୬ ଓଡ଼ିଶା ସୂଚନା ସେବା ଅଧିକାରୀ ଉପନିର୍ଦ୍ଦେଶକ ପଦକୁ ଉନ୍ନୀତ
ଭୁବନେଶ୍ୱର,୧୭ା୬(ଅସମାପିକା ସାହୁ): ସୂଚନା ଓ ଲୋକସମ୍ପର୍କ ବିଭାଗ ୬ ଅଧିକାରୀ ଉପନିର୍ଦ୍ଦେଶକ ଭାବରେ ପଦୋନ୍ନତି ପାଇଛନ୍ତି। ନିର୍ଦ୍ଦେଶାଳୟରେ କାର୍ଯ୍ୟରତ ଭଣ୍ଡାର ଅଧିକାରୀ ସୁରଜିତ ମିଶ୍ର, ରାଜ୍ୟପାଳଙ୍କ ଲୋକସମ୍ପର୍କ ଅଧିକାରୀ ରକ୍ଷକ କୁମାର ନାୟକ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଲୋକସମ୍ପର୍କ ଅଧିକାରୀ ଚିତ୍ତରଞ୍ଜନ ପତି,…
ପଶ୍ଚିମବଙ୍ଗ ହିଂସା ଘଟଣାକୁ ନେଇ ମମତାଙ୍କ ଗିରଫ ଦାବି କଲା ଭାଜପା
କୋଲକାତା, ୧୭।୬: ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ସମୟରେ ଘଟିଥିବା ହିଂସାକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଗିରଫ କରିବାକୁ ଭାଜପା ଦାବି କରିଛି। ଭାଜପା ନେତା ପ୍ରିୟଙ୍କା ତିବ୍ରେୱାଲ ଶନିବାର ଅଭିଯୋଗ କରିଛନ୍ତି, ମମତା ବାନାର୍ଜୀଙ୍କୁ ହିଂସା ଘଟାଇବା…
ଅଧିକା ଦରମାର ଚାକିରି ଛାଡି ୱେଟର, ସଫେଇକର୍ମୀ ହେବାକୁ ପସନ୍ଦ କରୁଛନ୍ତି ଚାଇନାର ଯୁବବର୍ଗ, କାରଣ…
ବେଜିଂ,୧୭।୬: ମୁଦ୍ରାସ୍ଫୀତି ବଢୁଥିବା ଯୁଗରେ, ଜଣେ ବ୍ୟକ୍ତି ଚାକିରି ଛାଡିବା ପୂର୍ବରୁ ଅନେକ ଥର ଚିନ୍ତା କରିବ, କିନ୍ତୁ ଚାଇନାର ଚାକିରି ଖୋଜୁଥିବା ବ୍ୟକ୍ତିମାନେ ସେମାନଙ୍କର ବୃତ୍ତିଗତ ଚାକିରି ଛାଡି ୱେଟର ଏବଂ ସଫେଇକର୍ମୀ ହେବାକୁ ପସନ୍ଦ କରୁଛନ୍ତି। ବିଜନେସ ଇନସାଇଡରର…
‘ଭାଜପା ନେତାମାନେ ବିରୋଧ କରିବାକୁ ଦେଇଥିଲେ ଅନୁମତି’ ନାବାଳିକା ବୟାନ ବଦଳାଇବା ଉପରେ ସାକ୍ଷୀ ମଲିକ କଲେ ବଡ଼ ଖୁଲାସା
ନୂଆଦିଲ୍ଲୀ,୧୭।୬: ରେସଲିଂ ଫେଡେରେଶନ ଅଫ ଇଣ୍ଡିଆ (ଡବ୍ଲୁଏଫଆଇ)ର ପୂର୍ବତନ ଅଧ୍ୟକ୍ଷ ବ୍ରିଜ୍ଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ସମ୍ପର୍କରେ ଦିଲ୍ଲୀ ପୋଲିସ ଗୁରୁବାର କୋର୍ଟରେ ଏକ ଚାର୍ଜଶିଟ ଦାଖଲ କରିଛି। ବ୍ରିଜ୍ଭୂଷଣଙ୍କ ଉପରେ ଲାଗୁ ହୋଇଥିବା ପୋସ୍କୋ ଆକ୍ଟ…
ଶୁବମାନ ଗିଲଙ୍କୁ ୭ ନମ୍ବର ଜର୍ସି ଉପହାର ଦେଲା ଫୁଟବଲ ଟିମ୍ ପିଏସ୍ଜି
ପ୍ୟାରିସ,୧୭।୬: ଭାରତୀୟ କ୍ରିକେଟ ଟିମର ଖେଳାଳି ଶୁବମାନ ଗିଲ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପରେ ବିରତିରେ ଅଛନ୍ତି। ସେ ଛୁଟି କାଟିବାକୁ ପ୍ୟାରିସରେ ପହଞ୍ଚିଛନ୍ତି। ଏହି ସମୟରେ ଶୁବମାନଙ୍କ ଏକ ଆକର୍ଷଣୀୟ ଫଟୋ ଦେଖିବାକୁ ମିଳିଛି। ସେ ତାଙ୍କ ହାତରେ…
ଦୁଇଭାଇଙ୍କୁ ବିବାହ କରି ୪ ଦିନରେ ସବୁ ଲୁଟିନେଲେ ଦୁଇ କନ୍ୟା
ଭୋପାଳ,୧୭ା୬: ମଧ୍ୟପ୍ରଦେଶର ଗ୍ବାଲିଅର୍ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଜାଣିବାକୁ ମିଳିଛି। ଉତ୍ତରପ୍ରଦେଶର ଦୁଇ ଲୁଟେରା କନ୍ୟା ଗ୍ବାଲିଅରର ଦୁଇ ଭାଇଙ୍କୁ ବିବାହ କରିଥିଲେ। ୩ ଲକ୍ଷ ଟଙ୍କାର ସୁନାଗହଣା ଏବଂ ନଗଦ ଦେଢ଼ ଲକ୍ଷ ଟଙ୍କା ନେଇ ମାତ୍ର ୪…
ମହାକାଳଙ୍କ ଦର୍ଶନ ପରେ ଏବେ ଲଣ୍ଡନରେ କୀର୍ତ୍ତନ ଶୁଣିବାକୁ ପହଞ୍ଚିଲେ ବିରୁଷ୍କା
ଲଣ୍ଡନ,୧୭।୬: ଭାରତୀୟ କ୍ରିକେଟ ଦଳର ଖେଳାଳି ବିରାଟ କୋହଲି ଆଜିକାଲି ଛୁଟିରେ ଅଛନ୍ତି। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପରେ ଭାରତୀୟ ଖେଳାଳିମାନେ ଛୁଟି ପାଳନ କରୁଛନ୍ତି । ଟିମ ଇଣ୍ଡିଆ୧୨ ଜୁଲାଇରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବ। ଏହା…
ବୁଧବାରଠାରୁ ନିଖୋଜ ଥିଲେ, ଆଜି ମିଳିଲା ମୃତଦେହ
ବଡ଼ବିଲ,୧୭ା୬(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ରୁଗୁଡ଼ି ପୋଲିସ ଶନିବାର ବରପଦା ଗ୍ରାମସ୍ଥିତ ଏକ ପୋଖରୀରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ଜଣକ ହେଲେ ଭୂୟାଁ ବରପଦା ଅଞ୍ଚଳର ଅନାମ ନାଏକ(୬୦)। ଗତ ବୁଧବାରଠାରୁ ଅନାମ ନିଖୋଜ ରହିଥିଲା ବେଳେ…
ଆଫଗାନିସ୍ତାନକୁ ୫୪୬ରନରେ ପରାସ୍ତ କରି ଇତିହାସ ରଚିଲା ବାଂଲାଦେଶ
ଢାକା,୧୭।୬: ଢାକାସ୍ଥିତ ଶେର-ଇ-ବଙ୍ଗଳା ନ୍ୟାଶନାଲ ଷ୍ଟାଡିୟମରେ ଖେଳାଯାଇଥିବା ଏକମାତ୍ର ଟେଷ୍ଟ ମ୍ୟାଚରେ ବାଂଲାଦେଶ ଆଫଗାନିସ୍ତାନକୁ ୫୪୬ରନରେ ପରାସ୍ତ କରି ଇତିହାସ ରଚିଛି। ବାଂଲାଦେଶ ପ୍ରଥମ ଇନିଂସରେ ୩୮୨ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଆଫଗାନିସ୍ତାନର ଦଳ ୧୪୬ ରନକୁ ହ୍ରାସ…
‘ଆଦିପୁରୁଷ’ର ସୀତା ଭୂମିକା ପାଇଁ ପ୍ରଥମେ ଏହି ଅଭିନେତ୍ରୀଙ୍କୁ କରାଯାଇଥିଲା ଚୟନ
ମୁମ୍ବାଇ: ପୌରାଣିକ କଥାବସ୍ତୁ ଉପରେ ଆଧାରିତ ଫିଲ୍ମ ‘ଆଦିପୁରୁଷ’ ଶୁକ୍ରବାରଠାରୁ ପ୍ରେକ୍ଷାଳୟରେ ରିଲିଜ ହୋଇସାରିଛି। ତେବେ ଏହି ଫିଲ୍ମକୁ ନେଇ ନାନା ଆଲୋଚନା ହେଉଛି। ଫିଲ୍ମରେ ବାହୁବଳୀ ପ୍ରଭାସ ରାମ ଭୂମିକାରେ ଅଭିନୟ କରିଥିବା ବେଳେ ସାଉଥ୍ ଅଭିନେତ୍ରୀ କ୍ରିତି ସାନନ…
‘ଅଖିଳେଶଙ୍କ ସମାଜବାଦୀ ପାର୍ଟି ୨୦୨୪ରେ ସମାପ୍ତବାଦୀ ହେବାକୁ ଯାଉଛି’
ଲକ୍ଷ୍ନୌ,୧୭।୬: ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୟରେ ଉତ୍ତରପ୍ରଦେଶ କ୍ରମାଗତ ଭାବେ ଆଗକୁ ବଢୁଛି। ଗରିବ, ଯୁବକ, କୃଷକ ଏବଂ ମହିଳାଙ୍କ ପାଇଁ ଭଲ କାମ କରାଯାଉଛି।…
ଉଗାଣ୍ଡା ସ୍କୁଲରେ ଆଇଏସ ଆତଙ୍କବାଦୀଙ୍କ ଆକ୍ରମଣ, ଗୁଳିରେ ଅତିକମରେ ୪୧ ମୃତ
କାମ୍ପାଲା,୧୭।୬: ଆଫ୍ରିକାର ଦେଶ ଉଗାଣ୍ଡାର ପଶ୍ଚିମରେ ଥିବା ଏକ ସ୍କୁଲରେ ଆଇଏସ ସହ ଜଡିତ ବନ୍ଧୁକଧାରୀ ଗୁଳି କରିବାରୁ ଅତିକମରେ ୪୧ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଘଟଣା ୧୬ ଜୁନ ବିଳମ୍ବିତ ରାତିରେ ଘଟିଛି। ଉଗାଣ୍ଡା ପୋଲିସ…

