Home Left

‘କ୍ଷମା ମାଗନ୍ତୁ ରାହୁଲ ଗାନ୍ଧୀ’

ନୂଆଦିଲ୍ଲୀ,୨୦।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ କେନ୍ଦ୍ର ମନ୍ତ୍ରୀ ହରଦୀପ ପୁରୀ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ଯଦି ଜଣେ ନାଗରିକ ଦେଶ ବାହାରକୁ ଯାଆନ୍ତି ତା’ହେଲେ ତାଙ୍କର ବାକ ସ୍ବାଧୀନତା ଅଛି କିନ୍ତୁ ଏହି ସ୍ବାଧୀନତା ସହିତ…

ଖାକିରେ ଲାଗିଲା ଦାଗ: ଗଞ୍ଜେଇ ଚାଲାଣ କରି କନଷ୍ଟେବଳ ଗିରଫ

ମାଲକାନଗିରି,୨୦ା୩(ଡି.ଏନ୍‌.ଏ.): ପୁଣି ଜଣେ ଖାକି ବର୍ଦ୍ଧିଧାରୀ ପୋଲିସ କନଷ୍ଟେବଳ ଗଞ୍ଜେଇ ଚାଲାଣ କରି ଗିରଫ ହୋଇଛନ୍ତି। ମିଳିଥିବା ସୂଚନାନୁଯାୟୀ, ମାଲକାନଗିରି ଥାନା ମାର୍କାପାଲ୍ଲୀଠାରେ ଜଣେ ଗଞ୍ଜେଇ ବେପାରୀ ଶରତ ଚନ୍ଦ୍ର ହନ୍ତାଳ ଗଞ୍ଜେଇ ଚାଲାଣ କରୁଥିବା ଖବର ମିଳିବା ପରେ ମାଲକାନଗିରି…

କୂଅରୁ ମିଳିଲା ଯୁବକଙ୍କ ମୃତଦେହ

ପାଟଣା,୨୦ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଝାରବେଡ଼ା ଗାଁର ଏକ କୂଅ ଭିତରୁ ସୋମବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଉଛନ୍ତି ତୁରୁମୁଙ୍ଗା ଗ୍ରାମର ମାନସ କୁମାର ପୃଷ୍ଟି ଓରଫ ବାବୁଲ। ସୂଚନା ଯେ, ମାନସ ଦୁଇଦିନ…

ବ୍ରିଟେନକୁ ଚେତାବନୀ ଦେଲା ଭାରତ: ଭାରତୀୟ କୂଟନୀତିଜ୍ଞଙ୍କ ସୁରକ୍ଷା କ୍ଷେତ୍ରରେ ଭେଦଭାବ ନୁହେଁ ଗ୍ରହଣୀୟ

ନୂଆଦିଲ୍ଲୀ,୨୦।୩: ବ୍ରିଟେନର ଲଣ୍ଡନରେ ଥିବା ଭାରତୀୟ ଉଚ୍ଚ ଆୟୋଗରେ ଖଲିସ୍ତାନ ସମର୍ଥକଙ୍କ ଦ୍ୱାରା ଭାରତୀୟ ତ୍ରିରଙ୍ଗାର ଅପମାନ ଏବଂ ବିଶୃଙ୍ଖଳାକୁ ନେଇ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅସନ୍ତୋଷ ବ୍ୟକ୍ତ କରିଛି। ଭାରତ ଜଣେ ବରିଷ୍ଠ ବ୍ରିଟିଶ କୂଟନୀତିଜ୍ଞଙ୍କୁ ଡକାଇ ଏହି…

ଆଇପିଏଲ ୨୦୨୩ ପରେ ଅବସର ନେବେ କି ଧୋନୀ: ଚହର କଲେ ଖୁଲାସା

ଚେନ୍ନାଇ,୨୦।୩: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ରେ ଏମଏସ ଧୋନୀଙ୍କ ଭବିଷ୍ୟତକୁ ଅନେକ ଚର୍ଚ୍ଚା ହେଉଛି। ଆଇପିଏଲ୍‌ ୨୦୨୩ ଧୋନୀଙ୍କ ଶେଷ ଆଇପିଏଲ୍‌ ହେବ ବୋଲି ଚର୍ଚ୍ଚା ହେଉଛି। ଧୋନୀ ମଧ୍ୟ ପୂର୍ବରୁ ନିଶ୍ଚିତ କରିଛନ୍ତି ଯେ, ଚେନ୍ନାଇର ଜନତାଙ୍କ ସମ୍ମୁଖରେ…

ଖୁବ୍‌ଶୀଘ୍ର ପେଟ୍‌ ଗାଇଡ୍‌ଲାଇନ୍‌

ଭୁବନେଶ୍ୱର, ୨୦।୩ (ବ୍ୟୁରୋ): ରାଜଧାନୀରେ କୁକୁର ରଖିବା ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଖୁବ୍‌ଶୀଘ୍ର ଜାରିହେବ ଗାଇଡ୍‌ଲାଇନ୍‌। ପୂର୍ବରୁ ଏହାର ଡ୍ରାଫ୍ଟ ପ୍ରସ୍ତୁତ ସରିଥିବାବେଳେ ଆସନ୍ତା ୨୧ ତାରିଖରେ ଏଥିପାଇଁ ସ୍ବତନ୍ତ୍ର ବୈଠକ ବସିବାକୁ ଯାଉଛି। ଏହି ବୈଠକରେ…

ବିଶ୍ୱ ଘରଚଟିଆ ଦିବସ: ସୁରକ୍ଷା ପାଇଁ ସଚେତନ କଲେ ପରିବେଶବିତ୍‌

ଭୁବନେଶ୍ୱର,୨୦।୩(ବ୍ୟୁରୋ): ଘରଚଟିଆ ଏବେ ବିଲୁପ୍ତ ହେବାକୁ ବସିଲାଣି। ତେଣୁ ଏହି କ୍ଷୁଦ୍ର ପକ୍ଷୀଟିକୁ ସୁରକ୍ଷା ଦେବା ଲାଗି ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ଘରଚଟିଆ ଦିବସ ରୂପେ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଜନସଚେତନତା ଉଦ୍ଦେଶ୍ୟରେ ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳରେ…

ବର୍ଷା ସାଙ୍ଗକୁ ପବନ: ରାସ୍ତାରେ ଉପୁଡ଼ି ପଡ଼ିଲା ଗଛ

କେନ୍ଦୁଝର,୨୦ା୩(ସ୍ବ.ପ୍ର.): ସୋମବାର ଭୋର୍‌ ସମୟରେ ହଠାତ୍‌ ବର୍ଷା ଓ ପବନ କେନ୍ଦୁଝର ସହର ମାଇନିଂ ରୋଡ୍‌ରେ ଏକ ଗଛ ଉପୁଡ଼ିବାରୁ ଯାତାୟାତ ବ୍ୟାହତ ହୋଇଛି। ବିଦ୍ୟୁତ୍‌ ଓ କେବୁଲ ମଧ୍ୟ ଛିଣ୍ଡି ଯାଇଛି। ଆଜି ଭୋର୍‌ରୁ ହଠାତ୍‌ ବର୍ଷା ଓ ପବନ…

ଶ୍ରୀପୁରୁଷୋତ୍ତମ ଭଣ୍ଡାରର ଅବଦାନ

ଗତ ସଂଖ୍ୟାରେ କୋଣାର୍କଠାରେ ମନ୍ଦିର ଆରମ୍ଭ ଏବଂ ଶ୍ରୀମହାଭାସ୍କରଙ୍କ ବିଗ୍ରହ ନିର୍ମାଣ ସମୟରେ ଯଥାକ୍ରମେ ‘ଶ୍ରୀକାପଡ଼ା’ ଓ ଆଜ୍ଞାମାଳ ଦିଆଯାଇଥିବା ଆଲୋଚନା କରିଥିଲୁ। ବିଶେଷ ଭାବରେ ମହାପ୍ରଭୁଙ୍କ ଅଙ୍ଗଲାଗି ଏହା ଏକ ବସ୍ତ୍ର। ଖଦିର ଏହି ପତଳା ବସ୍ତ୍ର ମହାପ୍ରଭୁଙ୍କ ‘ଶିର’ରେ…

ଆଇପିଏଲ୍‌ ପୂର୍ବରୁ ଚେନ୍ନାଇ ସୁପର୍‌ କିଙ୍ଗ୍ସକୁ ବଡ଼ ଝଟ୍‌କା

ଚେନ୍ନାଇ,୨୦।୩: ଆଇପିଏଲ୍‌ ୨୦୨୩ ମାର୍ଚ୍ଚ ୩୧ରୁ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ମ୍ୟାଚ୍‌ରେ ଚାରିଥର ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ଡିଫେଣ୍ଡିଂ ଚାମ୍ପିଅନ ଗୁଜରାଟ ଟାଇଟାନ୍ସର ଦଳ ମୁହାଁମୁହିଁ ହେବେ। ଏହି ମ୍ୟାଚ ପୂର୍ବରୁ ସିଏସକେ ଦଳକୁ ଏକ ବଡ…

ଆଜି ଓ୍ବାଲର୍‌ଡ ହାପିନେସ୍‌ ଡେ: ଖୁସି ମଣିଷ ସୁଖୀ

ସେ ଗୋରା ହେଉ କି କଳା, ଅବା ସାବନା, ଯେଉଁ ମୁହଁରେ ସବୁବେଳେ ସ୍ମିତହାସ୍ୟ ଥାଏ; ସେହି ଚେହେରାକୁ ସବୁଠାରୁ ସୁନ୍ଦର ଚେହେରା ବୋଲି କୁହାଯାଏ। ସର୍ବଦା ହସହସ ରହୁଥିବା ମଣିଷର ମୁଖମଣ୍ଡଳରେ ଝଟକୁଥାଏ ନିଆରା କାନ୍ତି, ଯାହା ମାନସିକ ଚାପକୁ…

କାନ୍ଦିଲେ ସ୍ବରା ଭାସ୍କର

ବଲିଉଡ ଅଭିନେତ୍ରୀ ସ୍ବରା ଭାସ୍କର ସମାଜବାଦୀ ପାର୍ଟିର ଯୁବ ନେତା ଫହାଦ ଅହମ୍ମଦଙ୍କ ସହ ବିବାହ ବନ୍ଧନରେ ହୋଇଛନ୍ତି। ଉଭୟଙ୍କ ବିବାହ ଉତ୍ସବର ଫଟୋ ଏବଂ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି। ଏହି ବିବାହରେ ଝିଅ ବିଦାୟୀ ବେଳର ଏକ ଭିଡିଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri