପୁର କଲେଜକୁ ନା ପୂର୍ଣ୍ଣ ସରକାରୀ ମାନ୍ୟତା ମିଳିଛି ନା ସ୍ବୟଂଶାସିତ ମାନ୍ୟତା ମିଳିଛି।…
ପୁଣି କାଉଗୁଡ଼ା ଗ୍ରାମ୍ୟ ଜଙ୍ଗଲ ଜଳୁଛି
ଲାଞ୍ଜିଗଡ଼,୧୦।୩(ଡି.ଏନ.ଏ.): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଶ୍ବନାଥପୁର ବନାଞ୍ଚଳ ସିକେରକୁପା ସେକ୍ସନ କିଡିଙ୍ଗ ବିଟର କାଉଗୁଡ଼ା ଗ୍ରାମ୍ୟ ଜଙ୍ଗଲରେ ନିଆଁ ଲାଗିଛି। ନିଆଁ ଲାଗିବା ଫଳରେ ଜଙ୍ଗଲରେ ଥିବା ଶହଶହ ମୂଲ୍ୟବାନ ଗଛ ପୋଡ଼ି ପାଉଁଶ ହେବାରେ ଲାଗିଛି। କୌଣସି ଦୁର୍ବୃତ୍ତ…
କେନାଲ ନିର୍ମାଣରେ ବ୍ୟାପକ ଦୁର୍ନୀତି
ଖଡ଼ିଆଳ,୧୦।୩(ଡି.ଏନ.ଏ.): ନୂଆପଡା ଜିଲା କୋମନା ଓ ଖଡ଼ିଆଳ ବ୍ଲକ ମଝିରେ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ (ତିଖାଲି ଡ୍ୟାମ) ନିର୍ମାଣ ହୋଇଛି। ନୂଆପଡା ଜିଲାର ବୋଡ଼େନ ଓ ଖଡ଼ିଆଳ ବ୍ଲକର ୧୩ ହଜାର ୫ ଶହ ହେକ୍ଟର ଓ ବଲାଙ୍ଗୀର ଜିଲାର…
କେନାଲ କୂଳ ଜମିକୁ ମାଡୁନି ପାଣି
ବରଗଡ଼ ଅଫିସ୍,୧୦।୩: ଚଳିତ ରବିଧାନ ଫସଲରେ ବରଗଡ଼ ଜିଲା ହୀରାକୁଦ ଜଳସେଚିତ ଅଞ୍ଚଳର ଚାଷୀମାନେ କ୍ଷତିଗ୍ରସ୍ତ ହେବା ସମ୍ଭାବନା ରହିଛି। କେନାଲ ବିଭାଗର ଦୂରଦୃଷ୍ଟିହୀନତା ଯୋଗୁ ଏହି ସ୍ଥିତି ଉପୁଜିଛି। ବରଗଡ଼ ମୁଖ୍ୟ କେନାଲର କଟାପାଲି ଏବଂ କମଗାଁ ମଝି ଜିରା…
ବେଆଇନ କୁକୁଡ଼ା ଫାର୍ମ ନିର୍ମାଣ ବନ୍ଦ ଦାବିରେ ଧାରଣା
ଭଦ୍ରକ ଅଫିସ,୧୦ା୩: ଭଦ୍ରକ ଜିଲା ଧାମନଗର ବ୍ଲକ ରଇପୁର ଗ୍ରାମରେ ଏକ ବେଆଇନ କୁକୁଡ଼ା ଫାର୍ମ ନିର୍ମାଣ ବନ୍ଦ ଦାବିରେ ଗ୍ରାମବାସୀ ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି। ଗ୍ରାମର ଦକ୍ଷିଣ ପାର୍ଶ୍ୱରେ ଉକ୍ତ ଗ୍ରାମର ଜଣେ ବ୍ୟକ୍ତି କୁକୁଡ଼ା…
ଇରାନ ରାସ୍ତା ଦେଇ ଆଫଗାନିସ୍ତାନକୁ ୨୦ହଜାର ମେଟ୍ରିକ୍ ଟନ୍ ଗହମ ପଠାଇବ ଭାରତ
ନୂଆଦିଲ୍ଲୀ/କାବୁଲ,୧୦।୩: ଆଫଗାନିସ୍ତାନକୁ ୨୦ହଜାର ମେଟ୍ରିକ୍ ଟନ୍ ଗହମ ପଠାଇବ ଭାରତ। ଇରାନର ଚବାହାର ପୋର୍ଟ ଦେଇ ଏହି ଗହମ ସପ୍ଲାଇ କରାଯିବ। ଗୁରୁବାର ଦିଲ୍ଲୀରେ ଇଣ୍ଡିଆ-ସେଣ୍ଟ୍ରାଲ ଏସିଆ ମିଳିତ ଓ୍ବାର୍କିଂ ଗ୍ରୁପ୍ର ଏକ ବୈଠକରେ ଏନେଇ ଘୋଷଣା କରାଯାଇଥିଲା। ତେବେ ଭାରତର…
ସ୍କୁଲ ବନ୍ଦ ପରେ ପିଲାଙ୍କୁ ମିଳୁନି ଯାତାୟାତ ଖର୍ଚ୍ଚ
ନବରଙ୍ଗପୁର,୧୦।୩(ବି.ପ୍ର.): ୨୦ରୁ କମ୍ ଛାତ୍ରୀଛାତ୍ର ଥିବା ବିଦ୍ୟାଳୟକୁ ବନ୍ଦ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଲେ। ନବରଙ୍ଗପୁର ଜିଲାରେ ୨୦୧୯-୨୦ ଶିକ୍ଷାବର୍ଷ ପରେ ଜିଲାର ୧୧୦ ପ୍ରାଥମିକ ଓ ୨୪ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରାଯାଇ ନିକଟସ୍ଥ ବିଦ୍ୟାଳୟରେ ମିଶ୍ରଣ…
ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି: ଗୃହ ଅଚଳ
ଭୁବନେଶ୍ୱର,୧୦।୩(ବ୍ୟୁରୋ): ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଶୁକ୍ରବାରଠୁ ଆରମ୍ଭ ହୋଇଥିବା ବେଳେ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡକୁ ନେଇ ଆଲୋଚନା କରିବାକୁ ଦାବି କରିଥିଲେ, ହେଲେ ସେଥିଲାଗି ବାଚସ୍ପତି ଅନୁମତି ଦେଇ ନ ଥିଲେ॥ ଏହାପରେ…
Archives


