ପ୍ରକଳ୍ପ ଅଛି, ପାଣି ମିଳୁନି
ବିଞ୍ଝାରପୁର,୨୦ା୩(ଡି.ଏନ.ଏ.): ବିଞ୍ଝାରପୁର ବ୍ଲକ ଅଧୀନ ଉତ୍ତରକୂଳ ପଞ୍ଚାୟତ ପାରିପଦା ଗ୍ରାମରେ ଜଳ ସଙ୍କଟ ଦେଖାଦେଇଛି। ଉକ୍ତ ପଞ୍ଚାୟତରେ ବସୁଧା ପାନୀୟ ଜଳ ପ୍ରକଳ୍ପ ଅଛି, ହେଲେ ଗ୍ରାମବାସୀଙ୍କୁ ପାଣି ମିଳୁନି। ଫଳରେ ଗ୍ରାମରେ ଥିବା ଗୋଟିଏ ନଳକୂଅ ଉପରେ ୧୩୦ ପରିବାର…
ସିବିଓଆଇର ବହୁମୁଖୀ ଶିବିର
ଭୁବନେଶ୍ୱର,୨୦।୩: ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ(ସିବିଓଆଇ)ର ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଏକ ବହୁମୁଖୀ ଶିବିରର ଆୟୋଜନ କରାଯାଇଥିଲା। ବିଶେଷ କରି ସିବିଓଆଇ କୋଲକାତାର ଆଞ୍ଚଳିକ ମୁଖ୍ୟ ଅଜୟ କୁମାର ସିଂ ନିକଟରେ ଭୁବନେଶ୍ୱର ଗସ୍ତରେ ଆସିଥିଲେ। ତାଙ୍କର ଏହି ଗସ୍ତ…
ସହରକୁ ପଶୁଛି ଡ୍ରେନ୍ର ମଇଳା ପାଣି
ଭଞ୍ଜନଗର୨୦ା୩(ଡି.ଏନ୍.ଏ):ଭଞ୍ଜନଗର ସହରାଞ୍ଚଳ ଜନସ୍ବାସ୍ଥ୍ୟ ବିଭାଗର ଅବହେଳା ଯୋଗୁ ସହରବାସୀ ବିଭିନ୍ନ ସମୟରେ ଦୂଷିତ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି, ଯାହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଭେଜିପୁଟ ମହାନ୍ତି ସାହି ଛକ ଦେଇ ଯାଇଥିବା ଜନସ୍ବାସ୍ଥ୍ୟ ବିଭାଗର ପାଣି…
ୟୁବିଓଆଇ କଟକ ମିଡ୍ କର୍ପୋରେଟ୍ ଶାଖା ଉଦ୍ଘାଟିତ
କଟକ,୨୦।୩: ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ୟୁବିଓଆଇ)ର କଟକ ମିଡ୍ କର୍ପୋରେଟ୍ ଶାଖା ନିକଟରେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ କଟକ ଜିଲାପାଳ ଭବାନୀ ଶଙ୍କର ଚୟନୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ…
ପଞ୍ଚମ ଆଧାର କାର୍ଡ଼ କ୍ରିକେଟ: ସୁଆଙ୍ଗ ଚାମ୍ପିୟନ
ପୁରୁଣା ଭୁବନେଶ୍ୱର,୨୦ା୩ (ଡିଏନ୍ଏ): ସ୍ଥାନୀୟ ସୁଆଙ୍ଗ ସ୍ଥିତ ଚ୍ୟାଲେଞ୍ଜ କ୍ରିକେଟ ଆସୋସିଏସନ ଆନୂକୁଲ୍ୟରେ ଅନୁଷ୍ଠିତ ୫ମ ଅଧାରକାର୍ଡ଼ କ୍ରିକେଟ ଟୁର୍ନାମେଣ୍ଟରେ ଆୟୋଜକ ସୁଆଙ୍ଗ ଚାମ୍ପିୟନ ହୋଇଛି। ରବିବାର ଫାଇନାଲ ମ୍ୟାଚରେ ଗଙ୍ଗପଡ଼ାକୁ ୨୪ ରନ୍ରେ ହରାଇଥିଲା ଦଳ। ଟସ୍ ଜିତି ସୁଆଙ୍ଗ…
ଆରଏସ୍ବି ଚେନ୍ନାଇ, କେରଳ ଚାମ୍ପିୟନ
ଭୁବନେଶ୍ୱର,୨୦ା୩(ସ୍ପୋଟର୍ସ ବ୍ୟୁରୋ): କିଟ୍ ଓ କିସ୍ରେ ସର୍ବଭାରତୀୟ ସିଭିଲ ସର୍ଭିସେସ୍ ଚେସ୍ ଉଦ୍ଯାପିତ ହୋଇଛି। ପୁରୁଷ ବର୍ଗରେ ଆରଏସ୍ବି ଚେନ୍ନାଇ ଓ ମହିଳା ବର୍ଗରେ କେରଳ ଦଳଗତ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛନ୍ତି। ପୁରୁଷ ବର୍ଗରେ ଆରଏସ୍ବି ମୁମ୍ବାଇ ଦ୍ୱିତୀୟ ସ୍ଥାନ…
ଓଡ଼ିଶାର ଆହନ ରନର ଅପ୍
ଭୁବନେଶ୍ୱର, ୨୦ା୩ (ସ୍ପୋଟର୍ସ ବ୍ୟୁରୋ): ଅଗରତାଲାରେ ଅନୁଷ୍ଠିତ ୧୬ ବର୍ଷରୁ କମ୍ ଟେନିସ ଚାମ୍ପିୟନଶିପ୍ ସିରିଜରେ ଓଡ଼ିଶାର ଆହନ ମିଶ୍ର ରନରଅପ୍ ହୋଇଛନ୍ତି। ଫାଇନାଲରେ ସେ ଟପ୍ ସିଡ୍ ତଥା ତ୍ରିପୁରାର ତ୍ୱିଜିଲାଙ୍ଗ୍ ଦେବର୍ମାଙ୍କଠାରୁ ୧-୬,୧-୬ ସିଧାସଳଖ ସେଟ୍ରେ ହାରିଯାଇଥିଲେ। କ୍ୱାର୍ଟରଫାଇନାଲରେ…
ଭାରତୀୟ ଖୋଖୋ ଦଳରେ ଅର୍ଚ୍ଚନା
ଭୁବନେଶ୍ୱର, ୨୦ା୩ (ସ୍ପୋଟର୍ସ ବ୍ୟୁରୋ): ଆସାମର ଗୁଆହାଟୀଠାରେ ସୋମବାରଠାରୁ ୨୩ ତାରିଖ ପର୍ଯ୍ୟନ୍ତ ୪ର୍ଥ ଏସିଆନ୍ ଖୋ ଖୋ ପୁରୁଷ ଓ ମହିଳା ଚାମ୍ପିୟନଶିପ୍ ୨୦୨୩ ଅନୁଷ୍ଠିତ ହେବ। ଏଥିରେ ଅଂଶଗ୍ରହଣ କରିବାକୁ ଥିବା ଭାରତୀୟ ଖୋ ଖୋ ଦଳରେ କଳିଙ୍ଗ…
ଦ୍ୱିତୀୟ ଦିନିକିଆ ଜିତିଲା ଓ୍ବେଷ୍ଟଇଣ୍ଡିଜ୍
ଇଷ୍ଟ ଲଣ୍ଡନ,୨୦ା୩(ପି.ଟି.): ଟପ୍ ଅର୍ଡର ବ୍ୟାଟର ସାଇ ହୋପ୍ଙ୍କ ଅପରାଜିତ ୧୨୮ ରନ୍ ବଳରେ ଇଷ୍ଟ ଲଣ୍ଡନରେ ଖେଳା ଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଦିନିକିଆକୁ ୪୮ ରନରେ ଜିତି ନେଇଛି ଓ୍ବେଷ୍ଟଇଣ୍ଡିଜ୍। ପ୍ରଥମ ଦିନିକିଆ ବର୍ଷା କାରଣରୁ ବାତିଲ…
ବିଲୁପ୍ତପ୍ରାୟ ଘରଚଟିଆଙ୍କ ସଂରକ୍ଷଣ ପ୍ରୟାସ
ବ୍ରହ୍ମପୁର ଅଫିସ୍,୨୦ା୩:ଦିନ ଥିଲା ବ୍ରହ୍ମପୁର ସହର ସମେତ ଉପକଣ୍ଠ ଗ୍ରାମଗୁଡ଼ିକରେ ପକ୍ଷୀଙ୍କ କିଚିରିମିଚିରି ଶବ୍ଦ ପରିବେଶରେ ଏକ ନୂତନ ସଞ୍ଚାର ଆଣିଦେଉଥିଲା। ଏପରିକି ସେମାନଙ୍କ ଆଗମନରେ ବର୍ଷା ହେବା ନେଇ ଆଗୁଆ ସୂଚନା ଦେଉଥିବା କେହି କେହି କହୁଥିଲେ। ଏଭଳି ଏକ…
କଙ୍ଗୋରେ ୨୨ ଲୋକଙ୍କୁ ହତ୍ୟା କଲେ ଚରମପନ୍ଥୀ, ବଢିପାରେ ନରସଂହାରର ସଂଖ୍ୟା
କଙ୍ଗୋ,୨୦ ।୩: କଙ୍ଗୋ ଲୋକତାନ୍ତ୍ରିକ ଗଣରାଜ୍ୟରୁ ପୁଣିଥରେ ନରସଂହାରର ଖବର ସାମ୍ନାକୁ ଆସିଛି । କଙ୍ଗୋର ପୂର୍ବ ଇଟୁରି ଓ ଉତ୍ତର କିଭୁ ଅଞ୍ଚଳରେ ସିରିଜ ଆକ୍ରମଣରେ ସନ୍ଦିଗ୍ଧ ଚରମପନ୍ଥୀମାନେ ଅତିକମରେ ୨୨ ଜଣଙ୍କୁ ହତ୍ୟା କରିଛନ୍ତି । ପୂର୍ବ କଙ୍ଗୋରେ…
ନାଳ ଅବରୋଧ କରି ରାସ୍ତା ନିର୍ମାଣ
କେନ୍ଦୁଝର,୨୦ା୩(ସ୍ବ.ପ୍ର.):କେନ୍ଦୁଝର ସଦର ତହସିଲ ଅନ୍ତର୍ଗତ ଧୃର୍ପଦା ନିକଟରେ ରାସ୍ତା ନିର୍ମାଣକୁ ନେଇ ଅସନ୍ତୋଷ ଦେଖାଦେଇଛି। ଜାତୀୟ ରାଜପଥ ୪୯ କଡ଼ରେ ପୂର୍ତ୍ତ ବିଭାଗ ରାସ୍ତା ଏବଂ ଜାତୀୟ ରାଜପଥ ପାର୍ଶ୍ୱ ନାଳ ପୋତି ରାସ୍ତା ନିର୍ମାଣ କରାଯାଉଛି। ରାସ୍ତା ନିର୍ମାଣରେ କାରଖାନାର…
Archives


