Home Left

ପଦ୍ମଶ୍ରୀ ଶ୍ରୀନିବାସ ଉଦ୍‌ଗାତା ପାଇଲେ ସାହିତ୍ୟ ଭାରତୀ ସମ୍ମାନ

କଟକ ଅଫିସ,୨୦ା୩:ସାହିତ୍ୟ ସବୁବେଳେ ବେଦନାର ଭାଷାକୁ ରୂପାୟିତ କରିଥାଏ। ମଣିଷ ଯେତେବେଳେ ସଭ୍ୟ ହେଲା ସେତେବେଳେ ସାହିତ୍ୟକୁ ଚିହ୍ନିଲା। ସାହିତ୍ୟ ଏକ ଆଧ୍ୟାତ୍ମିକ ଶକ୍ତି। ଏହା ମାନବତାକୁ ଉତ୍ତରଣକୁ ନେଇଯାଏ। ମଣିଷର ବ୍ୟଥା ଓ ବେଦନାରୁ ସାହିତ୍ୟ ସୃଷ୍ଟି ହୋଇଥାଏ ବୋଲି…

‘ଏବେ ଛୁଟି ମିଳିବ, ଧନ୍ୟବାଦ ଭଗବାନ’

ବାରିପଦା ଅଫିସ,୨୦।୩:ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ଜଳୁଥିଲା। ନିଅଁାରେ ଜୀବଜନ୍ତୁ ଅତିଷ୍ଠ ହୋଇପଡ଼ିଥିବା ବେଳେ ଲିଭେଇବାକୁ ବନ ବିଭାଗ ନାକେଦମ୍‌ ହୋଇଥିଲା। ପଶ୍ଚିମା ଝଡ଼ ପ୍ରଭାବରେ ଗତ ଦୁଇଦିନ ଧରି ବର୍ଷା ଫଳରେ ଏହି ଅଭୟାରଣ୍ୟ ନିଅଁାରୁ ମୁକ୍ତି ପାଇଛି। ବନ୍ୟଜନ୍ତୁଙ୍କ…

୧୦୦ କୋଟିର ମାଲିକ, ସାମାନ୍ୟ ଭୁଲ୍‌ ପାଇଁ ହୋଇଗଲେ କାଙ୍ଗାଳ

ମଣିଷର ଭାଗ୍ୟ କେତେବେଳେ କ’ଣ ପରିବର୍ତ୍ତନ ହେବ ତାହା କହିହେବ ନାହିଁ। କେତେବେଳେ ଭଲ ସମୟ ଆସେ ତ ଆଉ କେତେବେଳେ ଦୁର୍ଭାଗ୍ୟ। ସାମାନ୍ୟ ଭୁଲ୍‌ ପାଇଁ ମଣିଷ ଗୋଟିଏ ରାତିରେ କାଙ୍ଗାଳ ହୋଇଯାଏ। ଏମିତି ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ ଘଟିଛି।…

ଆଜି ଶ୍ରୀମନ୍ଦିରରେ ୫ଘଣ୍ଟା ଦର୍ଶନ ବନ୍ଦ

ପୁରୀ ଅଫିସ, ୨୦ା୩:ଚୈତ୍ର ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥି ଅବସରରେ ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ସେବକ ଦଇତାପତିମାନେ ଏହି ନୀତି ସମ୍ପାଦନ କରିବେ। ଏହା ଏକ ଗୁପ୍ତନୀତି। ଦ୍ୱିତୀୟ ଭୋଗମଣ୍ଡପ ପରେ…

ଫଶିଲେ ଆଇନମନ୍ତ୍ରୀ

ନୂଆଦିଲ୍ଲୀ,୨୦।୩: କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁଙ୍କ ନିଜ ମନ୍ତବ୍ୟ ପାଇଁ ଅଡୁଆ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ନିକଟରେ ରିଜିଜୁ ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ କିଛି ଅବସରପ୍ରାପ୍ତ ବିଚାରପତି, କାର୍ଯ୍ୟକର୍ତ୍ତାମାନେ ଭାରତ ବିରୋଧୀ ଗ୍ୟାଙ୍ଗର ଅଂଶ ଏବଂ ସେମାନେ ଭାରତୀୟ…

ଅଢେଇ ବର୍ଷ ହେବ ରୁଟି ଖାଇନାହାନ୍ତି ରଣବୀର

ଫିଟନେସ କଥା ଆସିଲେ, ସମସ୍ତଙ୍କ ନଜର ପ୍ରାୟତଃ ବଲିଉଡ ସେଲିବ୍ରିଟିଙ୍କ ଆଡକୁ ଯାଏ। ବଲିଉଡ୍‌ ଅଭିନେତା/ଅଭିନେତ୍ରୀଙ୍କ ଫିଟନେସ ଟିପ୍ସ ଅନେକ ଲୋକଙ୍କୁ ପ୍ରେରଣା ଦେଇଥାଏ। ଅଭିନେତା ରଣବୀର କପୁର ମଧ୍ୟ ଏହି ସେଲିବ୍ରିଟିଙ୍କ ତାଲିକାରେ ଆସନ୍ତି। ସେ କେବଳ ନିଜ ଅଭିନୟ…

ସୁନା ଖଣିରେ କାମ କରୁଥିବା ଚାଇନା ନାଗରିକଙ୍କୁ ଗୁଳି, ୯ ମୃତ

ବାଂଗୁଇ,୨୦ ।୩: ମଧ୍ୟ ଆଫ୍ରିକା ଗଣରାଜ୍ୟରେ ବନ୍ଧୁକଧାରୀମାନେ ରବିବାର ଚାଇନା ଦ୍ୱାରା ସଂଚାଳିତ ଏକ ସୁନା ଖଣି ଉପରେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ଖଣିରେ କାମ କରୁଥିବା ୯ ଚାଇନା ନାଗରିକଙ୍କ ମୃତ୍ୟୁ ହୋଇଛି । ଏହାସହ ଅନ୍ୟ…

ଅମୃତପାଲ ସିଂଙ୍କୁ ଖୋଜୁଛି ପୋଲିସ, ଏବେ ପର୍ଯ୍ୟନ୍ତ ୧୧୨ ଗିରଫ, ପଞ୍ଜାବରେ ହାଇ ଆଲର୍ଟ

ଚଣ୍ଡିଗଡ଼,୨୦ ।୩: ଖଲିସ୍ତାନ ସମର୍ଥକ ତଥା ୱାରିସ ପଞ୍ଜାବ ଦେର ମୁଖ୍ୟ ଅମୃତପାଲ ସିଂଙ୍କୁ ଏବେବି ପୋଲିସ ଖୋଜୁଛି । ପଞ୍ଜାବ ପୋଲିସ ଅମୃତପାଲଙ୍କୁ ଧରିବାକୁ ରବିବାର ଲଗାତାର ଦ୍ୱିତୀୟ ଦିନ ସର୍ଚ୍ଚ ଅପରେଶନ ଜାରି ରଖିଥିଲା । ଏହାରି ମଧ୍ୟରେ…

ଇକ୍ୱେଡରରେ ଭୂକମ୍ପ: ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି

ଗୁଆୟାକିଲ୍‌,୧୯।୩: ଦକ୍ଷିଣ ଆମେରିକାର ଇକ୍ୱେଡରରେ ହୋଇଥିବା ଭୂକମ୍ପରେ ରବିବାର ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି ହୋଇଥିବା ବେଳେ ୩୮୧ଜଣ ଆହତ ହୋଇଥିବା ସୂଚନା ମିଳଛି। ଭୂକମ୍ପର ତୀବ୍ରତା ୬.୮ ଥିବା ଆମେରିକୀୟ ଭୌଗୋଳିକ ସର୍ଭେ (ୟୁଏସ୍‌ଜିଏସ୍‌) ପକ୍ଷରୁ କୁହାଯାଇଛି। ଏହାର ପ୍ରଭାବରେ…

ଇମେଲ୍‌ ଧମକ ପରେ ବଢ଼ିଲା ସୁରକ୍ଷା

ମୁମ୍ବାଇ,୧୯ା୩: ବଲିଉଡ୍‌ ଅଭିନେତା ସଲମାନ୍‌ ଖାନ୍‌ଙ୍କୁ ଇମେଲ୍‌ ଯୋଗେ ହତ୍ୟା ଧମକ ମିିଳିବା ପରେ ମୁମ୍ବାଇ ପୋଲିସ ତାଙ୍କ ଘର ବାହାରେ ସୁରକ୍ଷାକୁ ବଢ଼ାଇ ଦେଇଛି। ସଲମାନ୍‌ଙ୍କ ଟିମ୍‌ର ଜଣେ ସଦସ୍ୟ ଏହି ଧମକ ପୂର୍ଣ୍ଣ ଇମେଲ୍‌ ପାଇଥିଲେ। ପୂର୍ବରୁ ସଲମାନ୍‌ଙ୍କୁ…

ରେଳ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ପ୍ରଦୀପ୍ତ

ଭବାନୀପାଟଣା,୧୯।୩(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ବିଧାୟକ ତଥା ପୂର୍ବତନ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ୨ ବର୍ଷ ହେଲା କରୋନାରେ ଆକ୍ରାନ୍ତ ହୋଇ ବର୍ତ୍ତମାନ ଦିଲ୍ଲୀର ଗୁରୁଗାଓଁରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଚିକିତ୍ସିତ ହେଉଛନ୍ତି। ଏପରିକି ପୂର୍ବ ପେକ୍ଷା ପ୍ରଦୀପ୍ତ…

ମେକ୍ସିକୋରେ ଗୁଳିକାଣ୍ଡ: ୭ ମୃତ

ମେକ୍ସିକୋ ସିଟି, ୧୯ା୩:ମେକ୍ସିକୋର ଏକ ସାମରିକ ୟୁନିଟ୍‌ ଉପରେ ବନ୍ଧୁକଧାରୀମାନେ ଆକ୍ରମଣ କରିବାରୁ ୨ ଜଣ ସୈନ୍ୟ ଓ ୫ ସନ୍ଦିଗ୍ଧ ଅପରାଧୀ ନିହତ ହୋଇଛନ୍ତି। ଗୁଳିମାଡ଼ରେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଗୁଏରେରୋ ପ୍ରଦେଶର ପାର୍ବତଞ୍ଚଳରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri