ବ୍ରିଟେନ୍ରେ ବେଆଇନ ଭାବେ ପ୍ରବାସୀଙ୍କୁ ରହିବାକୁ ଦିଆଯିବନି ଅନୁମତି:ସୁନକ
ଲଣ୍ଡନ, ୫। ୩:ପ୍ରବାସୀଙ୍କୁ ବ୍ରିଟେନ୍ରେ ବେଆଇନ ଢଙ୍ଗରେ ରହିବାକୁ ଅନୁମତି ଦିଆଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଋଷି ସୁନକ ରବିବାର ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତ୍କାରରେ କହିଛନ୍ତି। ଏ ନେଇ ଆସନ୍ତା ସପ୍ତାହରେ ନୂଆ ନିୟମ ଲାଗୁ କରାଯିବ। ଆଇନପ୍ରଣେତାଙ୍କ ଦ୍ୱାରା…
ସଫେଇ ଦେଲେ ରାହୁଲ
ଲଣ୍ଡନ, ୫ା୩: କଂଗ୍ରେସ ନେତା ରାହୁଲ ଗାନ୍ଧୀ କେମ୍ବ୍ରିଜ୍ରେ ଉଦ୍ବୋଧନକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ବିଦେଶରେ ରାହୁଲ ଭାରତର ଅପମାନ କରୁଛନ୍ତି ବୋଲି ଭାଜପା ଅଭିଯୋଗ କରିଛି। ଏନେଇ ରାହୁଲ ସଫେଇ ଦେଇଛନ୍ତି। କେମ୍ବ୍ରିଜ୍ରେ ଉଦ୍ବୋଧନବେଳେ ଭାରତର କଦାପି ଅପମାନ…
ମିଳିତ ଜାତିସଂଘ ବିଲ୍ଡିଂ ସମ୍ମୁଖରେ ଭାରତ ବିରୋଧୀ ପୋଷ୍ଟର
ଜେନେଭା,୫।୩: ଜେନେଭାରେ ମିଳିତ ଜାତିସଂଘ ବିଲ୍ଡିଂ ସମ୍ମୁଖରେ ଭାରତ ବିରୋଧୀ ପୋଷ୍ଟର ଲଗାଯିବା ପ୍ରସଙ୍ଗରେ ଭାରତ ତୀବ୍ର ବିରୋଧ ପ୍ରଦର୍ଶନ କରିଛି। ରବିବାର ସ୍ବିଜରଲାଣ୍ଡର ରାଷ୍ଟ୍ରଦୂତଙ୍କୁ ମଧ୍ୟ ଏନେଇ ଜବାବ ତଲବ କରାଯାଇଛି। ସରକାରୀ ସୂତ୍ର ଅନୁଯାୟୀ, ସ୍ବିଜରଲାଣ୍ଡ ରାଷ୍ଟ୍ରଦୂତ ବୈଦେଶିକ…
ଆସିଲା ଚିନ୍ମୟୀଙ୍କ ବ୍ୟବଚ୍ଛେଦ ରିପୋର୍ଟ
ଭୁବନେଶ୍ୱର/ସମ୍ବଲପୁର,୫।୩(ବ୍ୟୁରୋ): ବୁର୍ଲା ପିସି ବ୍ରିଜ୍ ପାୱାର ଚାନେଲରୁ ଭିସୁଟ୍ର ପୁରାତନ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ମୃତଦେହ ମିଳିବା ଘଟଣାର ୪ଦିନ ପରେ ରବିବାର ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରେ ଚିନ୍ମୟୀ ପାଣିରେ ବୁଡ଼ି ପ୍ରାଣ ହରାଇଥିବା ଉଲ୍ଲେଖ…
ଜମ୍ମୁ କଶ୍ମୀରରେ ଧାରା ୩୭୦ ରଦ୍ଦ କେବଳ କାଗଜରେ ସୀମିତ: ସଞ୍ଜୟ ରାଉତ
ପୁଣେ,୫।୩: ଶିବସେନା (ୟୁବିଟି) ରାଜ୍ୟ ସଭା ସଦସ୍ୟ ସଞ୍ଜୟ ରାଉତ କଶ୍ମୀରୀ ପଣ୍ଡିତ ହତ୍ୟା ପ୍ରସଙ୍ଗରେ ଭାଜପାକୁ ଟାର୍ଗେଟ୍ କରିଛନ୍ତି। ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱାରା ଜମ୍ମୁ କଶ୍ମୀରରେ ଧାରା ୩୭୦ ରଦ୍ଦ କେବଳ କାଗଜରେ ଥିଲା ଏବଂ ଭାରତୀୟ ଜନତା…
ଲୋକସେବା ଦିବସକୁ ଆସିଲେନି ଜନପ୍ରତିନିଧି
କେନ୍ଦୁଝର,୫।୩(ସ୍ବ.ପ୍ର.) ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଜୟନ୍ତୀକୁ ଲୋକସେବା ଦିବସ ଭାବେ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ l ଏନେଇ ପ୍ରଶାସନ ପକ୍ଷରୁ ରବିବାର ରାଜ୍ୟର ବିଭିନ୍ନ ସ୍ଥାନରେ ସଭାର ଆୟୋଜନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ କେନ୍ଦୁଝର ସଦର…
ଦ୍ୱିତୀୟଥର ମେଘାଳୟର ମୁଖ୍ୟମନ୍ତ୍ରୀ ହେବେ କନ୍ରାଡ ସାଙ୍ଗମା: ୭ରେ ଶପଥଗ୍ରହଣ
ଶିଲଂ, ୫ା୩ : ମେଘାଳୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ନ୍ୟାଶନାଲ ପିପୁଲ୍ସ ପାର୍ଟି (ଏନ୍ପିପି) ନେତା କନ୍ରାଡ ସାଙ୍ଗମା ମଙ୍ଗଳବାର ଶପଥ ଗ୍ରହଣ କରିବେ। ବିଧାନସଭା ନିର୍ବାଚନରେ ତାଙ୍କ ଦଳ ସଂଖ୍ୟାଗରିଷ୍ଠତା ହାସଲ କରିଥିବାରୁ ସରକାର ଗଠନ ଲାଗି ଦାବି ଉପସ୍ଥାପନ…
ଜଙ୍ଗଲରୁ ମିଳିଲା ୨୦ କୁଇଣ୍ଟାଲ ୪୦ କେଜି ଗଞ୍ଜେଇ
ବୌଦ୍ଧ,୫।୩(ସ୍ବ.ପ୍ର.): ବୌଦ୍ଧ ଜିଲା ଗଞ୍ଜେଇ ଚାଷ ଏବଂ କାରବାର ପାଇଁ ପେଣ୍ଠସ୍ଥଳ ପାଲଟିଛି। ଜିଲା ପ୍ରଶାସନ ପକ୍ଷରୁ ପ୍ରତିବର୍ଷ ଗଞ୍ଜେଇ ହେଉଥିବା ସ୍ଥାନ ଚିହ୍ନଟ କରି ଗଞ୍ଜେଇ ଚାଷ ନଷ୍ଟ କରୁଥିବା ସତ୍ତ୍ୱେ ଜିଲାରୁ ପ୍ରତିଦିନ ବିପୁଳ ପରିମାଣର ଗଞ୍ଜେଇ ବାହାରକୁ…
ସ୍ବଦେଶୀ ବ୍ରହ୍ମୋସ ମିଶାଇଲ୍ର ସଫଳ ପରୀକ୍ଷଣ
କୋଲକାତା,୫।୩: ଆତ୍ମନିର୍ଭରଶୀଳ ଭାରତ କାର୍ଯ୍ୟକ୍ରମ ଅଧୀନରେ ଭାରତୀୟ ନୌସେନା ରବିବାର ସଫଳତାର ସହ ସ୍ବଦେଶୀ ବ୍ରହ୍ମୋସ ମିଶାଇଲ୍ ପରୀକ୍ଷା କରିଛି। ଏହାର ବୁଷ୍ଟର୍ ଡିଆରଡିଓ ଦ୍ୱାରା ଡିଜାଇନ କରାଯାଇଛି। ଏହି ମିଶାଇଲ୍ କୋଲକାତାର ଯୁଦ୍ଧ ଜାହାଜରୁ ପରୀକ୍ଷଣ କରାଯାଇଥିଲା। ଏହା ଆରବ…
୬୦ ରନ୍ରେ ଜିତିଲା ଦିଲ୍ଲୀ କ୍ୟାପିଟାଲ୍ସ
ମୁମ୍ବାଇ,୫।୩: ମହିଳା ପ୍ରିମିୟର ଲିଗର ଦ୍ୱିତୀୟ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି)କୁ ୬୦ ରନରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ଆରସିବି ଅଧିନାୟକ ସ୍ମୃତି ମନ୍ଧାନା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ…
ସିବିଆଇ ମନୀଷ ସିସୋଡିଆଙ୍କୁ ଦେଉଛି ମାନସିକ ନିର୍ଯାତନା: ସଞ୍ଜୟ ସିଂ
ନୂଆଦିଲ୍ଲୀ,୫।୩: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଗିରଫଦାରିକୁ ନେଇ ଭାଜପା ଉପରେ ଆମ୍ ଆଦ୍ମୀ ପାର୍ଟି(ଏଏପି) ପକ୍ଷରୁ ଟାର୍ଗେଟ୍ ଜାରି ରହିଛି। ରବିବାର ଏଏପି ଏମ୍ପି ସଞ୍ଜୟ ସିଂ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ନିର୍ଯାତନା ଏତେ ମାତ୍ରାରେ ବୃଦ୍ଧି…
ବିମାନ ଶୌଚାଳୟରୁ ମିଳିଲା ୨ କୋଟି ଟଙ୍କାର ସୁନା
ନୂଆଦିଲ୍ଲୀ,୫।୩: ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦର ଏକ ବିମାନ ଶୌଚାଳୟରୁ ରବିବାର କଷ୍ଟମ ଅଧିକାରୀମାନେ ପ୍ରାୟ ୨ କୋଟି ଟଙ୍କାର ସୁନା ବିସ୍କୁଟ ଜବତ କରିଛନ୍ତି। ଅଧିକାରଙ୍କ କହିବା ମୁତାବକ, ଆଇଜି ବିମାନବନ୍ଦର ଟର୍ମିନାଲ ୨ରେ ଏକ ବିମାନର ସଫେଇ…
Archives


