୪ ଜଣଙ୍କୁ ବିବାହକରି ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ଗିରଫ
ରାୟଗଡ଼ା ଅଫିସ/ରାୟଗଡ଼ା(ସ୍ବ.ପ୍ର.),୨୧ା୩- ରାୟଗଡ଼ା ଜିଲା କାଶୀପୁର ବ୍ଲକରେ କାର୍ଯ୍ୟରତ ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ଗୋପୀନାଥ କିଷାନ ୪ ମହିଳାଙ୍କୁ ବିବାହ କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ଚତୁର୍ଥ ସ୍ତ୍ରୀ ସୁନୀତା ମାଧିଆ ଓରଫ ସୁନୀତା କିଷାନଙ୍କ ଅଭିଯୋଗ ପ୍ରକାରେ କନିଷ୍ଠ…
ଡିଜେ ଆଜେକ୍ସଙ୍କ ପ୍ରେମିକାଙ୍କୁ ଏକ ଘଣ୍ଟା ଜେରା
ଭୁବନେଶ୍ୱର,୨୧।୩(ବ୍ୟୁରୋ): ବହୁ ଚର୍ଚ୍ଚିତ ଡିଜେ ଆଜେକ୍ସଙ୍କ ମୃତ୍ୟୁ ଘଟଣାରେ ପୋଲିସ ମଙ୍ଗଳବାର ତାଙ୍କ ପ୍ରେମିକାଙ୍କୁ ଜେରା କରିଛି। ଖାରବେଳନଗର ଥାନା ପୋଲିସ ପ୍ରାୟ ଏକ ଘଣ୍ଟା ଧରି ଜେରା କରି ବୟାନ ରେକର୍ଡ କରିଛି। ତାଙ୍କ ମୋବାଇଲ ମଧ୍ୟ ଜବତକରାଯାଇଛି। ପୋଲିସ…
ମହୁମାଛି ଆତଙ୍କ: ସରପଞ୍ଚଙ୍କ ସହ ୪ ଗୁରୁତର
ନୂଆପଡା, ୨୧।୩: ସାପ୍ତାହିକ ବଜାରରେ ମହୁମାଛି ଆତଙ୍କ ଦେଖିବାକୁ ମିଳିଛି। ଏଭଳି ଘଟଣା ଘଟିଛି ନୂଆପଡା ଜିଲା ଖଡିଆଳ ଥାନା ଦୋହେଲପଡା ଅଞ୍ଚଳରେ। ସରପଞ୍ଚଙ୍କ ସହ ୫୦ରୁ ଅଧିକଙ୍କୁ ମହୁମାଛି ବିନ୍ଧିଥିବା ବେଳେ ଏଥିରେ ୪ ଜଣ ଗୁରୁତର ହୋଇଛନ୍ତି ।…
ଟେରର ଫଣ୍ଡିଂ ମାମଲାରେ ଆଉ ଜଣେ ଖବରଦାତାଙ୍କୁ ଗିରଫ କଲା ଏନ୍ଆଇଏ
ଶ୍ରୀନଗର,୨୧।୩: ଜମ୍ମୁ-କଶ୍ମୀରରେ ଟେରର ଫଣ୍ଡିଂ ମାମଲାରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନ୍ଆଇଏ) ମଙ୍ଗଳବାର ସକାଳେ ଶ୍ରୀନଗରରେ ଆଉ ଜଣେ କଶ୍ମୀରୀ ଖବରଦାତାଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଖବରଦାତା ଫ୍ରିଲାନ୍ସର୍ ଇରଫାନ ମେହରାଜ ବୋଲି ଜଣାପଡିଛି। ଦିଲ୍ଲୀର ଏନ୍ଆଇଏର ଏକ ସ୍ବତନ୍ତ୍ର…
ପଡ଼ୋଶୀ ଘରର ଖଣ୍ଡାରେ ଉଭୟ ପକ୍ଷର ୩ ଗୁରୁତର
ପୁରୀ ଅଫିସ,୨୧।୩: ପୁରୀ ଜିଲା ସଦର କଣ୍ଠପୁର ଗ୍ରାମରେ ପଡ଼ୋଶୀ ଘରର ଖଣ୍ଡା ଆକ୍ରମଣରେ ଉଭୟ ପକ୍ଷରୁ ୩ ଜଣ ଗୁରୁତର ହୋଇଛନ୍ତି । ୩ ଜଣଙ୍କ ମଧ୍ୟରୁ ଦୁଇ ଜଣ ଶଙ୍କର ପ୍ରଧାନ ଓ ଟୁନିଆ ପ୍ରଧାନ ବୋଲି ଜଣାପଡ଼ିଛି…
ଘରେ ଚାଲିଥିଲା ନକଲି ମୋବିଲ କାରଖାନା
ରାଉରକେଲା ଅଫିସ,୨୧।୩: ସୁନ୍ଦରଗଡ଼ ଜିଲା ରାଉରକେଲାସ୍ଥିତ ନାଳରୋଡ଼ ଅଞ୍ଚଳରେ ମଙ୍ଗଳବାର ନକଲି ମୋବିଲ କାରଖାନା ଠାବ । ଉକ୍ତ ଅଞ୍ଚଳରେ ରହୁଥିବା ତାସଲିମ ଆରିଫ ନାମକ ଜଣେ ବ୍ୟକ୍ତି ନିଜ ଘରେ ନକଲି ମୋବିଲ ତିଆରି କରୁଥିବା କୌଣସି ସୂତ୍ରରୁ ସୂଚନା…
ଏଚ୍୩ଏନ୍୨ ପରେ ଗୁରୁଗ୍ରାମରେ ଟାଇପ୍-ବି ଇନ୍ଫ୍ଲୁଏଞ୍ଜାର ୨ମାମଲା ଚିହ୍ନଟ
ନୂଆଦିଲ୍ଲୀ,୨୧।୩: ଗୁରୁଗ୍ରାମରେ ସୋମବାର ଟାଇପ-ବି ଇନ୍ଫ୍ଲୁଏଞ୍ଜା ଭାଇରସ୍ର ୨ଟି ମାମଲା ସାମ୍ନାକୁ ଆସିଛି। ଏଥିରେ ଜଣେ ପୁରୁଷ ଏବଂ ଜଣେ ମହିଳା ଅଛନ୍ତି, ଯାହାର ବୟସ ୩୨ବର୍ଷ ବୋଲି ଜଣାପଡ଼ିଛି। ସ୍ବାସ୍ଥ୍ୟ ବିଭାଗର ସୂଚନାନୁସାରେ, ବର୍ତ୍ତମାନ ସେମାନେ ହୋମ୍ ଆଇସୋଲେଶନ୍ରେ ଅଛନ୍ତି।…
ଓଡ଼ିଶାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୧।୩(ବ୍ୟୁରୋ): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ଓଡ଼ିଶା ଗସ୍ତରେ ଆସିଛନ୍ତି। ସ୍ବତନ୍ତ୍ର ବିମାନ ଯୋଗେ ସେ ଭୁବନେଶ୍ବରରେ ପହଞ୍ଚିବା ପରେ ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି। ପୁରୀରେ ଥିବା ନିର୍ମାଣ ନିବାସରେ ମମତାଙ୍କ ରହଣି ବ୍ୟବସ୍ଥା କରାଯାଇଛି । ବୁଧବାର…
ମାର୍ଚ୍ଚ ୨୪ରେ ସିସୋଡିଆଙ୍କ ଜାମିନ ଆବେଦନର ପୁଣି ହେବ ଶୁଣାଣି
ନୂଆଦିଲ୍ଲୀ,୨୧।୩: ଦିଲ୍ଲୀର ମଦ ନୀତିରେ ହୋଇଥିବା ଦୁର୍ନୀତିର ତଦନ୍ତ ଚାଲିଛି। ଏହି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ପ୍ରଥମେ ସିବିଆଇ ଗିରଫ କରିଥିଲା ଏବଂ ପରେ ତାଙ୍କୁ ଇଡି ଦ୍ୱାରା ଗିରଫ କରାଯାଇଥିଲା। ସିବିଆଇ ଗିରଫ ମାମଲାରେ ରୌଜ…
ପୁଣି କୁଆପଥର ବର୍ଷା: ୧୨ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ
ଭୁବନେଶ୍ବର,୨୧।୩(ବ୍ୟୁରୋ): ରାଜ୍ୟର ୧୨ ଜିଲାକୁ କୁଆପଥର ବର୍ଷା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଜ୍ରପାତ, କୁଆପଥର ବର୍ଷା ଏବଂ ୩୦ ରୁ ୪୦ କିମି ବେଗରେ ପବନ…
ଖଲିସ୍ତାନ ସମର୍ଥକ ଅମୃତପାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ
ଚଣ୍ଡିଗଡ଼,୨୧।୩: ଖାଲିସ୍ତାନ ସମର୍ଥକ ଅମୃତପାଲ ସିଂ ଏବଂ ତାଙ୍କ ଘନିଷ୍ଠ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଇତିମଧ୍ୟରେ ପଞ୍ଜାବ ସରକାର ଅମୃତପାଲଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ(ଏନ୍ଏସ୍ଏ) ଲଗାଇଛନ୍ତି ବୋଲି ହାଇକୋର୍ଟଙ୍କୁ କହିଛନ୍ତି। ମଙ୍ଗଳବାର ଜଣେ ଓକିଲ ଏହି ବିଷୟରେ…
ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୫ରୁ ରାତି ୯ ଯାଏ ସାଧାରଣ ଦର୍ଶନ ମନା
ପୁରୀ ଅଫିସ,୨୧।୩: ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ବୁଧବାର ଅନୁଷ୍ଠିତ ହେବ । ଏ ନେଇ ଅପରାହ୍ନ ୫ଟାରୁ ରାତି ୯ଟା ଯାଏ ସର୍ବସାଧାରଣ ଠାକୁର ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ଜାରି କରାଯାଇଛି।…
Archives


