Home Left

ବେଆଇନ ଭାବେ ସରକାରୀ ଅଫିସରେ ଲାଗୁଛି ପ୍ରାଇଭେଟ ଗାଡ଼ି

ରାୟଗଡ଼ା,୨୭।୬(ଆଶିଷ ରଞ୍ଜନ ପଣ୍ଡା): ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ବ୍ୟକ୍ତିଗତ ବ୍ୟବହୃତ ପାଇଁ ପଞ୍ଜୀକୃତ ଗାଡ଼ିଗୁଡ଼ିକ ମାସିକ ଭଡ଼ା ସୂତ୍ରରେ ଲଗାଯାଇ ପରିବହନ ନିୟମର ଖୋଲା ଉଲଂଘନ ଚାଲିଥିବା ଅଭିଯୋଗ ହୋଇଛି। କମର୍ସିଆଲ ଓ ଟ୍ୟାକ୍ସି ପରିମିଟ ଥିବା ଗାଡ଼ି ହିଁ ସରକାରୀ କାର୍ଯ୍ୟାଳୟରେ…

ବାଡ଼ିରୁ ୧୮ ନାଗଛୁଆ ଉଦ୍ଧାର

ରାୟଗଡ଼ା,୨୬।୬(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ପୁରୁଣା ଏଲ୍‌ଆଇସି କଲୋନୀର ଭରତ ବେନିଆ ନାମକ ଜଣେ ବ୍ୟକ୍ତିଙ୍କ ଘର ପଛ ବାଡ଼ିରୁ ୧୮ଟି ନାଗ ଛୁଆ ଉଦ୍ଧାର ହୋଇଛି । ପରିବାର ଲୋକେ ବାଡିକୁ ଯାଇଥିବାବେଳେ ନାଗ ଛୁଆଙ୍କୁ ଦେଖି ରାୟଗଡ଼ା…

ତିନି ପାର୍ଶ୍ୱରୁ ରହିବ ରାମ ମନ୍ଦିରର ସୁରକ୍ଷା: ଖର୍ଚ୍ଚ ହେବ ୩୮ କୋଟି

ଲକ୍ଷ୍ନୌ,୨୭।୬: ରାମଲଲା ମନ୍ଦିରର ସୁରକ୍ଷା ଯୋଜନାରେ ପ୍ରାୟ ୩୮ କୋଟି ଟଙ୍କା ଖର୍ଚ୍ଚ ହେବ। ପାଣ୍ଠି ଅନୁମୋଦନ ହୋଇଛି ଏବଂ ନିର୍ମାଣ ଦାୟିତ୍ୱ ଉତ୍ତରପ୍ରଦେଶ ୟୁପି ନିର୍ମାଣ ନିଗମଙ୍କୁ ହସ୍ତାନ୍ତର କରାଯାଇଛି। ଆଗାମୀ କିଛି ଦିନରେ ଏହାର ଡିପିଆର ଶାସନ ନିକଟକୁ…

ବଳାତ୍କାର ଅଭିଯୁକ୍ତଙ୍କୁ ଜେଲ

ଢେଙ୍କାନାଳ,୨୭ା୬(ରତନ ନାୟାର): ଜଣେ ଦଳିତ ସମ୍ପ୍ରଦାୟର ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ କରିଥିବା ଅଭିଯୁକ୍ତଙ୍କୁ ଢେଙ୍କାନାଳ ଫାଷ୍ଟଟ୍ରାକ୍‌ ଅଦାଲତ ସୋମବାର ଦୋଷୀ ସାବ୍ୟସ୍ତ କରିବା ସହ ୭ବର୍ଷ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ୨୬ ଅକ୍ଟୋବର ୨୦୨୦ରେ ଅଭିଯୁକ୍ତ ନିରଞ୍ଜନ ମହାରଣା ସମ୍ପୃକ୍ତା ନାବାଳିକାଙ୍କୁ…

ଗୋଟିଏ ପଟକୁ ଢଳିଲା ବଦ୍ରିନାଥ-କେଦାରନାଥ ମଧ୍ୟରେ ଥିବା ଐତିହାସିକ ମନ୍ଦିର

ଚାମୋଲି,୨୭।୬: ଉତ୍ତରାଖଣ୍ଡର ସୀମାନ୍ତ ଜନପତ ଚାମୋଲିର ମୁଖ୍ୟାଳୟ ଗୋପେଶ୍ୱରରେ ଭଗବାନ ଗୋପିନାଥଙ୍କ ମନ୍ଦିର ଗୋଟିଏ ପଟକୁ ଢଳି ପଡିଥିବା ଜଣାପଡିଛି। ଏହାସହ ଗର୍ଭଗୃହରେ ପାଣି ପଡୁଥିବା କୁହାଯାଉଛି। ଫଳରେ ଭକ୍ତଙ୍କ ମଧ୍ୟରେ ଚିନ୍ତା ବଢି ଯାଇଛି। ମନ୍ଦିର ପୂଜାରୀ ମନ୍ଦିର ଢଳିବା…

ବୃଦ୍ଧଙ୍କଠାରୁ ଟଙ୍କା ନେଇଗଲେ ଦଲାଲ

ଅନୁଗୋଳ,୨୭।୬(ଅମିତ ସାମଲ): ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ବୃଦ୍ଧ ରୋଗୀଙ୍କଠାରୁ ଦଲାଲ ଟଙ୍କା ଠକି ନେଇଥିବା ସୋମବାର ଫାଣ୍ଡିରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ବଅଁରପାଳ ବ୍ଲକ ଜରପଡ଼ା ଥାନା ବିମଳବେଡ଼ା ଅଞ୍ଚଳର ସୁଦର୍ଶନ ପ୍ରଧାନ ତାଙ୍କ ବାପା ଗୋବର୍ଦ୍ଧନ…

ପମ୍ପହାଉସ ଭୁଶୁଡ଼ି ନଦୀରେ ଭାସିଗଲା

ତାଳଚେର,୨୭ା୬(ମନୋଜ ନନ୍ଦ): ତାଳଚେର ବ୍ଲକ ସନ୍ଥପଡା ପଞ୍ଚାୟତ ବ୍ରାହ୍ମଣୀ ନଦୀ କୂଳରେ ନିର୍ମାଣ କରାଯାଇଥିବା ପମ୍ପ ହାଉସ ଓ ପାଣି ଟାଙ୍କି ସୋମବାର ଭୁଶୁଡ଼ି ନଦୀ ଗର୍ଭରେ ଭାସି ଯାଇଛି। ଏହି ଘଟଣାକୁ ନେଇ ଭାଜପା ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ,…

ଦୁର୍ଘଟଣାର ଶିକାର ହେଲେ କନ୍ନଡ ଅଭିନେତା ସୁରଜ କୁମାର, ଜୀବନ ବଞ୍ଚାଇବାକୁ କାଟିବାକୁ ପଡିଲା ଗୋଡ

ଚେନ୍ନାଇ,୨୭।୬: କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଧ୍ରୁବନ ନାଁରେ ବେଶ ପରିଚିତ ଫେମଶ ଆକ୍ଟର ସୁରଜ କୁମାର ଏକ ଦୁର୍ଘଟଣାର ଶିକାର ହୋଇଛନ୍ତି। କୁହାଯାଉଛି କି ଜୁନ ୨୪ରେ ସେ ଏକ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଥିଲେ। ଏଥିରେ ସେ ଗୁରୁତର ଆହତ…

ବର୍ଷେ ଗଲାନି, ଧସିଲା ନଦୀବନ୍ଧ

ଧାମନଗର,୨୭।୬(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ମୁସ୍ତଫାପୁର ପଞ୍ଚାୟତର ଗୋବିନ୍ଦାଗଡ଼ିଆଠାରୁ ଦୋବଲ ପଞ୍ଚାୟତର ରାମେଶ୍ୱରପୁର ପର୍ଯ୍ୟନ୍ତ ନିର୍ମିତ ଗେଙ୍ଗୁଟି ନଦୀବନ୍ଧ ଗତବର୍ଷ ମରାମତି ସହ ପ୍ରଶସ୍ତୀକରଣ ହୋଇଥିଲା। ହେଲେ ବର୍ଷା ଗଲାନି, ନଦୀବନ୍ଧ ପାର୍ଶ୍ୱରୁ ମାଟି ଧୋଇବା ଓ…

ଦିଲ୍ଲୀ-ପୋର୍ଟ ବ୍ଲେୟାର ଯାଉଥିବା ଏୟାର ଇଣ୍ଡିଆ ବିମାନ ଡାଇଭର୍ଟ

ନୂଆଦିଲ୍ଲୀ, ୨୭।୬: ଦିଲ୍ଲୀରୁ ପୋର୍ଟ ବ୍ଲେୟାର ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ଖରାପ ପାଗ ହେତୁ ରବିବାର (ଜୁନ ୨୫)ରେ ଡାଇଭର୍ଟ କରାଯାଇଥିଲା। ଏହି ବିମାନରେ ୧୫୦ରୁ ଅଧିକ ଯାତ୍ରୀ ଥିଲେ। ଏୟାର ଇଣ୍ଡିଆ କହିଛି, ପୋର୍ଟ ବ୍ଲେୟାରରେ ଖରାପ…

ନାକଚଣା ଦ୍ୱାର ସମ୍ମୁଖରେ ୩ ରଥ

ପୁରୀ, ୨୭ା୬(ଅଜିତ୍‌ ମହାନ୍ତି): ବାହୁଡ଼ାଯାତ୍ରା ପାଇଁ ଏବେ ତିନିରଥ ପ୍ରସ୍ତୁତ। ଦକ୍ଷିଣମୋଡ଼ ପରେ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ନାକଚଣା ଦ୍ୱାର ସମ୍ମୁଖରେ ତିନିରଥ ଦଣ୍ଡାୟମାନ। କେବଳ ଦାରୁବିଗ୍ରହଙ୍କୁ ଅପେକ୍ଷା। ବୁଧବାର ବାହୁଡ଼ା ଯାତ୍ରା ଦିନ ଚତୁର୍ଦ୍ଧାମୂର୍ତ୍ତି ରଥରେ ବସି ଶ୍ରୀଗୁଣ୍ଡିଚା ମନ୍ଦିରରୁ…

ଭାରତ ସହ ଅସ୍ତ୍ରଶସ୍ତ୍ର ବିକ୍ରୟ ତ୍ୱରାନ୍ବିତ କରିବାକୁ ଆମେରିକା ସଂସଦରେ ଦ୍ୱିପାକ୍ଷିକ ପ୍ରସ୍ତାବ ଆଗତ

ଓ୍ବାଶିଂଟନ,୨୭।୬: ଆମେରିକାରେ ଭାରତ ସହ ସମ୍ପର୍କକୁ କେତେ ଗୁରୁତ୍ୱ ଦିଆଯାଉଛି, ତାହା ସ୍ପଷ୍ଟ ଜଣାପଡୁଛି। ଆମେରିକାର ସଂସଦରେ ଦ୍ୱିପାକ୍ଷିକ ପ୍ରସ୍ତାବ ପ୍ରଣୟନ କରାଯାଇଛି, ଯେଉଁଥିରେ ଭାରତକୁ ଅସ୍ତ୍ର ବିକ୍ରୟ ପ୍ରକ୍ରିୟା ତ୍ୱରାନ୍ବିତ କରାଯିବାକୁ ଦାବି କରାଯାଇଯାଇଛି। ଏହି ପ୍ରସ୍ତାବଟି ଭାରତ-ଆମେରିକା ସମ୍ପର୍କକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?