ମୂଳ ଡାକ୍ତର ପଦର ୫୩ ଭାଗ ଖାଲି
ସୋନପୁର,୩୧।୧(ନି.ପ୍ର.): କେନ୍ଦ୍ର ଓ ରାଜ୍ୟ ସରକାର ସ୍ବାସ୍ଥ୍ୟ ସେବାକୁ ଗୁରୁତ୍ୱ ଦେଉଥିବା ବେଳେ ସୁବର୍ଣ୍ଣପୁର ଜିଲାରେ ଏବେ ଡାକ୍ତର ସଙ୍କଟ ଦେଖାଦେଇଛି। ପ୍ରତିବର୍ଷ ରାଜ୍ୟର ବିଭିନ୍ନ ଭେଷଜ ମହାବିଦ୍ୟାଳୟରୁ ଡାକ୍ତର ବାହାରୁଥିଲେ ମଧ୍ୟ ପଦ ପୂରଣ ହୋଇ ପାରୁନାହିଁ। ମଞ୍ଜୁରୀପ୍ରାପ୍ତ ମୂଳପଦବୀରୁ…
ଆବୁ-ଧାବି-ମୁମ୍ବାଇ ଫ୍ଲାଇଟରେ ହାଇଡ୍ରାମା
ମୁମ୍ବାଇ/ଆବୁଧାବି,୩୧ ।୧: ବିମାନରେ ଗୋଟିଏ ପରେ ଗୋଟିଏ ଅଘଟଣ ସାମ୍ନାକୁ ଆସୁଛି । ଏଥର ଏୟାର ଭିସ୍ତାରାର ଆବୁ-ଧାବିରୁ ମୁମ୍ବାଇ ଆସୁଥିବା ଏକ ଫ୍ଲାଇଟରେ ହାଇ ଭୋଲଟେଜ ଡ୍ରାମା ଦେଖିବାକୁ ମିଳିଛି । ଇଟାଲୀର ଜଣେ ମହିଳା ପ୍ରଥମେ ଫ୍ଲାଇଟର କ୍ର୍ୟୁ…
ବ୍ରିଜ୍ ତଳକୁ ଖସିଲା ଅଟୋ, ୧୦ ଛାତ୍ରୀଛାତ୍ର ଆହତ
ମୁରିବାହାଲ, ୩୧ା୧(ଡ଼ି. ଏନ.ଏ.): ବଲାଙ୍ଗୀର ଜିଲା ମୁରିବାହାଲ ଆଦର୍ଶ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ନେଇ ସ୍କୁଲ ଯାଉଥଇବା ଏକ ଅଟୋ ସୋମବାର ଗୁଡିଘାଟ ନିକଟରେ ଥିବା ଏକ ବ୍ରିଜ ତଳକୁ ଭାରସାମ୍ୟ ହରାଇ ଖସି ପଡିଥିଲା। ଫଳରେ ଏଥିରେ ଥିବା ୧୦ଛାତ୍ରୀଛାତ୍ର ଗୁରୁତର…
ପୁଣି ଗ୍ରାମସଭା ବର୍ଜନ କଲେ ୩୧୭ ସରପଞ୍ଚ
ବଲାଙ୍ଗୀର ଅଫିସ, ୩୧ା୧: ଗତ ୨୬ ତାରିଖରେ ସ୍ବତନ୍ତ୍ର ଗ୍ରାମସଭା ବର୍ଜନ କରିବା ପରେ ସୋମବାର ପୁଣି ଥରେ ବଲାଙ୍ଗୀର ଜିଲାର ୩୧୭ ସରପଞ୍ଚ ଆବାସ ଯୋଜନା ପାଇଁ ଆୟୋଜିତ ହେବାକୁ ଥିବା ଗ୍ରାମସଭା ବର୍ଜନ କରିଛନ୍ତି। ଫଳରେ ପ୍ରଧାନମନ୍ତ୍ରୀ ଆବାସ…
ଥରିଲା ଆଣ୍ଡାମାନ
ପୋର୍ଟ ବ୍ଲେୟାର୍,୩୧।୧: ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ଆଣ୍ଡାମାନ ସାଗର ନିକଟରେ ମଙ୍ଗଳବାର ସକାଳୁ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୯ ରହିଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ଭୋର ପ୍ରାୟ ୩.୪୦ ସମୟରେ ଏହି…
ଶିକ୍ଷକ ନିଯୁକ୍ତି, ମଧ୍ୟାହ୍ନଭୋଜନ ବ୍ୟବସ୍ଥା ଦାବିରେ ସ୍କୁଲରେ ତାଲା
ଉମରକୋଟ, ୩୧।୧(ଡି.ଏନ୍.ଏ.): ସ୍କୁଲରେ ଶିକ୍ଷକ ନିଯୁକ୍ତି ଓ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରାଇବା ଦାବିରେ ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ରାଜପୁର ଏବଂ ଡଙ୍ଗରୀଗୁଡ଼ା ଗ୍ରାମବାସୀ ଡଙ୍ଗରିଗୁଡ଼ାସ୍ଥିତ ସରକାରୀ ଉନ୍ନୀତ ବିଦ୍ୟାଳୟରେ ତାଲା ପକାଇଛନ୍ତି। ସମସ୍ୟା ସମାଧାନ ନ ହେବା ଯାଏ…
ବାହାର ରାଜ୍ୟ ଟିମ୍ର ରାଜନୈତିକ ସର୍ଭେକୁ ନେଇ ରାୟଗଡ଼ାରେ ସନ୍ଦେହ
ରାୟଗଡ଼ା,୩୧ା୧(ସ୍ବ.ପ୍ର.): ସାଧାରଣ ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ଗୁପ୍ତ ଋଣନୀତି ପ୍ରସ୍ତୁତ କରିବାରେ ବ୍ୟସ୍ତ। ହେଲେ ଏଭଳି ସମୟରେ ରାୟଗଡ଼ା ଜିଲାରେ ରାଜ୍ୟ ବାହାରୁ ଏକ ଯୁବଗୋଷ୍ଠୀ ଆସି ଜିଲାରୁ ଭୋଟରଙ୍କ ମତାମତ ସଂଗ୍ରହ କରୁଥିବା ସୋମବାର ଦେଖିବାକୁ ମିଳିଛି।…
ଖୋଲିଲା ଗାଡ଼ି ପାର୍କିଂ ଗେଟ୍ରୁ ତାଲା
ମାଲକାନଗିରି, ୩୧ା୧(ଡି.ଏନ.ଏ.): ମାଲକାନଗିରି ଜିଲା ସଦର ମହକୁମାର ସୁଭାଷ ବୋଷ ଛକ ନିକଟରେ ପୌର ପରିଷଦ ପକ୍ଷରୁ ଜନସାଧାରଣଙ୍କ ସୁବିଧା ପାଇଁ ଗାଡ଼ି ପାର୍କିଂ ଲାଗି ବ୍ୟବସ୍ଥା କରାଯାଇଥିଲା। ଏହାର ନିର୍ମାଣ କାର୍ଯ୍ୟ ସରିବା ସହ ଉଦ୍ଘାଟନ ମଧ୍ୟ ହୋଇସାରିଥିଲା। ଉଦ୍ଘାଟନ…
ଜନସମ୍ପର୍କ ବୃଦ୍ଧି ପାଇଁ ଉଦ୍ୟମ କଲେଣି କଂଗ୍ରେସ ଟିକେଟ ଆଶାୟୀ
ଆଶିଷ ରଞ୍ଜନ ପଣ୍ଡା ରାୟଗଡ଼ା,୩୧ା୧(ସ୍ବ.ପ୍ର.): ଆଗକୁ ଆସୁଛି ସାଧାରଣ ନିର୍ବାଚନ। ୨୦୨୪ରେ ହେବାକୁ ଥିବା ନିର୍ବାଚନ ଆଗୁଆ ହେବା ସମ୍ଭାବନା ଥିବାରୁ ରାଜନୈତିକ ଦଳମାନଙ୍କରେ ଅଙ୍କକଷା ଆରମ୍ଭ ହେଲାଣି। ସାଧାରଣ ନିର୍ବାଚନବେଳେ ରାଜ୍ୟରେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଥାଏ ଅବିଭକ୍ତ କୋରାପୁଟ…
ପୋଖରୀ ଖୋଳୁଛି ଜେସିବି
ନୟାଗଡ଼ ଅଫିସ,୩୧।୧: ନୟାଗଡ଼ ବ୍ଲକ ଜେମାଦେଇପୁର ପାଟଣା ପଞ୍ଚାୟତ ତଳପାଟଣା ଗଁାର ଗୋଡିପୋଖରୀକୁ ଜେସିବି ଖୋଳୁଛି। ଏଠାରେ ପୋଖରୀର କାର୍ଯ୍ୟ ଦିନ ବେଳା କରା ନ ଯାଇ ରାତିରେ କରାଯାଉଛି। ଫଟୋ ଓ ଭିଡିଓ ଉତ୍ତୋଳନ କରିବା ରାତିରେ ସହଜ ହେବ…
ଟେଣ୍ଡରରେ ଅନୁକମ୍ପା ନେଇ ପ୍ରତିବାଦ
ନୟାଗଡ଼ ଅଫିସ,୩୧।୧: ପୂର୍ତ୍ତ ବିଭାଗ ପକ୍ଷରୁ କରାଯାଉଥିବା ଟେଣ୍ଡରରେ କିଛି ନିର୍ଦ୍ଦିଷ୍ଟ ଠିକାଦାରଙ୍କୁ ଅନୁକମ୍ପା ପ୍ରଦର୍ଶନ କରାଯାଉଥିବା ପ୍ରତିବାଦରେ ଠିକାଦାରମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏପରି କି ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଆସି ହୋହାଲ୍ଲା ଓ ପାଟିତୁଣ୍ଡ କରିଥିଲେ।…
ଧାନ କିଣା ନ ଗଲେ ଆନ୍ଦୋଳନ
ବଇଣ୍ଡା, ୩୧ା୧ (ଡି.ଏନ.ଏ.): ଅନୁଗୋଳ ଜିଲା କିଶୋରନଗର ବ୍ଲକ ଅଞ୍ଚଳର ବିଭିନ୍ନ ସୋସାଇଟିରେ ଏବେ ଧାନ କିଣିବାରେ ଅବ୍ୟବସ୍ଥା ଦେଖାଦେଇଛି। ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଟାର୍ଗେଟ ଅନୁସାରେ ଧାନ କିଣାଯାଉ ନ ଥିବା ଯୋଗୁ ବାମୁର ସୋସାଇଟିରେ ଅସନ୍ତୋଷ ସୃଷ୍ଟି ହୋଇଛି।…
Archives


